ଏହି ମହିଳାଙ୍କୁ ୫୦ ଥର ଅପହରଣ କରିଛନ୍ତି ଏଲିଅନ୍‌: ବଖାଣିଲେ ଅନୁଭୂତି…

ଲଣ୍ଡନ,୧୦।୫: ଏଲଅନ୍‌ଙ୍କୁ ନେଇ ବିଭିନ୍ନ ସମୟରେ ଭିନ୍ନଭିନ୍ନ ରୋମାଞ୍ଚକର ଘଟଣା ସମ୍ପର୍କରେ ଶୁଣିବାକୁ ମିଳିଥାଏ। ଏବେ ଜଣେ ବ୍ରିଟିଶ୍‌ ମହିଳା ତାଙ୍କୁ ୫୦ ଥର ଏଲିଅନ୍‌ମାନେ ଅପହରଣ କରିଥିବା ପ୍ରକାଶ କରିଛନ୍ତି। ଅପହରଣ ସମୟର ଅନୁଭୂତି ସେ ବଖାଣିଛନ୍ତି। ମହିଳା ଜଣକ ହେଉଛନ୍ତି ପାଓ୍ବଲା ସ୍ମିଥ୍‌। ବର୍ତ୍ତମାନ ତାଙ୍କୁ ୫୦ ବର୍ଷ। ସେ ବ୍ରେଡ୍‌ ଫୋର୍ଡରେ ବାସ କରନ୍ତି। ସେ ଛୋଟ ଥିବାବେଳେ ତାଙ୍କୁ ପ୍ରଥମେ ଏଲିଅନ୍‌ମାନେ ୟୁଏଫ୍‌ଓ ବସାଇ ଅପହରଣ କରିନେଇଥିଲେ। ଏହାପରେ ବିଭିନ୍ନ ସମୟରେ ତାଙ୍କୁ ଅପହରଣ କରାଯାଇଛି। ଏଲିଅନ୍‌ମାନେ ଅପହରଣ ସମୟରେ ତାଙ୍କ ଶରୀରର ଥରେ ଏକ ପ୍ରକାର ଚିହ୍ନ ଅଙ୍କନ କରିଥିବା ପାଓ୍ବଲା ଦାବି କରିଛନ୍ତି। ବତ୍ତର୍ମାନ ସୁଦ୍ଧା ସେ ଏଲଅନ୍‌ଙ୍କୁ ୫୨ ଥର ଭେଟିଥିବା ଦାବି କରିଛନ୍ତି। ଏଲିଅନ୍‌ ତାଙ୍କୁ ବଳପୂର୍ବକ ଉଠାଇ ନେଉଥିବାର କାରଣ କଣ ତାହା ତାଙ୍କୁ ଅଜଣା ବୋଲି ସେ କହିଛନ୍ତି। ୧୯୮୨ରେ ପାଓ୍ବଲା ପ୍ରଥମେ ୟୁଏଫ୍‌ଓକୁ ଦେଖିଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିସ୍‌ପ୍ଲେ ସ୍କ୍ରିନ୍‌ର ବୈଜ୍ଞାନିକ ରୂପଶ୍ରୀ ରାଗିଣୀ ଦାସ

ଦକ୍ଷିଣ କୋରିଆରେ ନିଜର ଗବେଷଣା ପାଇଁ ଦୁଇ ଦୁଇ ଥର ଶ୍ରେଷ୍ଠ ବୈଜ୍ଞାନିକର ଗୌରବ ଲାଭ କରିଥିବା ରୂପଶ୍ରୀ ରାଗିଣୀ ଦାସଙ୍କର ସାମ୍‌ସଙ୍ଗ ଡିସପ୍ଲେ ସ୍କ୍ରିନ...

ସମୁଦ୍ରରୁ ମିଳିଲା ଏପରି ଜିନିଷ, ରାତାରାତି କୋଟିପତି ହେଲେ ମତ୍ସ୍ୟଜୀବୀ

କଥାରେ ଅଛି, ଈଶ୍ୱର ଯାହାକୁ ଦିଅନ୍ତି ଛପର ଫାଡ଼ି କି ଦିଅନ୍ତି। ସେମିତି ଏକ ଘଟଣା ଥାଇଲାଣ୍ଡରୁ ସାମ୍ନାକୁ ଆସିଛି। ଆଶା କରାଯାଉଥିବା ଅଧିକ କିଛି...

ଗିଟାର ସହ ତାଳ ଦେଇ ଶୁଆ ଗାଉଛି ଗୀତ

ଶୁଆ ଅନୁକରଣ କରି ମଣିଷ ଭଳି କଥା ହୋଇପାରେ ତାହା ସମସ୍ତେ ଜାଣନ୍ତି। ହେଲେ ନିକଟରେ ସୋସିଆଲ ମିଡିଆରେ ଟିକୋ ନାମକ ଏକ ଶୁଆ ବେଶ୍‌...

ମସ୍କୋରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ, ହାତ ମିଳାଇବାକୁ ବଢାଇବାରୁ ଏମିତି ଦେଲେ ଉତ୍ତର

ମସ୍କୋ,୩।୯: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସାଂଘାଇ ସହଯୋଗ ସଂଗଠନ(ଏସ୍‌ସିଓ)ରେ ଯୋଗ ଦେବାକୁ ପାଇଁ ବୁଧବାର ମସ୍କୋରେ ପହଞ୍ଚିଛନ୍ତି। ଏଠାରେ ସେ ରୁଷର ପ୍ରତିରକ୍ଷା ମନ୍ତ୍ରୀ...

ଖଣ୍ଡେ ପାନର ଦାମ୍‌ ୫ ହଜାର…

ପାନ ଭାରତୀୟ ସଂସ୍କୃତି ସହିତ ଅତି ନିବିଡ଼ ଭାବେ ଜଡିତ। ତେବେ ପାନର ଦାମ ୫ ହଜାର ଟଙ୍କା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା...

କ’ଣ କରିପାରିବ ତାଇଓ୍ବାନ

ତାଇପେଇ, ୯ା୮: ସମ୍ପ୍ରତି ଚାଇନା-ତାଇଓ୍ବାନ ମଧ୍ୟରେ ଯୁଦ୍ଧଭଳି ସ୍ଥିତି ଉପୁଜିଥିବାବେଳେ ବେଜିଂ ଏହି ଦ୍ୱୀପରାଷ୍ଟ୍ରକୁ ଆକ୍ରମଣ କରିବା ଆଶଙ୍କା ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ତାଇଓ୍ବାନ...

ମେଦବୃଦ୍ଧି ସମସ୍ୟା ଦୂର କରେ ଥଣ୍ଡା କ୍ଷୀର

କ୍ଷୀର ଆମ ଶରୀର ପାଇଁ କେତେ ଉପକାରୀ, ତାହା ସମସ୍ତଙ୍କୁ ଜଣା। ବିଶେଷକରି ଉଷୁମ କ୍ଷୀର ପିଇବାକୁ ସମସ୍ତେ ଭଲପାଆନ୍ତି। ହେଲେ ଶୁଣି ଆଶ୍ଚର୍ଯ୍ୟ ହେବେ...

ବିଜୁଳି ବିଲ୍‌ ୧୦କୋଟି…

ଶ୍ରୀନଗର,୭।୭: ଜମ୍ମୁ-କଶ୍ମୀର ପୁଞ୍ଚ ଜିଲାର ମେଣ୍ଢର ତହସିଲ୍‌ରେ ବିଦ୍ୟୁତ୍‌ ବିଭାଗର ଅବହେଳା ସାମ୍ନାକୁ ଆସିଛି। ବିଭାଗ ପକ୍ଷରୁ ଜଣେ ଉପଭୋକ୍ତାଙ୍କୁ ପ୍ରାୟ ୧୦କୋଟି ଟଙ୍କାର ବିଲ୍‌...

Advertisement
Archives

Model This Week