Posted inଫୁରସତ

ବାଇକ୍‌କୁ କରିଦେଲେ ଜେସିବି ମେଶିନ, ଆନନ୍ଦ ମହିନ୍ଦ୍ରା କହିଲେ…

ପ୍ରତିଷ୍ଠିତ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। ସେ ଅନେକ ସମୟରେ ମଜାଳିଆ ଭିଡିଓ ଏବଂ ଫଟୋ ଶେୟାର କରନ୍ତି। ବର୍ତ୍ତମାନ ଆଉ ଏକ ଭିଡିଓ ଶେୟାର କରିଛନ୍ତି। ଯାହା ଭାଇରାଲ ହେଉଛି। ଲୋକେ ଏହାକୁ ବେଶ୍‌ ଉପଭୋଗ ବି କରୁଛନ୍ତି। ଏଥର ଆନନ୍ଦ ମହିନ୍ଦ୍ରା ଆମେରିକାର ଜଣେ ବ୍ୟକ୍ତିଙ୍କ ଫଟୋ ଶେୟାର କରିଛନ୍ତି। ଯାହାକୁ ଦେଖି ଲୋକେ ଭାବିବେ କି ଆମ ଦେଶର ଲୋକଙ୍କ କାରିଗରୀ କୌଶଳକୁ କେହି ଚୋରେଇ ନେଇଛି। କାରଣ ଖୋଦ୍‌ ଆନନ୍ଦ ମହିନ୍ଦ୍ରା ମଧ୍ୟ ଭାରତୀୟଙ୍କ କୌଶଳକୁ ହରାଇବାକୁ ଚାହାନ୍ତି ନାହିଁ।

ସୋସିଆଲ ମିଡିଆରେ ଆନନ୍ଦ ମହିନ୍ଦ୍ରା ଯେଉଁ ଫଟୋ ଶେୟାର କରିଛନ୍ତି, ସେଥିରେ ସେ କ୍ୟାପଶନ ଲେଖିଛନ୍ତି, ଆମେରିକାର ଜଣେ ବନ୍ଧୁ ଏହି ଫଟୋ ପଠାଇଛନ୍ତି। ଆମର କୌଶଳ ଏବେ ବିପଦରେ। ଏକ ବାଇକ୍‌ରେ ଜେସିବି ଲଗାଯାଇଛି। ଯାହା ଦେଖିବାକୁ ଖୁବ୍‌ ଆକର୍ଷଣୀୟ।

ଏହି ଫଟୋକୁ ଲୋକେ ଖୁବ୍‌ ପସନ୍ଦ କରିବା ସହ ମଜାଳିଆ କମେଣ୍ଟ ସବୁ ଦେଉଛନ୍ତି। ଜଣେ ୟୁଜର ଲେଖିଛନ୍ତି ଚିନ୍ତା କରନ୍ତୁନି ସାର। ଏହି ଟେକ୍ନୋଲୋଜି ସବୁଠୁ ଆଗରେ ରହିବ। ଆଉ ଜଣେ ୟୁଜର ଲେଖିଛନ୍ତି, ମହିନ୍ଦ୍ରା ତ ଅସାସାଧାରଣ। ମହିନ୍ଦ୍ରା ଯେଉଁଠି ଏହା ସେଠି ସମ୍ଭବ।


Enter your email to get our daily news in your inbox.

All Right Reserved By Dharitri.Com

୪ଟି ପତ୍ର ଥିବା ଏହି ଗଛର ମୂଲ୍ୟ ୪ ଲକ୍ଷ ଟଙ୍କା

ଆଜିକାଲି ଇନଡୋର୍‌ ପ୍ଲାଣ୍ଟ ଘରେ ରଖିବା ଏକ ଫ୍ୟାଶନ ପାଲଟିଗଲାଣି। ଘରେ ଶୁଦ୍ଧ ଓ ତାଜା ବାରଣ ପାଇବା ସହ ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ...

ବିବାହ ପରେ ନିଜେ କାର ଚଲାଇ ଶାଶୁ ଘରେ ପହଞ୍ଚିଲେ କନ୍ୟା: କାରଣ ଜାଣିଲେ…

ବିବାହ ପରେ ବିଦାୟ ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ବିଦାୟ ସମୟରେ କନ୍ୟା କାରର ଡ୍ରାଇଭିଂ ସିଟରେ...

ସ୍ମାର୍ଟଫୋନ୍‌କୁ ସାବଧାନ..

ଦିନରେ ଅଧଘଣ୍ଟା ଧରି ଫୋନ୍‌ରେ ଗପିଲେ ବ୍ରେନ୍‌ ଟ୍ୟୁମର ହେବ ବୋଲି ଆମେରିକାରେ ହୋଇଥିବା ଏକ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି। ଏହା ଦ୍ୱାରା ଆଖି...

୧୫ ପ୍ରକାର ଜଡିବୁଟିରେ ପ୍ରସ୍ତୁତ ‘ଇମ୍ୟୁନିଟି ସନ୍ଦେଶ’: ଲଢିବ କରୋନା ସହ !

କୋଲକାତା,୯।୬: କରୋନା ଭାଇରସ ସଂକ୍ରମଣ ଦେଶରେ ଦ୍ରୁତ ଗତିରେ ବଢି ଚାଲିଥିବା ବେଳେ ଏପର୍ଯ୍ୟନ୍ତ ଏହାର କୌଣସି ଭ୍ୟାକ୍ସିନ ମଧ୍ୟ ଆସିପାରି ନାହିଁ। ଆମେରିକା ଭଳି...

ରାସ୍ତାକଡ଼ରେ ପଡ଼ିଥିବା ପିଜା ଡବା ହଲୁଥିଲା: ପାଖକୁ ଯାଇ ଦେଖିବା ପରେ ଉଡ଼ିଗଲା ହୋସ୍‌

ଅର୍ଥ ଅଭାବରୁ ଲୋକେ କିଛି ବି କରିବାକୁ ପଛାନ୍ତି ନାହିଁ। ବେଳେ ବେଳେ ସେମାନେ ଏପରି ଭୁଲ ନିଷ୍ପତ୍ତି ନେଇଥାନ୍ତି, ଯାହା ବିଷୟରେ କେହି କେବେ...

ରୁଷିଆର କରୋନା ଟିକା ଉପରେ ବିଶ୍ୱକୁ ହେଉନାହିଁ ଭରସା? ଜାଣନ୍ତୁ ୫ କାରଣ

ମସ୍କୋ,୧୧।୮: ରୁଷିଆ ଆଣିଲା ବିଶ୍ୱର ପ୍ରଥମ କରୋନା ଟିକା। ଏନେଇ ମଙ୍ଗଳବାର ରୁଷିଆ ପ୍ରଧାନମନ୍ତ୍ରୀ ଭ୍ଲାଡିମିର ପୁଟିନ୍‌ ଘୋଷଣା କରିଛନ୍ତି। ହେଲେ ଏହାର ଟିକାକୁ ସନ୍ଦେହଜନକ...

ସବୁଠୁ ମହଙ୍ଗା ପରିବା, କିଲୋ ୮୨ ହଜାର ଟଙ୍କା

ଦୁନିଆରେ ଏଭଳି ଏକ ପରିବା ରହିଛି, ଯାହା ମୂଲ୍ୟ ସାମ୍ନାରେ ଆଳୁ, ଟମାଟୋ କି ପିଆଜ ଦର ବାଲିଗୋଡି଼ ସହ ସମାନ। ଅବିଶ୍ୱସନୀୟ ଲାଗୁଥିଲେ ମଧ୍ୟ...

ଅଷ୍ଟମ ଶ୍ରେଣୀରୁ ପାଠପଢା ଛାଡି ଦେଇଥିଲେ, ୧୦ ବର୍ଷ ପରେ ପୁଣି ପାଠ ପଢି ହେଲେ ବଡ଼ ଅଫିସର

ଜୟପୁର,୨୩।୭: କୁହାଯାଏ ଭାଗ୍ୟ ସହାୟତା କଲେ ମଣିଷ ଯେକୌଣସି ପରିସ୍ଥିତିରେ ମଧ୍ୟ ସଫଳତା ହାସଲ କରିଥାଏ। କିନ୍ତୁ ଏଥିପାଇଁ ନିରନ୍ତର ପ୍ରୟାସ ଜାରି ରଖିବା ଆବଶ୍ୟକ।...

Advertisement


Archives

Model This Week