ଜଳବାୟୁ ପରିବର୍ତ୍ତନ ବଢାଉଛି ସଙ୍କଟ
ପୃଥିବୀରେ ଜଳବାୟୁ ପରିବର୍ତ୍ତନ ଯୋଗୁ ସଙ୍କଟ ଘନେଇ ଆସୁଛି। ଏ କ୍ଷେତ୍ରରେ ବିଶ୍ୱତାପନକୁ ମୁଖ୍ୟ କାରଣ ଭାବେ ଉଭା ହୋଇଛି। ଦୈନନ୍ଦିନ ଜୀବନରେ ମଣିଷ ବ୍ୟବହାର କରୁଥିବା ବିଭିନ୍ନ ବିଳାସପୂର୍ଣ୍ଣ ଆସବାବପତ୍ର, ଯାନବାହନ, ଶିଳ୍ପ ସଂସ୍ଥାରୁ ନିର୍ଗତ ବିଷାକ୍ତ ବାଷ୍ପ,...
ସିଗାରେଟ୍ ପାଇଁ ସ୍ପେନ୍ରୁ ଇଟାଲୀ ଚାଲି ପଳେଇଲେ ଯୁବକ, ଗଣିଲେ ଏତିକି ଜରିମାନା
ପ୍ୟାରିସ୍: ସାରା ବିଶ୍ୱରେ କରୋନା ଭାଇରସ୍ ପୁଣି ଥରେ ଆତଙ୍କ ଖେଳାଇ ଚାଲିଛି। ଏହି ସମୟରେ ଲୋକେ ଘରୁ ନ ବାହାରିବା ପାଇଁ କଟକଣା ଲାଗୁ କରାଯାଇଛି। କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବା ପାଇଁ ନିୟମକୁ କିଛି ସମୟ କୋହଳ...
ସ୍ବାମୀଙ୍କୁ ଛାଡ଼ପତ୍ର ଦେଇ ୬୦ ବର୍ଷର ଶ୍ୱଶୁରଙ୍କୁ ବିବାହ କଲେ ବୋହୂ
ଓ୍ବାଶିଂଟନ,୨୧।୪: ଆମେରିକାର ଜଣେ ମହିଳା ସ୍ବାମୀଙ୍କଠାରୁ ଛାଡ଼ପତ୍ର ନେବା ପରେ ଶ୍ୱଶୁରଙ୍କୁ ବିବାହ କରିଛନ୍ତି। କେଣ୍ଟୁକି ସହରରେ ରହୁଥିବା ଏରିଆ କ୍ୱିଗ୍ଲି ନାମକ ଏହି ମହିଳାଙ୍କୁ ୩୧ ବର୍ଷ। ସେ ତାଙ୍କ ୬୦ ବର୍ଷୀୟ ଶ୍ୱଶୁରଙ୍କୁ ବିବାହ କରିଛନ୍ତି। ଏରିକା...
ଭୁଲ୍ରେ ଫ୍ୟାମିଲି ହ୍ବାଟ୍ସଆପ୍ ଗ୍ରୁପ୍ରେ ଚାଲିଗଲା ଯୁବତୀଙ୍କ ଉଲଗ୍ନ ଫଟୋ, ଆଉ ତା’ ପରେ…
ଜଣେ ଟିକ୍ଟକ୍ ୟୁଜର ନିଜର ଏକ ନିଚ୍ଛକ କାହାଣୀ ଫଲୋଅର୍ସସମାନଙ୍କ ସହ ଶେୟାର କରିଛନ୍ତି। ବେଥ୍ନୀ ମାର୍ଗେରିଟ୍ ନାମକ ଜଣେ ଯୁବତୀ ଭୁଲ୍ରେ କେମିତି ତାଙ୍କର ନଗ୍ନ ଫଟୋ ଫ୍ୟାମିଲି ହ୍ବାଟ୍ସଆପ୍ ଗ୍ରୁପ୍ରେ ଚାଲିଯାଇଥିଲା ସେ ବିଷୟରେ କହିଛନ୍ତି। ଏହା...
ଏକାସଙ୍ଗରେ ୧୬ ଯୁବକଙ୍କ ସହ ଡେଟ୍ରେ ଗଲେ ଯୁବତୀ, ପରେ ଘଟିଲା…
ଅଧିକାଂଶ ଅବିବାହିତ ଯୁବକ, ଯୁବତୀ ଲଭ୍ ଆଇଲ୍ୟାଣ୍ଡ ଏବଂ ସ୍ପିଲ୍ଟ୍ସଭିଲା ପରି ଅନେକ ରିୟାଲିଟି ଶୋ’କୁ ଯାଇଥାନ୍ତି। ଏଥିପାଇଁ ତାଙ୍କ ନିକଟରେ ଅନେକ ବିକଳ୍ପ ରହିଥାଏ। କିନ୍ତୁ ବ୍ରିଟେନର ଜଣେ ଯୁବକଙ୍କ ବିଶ୍ୱାସ ଥିଲା କି ସେ ଯେଉଁ ଯୁବତୀଙ୍କ...
କୁକୁଡ଼ା ଅଣ୍ଡା ନ ଦେବାରୁ ମାମଲା ଦାଏର…
ପୁଣେ,୨୧।୪: ଏକ ଫାର୍ମରେ କୁକୁଡ଼ା ଅଣ୍ଡା ନ ଦେବାରୁ ମାଲିକ ପୋଲିସ ଷ୍ଟେଶନରେ ପହଞ୍ଚି ଦାନା କମ୍ପାନୀ ବିରୋଧରେ ମାମଲା ଦାଏର କରିଛନ୍ତି। ଏଭଳି ଅଭାବନୀୟ ଘଟଣା ମହାରାଷ୍ଟ୍ରର ପୁଣେ ଜିଲାରେ ଘଟିଛି। ଏସମ୍ପର୍କରେ ଲୋନି କାଲଭୋର ଥାନା ଅଧିକାରୀ...
ମାସ୍କ ପିନ୍ଧିବିନି, ସ୍ବାମୀଙ୍କୁ ରାସ୍ତା ମଝିରେ ଚୁମ୍ବନ ଦେବି ବୋଲି କହିଥିଲେ ମହିଳା; ୨୪ ଘଣ୍ଟାରେ ବଦଳିଗଲା…
ନୂଆଦିଲ୍ଲୀ,୨୦।୪: ମାସ୍କ ନ ପିନ୍ଧିବାକୁ ନେଇ ଦିଲ୍ଲୀ ପୋଲିସ ସହ ଦୁର୍ବବ୍ୟହାର କରିବା ଏକ ଦମ୍ପତିଙ୍କୁ ମହଙ୍ଗା ପଡ଼ିଛି। ରବିବାର ସନ୍ଧ୍ୟାରେ ଦରିଆଗଞ୍ଜ ଅଞ୍ଚଳରେ ଦମ୍ପତି ପଙ୍କଜ ଦତ୍ତା ଓ ଆଭା କାର ଚଳାଇ ଯାଉଥିଲେ। ତାଙ୍କ ନିକଟରେ କୌଣସି...
ବିମାନରେ ଯାଉଥିବାବେଳେ ଯୁବକଙ୍କ ଗୋଡରେ ପଡିଯାଇଥିଲା ଚା’: କ୍ଷତିପୂରଣ ମିଳିଲା ୫୮ ଲକ୍ଷ
ଆୟାରଲାଣ୍ଡରେ ଏକ ରୋଚକ ଘଟଣା ଘଟିଛି। ୪ ବର୍ଷ ତଳେ ଜଣେ ଯୁବକ ବିମାନରେ ଯାଉଥିବାବେଳେ ଏକ ଅଘଟଣ ଘଟିଥିଲା। ବିମାନରେ ଯାଉଥିବାବେଳେ ଜଣେ କ୍ରୁ ମେମ୍ବର ସମ୍ପୃକ୍ତ ଯୁବକଙ୍କ ଗୋଡରେ ଚା’ ଢାଳିଦେଇଥିଲେ। ଏଥିରେ ତାଙ୍କ ଗୋଡର କିଛି...
ମସଜିଦ୍ରେ କୋଭିଡ଼ ସେଣ୍ଟର…
ଅହମଦାବାଦ,୨୦।୪: ଗୁଜରାଟରେ କରୋନା ସଂକ୍ରମଣ ବେଲଗାମ ହେବାରେ ଲାଗିଛି। ଦିନ କୁ ଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ହସ୍ପିଟାଲରେ ଆଉ ବେଡ୍ ଖାଲି ନାହିଁ। ଏହାକୁ ଦୃଷ୍ଟିରେ ରଖି ବଡ଼ୋଦରାର ଜାହାଙ୍ଗୀର୍ପୁରା ଠାରେ ଥିବା ଏକ ମସଜିଦ୍କୁ...
ମୁଁ ମାସ୍କ ପିନ୍ଧିବିନି, ଦରକାର ପଡ଼ିଲେ ରାସ୍ତା ମଝିରେ ଦେବି ଚୁମ୍ବନ; ପୋଲିସ ନେଲା ଏମିତି ପଦକ୍ଷେପ
ନୂଆଦିଲ୍ଲୀ,୧୯।୪: କୋଭିଡ ନିୟମ ଉଲ୍ଲଂଘନ କରିବା ଏବଂ ଓ୍ବିକେଣ୍ଡ କର୍ଫ୍ୟୁ ନ ମାନି ଦିଲ୍ଲୀର ଏକ ଦମ୍ପତି ଫସିଛନ୍ତି। ଦିଲ୍ଲୀ ପୋଲିସ ଦମ୍ପତି ପଙ୍କଜ ଦତ୍ତା ଏବଂ ଆଭାଙ୍କ ନାମରେ ମାସ୍କ ପିନ୍ଧି ନ ଥିବା ଅଭିଯୋଗରେ ଏଫ୍ଆଇଆର ଦାଖଲ...
ଓଡ଼ିଶାର ଗୌରବମୟ ଐତିହ୍ୟକୁ ବିକୃତ କରିବାର ଉପକ୍ରମ
ଗତ ଆଲୋଚନାରେ ଆମେ ଟଲେମୀଙ୍କ ଭୂଗୋଳରେ ଥିବା କୋନ୍ନାଗର ଶବ୍ଦକୁ ମିଶାଇ କୋଣାର୍କର ବାରଟି ନାମର ତାଲିକା ପ୍ରସ୍ତୁତ କରିଥିଲୁ। ସେଥିରେ ହୁଏନ୍ସାଂଙ୍କ ‘ଚେଳିତୋଳ’ ଶବ୍ଦକୁ ସାମିଲ କରି ନ ଥିଲୁ। ଏହି ଶବ୍ଦକୁ ସମର୍ଥନ କରିଛନ୍ତି ‘ପୁରୀ ଡିଷ୍ଟ୍ରିକ୍ଟ...
ବିବାହ ଗାଉନ୍ ପିନ୍ଧି ଟିକା କେନ୍ଦ୍ରକୁ ଗଲେ କନ୍ୟା, ଜାଣନ୍ତୁ କାହିଁକି
କରୋନା ଭାଇରସ ପୁଣି ଥରେ ସମଗ୍ର ବିଶ୍ୱରେ କାୟା ବିସ୍ତାର କଲାଣି। ସଂକ୍ରମଣରୁ ବର୍ତ୍ତିବା ପାଇଁ ସରକାର ଟିକାକରଣ ବ୍ୟବସ୍ଥା କରିଛନ୍ତି। ଲୋକଙ୍କୁ ମଧ୍ୟ ଟିକା ନେବାକୁ ଅନୁରୋଧ କରୁଛନ୍ତି। ଏହି ସମୟରେ ଆମେରିକାର ବାଲ୍ଟିମୋରର ସାରା ନାମକ ଜଣେ...
Archives


