ଫୁରସତ

ଚୋର ନୁହେଁ ସୁନା ଚେନ୍‌ ଟେକି ନେଇଗଲେ ପିମ୍ପୁଡି, ଭାଇରାଲ ଭିଡିଓ ଦେଖିଲେ…

ଆପଣ ଅନେକ ଆଶ୍ଚର୍ଯ୍ୟ କଲାଭଳି ଭିଡିଓ ଦେଖିଥିବେ। ହେଲେ ଆମେ ପିମ୍ପୁଡ଼ିଙ୍କର ସୁନା ଚୋରି କଥା କହିବୁ, ଯାହାକୁ ଦେଖି ଚକିତ ହେବା ସ୍ବାଭାବିକ। ବର୍ତ୍ତମାନ ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯାହା ଦେଖି ଆପଣ ବିଶ୍ୱାସ କରିପାରିବେ ନାହିଁ।…

ଭାରତର ଏହି ସହରରେ ଖୋଲିଲା ପାନର ଏଟିଏମ୍‌, ବାର୍‌ କୋଡ୍‌ ସ୍କାନ କଲେ ମିଳିବ ମନ ପସନ୍ଦର ପାନ

ଭାରତୀୟ ସଂସ୍କୃତିରେ ପାନର ଗୁରୁତ୍ୱ ରହିଛି। ପ୍ରତ୍ୟେକ ମାଙ୍ଗଳକ କାର୍ଯ୍ୟରେ ପ୍ରଥମେ ଖୋଜାପଡ଼େ ପାନ। ପାନ ନ ଥିଲେ ପୂଜା ଯେମିତି ଅଧୁରା। ସେହିପରି ଭାରତରେ ଅନେକ ପାନପ୍ରିୟ ଲୋକ ଅଛନ୍ତି। ସେଥିପାଇଁ ଦୋକାନ ବଜାରରୁ କିଣି କି ହେଉ କି…

ସ୍ତ୍ରୀଠୁ ଅଲଗା ରହିବା ପାଇଁ ଲୁଟିଥିଲେ ବ୍ୟାଙ୍କ

ପ୍ରାୟତଃ ସହଜରେ ଶୀଘ୍ର ଓ ଅଧିକ ଟଙ୍କା ପାଇଁ ଲୁଟେରାମାନେ ବ୍ୟାଙ୍କ ଲୁଟନ୍ତି। କିନ୍ତୁ ୨୦୧୬ରେ ଆମେରିକାର କାନ୍ସାସସ୍ଥିତି ଏକ ବ୍ୟାଙ୍କ୍‌ ଲୁଟିଥିଲେ ଲରେନ୍ସ ରିପଲ। ବ୍ୟାଙ୍କ ଭିତରକୁ ଯାଇ ବନ୍ଧୁକ ରଖିଥିବା କହି ୩ ହଜାର ଡଲାର (୨୦ ଲକ୍ଷ…

ଧରାପଡ଼ିବା ଭୟରେ ଗ୍ୟାସରେ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ପୋଡ଼ୁଥିଲେ ତହସିଲଦାର, କବାଟ ଭାଙ୍ଗି…

ସିରୋହି: ରାଜସ୍ଥାନର ସିରୋହିର ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଜଣେ ତହସିଲଦାର ତାଙ୍କ ଗ୍ୟାସ ଚୁଲାରେ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ନୋଟ୍‌ ପୋଡ଼ି ଦେଉଥିବା ଦେଖାଯାଇଛି। ଘଟଣାର ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ରାଜସ୍ଥାନରେ ଦୁର୍ନୀତି ନିବାରଣ…

ଆସିଲା ‘ନୋଜ୍‌ ଓନ୍‌ଲି ମାସ୍କ’: ପିନ୍ଧି ଆରାମରେ ଖାଇପିଇ ପାରିବେ

ମହାମାରୀ କରୋନାର ଟିକା ବାହାରିବା ପରେ ଲୋକେ ସାମାନ୍ୟ ଆଶ୍ୱସ୍ତ ଅନୁଭବ କରିଥିଲେ। ହେଲେ ଏବେ ପୁଣି ଲେଉଟିଛି କରୋନା। ଦିନକୁ ଦିନ ସଂକ୍ରମଣ ବଢ଼ୁଥିବାରୁ ମାସ୍କର ବ୍ୟବହାର ଏବଂ ସାମାଜିକ ଦୂରତ୍ୱ ରକ୍ଷା କରିବା ଆବଶ୍ୟକ ହୋଇପଡ଼ିଛି। ହେଲେ ମାସ୍କ…

ଯୁଗ ସହିତ ନିଜକୁ ପରିବର୍ତ୍ତନ କରିଛି କାଉ: ଟ୍ୟାପ୍‌ ଖୋଲି ପିଉଛି ପାଣି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ମଧ୍ୟ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ତେବେ ପିଲାବେଳେ କାଉର ଚତୁରତା ବିଷୟରେ…

ସର୍ବଦା ଶିକାର କରୁଥିବା ସିଂହ ବି କରୁଛି ଏମିତି ସାହାଯ୍ୟ, ଭାଇରାଲ ଭିଡିଓ ଦେଖିଲେ ….

ସିଂହ ଏବଂ ବାଘଙ୍କ କଥା ଉଠିଲେ ଅଧିକାଂଶ ଲୋକ ଏହା କହନ୍ତି ସେମାନେ ଭୟଙ୍କର ପଶୁ। ଯେଉଁମାନେ ସର୍ବଦା ଶିକାର କରନ୍ତି। ମାତ୍ର ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦଙ୍କ ଦ୍ୱାରା ଟୁଇଟରରେ ଶେୟାର ହୋଇଥିବା ଏକ ଭିଡିଓ ସେହି…

ବ୍ୟକ୍ତିଙ୍କ ପ୍ରାଇଭେଟ ପାର୍ଟରୁ ବାହାରିଲା ୫୯ ଫୁଟର ପୋକ, ଡାକ୍ତର ହେଲେ ଆଶ୍ଚର୍ଯ୍ୟ

ଥାଇଲାଣ୍ଡରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ଯେଉଁଠାରେ ଜଣେ ୬୭ ବର୍ଷୀୟ ବ୍ୟକ୍ତିଙ୍କ ପେଟରେ ଦରଜ ହେବାରୁ ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ। ପରେ ତାଙ୍କ ପେଟରୁ ୫୯ ଫୁଟର ପୋକ ବାହାରିଥିଲା। ଏହି…

ଦିଲ୍ଲୀର ସବୁଠୁ ବଡ଼ ଜମ୍ବୋ ମୋମୋ: ବଢ଼ୁଛି ଲୋକଙ୍କ ଚାହିଦା

ଦିଲ୍ଲୀର ଅଧିକାଂଶ ଲୋକଙ୍କ ପ୍ରିୟ ଚାଇନିଜ୍‌ ଖାଦ୍ୟ ହେଉଛି ମୋମୋ। ତେଣୁ ସେଠାରେ ମଲ୍‌ ହେଉ କି ପାର୍କ ପ୍ରାୟ ସବୁସ୍ଥାନରେ ମୋମୋ ଷ୍ଟଲ୍‌ ଦେଖିବାକୁ ମିଳିଥାଏ। କିନ୍ତୁ ଦିଲ୍ଲୀର ଏକ ଭିନ୍ନ ପ୍ରକାର ମୋମୋ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର…

ଏମିତି ମନ୍ଦିର, ଯେଉଁଠି ପାଣିରେ ଜଳେ ଦୀପ

ଆମ ଦେଶରେ ଏମିତି ଏକ ମନ୍ଦିର ଅଛି ଯେଉଁଠି ତେଲ ନୁହେଁ, ପାଣିରେ ଜଳିଥାଏ ଦୀପ। ଗାଦିଆଘାଟ ମାତାଜୀ ମନ୍ଦିର ଏହି ଚମତ୍କାର ପାଇଁ ଜଣାଶୁଣା। କାଲିସିନ୍ଧ ନଦୀ କୂଳରେ ନିର୍ମିତ ଏହି ମନ୍ଦିରର ଚମତ୍କାରିତା ଦେଖିବା ପାଇଁ ଲୋକେ ଆସିଥାନ୍ତି।…

ସ୍କୁଟିର ଚାଲାଣ କାଟିବାରୁ ହାଇ ଭୋଲ୍‌ଟେଜ୍‌ ଡ୍ରାମା କଲେ ଏହି ମହିଳା, ପୋଲିସ ଟୋପି-ଏଟିଏମ୍‌ କାର୍ଡକୁ ଛଡ଼ାଇ…

ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କଲେ ଜରିମାନା ଲାଗିବା ସାଧାରଣ କଥା। ହେଲେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏକ ମଜାଦାର ଘଟଣା ଘଟିଛି। ଜଣେ ମହିଳା ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରିଥିଲେ। ପୋଲିସ ତାଙ୍କର ଚାଲାଣ କାଟିବା ସମୟରେ ସେ ହାଇ ଭୋଲ୍‌ଟେଜ୍‌…

ନାଗିନ୍‌ ଟ୍ୟୁନ୍‌ ଶୁଣି ତଳେ ଗଡ଼ି ଏପରି ନାଚିଲା କୁକୁର, ଆପଣ ବି ଭିଡିଓ ଦେଖିଲେ…

ନାଚିବା କଥା ଯଦି ପଡେ ତେବେ ଏଭଳି କିଛି ଗୀତ ରହିଛି ଯାହା ବାଜିବା ମାତ୍ରେ ପାଦ ଆପେ ଆପେ ଉଠିଥାଏ। ଯେତେ ଚାହିଁଲେ ବି ନାଚିବାରୁ ନିଜକୁ ନିବୃତ କରିହୁଏନାହିଁ। ସେଭଳି ଗୋଟିଏ ଗୀତ ହେଲା ‘ନାଗିନ୍‌ ଟ୍ୟୁନ୍‌’। ବିଶେଷକରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri