ଫୁରସତ

ଅନ୍ତଃବସ୍ତ୍ରକୁ ପୋତା ଯାଉଛି ମାଟିରେ…

ଜୁରିଚ୍‌,୧୯।୪: ଅନ୍ତଃବସ୍ତ୍ରକୁ ପୋଷାକ ତଳେ ପିନ୍ଧା ଯାଏ। ତେବେ ଏହାକୁ ମାଟିରେ ପୋତିଯାଉଥିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ମାତ୍ର ଏଭଳି କାର୍ଯ୍ୟ ସ୍ବିଜରଲାଣ୍ଡରେ କରାଯାଉଛି। ମାଟିର ଗୁଣବତ୍ତା ପରୀକ୍ଷା କରିବା ପାଇଁ ଷ୍ଟେଟ୍‌ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ ଏଗ୍ରୋସ୍କୋପ୍‌...

କୁକୁର ଗିଳିଥିଲା ଏହି ଜିନିଷ, ତଥାପି ହୋଇ ନ ଥିଲା ଖରାପ; ଅପରେଶନ ପରେ ବାହାରିଲା

ପୋଷା କୁକୁରଙ୍କୁ ନେଇ ବିଭିନ୍ନ ସମୟରେ ଅନେକ ଅଜବ ଘଟଣା ସାମ୍ନାକୁ ଆସିଥାଏ। ଏବେ ସେମିତି ଏକ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ପୋଷା କୁକୁର ଏୟାରପଡ୍‌ସ ଗିଳି ଦେଇଥିଲା। ଫଳରେ ଏହାର ଅପରେଶନ କରାଯାଇଥିଲା। ମାତ୍ର ସବୁଠୁ ଆଶ୍ଚର୍ଯ୍ୟର...

ବିଶ୍ୱର ସବୁଠୁ ଦାମୀ ତରଳ ପଦାର୍ଥ

ଜାଣିଛନ୍ତି କି ବିଶ୍ୱର ସବୁଠୁ ଦାମୀ ତରଳ ପଦାର୍ଥ କ’ଣ? ତାହା ହେଉଛି କଙ୍କଡ଼ା ବିଛାର ବିଷ। ଏହା ନିଶ୍ଚିତ ଭୟଙ୍କର। କିନ୍ତୁ ଏହା ବିଶ୍ୱର ସବୁଠୁ ମୂଲ୍ୟବାନ ତରଳ ପଦାର୍ଥ। ଏକ ଗ୍ୟାଲନ ତଥା ପ୍ରାୟ ୪ ଲିଟର...

ଘରକୁ କିଣି ଆଣିଥିଲେ ସାଲାଡ, ପ୍ୟାକେଟ୍‌ ଖୋଲିବାରୁ ଏଥିରୁ ବାହରିଲା…

କେବେ ଆପଣଙ୍କ ସହ ଏମିତି ହୋଇଛି କି ଖାଦ୍ୟ ପ୍ୟାକେଟ ଘରକୁ ଆଣିଥିବେ ଖୋଲିଲା ବେଳକୁ ଏଥିରୁ ଭୟଙ୍କର କୌଣସି ଜୀବଜନ୍ତୁ ବାହାରିବେ। ଆପଣ ନିଶ୍ଚିତ ଭୟରେ ଥରି ଉଠିବେ। ଠିକ୍‌ ଏବେ ଏମିତି ଏକ ଘଟଣା ଅଷ୍ଟ୍ରେଲିଆର ସିଡ୍‌ନୀ...

ଏମିତି ବିଦ୍ୟାଳୟ, ଯେଉଁଠି ଫି’ ବଦଳରେ ନିଆଯାଏ ପ୍ଲାଷ୍ଟିକ୍‌ ବର୍ଜ୍ୟବସ୍ତୁ

ନୋଏଡା,୧୮।୪: ପ୍ଲାଷ୍ଟିକ ପରିବେଶ ପାଇଁ ଏକ ମୁଖ୍ୟ ସମସ୍ୟା ପାଲଟିଛି। ଏଥିରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଜନସଚେତନତା ସୃଷ୍ଟି କରାଯାଉଛି। କିନ୍ତୁ ନୋଏଡା ସେକ୍ଟର-୬୩ରେ ଏପରି ଏକ ବିଦ୍ୟାଳୟ ଅଛି, ଯେଉଁଠି ଏହି ସମସ୍ୟାକୁ ଏକ...

କରୋନା କାଳରେ କିପରି ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି

ବର୍ତ୍ତମାନ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି; ଯାହାକୁ ନେଇ ଲୋକଙ୍କ ଭିତରେ ଭୟର ବାତାବରଣ ମଧ୍ୟ ସୃଷ୍ଟି ହୋଇଛି। ଏଭଳି କ୍ଷେତ୍ରରେ ନିଜ ସୁରକ୍ଷା ପ୍ରତି ନିଜେ ସଚେତନ ରହିବା ସହ କରୋନା ସହିତ...

କାନ୍ଧରେ ଟେକନ୍ତି ହେଲିକପ୍ଟର

ଅଷ୍ଟ୍ରିଆର ଫରାଞ୍ଜ ମୁଲେନର୍‌ ବେଶ୍‌ ଶକ୍ତିଶାଳୀ। ସାଧାରଣତଃ କେହି ବ୍ୟକ୍ତି କାନ୍ଧରେ ନିଜ ଓଜନଠାରୁ ଦେଢଗୁଣ ପର୍ଯ୍ୟନ୍ତ ଭାର ଟେକି ପାରିବେ। ହେଲେ ଶକ୍ତିଶାଳୀ ଫରାଞ୍ଜ ୬୫୦ କି.ଗ୍ରା. ଓଜନର ହେଲିକପ୍ଟରକୁ ନିଜ କାନ୍ଧରେ ଟେକିପାରନ୍ତି। ୩୦ ସେକେଣ୍ଡ ପର୍ଯ୍ୟନ୍ତ...

ରକ୍ତରେ ତିଆରି ଜୋତା, ମୂଲ୍ୟ ୭୪,୫୦୦ଟଙ୍କା

ଜୋତା ପାଦକୁ ସୁରକ୍ଷା ଦିଏ। ଗ୍ରାହକଙ୍କ ଚାହିଦା ଓ ଆରାମକୁ ନଜରରେ ରଖି ବିଭିନ୍ନ କମ୍ପାନୀ ଜୋତା ତିଆରି କରିଥାଆନ୍ତି। ତେବେ ବେଳେବେଳେ କିଛି କମ୍ପାନୀ ଅଜବ ଉପାୟ ଆପଣାଇଥାଆନ୍ତି ନିଜ କମ୍ପାନୀକୁ ଲୋକପ୍ରିୟ କରାଇବା ପାଇଁ। ନିକଟରେ ସେମିତି...

ଘାସ ପୋଲ

ବିଜ୍ଞାନ ପାଇଁ ଆଜି ଜୀବନ ସହଜ ହୋଇପାରିଛି। କିନ୍ତୁ ଆଜି ବି ଏମିତି କିଛି ଜିନିଷ ଅଛି, ଯାହା ଏହି ଆଧୁନିକ ଯୁଗରେ ବିଜ୍ଞାନକୁ ମାତ୍‌ ଦିଏ। ତା’ର ଏକ ଜୀବନ୍ତ ଉଦାହରଣ ହେଉଛି ଅପୁରିମେକ ନଦୀ ଉପରେ ତିଆରି...

ଚା’ ପିଇ ବିତିଲାଣି ୩୩ ବର୍ଷ

ଚା’ ବିନା ଅନେକଙ୍କର ଦିନ କଟେନା। କପେ ଚା’ ପିଇଦେଲେ ଯେମିତି ସାରା ଦିନ ଆରାମରେ କଟିଯାଏ। କିନ୍ତୁ କେହି କ’ଣ କିଛି ନ ଖାଇ ଖାଲି ଚା’ ପିଇ ଜୀବନ ସାରା ରହିପାରିବେ? ଭାବୁଥିବେ ଆଦୌ ସମ୍ଭବ ନୁହେଁ।...

ଖେଳିବାକୁ ଯାଇଥିଲେ ହେଲେ ଏମିତି ଅବସ୍ଥା କରିଦେଲେ କୁକୁର ଛୁଆ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ...

ସେବାରେ ମନ

କେବେ କାହାର ସେବା କରିଛନ୍ତି? ସେବାରୁ ମିଳୁଥିବା ଆତ୍ମତୃପ୍ତିକୁ ଅନୁଭବ କରିଛନ୍ତି? ବୋଧହୁଏ ନିଜ ଲୋକଙ୍କର ସେବା ହୁଏତ କେବେକେବେ କରିଥିବେ। କିନ୍ତୁ ସମ୍ପୂର୍ଣ୍ଣ ଅଜଣା ଅଶୁଣା ଏପରିକି ରାସ୍ତାକଡ଼ରେ ଦୁର୍ଘଟଣାଗ୍ରସ୍ତ ହୋଇ ପଡ଼ିଥିବା ଅସହାୟ ଲୋକଙ୍କ ସେବା କରିବାରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri