Posted inଫୁରସତ

ବିଲେଇ ଆଁରୁ ଚକମା ଦେଖାଇ ଖସିଲା ପକ୍ଷୀ, ଭିଡିଓ ଭାଇରାଲ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ବିଲେଇକୁ ଦେଖିବାକୁ ମିଳୁଛି ଏବଂ ତାହାର ନିକଟରେ ପକ୍ଷୀଟେ ମରି ପଡ଼ିଥିବା ପରି ଅନୁଭବ ହେଉଛି। ବିଲେଇ ପକ୍ଷୀଟିକୁ ଲେଉଟାଇ ଦେବା ମାତ୍ରେ ସେ ଅଳ୍ପ ସମୟ ଠିଆ ହୋଇ ଚତୁରତାର ସହ ଉଡ଼ି ପଳାଉଛି। ପରେ ବିଲେଇ ପକ୍ଷୀଟିକୁ ଧରିବା ପାଇଁ ସମସ୍ତ ବଳ ଖଟାଇ ଦୌଡୁଛି ମାତ୍ର ପକ୍ଷୀଟି ଉଡ଼ିଯାଉଛି। ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। କ୍ୟାପଶନ୍‌ରେ ଲେଖିଛନ୍ତି, ‘ଏପ୍ରିଲ୍‌ ଫୁଲ୍‌’। ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଡିସ୍‌ପ୍ଲେ ସ୍କ୍ରିନ୍‌ର ବୈଜ୍ଞାନିକ ରୂପଶ୍ରୀ ରାଗିଣୀ ଦାସ

ଦକ୍ଷିଣ କୋରିଆରେ ନିଜର ଗବେଷଣା ପାଇଁ ଦୁଇ ଦୁଇ ଥର ଶ୍ରେଷ୍ଠ ବୈଜ୍ଞାନିକର ଗୌରବ ଲାଭ କରିଥିବା ରୂପଶ୍ରୀ ରାଗିଣୀ ଦାସଙ୍କର ସାମ୍‌ସଙ୍ଗ ଡିସପ୍ଲେ ସ୍କ୍ରିନ...

ବିଚିତ୍ର ପାଠ୍ୟକ୍ରମ: ମହିଳାମାନଙ୍କ ନିମନ୍ତେ ସୁନ୍ଦରୀ ହେବାର ଶିକ୍ଷା, ପତିପତ୍ନୀ କୋର୍ସ

ପ୍ରତି ମୁହୂର୍ତ୍ତରେ ଶିକ୍ଷାର ଆବଶ୍ୟକତା ରହିଛି। ଜୀବନରେ ଶିକ୍ଷାର ମହତ୍ତ୍ୱ କ’ଣ ସେକଥା ଆଉ ବୁଝାଇ କହିବାର ଆବଶ୍ୟକତା ନାହିଁ, ଅନ୍ତତଃ ଆଜିର ତାରିଖରେ। ସାଧାରଣତଃ...

ମହିଳା ଯାତ୍ରୀଙ୍କୁ ବିମାନରେ ଜ୍ୟାକେଟ ପିନ୍ଧାଇଲେ କ୍ରୁ ମେମ୍ବର, କାରଣ ଜାଣିଲେ…

ଇନ୍‌ଷ୍ଟାଗ୍ରାମ ମଡେଲ ଇଜାବେଲଙ୍କ ସହ ଜେଟ୍‌ଷ୍ଟାର ବିମାନରେ ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି। ଏହି ବିମାନରେ ଏକ କଳାରଙ୍ଗର କ୍ରପ୍‌ ଟପ ଏବଂ ନୀଳ ରଙ୍ଗର...

୧୩ ଅକ୍ଟୋବରରେ ମହାକାଶରେ ଦେଖାଯିବ ଏହି ଆଶ୍ଚର୍ଯ୍ୟଜନକ ଦୃଶ୍ୟ

ଆଉ ୩ ଦିନ ପରେ ଅର୍ଥାତ୍‌ ୧୩ ଅକ୍ଟୋବରରେ ମହାକାଶରେ ଏପରି କିଛି ହେବ ଯାହାକୁ ପରବର୍ତ୍ତୀ ଥର ଦେଖିବା ପାଇଁ ଆପଣଙ୍କୁ ୨୦୩୫ ପର୍ଯ୍ୟନ୍ତ...

ଲୋକେ କହୁଥିଲେ ବ୍ୟକ୍ତିଙ୍କ ପେଟରେ ଅଛି ପିଲା, ଅପରେଶନ ପରେ ଯାହା ବାହାରିଲା ଜାଣିଲେ…

ଦୁନିଆରେ ଏପରି କିଛି ଘଟଣା ଘଟେ, ଯାହା ଉପରେ ବିଶ୍ୱାସ କରିବା ମୁସ୍କିଲ ହୋଇଯାଏ। ସେଭଳି ଏକ ଘଟଣା କୋଲକାତାରେ ଘଟିଛି। ଏଠାରେ ଜଣେ ବ୍ୟକ୍ତିଙ୍କୁ...

ଭାରତର ରାଷ୍ଟ୍ରପତିଙ୍କ ମାସିକ ଦରମା କେତେ ଜାଣନ୍ତି: ଅବସର ପରେ ମିଳେ ଅନେକ କିଛି ସୁବିଧା

ଭାରତର ରାଷ୍ଟ୍ରପତି ଦେଶର ମୁଖ୍ୟ ହେବା ସହିତ ପ୍ରଥମ ନାଗରିକ ମଧ୍ୟ ଅଟନ୍ତି। ରାଷ୍ଟ୍ରପତି ମଧ୍ୟ ଭାରତୀୟ ସଶସ୍ତ୍ର ବାହିନୀର ସେନାଧ୍ୟକ୍ଷ ଅଟନ୍ତି। ଭାରତରେ ରାଷ୍ଟ୍ରପତି...

ବ୍ରାଜିଲରେ କୋକା କୋଲା ହ୍ରଦ

କୋକା କୋଲା ବିଶ୍ୱର ଲୋକପ୍ରିୟ ଥଣ୍ଡା ପାନୀୟ। ଏହାର ଫିଜି ଟେଷ୍ଟ ଓ ସୁଗାର କୋଲା ଫ୍ଲେବର ଦେଶୀ ହେଉ କି ଚାଇନିଜ ଖାଦ୍ୟ ସହିତ...

ଗାଈ କି ମଇଁଷି ନୁହେଁ ହାତୀଠାରୁ କ୍ଷୀର ପିଉଛି କୁନି ଝିଅ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

Advertisement
Archives

Model This Week