ଫୁରସତ

ପିଛା କରୁଥିବା କାର୍‌ ଉପରେ ରାଗିଗଲା ଗଣ୍ଡା, ଡ୍ରାଇଭର କିଛି ଭାବିବା ପୂର୍ବରୁ ଯାହା କଲା …

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ…

ମରୁଭୂମିରୁ ବାହାରିଛି ହାତ

ଉତ୍ତର ଚିଲିରେ ଥିବା ଆଟାକାମା ମରୁଭୂମି ହେଉଛି ପୃଥିବୀର ସବୁଠାରୁ ଶୁଷ୍କ ମରୁଭୂମି। ଏଠାରେ ବର୍ଷା ବହୁତ କମ୍‌ ହୁଏ। ୨୫ ବର୍ଷ ପୂର୍ବରୁ ଏହି ଶୁଷ୍କ ମରୁଭୂମିର ଆଣ୍ଟୋଫାଗାସ୍ତା ସହରର କପର୍‌ ମାଇନିଂ ସେଣ୍ଟର, ସାଣ୍ଟିଆଗୋର ସ୍ଥପତି ମାରିଓ ଇରାରାଜାବଲ୍‌ଙ୍କୁ…

ଜିଭରେ ଚଳନ୍ତା ଫ୍ୟାନ୍‌ ଅଟକାନ୍ତି ଏହି ମହିଳା; ଦେଖି ଯେ କେହି ଭାବିବେ…

ଫ୍ୟାନ୍‌ ବୁଲୁଥିବା ସମୟରେ ଦେଖିଥିବେ ଏହା କେତେ ଜୋର୍‌ରେ ବୁଲିଥାଏ। ଆଙ୍ଗୁଠି ଯଦି ଭୁଲ୍‌ରେ ବାଜିଯାଏ, କଟିଯିବାର ଭୟ ଥାଏ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଏମିତି ଜଣେ ବିସ୍ମୟ ମହିଳା ଅଛନ୍ତି, ଯେ କି ଚଳନ୍ତା ଫ୍ୟାନ୍‌କୁ ନେଇ ଏମିତି…

ଘରେ କଳହ ଲାଗି ରହୁଛି କି? ଶାନ୍ତି ପାଇଁ …

ବେଳେବେଳେ ଦେଖାଯାଏ, କିଛି ବିଶେଷ କାରଣ ନଥାଇ ବି ଘରେ ଝଗଡ଼ା ଲାଗି ସମ୍ପର୍କରେ ତିକ୍ତତା ଆସିଥାଏ। ଏ କ୍ଷେତ୍ରରେ ଘରେ କିଛି ବାସ୍ତୁଦୋଷ ରହିଥିବା ଅନେକେ ସନ୍ଦେହ କରିଥାନ୍ତି। ବାସ୍ତୁ ଅନୁସାରେ ଘରେ କେମିତି ଶାନ୍ତି ବଜାୟ ରହିବ ସେ…

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ସିକିମ୍‌: କେବେ ଓ କେମିତି ବୁଲି ଯିବେ

ସିକିମ୍‌ ଭାରତର ଏକ ଆକର୍ଷଣୀୟ ତଥା ଛୋଟ ରାଜ୍ୟ, ଯାହାର ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଶବିଦେଶର ପର୍ଯ୍ୟଟକଙ୍କୁ ଖୁବ୍‌ ଆକର୍ଷିତ କରିଥାଏ। ବିଶେଷକରି ପ୍ରକୃତିପ୍ରେମୀଙ୍କ ପାଇଁ ଏହା ଏକ ଉପଯୁକ୍ତ ସ୍ଥାନ। ସିକିମ୍‌ ଭାରତର ଉତ୍ତର-ପୂର୍ବ ଭାଗରେ ଅବସ୍ଥିତ ଏକ ପାର୍ବତୀୟ…

ପ୍ରଥମ ଦରମା ଟଙ୍କାରେ ମା’ ଭଗବତୀଙ୍କ ପାଖେ ଭୋଗ କରିଥିଲି: ମହେଶ୍ବର ଜେନା

ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ଅନ୍ତର୍ଗତ ସାନହନ୍ତୁଆଡ ଗାଁରେ ମୋର ଜନ୍ମ। ବାଣପୁର ବାଳକ ଉଚ୍ଚ ବିଦ୍ୟାଳୟରୁ ୧୯୮୮ରେ ମାଟ୍ରିକ ପାସ୍‌ କରିବା ପରେ ଗୋଦାବରୀଶ ମହାବିଦ୍ୟାଳୟରେ ସ୍ନାତକ ଯାଏ ପଢ଼ିଥିଲି। ସ୍ନାତକ ପାସ୍‌ କରିବାର କିଛିଦିନ ପରେ ନରେନ୍ଦ୍ରପୁର ଗ୍ରା.ପ.…

ସମ୍ପର୍କ ଭଲପାଇବାର

ଭଲପାଇବା, ସ୍ନେହ, ଆଦର କିଏ ବା ନ ଖୋଜେ। ମଣିଷ ହୁଅନ୍ତୁ କି ପଶୁପକ୍ଷୀ ସମସ୍ତେ ସେଥିରେ ବନ୍ଧା। ହେଲେ ଅନେକ ସମୟରେ ମଣିଷମାନେ କୃତଘ୍ନ ହୋଇଯାଆନ୍ତି, ଭୁଲିଯାଆନ୍ତି ଉପକାର, ସ୍ନେହ ଆଦର। କିନ୍ତୁ ମୁହଁରେ ଭଲପାଏ ବୋଲି କହି ପାରୁ…

୨୬ ବର୍ଷ ବୟସ୍କା ମହିଳାଙ୍କର ୨ଟି ଗୁପ୍ତାଙ୍ଗ-୨ଟି ଗର୍ଭାଶୟ: ଥିଲେ ବିରଳ ରୋଗରେ ପୀଡ଼ିତ…

ଓ୍ବାଶିଂଟନ,୧୧।୪: ଆମେରିକାରେ ଜଣେ ୨୬ ବର୍ଷ ବୟସ୍କା ମହିଳା ବିରଳ ରୋଗରେ ପୀଡିତ ଥିବା ଜଣାପଡ଼ିଛି। ମହିଳା ଜଣକ ଗର୍ଭବତୀ ଥିଲେ। ଗର୍ଭଯନ୍ତ୍ରଣା ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ୩୦ ଘଣ୍ଟାର ଗର୍ଭଯନ୍ତ୍ରଣା ପରେ ବ୍ରିଟନି ଜ୍ୟାକବ୍ସ ନାମକ…

କେବଳ ଏହି କାରଣ ପାଇଁ ବ୍ୟକ୍ତି କିଣିଲେ ଆଇଲ୍ୟାଣ୍ଡ, ଗାଡ଼ିକୁ କଲେ ଘର

ପ୍ରତ୍ୟେକ ବ୍ୟକ୍ତି ଜୀବନ ଜିଇଁବା ପାଇଁ ଭିନ୍ନ ଭିନ୍ନ ତରିକା ଆପଣାଇଥାନ୍ତି। କିଛି ଲୋକ ନିଜ ଜୀବନକୁ ଅତି ସୀମିତରେ ବିତାଇଥାନ୍ତି। ସରଳ ଭାବରେ କହିବାକୁ ଗଲେ ଜଣେ ବ୍ୟକ୍ତି ନିଜ ଜୀବନ ବଞ୍ଚାଇବାକୁ ଏକ ମାପକାଠି ସ୍ଥିର କରିଥାନ୍ତି। ଏବେ…

ଭିକାରିଙ୍କ ହାତରେ କ୍ୟୁଆର୍‌ କୋଡ୍‌…

ବେଜିଂ,୧୧।୪: ପୃଥିବୀରେ କରୋନା ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। କରୋନା ସଂକ୍ରମଣର ଏନ୍ତୁଡ଼ିଶାଳ ପାଲଟିଥିବା ଚାଇନାରେ ଭିକାରିମାନେ ଏବେ ଡିଜିଟାଲ ପେମେଣ୍ଟ୍‌ ବ୍ୟବହାର କରୁଛନ୍ତି। ଏହାଦ୍ୱାରା ସଂକ୍ରମଣର ଭୟ ରହିବ ନାହିଁ ବୋଲି ଭିକାରିମାନେ କହିଛନ୍ତି। ଚାଇନାରେ ସୂଚନା ପ୍ରଯୁକ୍ତି…

ତରଳୁଛି ପୃଥିବୀର ଛାତ

ଲଦାଖ: ସମୁଦ୍ର ଜଳପତ୍ତନରୁ ପ୍ରାୟ ୩ ମାଇଲ ଉଚ୍ଚତାରେ ଥିବା ତିବ୍ବତୀୟ ମାଳଭୂମି ଏବେ ସାରା ବିଶ୍ୱ ପାଇଁ ବିପଦ ଭାବେ ଉଭା ହୋଇଛି। ପୃଥିବୀର ଛାତ କୁହାଯାଉଥିବା ଏହି ମାଳଭୂମିରେ ତରଳିବାରେ ଲାଗିଛି ବିରାଟ ବରଫ ପାହାଡ଼। ଏହା ଜାରି…

ଗୁଗ୍‌ଲ ମ୍ୟାପ୍‌ କରିଦେଲା ଗଡ଼ବଡ଼, ଭୁଲ କନ୍ୟାଙ୍କୁ ବିବାହ କରିବାକୁ ପହଞ୍ଚିଲେ ବର; ଆଉ ତା’ ପରେ…

ଟେକ୍ନୋଲୋଜି ଆମ ଜୀବନକୁ ଆହୁରି ସହଜ ସରଳ କରିଦେଇଛି। ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ଗୁଗ୍‌ଲ ମ୍ୟାପ। ଗୁଗ୍‌ଲ ମ୍ୟାପ୍‌ ସାହାଯ୍ୟରେ ଆପଣ ଅଜଣା ସ୍ଥାନକୁ ସହଜରେ ଯାଇପାରିବେ ଏବଂ ନିଜର ଗନ୍ତବ୍ୟସ୍ଥଳରେ ପହଞ୍ଚିପାରିବେ। କିନ୍ତୁ ବେଳେବେଳେ ଟେକ୍ନୋଲୋଜି ମଧ୍ୟ ଆପଣଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri