Posted inଫୁରସତ

ଯୋଗ କରୁଛି ହାତୀ

ସୋସିଆଲ ମିଡିଆରେ ଅନେକ ସମୟରେ ହାତୀର ମଜାଳିଆ ଏବଂ ସୁନ୍ଦର ଭିଡିଓ ଦେଖିବାକୁ ମିଳିଥାଏ। ମାତ୍ର ବର୍ତ୍ତମାନ ଯେଉଁ ଭିଡିଓ ଭାଇରାଲ ହେଉଛି, ଆପଣ ଏପରି ଭିଡିଓ କେବେ ଦେଖି ନ ଥିବେ। ଆପଣ କେବେ ହାତୀ ଦୁଇ ଗୋଡ଼ରେ ଛିଡା ହୋଇଥିବା ଦେଖିଛନ୍ତି କି। ଏହାକୁ ଦେଖିଲେ ଲାଗୁଛି ଯେପରି ହାତୀଟି ଯୋଗ କରୁଛି। ଭାଇରାଲ ହେଉଥିବା ଭିଡିଓରେ ଏକ ହାତୀ ଦୁଇ ଗୋଡରେ ଠିଆ ହୋଇ ଗଛରୁ ପତ୍ର ଟାଣୁଛି ।
ଏହି ଭିଡିଓକୁ ଆଇଏଫଏସ ଅଧିକାରୀ ସୁଶାନ୍ତ ନନ୍ଦା ଶେୟାର କରିଛନ୍ତି। ଏହା ଭାଇରାଲ ହେବାରେ ଲାଗିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ଇଚ୍ଛା ପୂରଣ କଲେ ସ୍ବାମୀ: ରାମ ମନ୍ଦିର ନିର୍ମାଣ ପାଇଁ ୭ ଲକ୍ଷର ଗହଣା ବିକ୍ରି କରି କଲେ ଦାନ

ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମାଣ ହେବାକୁ ଯାଉଛି ଭଗବାନ ରାମଙ୍କ ଭବ୍ୟ ମନ୍ଦିର। ଏଥିନେଇ ପ୍ରସ୍ତୁତି ଆଗେଇ ଚାଲିଥିବା ବେଳେ ଶ୍ରଦ୍ଧାଳୁମାନେ ମନ୍ଦିର ନିର୍ମାଣ ନେଇ ଦାନ...

ବଦଳୁଛି ସମୟ: ବଢୁଛି ଇଣ୍ଡୋରପ୍ଲାଣ୍ଟ

ପରିବେଶ ପରିସ୍ଥିତି ଏବେ ମଣିଷକୁ ବଦଳେଇ ଦେଇଛି। ମଣିଷ ଭିତରେ ଆସିଛି ପରିବର୍ତ୍ତନ, ଯାହାକୁ ନିହାତି ଭାବରେ ସକାରାତ୍ମକ କୁହାଯାଇପାରେ। କାରଣ ଗଛ କାଟୁଥିବା ମଣିଷ...

ଟିକ୍‌ଟକ୍‌ ଭିଡିଓ କରି ମାସ୍କର ଉଡ଼ାଉଥିଲେ ମଜା, ଏବେ ନିଜେ କରୋନା ଆକ୍ରାନ୍ତ

ସମଗ୍ର ବିଶ୍ୱକୁ ମହାମାରୀ କରୋନା ଭୂତାଣୁ ଗ୍ରାସ କରିଥିବା ବେଳେ ଟିକ୍‌ଟକ୍‌ରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ଜଣେ ଟିକ୍‌ଟକ୍‌ ୟୁଜର ମାସ୍କର ମଜା...

ମୁକେଶ ଅମ୍ବାନୀଙ୍କ ସମଦୁଣୀ କିଏ ଜାଣନ୍ତି? ମନମୋହନ ସିଂହଙ୍କ ସହ କରିଛନ୍ତି କାମ, ମିଳିଛି ପଦ୍ମଶ୍ରୀ ସମ୍ମାନ

ଏସିଆର ସବୁଠାରୁ ଧନୀବ୍ୟକ୍ତି ଏବଂ ରିଲାଏନ୍ସ କମ୍ପାନୀର ମାଲିକ ମୁକେଶ ଅମ୍ବାନୀ ନିଜ ଝିଅ ଈଶାଙ୍କ ବିବାହ ଆନନ୍ଦ ପିରାମଲଙ୍କ ସହ କରିଛନ୍ତି। ଆନନ୍ଦ ପିରାମଲ...

ଏହି କାରଣ ପାଇଁ ହୋଲିରେ ପିଆଯାଏ ଭାଙ୍ଗ

ଆନନ୍ଦର ପର୍ବ ହୋଲି। ଏହି ଉତ୍ସବରେ ମାନ ଅଭିମାନ ଭୁଲି ଜଣେ ଅନ୍ୟ ଜଣଙ୍କୁ ରଙ୍ଗ ଲଗାଇଥାଏ। ଯେପରି ରଙ୍ଗ ବିନା ହୋଲି ଅଧୁରା, ସେହିପରି...

ବାର୍ଷିକ ୪୨ ଲକ୍ଷ ଟଙ୍କା ଦରମାରେ ଘରେ ରହି କାମ କରିବାର ସୁଯୋଗ ପାଇଲେ ଏହି ଯୁବତୀ

ସିମଲା, ୨୦।୮: ହିମାଚଳ ପ୍ରଦେଶର ଜଣେ ଯୁବତୀ ଆମେରିକୀୟ ସଫ୍ଟଓ୍ବେରା କମ୍ପାନୀ ଏଡୋବରେ ଚାକିରି ପାଇଛନ୍ତି। କମ୍ପାନୀ ପକ୍ଷରୁ ତାଙ୍କୁ ବାର୍ଷିକ ସାଢ଼େ ୪୨ ଲକ୍ଷ...

ଲୁଣ ଖଣିରେ ସ୍ପା

ମନ, ଶରୀରକୁ ରିଲାକ୍ସ କରିବା ପାଇଁ ଆଜିକାଲି ବିଭିନ୍ନ ବିୟୁଟି ଥେରାପି ସଂସ୍ଥା ବିଭିନ୍ନ ସ୍ପା ସେବା ପ୍ରଦାନ କରିଥାନ୍ତି। ତେବେ ୟୁରୋପର ବେଲାରୁଷଠାରେ ରହିଛି...

୩୩୫ ଯୁବତୀଙ୍କ ସହ ଡେଟ୍‌ରେ ଯାଇସାରିଲେଣି ଏହି ଯୁବକ, ଏବେ ବି ଅଧୁରା ରହିଛି ସ୍ବପ୍ନ

ତାମିଲନାଡୁରେ ରହୁଥିବା ସୁନ୍ଦର ରାମୁ ବର୍ତ୍ତମାନ ସୁଦ୍ଧା ୩୩୫ ଯୁବତୀଙ୍କ ସହ ଡେଟ୍‌ରେ ଯାଇସାରିଲେଣି। କିନ୍ତୁ ତାଙ୍କ ଇଚ୍ଛା ଏବେ ବି ପୂରଣ ହୋଇନାହିଁ। କାରଣ...

Advertisement


Archives

Model This Week