Posted inଫୁରସତ

ଜିଭରେ ଚଳନ୍ତା ଫ୍ୟାନ୍‌ ଅଟକାନ୍ତି ଏହି ମହିଳା; ଦେଖି ଯେ କେହି ଭାବିବେ…

ଫ୍ୟାନ୍‌ ବୁଲୁଥିବା ସମୟରେ ଦେଖିଥିବେ ଏହା କେତେ ଜୋର୍‌ରେ ବୁଲିଥାଏ। ଆଙ୍ଗୁଠି ଯଦି ଭୁଲ୍‌ରେ ବାଜିଯାଏ, କଟିଯିବାର ଭୟ ଥାଏ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଏମିତି ଜଣେ ବିସ୍ମୟ ମହିଳା ଅଛନ୍ତି, ଯେ କି ଚଳନ୍ତା ଫ୍ୟାନ୍‌କୁ ନେଇ ଏମିତି ଏକ ଅଦ୍ଭୁତ ଷ୍ଟଣ୍ଟ କରନ୍ତି; ଯାହାକୁ ଦେଖି ଯେ କେହି ଭାବିବେ ଏହା ସତ ନୁହେଁ ଜାଦୁକରର ଯାଦୁ ବୋଲି। ସାଧାରଣତଃ ସମସ୍ତେ ଫ୍ୟାନ୍‌ ବନ୍ଦ କରିବା ପାଇଁ ସୁଇଚ୍‌ ବନ୍ଦ କରନ୍ତି। କିନ୍ତୁ ଏହି ମହିଳା ଫ୍ୟାନ୍‌ର ପଙ୍ଖାକୁ ରୋକିବା ଲାଗି ଆପଣାନ୍ତି ବେଶ୍‌ ଆଶ୍ଚର୍ଯ୍ୟଜନକ ଉପାୟ। ଖୁବ୍‌ ବେଗରେ ବୁଲୁଥିବା ପଙ୍ଖାକୁ ସେ ନିଜ ଜିଭ ସାହାଯ୍ୟରେ ଅଟକାନ୍ତି। ଫ୍ୟାନ୍‌ ଯେତେ ସ୍ପିଡ୍‌ରେ ବୁଲୁଥାଉ ନା କାହିଁକି ପଙ୍ଖାକୁ ସେ ଜିଭ ସାହାଯ୍ୟରେ ଅଟକାଇ ପାରନ୍ତି। ଏଥିପାଇଁ ଗିନିଜ୍‌ ଓ୍ବାର୍ଲଡ ରେକର୍ଡସ୍‌ରେ ତାଙ୍କ ନାମ ସ୍ଥାନ ପାଇଛି। ସେ ଏହି ରେକର୍ଡ ଇଟାଲୀୟ ଗେମ୍‌ ଶୋ ‘ଲା ଶୋ ଦ ରେକର୍ଡ’ରେ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୃଜନଶୀଳତାର ପରିପ୍ରକାଶରେ ବ୍ରେଲିର ଭୂମିକା

ମଣିଷର କ୍ରମବିକାଶ ହେବା ସହ ଭାବର ଆଦାନପ୍ରଦାନ ପାଇଁ ବିଭିନ୍ନ ମାଧ୍ୟମ ସେ ଆପଣା ଛାଏଁ ବାହାର କରିଥିଲା। ପରବର୍ତ୍ତୀ ସମୟରେ ଏହା ବିଭିନ୍ନ ଭାଷାର...

ଏହି ଅନନ୍ୟ ଜିନିଷକୁ ସମୁଦ୍ର କୂଳରୁ ଘରକୁ ନେଇ ଆସିଥିଲେ ମା’-ଝିଅ: ଘଟିଲା ଏଭଳି ଅଘଟଣ

ବ୍ରିଟେନର କେଣ୍ଟରେ ରହୁଥିବା ୩୮ ବର୍ଷୀୟା ଯୋଡି କ୍ରୁଜ ଏବଂ ତାଙ୍କର ୮ ବର୍ଷର ଝିଅ ଇସାବେଲା ସମୁଦ୍ର କୂଳରେ ଏକ ଅନନ୍ୟ ଜିନିଷ ପାଇଥିଲେ।...

ସମୁଦ୍ରରେ ‘ଓ୍ବାଟରସ୍ପାଉଟ୍‌’, ଭିଡିଓ ଦେଖିଲେ…

ପ୍ରକୃତି ଯେତିକି କରାଳ ରୂପ ଦେଖାଏ, ସେତିକି ଚମତ୍କାର ଦୃଶ୍ୟ ଦେଖାଏ। ବେଳେବେଳେ ପ୍ରକୃତିରାଣୀ ଏତେ ଶାନ୍ତ ହୋଇଯାଏ ଯେ, ଆମେ ତା’ କୋଳରେ କିଛି...

୬୧୦ରୁ ସିଧା ୬୩ କିଲୋ

୬୧୦ କିଗ୍ରା ଓଜନରୁ ସିଧା ୬୩ କିଗ୍ରା। ଆମେ କଥା ହେଉଛୁ ସାଉଦି ଆରବର ଖାଲିଦ ମୋହସିନ ଅଲ ଶାୟରୀଙ୍କ ବିଷୟରେ। ମୋଟାପଣକୁ ନେଇ ଅଧିକାଂଶ...

ପବନରୁ ମିଳିବ ପାନୀୟ ଜଳ

ଚେକ୍‌ ଗଣରାଜ୍ୟର ପ୍ରାଗ ବିଶ୍ୱବିଦ୍ୟାଳୟର ଗବେଷକମାନେ ସ୍ବୟଂଚାଳିତ ସୋଲାର ସିଷ୍ଟମ୍‌ ଦ୍ୱାରା ପବନରୁ ପାଣି ସଂଗ୍ରହ କରିବାର ଏକ ପଦ୍ଧତି ପାଇଛନ୍ତି। ଏହାକୁ ସୋଲାର ଏୟାର...

ବାଡ଼ିରୁ ଘରକୁ ଲମ୍ବିଚି ଭୟଙ୍କର ସାପ, ଭିଡିଓକୁ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ଏରୋପ୍ଲେନ୍‌ ହ୍ୟାଣ୍ଡବ୍ୟାଗର ମୂଲ୍ୟ ଏରୋପ୍ଲେନ୍‌ଠୁ ବେଶି

ଲୁଇସ୍‌ ଭିଟୋନ୍‌ ମେନ୍ସଓ୍ବେର୍‌ର ଆର୍ଟିଷ୍ଟିକ୍‌ ଡାଇରେକ୍ଟର ଭିର୍ଗିଲ ଅବ୍‌ଲୋହ ଡିଜାଇନ୍‌ କରିଛନ୍ତି ଏକ ନୂଆ ହ୍ୟାଣ୍ଡବ୍ୟାଗ୍‌। ପୁରୁଷଙ୍କ ପାଇଁ ଉଦ୍ଦିଷ୍ଟ ଏହି ହ୍ୟାଣ୍ଡବ୍ୟାଗ୍‌ ଦେଖିବାକୁ ଏରୋପ୍ଲେନ୍‌...

ମଣିଷ ଭଳି ଏଆଇ ମେସିନ ବି ଲୋଡ଼େ ବିଶ୍ରାମ

ଓ୍ବାଶିଂଟନ,୯।୬: ଭଲ କାମ ପ୍ରଦର୍ଶନ ପାଇଁ ବିଶ୍ରାମ ଆବଶ୍ୟକ। ତେଣୁ ମଣିଷ କାମ ମଝିରେ ମଝିରେ ବିଶ୍ରାମ ନେବା ସହିତ ଶୋଇଥାନ୍ତି। ଏହାଦ୍ୱାରା ମସ୍ତିଷ୍କ ଚାପ...

Advertisement
Archives

Model This Week