୮ ବର୍ଷ ପରେ ପୀଡ଼ିତାଙ୍କ ଫୋନ୍‌କୁ ଆସିଲା ବଳାତ୍କାରୀଙ୍କ ପକ୍ଷରୁ ମେସେଜ୍‌, ଏଥିରେ ଲେଖାଥିଲା…

ଓ୍ବାଶିଂଟନ,୨୪ା୫: ଆମେରିକାର ପେନାସିଲେବ୍‌ନିଆରେ ରହୁଥିବା ୨୩ ବର୍ଷୀୟା ଶାନନ ନିଜ ବୟଫ୍ରେଣ୍ଡଙ୍କ ସହ ଛୁଟି କାଟିବାକୁ ଯାଇଥିଲେ। ଏହି ସମୟରେ ଶାନନ ତାଙ୍କର ଫେସ୍‌ବୁକ୍‌ ଖୋଲିଥିଲେ। ଏଥିରୁ ଏକ ମେସେଜ ପଢ଼ି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ କେବେ କଳ୍ପନା କରି ନ ଥିଲେ ତାଙ୍କ ନିକଟକୁ ଏମିତି ମେସେଜ ଆସିବ ବୋଲି।

ଏହି ମେସେଜ୍‌ରେ ଲେଖାଥିଲା, ମୁଁ ତୁମକୁ ବଳାତ୍କାର କରିଥିଲି। ତୁମ ନିକଟରେ ସମୟ ଅଛି ଯଦି ମୁଁ କଥା ହେବାକୁ ଚାହୁଁଛି। ତୁମ କଣ୍ଠସ୍ବର ମୁଁ ଶୁଣିବାକୁ ଚାହୁଁଛି। ମୁଁ ତୁମ ପାଇଁ ପ୍ରାର୍ଥନା କରିବି।

ମେସେଜ୍‌ ପଢ଼ିବା ପରେ ଶାନନ ଜାଣିପାରିଲେ କି ଯେଉଁ ଅଭିଯୁକ୍ତ ତାଙ୍କୁ ୨୦୧୩ରେ ଏକ ପାର୍ଟିରେ ପିଛା କରିଥିଲେ। ସେ ତାଙ୍କ ହଷ୍ଟେଲ ପର୍ଯ୍ୟନ୍ତ ଆସି ସେଠାରେ ତାଙ୍କୁ ବଳାତ୍କାର କରିଥିଲେ। ହଠାତ୍‌ ୮ ବର୍ଷ ପରେ ସୋସିଆଲ ମିଡିଆରେ ତାଙ୍କ ଦୋଷ ସ୍ବୀକାର କରିଛନ୍ତି। ଏହି ବଳାତ୍କାର ଘଟଣା ପରେ ପୋଲିସ ଏକ ମାମଲା ଦାୟର କରିଥିଲା। କିନ୍ତୁ ସେ ପୋଲିସଠାରୁ କୌଣସି ଅଧିକ ନ୍ୟାୟ ପାଇ ନ ଥିଲେ। ଦୀର୍ଘଦିନ ଧରି ସେ ଯନ୍ତ୍ରଣାରେ ଛଟପଟ ହୋଇଥିଲେ।

ହଠାତ୍‌ ଅଭିଯୁକ୍ତ ସୋସିଆଲ ମିଡିଆରେ ତାଙ୍କୁ ଏପରି ମେସେଜ କରିବା ଦେଖି ଶାନନ ଆଶ୍ଚର୍ଯ୍ୟ ହେବା ସହ ଭଗବାନଙ୍କୁ ଧନ୍ୟବାଦ ଦେଇଛନ୍ତି। କାରଣ ଏତେ ଦିନ ପରେ ତାଙ୍କୁ ନ୍ୟାୟ ମିଳିଛି। ଏହା ପରେ ସେ ତାଙ୍କ ଓକିଲଙ୍କୁ ଭେଟିଥିଲେ। ନିୟମ କାନୁନ ଉପରେ ଚର୍ଚ୍ଚା କଲେ। ସେ କହିଛନ୍ତି ଏହି କେସ୍‌ ସେ ଲଢ଼ିବେ।

ପୋଲିସ ତାଙ୍କ କେସ୍‌କୁ ବନ୍ଦ କରିଦେଇଥିଲା। ଆମେରକା ଏମିିତି ଏକ ଦେଶ ଯେଉଁଠି ଖୁବ୍‌ କମ୍‌ ବଳାତ୍କାର ମାମଲା ରୁଜୁ ହୁଏ। ଇଏ ସେମିତି ଏକ ମାମଲା ଯେଉଁଥିରେ ଶାନନଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସେ ଆଶା ରଖିଥିଲେ ଦିନେ ନା ଦିନେ ତାଙ୍କୁ ନ୍ୟାୟ ମିଳିବ। ଯାହା ଏବେ ତାଙ୍କୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଇସ୍ରାଏଲ କେମିତି କଲା ଆକ୍ରମଣ, ଇରାନର କେତେ ହେଲା କ୍ଷତି ଜାଣନ୍ତୁ ସେ ସମ୍ପର୍କରେ…

ତେହରାନ,୧୯ା୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିଶ୍ୱଯୁଦ୍ଧର ଆଶଙ୍କା ଆହୁରି ଗଭୀର ହେବାକୁ ଲାଗିଲାଣି। ଇସ୍ରାଏଲ ଦ୍ୱାରା ଇରାନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

ଇସ୍ରାଏଲ ଜାହାଜରେ ଥିବା ୧୬ ଭାରତୀୟ ଘରକୁ ଫେରିବେ

ଜେରୁଜେଲମ୍‌,୧୯ା୪: ଭାରତରେ ଇରାନର ରାଷ୍ଟ୍ରଦୂତ ଇରାଜ ଇଲାହୀ କହିଛନ୍ତି, ତାଙ୍କ ଦେଶ ଦ୍ୱାରା ଧରାଯାଇଥିବା ମାଲ୍‌ବାହୀ ଜାହାଜର ଅବଶିଷ୍ଟ ୧୬ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri