Posted inଫୁରସତ

ଏମିତି ଉପାୟରେ ଚୋରା ମଦ ନେଉଥିଲେ ମାଫିଆ, ଭିଡିଓ ଦେଖିଲେ କହିବେ…

ମଦ ଚୋରାଚାଲାଣ ଏକ ନିତିଦିନିଆ ଘଟଣା। ମାତ୍ର ବେଳେବେଳେ ଚୋରଙ୍କ ଉପାୟ ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ଏବେ ସେହିପରି ଏକ ଅଜବ ଉପାୟରେ ମଦ ଚୋରାଚାଲାଣ କରାଯାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ପୋଲିସ ବି ଏହା ଦେଖି ମୁଣ୍ଡରେ ହାତ ଦେଇଛି।

ଏହି ଭିଡିଓକୁ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଅବନୀଶ ଶରଣ ତାଙ୍କ ଟୁଇଟର ପେଜ୍‌ରେ ଶେୟାର କରିଛନ୍ତି। ଏଥିରେ ସେ କ୍ୟାପଶନ ଲେଖିଛନ୍ତି ବାଃ! ଏତେ ଶକ୍ତି, ବୁଦ୍ଧି ଏବଂ ପରିଶ୍ରମକୁ ମାନିବାକୁ ପଡ଼ିବ। ଏହି ଭିଡିଓକୁ ପ୍ରତିଷ୍ଠିତ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ମଧ୍ୟ ଶେୟାର କରିଛନ୍ତି।

ଦେଢ଼ ମିନିଟ୍‌ର ଏହି ଭିଡିଓରେ କିଛି ପୋଲିସ ଏବଂ ଲୋକ ଏକ ପିକ୍‌ଅପ୍‌ ଭ୍ୟାନ ନିକଟରେ ଛିଡ଼ା ହୋଇଛନ୍ତି। ଏହି ଗାଡ଼ି ପଛରେ ଲାଗିଥିବା ନମ୍ବର ପ୍ଲେଟ୍‌କୁ ହଟାଇ ଦିଆଯାଉଛି। ନମ୍ବର ପ୍ଲେଟ୍‌ ହଟାଇବା ପରେ ଭିତରେ ଏହା ପେଟି ପେଟି ମଦ ବୋତଲ ଥିବା ଦେଖିବାକୁ ମିଳିଛି। ନମ୍ବର ପ୍ଲେଟ୍‌ ଦେଖିଲେ ଆପଣ ବି କହିବେ ଏହା ଭିତରେ ଏତେ ସ୍ଥାନ ଥାଏ? ଯେଉଁଠିକି ଏତେ ପରିମାଣର ମଦ ବୋତଲ ରହିପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦ୍ର ଅବତରଣର ଅରିଜିନାଲ ଭିଡିିଓ ବିକ୍ରି ହେଲା

ନ୍ୟୁୟର୍କ, ୨୧।୭ :୨୦ ଜୁଲାଇ, ୧୯୬୯ରେ ପ୍ରଥମେ ମଣିଷ ଚନ୍ଦ୍ରରେ ପାଦ ରଖିଥିଲା। ସେହିି ସମୟର ପ୍ରତ୍ୟେକ ମୁହୂର୍ତ୍ତକୁ ରେକର୍ଡିିଂ କରାଯାଇଥିବା ଭିଡିଓକୁ ନାସା ପକ୍ଷରୁ...

କୁକୁର ଗିଳିଥିଲା ଏହି ଜିନିଷ, ତଥାପି ହୋଇ ନ ଥିଲା ଖରାପ; ଅପରେଶନ ପରେ ବାହାରିଲା

ପୋଷା କୁକୁରଙ୍କୁ ନେଇ ବିଭିନ୍ନ ସମୟରେ ଅନେକ ଅଜବ ଘଟଣା ସାମ୍ନାକୁ ଆସିଥାଏ। ଏବେ ସେମିତି ଏକ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ପୋଷା କୁକୁର...

ଏପରି ସ୍ଥାନ ଯେଉଁଠି ଅଛି ଜଳ ହେଲେ ନାହିଁ ଜୀବନ…

ପୃଥିବୀରେ ଜଳ ଥିବା ସ୍ଥାନରେ ଜୀବନ ରହିଥାଏ। ଅର୍ଥାତ୍‌ ସେଠାରେ ଜୀବିତ ପ୍ରାଣୀ ରହିଥାନ୍ତି। ତେବେ ଇଥୋପିଆର ଏପରି ଏକ ଅଞ୍ଚଳ ରହିଛି ଯେଉଁଠି ଜଳ...

ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଆସିଥିଲା କଲ୍‌, ଘଟଣାସ୍ଥଳରେ ପହଞ୍ଚି ଯାହା ଦେଖିଲେ ପାଦତଳୁ ଖସିଗଲା ମାଟି

ମାଲେସିଆରୁ ଏକ ଭାବପ୍ରବଣ ଖବର ଆସିଛି। ସଡ଼କ ଦୁର୍ଘଟଣା ପରେ ତୁରନ୍ତ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଘଟଣାସ୍ଥଳରେ ପହଞ୍ଚିବାକୁ କୁହାଯାଇଥିଲା। କିନ୍ତୁ ଡ୍ରାଇଭର ଜଣକ ସେଠାରେ ପହଞ୍ଚିବା...

ଅଭାବନୀୟ ଘଟଣା: ଶୌଚ ଯାଇଥିବାବେଳେ ପ୍ରସବ କଲେ ମହିଳା, ଜଙ୍ଗଲୀ ଜନ୍ତୁଙ୍କ ଶିକାର ହେଲା ନବଜାତ

ଆଗ୍ରା, ୨୪।୬- ଉତ୍ତର ପ୍ରଦେଶର ଆଗ୍ରା ସହରରୁ ସମସ୍ତଙ୍କୁ ଚକିତ କଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ପିନାହଟ ଥାନା ଅନ୍ତର୍ଗତ ଯୋଧପୁର ଗ୍ରାମରେ...

ଏମିତି ଏକ ଘର ଯାହା ଦେଖିବାକୁ କଳା

ଘର ଖାଲି ମୁଣ୍ଡ ଗୁଞ୍ଜିବା ପାଇଁ ଛାତଟିଏ ନୁହେଁ। ତା’ ଭିତରେ ମଣିଷର ଭାବ ଜଡିତ ଥାଏ। ତେଣୁ ଘର ପ୍ରତି ଭଲ ପାଇବା ସମସ୍ତଙ୍କର...

ପାଣିରେ ପଡ଼ିଯାଇଥିଲା ଆଇଫୋନ୍‌, ବର୍ଷକ ପରେ ପାଇଲେ ଯୁବକ; ତଥାପି ଠିକ୍‌ ଅଛି

ବର୍ତ୍ତମାନ ସମୟରେ ଆଇଫୋନ୍‌ର ଖୁବ୍‌ ଚାହିଦା ରହିଛି। ବିଶେଷକରି ଯୁବପିଢ଼ି ଏହି ଫୋନ୍‌ ପାଇଁ ପାଗଳପ୍ରାୟ। ଏପରିକି କିଛି ଯୁବକ କିଡ୍‌ନୀ ବିକି ଆଇଫୋନ କିଣିଥିବା...

ବିକାଶରେ ବାଧକ ଦାରିଦ୍ର୍ୟ

ପୃଥିବୀର ପ୍ରତି ଦେଶର ବିକାଶ ପଥରେ ଦାରିଦ୍ର୍ୟ ବାଧକ ସାଜିଥାଏ। ଏହାକୁ ଦୂର କଲେ ବିକାଶର ଧାରା ସଫଳ ହୋଇପାରିଥାଏ। ତେଣୁ ଦାରିଦ୍ର୍ୟ ସମ୍ପର୍କରେ ସଚେତନତା...

Advertisement
Archives

Model This Week