Posted inଫୁରସତ

୫୦ ଫୁଟ ଉଚ୍ଚର ପାଣି ଟାଙ୍କି ଉପରେ ଚଢ଼ି ନିଶାରେ ଡ୍ୟାନ୍ସ କଲେ ଯୁବକ, ଆଉ ତା’ ପରେ…

ଉତ୍ତରପ୍ରଦେଶର ପ୍ରତାପଗଡ଼ ସଦର ତହସିଲ ଗେଟ୍‌ ନିକଟରେ ଥିବା ଏକ ପାଣିଟାଙ୍କି ଉପରେ ଚଢ଼ି ଜଣେ ଯୁବକ ଏମିତି ଡ୍ୟାନ୍ସ କରିଛନ୍ତି ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ମାମଲାରେ କୋତବାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଟାଙ୍କି ଉପରୁ ଓହ୍ଲାଇଛି। ଏହି ଯୁବକ ଏହା ପୂର୍ବରୁ ଅନେକଥର ପାଣିଟାଙ୍କି ଉପରେ ଚଢ଼ି ହଇରାଣ କରିଛନ୍ତି। କୁହାଯାଉଛି, ନିଶାରେ ଥିବା ଏହି ଯୁବକ ଜଣକ ଶିଡ଼ି ଚଢ଼ି ୫୦ ଫୁଟର ପାଣିଟାଙ୍କି ଉପରକୁ ଚଢ଼ି ଡ୍ୟାନ୍ସ କରିଥିଲେ। ଏହା ଦେଖି ଲୋକେ ଭିଡିଓ କରିବାରେ ଲାଗ ପଡ଼ିଥିଲେ। କେହି ଜଣେ ଏହି ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରି ଦେଇଛନ୍ତି।

ଭିଡିଓରେ ଦେଖିବାକୁ ମିଳିଛି, ଯୁବକ ଜଣକ ପାଣି ଟାଙ୍କି ଉପରକୁ ଚଢ଼ି ମୋବାଇଲରେ ଗୀତ ବଜାଇ ନାଚୁଛନ୍ତି। ଖବର ପାଇ ପୋଲିସ ସଠିକ୍‌ ସମୟରେ ପହଞ୍ଚିଯିବାରୁ ନିଶାଡ଼ି ଯୁବକଙ୍କ ଜୀବନ ରକ୍ଷା ହୋଇଗଲା। ନଚେତ୍‌ କ’ଣ ଘଟିଥାନ୍ତା ତାହା କହି ହେଉନାହିଁ ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁସଲମାନ ବିବାହରେ ନିମନ୍ତ୍ରଣ ଦେଉଛନ୍ତି ଭଗବାନ ଗଣେଶ

ମିରଟ,୨୮।୨: ଉତ୍ତର ପ୍ରଦେଶ ମିରଟରେ ଏକ ମୁସଲମାନ ପରିବାରର ବିବାହ ପାଇଁ ନିମନ୍ତ୍ରଣ ପତ୍ର ଛପା ଯାଇଛି। ଯେଉଁଥିରେ ହିନ୍ଦୁ ଦେବତା ଗଣେଶଙ୍କ ଫଟୋ ଦେଖିବାକୁ...

ଜାଣନ୍ତି ଭାରତର କେଉଁ ସହରରେ ଲାଗିଥିଲା ପ୍ରଥମ ଷ୍ଟ୍ରିଟ୍‌ ଲାଇଟ୍‌

ବେଙ୍ଗାଲୁରୁ,୨୧ା୧୨: ସମୟ ଥିଲା ଲୋକେ ବିଜୁଳି ଆଲୁଅ କ’ଣ ଜାଣି ନ ଥିଲେ କି ଦେଖି ନ ଥିଲେ। ବର୍ତ୍ତମାନ ସମୟରେ କାଁ ଭାଁ ଅଞ୍ଚଳକୁ...

ଦ୍ୱିତୀୟ ଡୋଜ ନେବା ପରେ ଶରୀରରେ ସୃଷ୍ଟି ହେଲା ଚୁମ୍ବକୀୟ ଶକ୍ତି

ନାଶିକ,୧୧।୬ : କୋଭିଡ୍‌ ଟିକା ନେବା ପରେ ଲୋକଙ୍କ ଠାରେ ବିଭିନ୍ନ ପ୍ରକାର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଉଛି, ଯାହା ସାଧାରଣ। କିନ୍ତୁ ନାଶିକର ଅରବିନ୍ଦ ସୋନାର...

ଭିକାରିଙ୍କ ପୋଷାକରୁ ଟଙ୍କା ବର୍ଷା, ଭିଡ଼ିଓ ଭାଇରାଲ…

ନାଗଡା, ୧୫।୧୨: ମଧ୍ୟପ୍ରଦେଶର ଉଜ୍ଜୟନୀ ଜିଲାର ନାଗଡା ଜଙ୍କଶନରେ ଜଣେ ଭିକାରୀଙ୍କ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ମାନସିକ ବିକୃତ ଭିକାରି...

ଏମିତି ସ୍ଥାନ, ଯେଉଁଠିକି ଗଲେ ଲୋକଙ୍କୁ ହୁଏ ମାରାତ୍ମକ ରୋଗ

ଦୁନିଆରେ ଏପରି ଅନେକ ସ୍ଥାନ ଅଛି, ଯାହାକି ଅତ୍ୟନ୍ତ ଭୟାନକ ଏବଂ ମାରାତ୍ମକ ଅଟେ। ଲୋକମାନେ ଏହି ସ୍ଥାନକୁ ଯିବା ପାଇଁ ଭୟ କରିଥାନ୍ତି। କାରଣ...

ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ଙ୍କୁ ପୁରସ୍କାରରେ ମିଳିଲା ‘୫ ଲିଟର ପେଟ୍ରୋଲ’, ଫଟୋ ଭାଇରାଲ ପରେ ଲୋକେ କହିଲେ…

ନୂଆଦିଲ୍ଲୀ,୨।୩: ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି। କିଛି ରାଜ୍ୟରେ ପେଟ୍ରୋଲ ଦାମ ଲିଟର ପ୍ରତି ୧୦୦...

ବଜାରରେ ବିକ୍ରି ହେଉଛି ସନ୍ନି ଲିଓନୀ ମ୍ୟାଗି, ପ୍ଲେଟ୍‌ର ଦାମ୍‌ ରହିଛି…

ଆଜିକାଲି ପ୍ରାୟତଃ ସବୁଆଡ଼େ ମ୍ୟାଗିର ଚାହିଦା ବେଶି। ବିଶେଷକରି ଘରଠାରୁ ଦୂରରେ ରହୁଥିବା ଛାତ୍ରୀଛାତ୍ରଙ୍କ ପାଇଁ ମ୍ୟାଗି ସତେ ଯେମିତି ବରଦାନ ସଦୃଶ। କାରଣ ହାତରେ...

ବିଶ୍ୱର ସବୁଠୁ ସୁନ୍ଦରୀ ରାଣୀ, ତାଙ୍କ ରହସ୍ୟମୟ ଜୀବନ ସମ୍ପର୍କରେ ଜାଣନ୍ତୁ…

ଇତିହାସରେ ଅନେକ ରାଣୀଙ୍କ ବିଷୟରେ ଶୁଣିଥିବେ। ମାତ୍ର ବିଶ୍ୱରେ ଏମିତି ଜଣେ ରାଣୀ ଅଛନ୍ତି, ଯେକି ଖୁବ୍‌ ସୁନ୍ଦର। ତାଙ୍କୁ କେବଳ ସୁନ୍ଦରୀ ଭାବରେ ଗଣନା...

Advertisement
Archives

Model This Week