ଡ୍ୟାନ୍ସ ମାଧ୍ୟମରେ କରୋନା ସଚେତନତା ସୃଷ୍ଟି କଲା ଚେନ୍ନାଇ ରେଲଓ୍ବେ ପୋଲିସ

ଚେନାଇ,୯।୫: କେରଳ ପରେ ବର୍ତ୍ତମାନ ଚେନ୍ନାଇ ରେଲଓ୍ବେ ପୋଲିସ ଦେଶର ନାଗରିକ ତଥା ଷ୍ଟେଶନକୁ ଆସୁଥିବା ଯାତ୍ରୀମାନଙ୍କୁ ସଚେତନତା ସଷ୍ଟି କରିବା ପାଇଁ ଡ୍ୟାନ୍ସର ଆୟୋଜନ କରିଛି। ଏହି ଡ୍ୟାନ୍ସ ମାଧ୍ୟମରେ ଚେନ୍ନାଇ ରେଲଓ୍ବେ ପୋଲିସ ସାମାଜିକ ଦୂରତା ଏବଂ ମାସ୍କ ବ୍ୟବହାର କରିବାକୁ ଲୋକଙ୍କୁ ସଚେତନ ସୃଷ୍ଟି କରୁଛି।

ଅସୁବିଧା ସମୟରେ ସାହସ ବଜାୟ ରଖିବା, ଶାନ୍ତ ରହିବା, ଖୁସି ହେବା ନୃତ୍ୟ ମାଧ୍ୟମରେ ଏହାକୁ ବୁଝାଇବା ପାଇଁ ଚେଷ୍ଟା କରିଛି ଚେନ୍ନାଇ କେନ୍ଦ୍ରୀୟ ରେଲଓ୍ବେ ପୋଲିସ। ଏହି ସମୟରେ ରେଲଓ୍ବେ ମହିଳା ପୋଲିସ ପୂରା ପୋଷାକ ସହିତ ହାତରେ ଗ୍ଲୋଭ୍‌ସ ମଧ୍ୟ ପିନ୍ଧିଥିବା ନଜର ଆସିଥିଲେ। ମାସ୍କ ମଧ୍ୟ ପିନ୍ଧିଥିଲେ। ଚେନ୍ନାଇ ରେଳଓ୍ବେ ପୋଲିସ ମଧ୍ୟ ବହୁ ଲୋକପ୍ରିୟ ଗୀତ ‘ଏନ୍‌ଜୟ ଏନ୍‌ଜାମୀ’ର ତାଳେ ତାଳେ ନାଚିଥିଲା। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସବୁଠି କାହିଁକି ଦିଆଯାଉଛି ଫିଙ୍ଗରପ୍ରିଣ୍ଟ , ଜାଣନ୍ତୁ କାରଣ…

ଦୁନିଆରେ ଲକ୍ଷ ଲକ୍ଷ ଲୋକ ବାସ କରନ୍ତି ଏବଂ ପ୍ରତ୍ୟେକ ବ୍ୟକ୍ତି ପରସ୍ପରଠାରୁ ଭିନ୍ନ ଅଟନ୍ତି। ସମସ୍ତଙ୍କର ଚେହେରା ଏବଂ ଅଭ୍ୟାସ ମଧ୍ୟ ଅଲଗା। ଏହା...

ରାସ୍ତାରେ ଗଡୁଛି ଘର, ଏଥିରେ ରହିଛି ବେଡ୍‌ରୁମଠାରୁ ଆରମ୍ଭ କରି ଯାବତୀୟ ସୁବିଧା

ସୋସିଆଲ ମିଡିଆରେ ଏବେ ଲକ୍ଷେ ଟଙ୍କିଆ ଘରର ଏକ ଫଟୋ ଖୁବ୍‌ ତୀବ୍ର ବେଗରେ ଭାଇରାଲ ହେଉଛି। ଏହାର ବିଶେଷତ୍ତ୍ୱ ହେଲା ଯେଉଁଆଡ଼େ ଚାହିଁବେ ଏହି...

ପିମ୍ପୁଡ଼ିଠାରେ ବିରଳ ଖଣିଜ

ନୂଆଦିଲ୍ଲୀ: ବିଚିତ୍ରମୟ ଜୀବଜଗତ। ଏଠାରେ ଅସ୍ତିତ୍ୱ ବଞ୍ଚାଇ ରଖିବାକୁ ହେଲେ ପ୍ରତି ମୁହୂର୍ତ୍ତରେ ସଂଘର୍ଷ କରିବାକୁ ପଡ଼େ। ଖାଦ୍ୟ ଏବଂ ଖାଦକଙ୍କ ମଧ୍ୟରେ ଚାଲିଥିବା ଲୁଚାଛପା...

ଫୋନ୍‌ର ମାୟାରେ ବାୟା: ମୋବାଇଲ୍‌ରେ କଥା ହୋଇ ଶିଶୁକୁ ଅଟୋରେ ଛାଡ଼ି ପଳାଇଲେ ମା’; ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୨୭।୮: ମୋବାଇଲ୍‌  ସଭିଙ୍କୁ ପାଗଳ କରିଛି। ମୋବାଇଲ୍‌ ମାନିଆ ନେଇ ଏବେ ସୋସିଆଲ୍‌ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଜଣେ ମହିଳା...

ନୂପୁର, ନବୀନଙ୍କୁ ଜେଲ ପଠାଅ

ନୂଆଦିଲ୍ଲୀ,୧୧ା୬: ଭାଜପା ନୂପୁର ଶର୍ମା ଓ ନବୀନ ଜିନ୍ଦଲଙ୍କୁ କେବଳ ମୁଖପାତ୍ର ପଦରୁ ହଟାଇ ଦଳରୁ ବାହାର କରିବା ପର୍ଯ୍ୟାପ୍ତ ନୁହେଁ। ପ୍ରଫେଟ୍‌ ମହମ୍ମଦଙ୍କ ବିରୋଧରେ...

ଅଲଓ୍ବର ପୀଡ଼ିତାଙ୍କୁ ରାଜସ୍ଥାନ ପୋଲିସରେ ମିଳିବ ନିଯୁକ୍ତି

ଜୟପୁର,୧୯।୫: ରାଜସ୍ଥାନ ଅଲଓ୍ବର ପୀଡ଼ିତାଙ୍କୁ ପୋଲିସରେ ନିଯୁକ୍ତି ମିିଳିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଉଛି। କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୀଡ଼ିତାଙ୍କ ସହିତ...

ମଧ୍ୟପ୍ରଦେଶ ସଙ୍କଟ: ଭଙ୍ଗାଗଢ଼ା ରାଜନୀତି ଛାଡ଼ି ଶୀଘ୍ର ଶକ୍ତି ପରୀକ୍ଷା କରିବାକୁ କହିଲେ ସୁପ୍ରିମ୍‌କୋର୍ଟ

ଭୋପାଳ,୧୯।୩: ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ କମଲନାଥ ସରକାରଙ୍କ ସଙ୍କଟ ବଢ଼ିଚାଲିଛି। ଗୁରୁବାର ସୁପ୍ରିମ୍‌କୋର୍ଟ ବିଧାନସଭାରେ ଶୀଘ୍ର ଶକ୍ତି ପରୀକ୍ଷା କରିବାକୁ କହିଛନ୍ତି। ବିଦ୍ରୋହୀ ବିଧାୟକ ନିଜର ଇସ୍ତଫା...

ଆହୁରି କିଛିଦିନ ଥରାଇବ ଜାଡ଼

ନୂଆଦିଲ୍ଲୀ,୧୫ ।୧: ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ପୂର୍ବ ଭାରତ ଓ ଉପକୂଳ ଆନ୍ଧ୍ର ପ୍ରଦେଶରେ ଆସନ୍ତା ୨ ଦିନ ବର୍ଷା ଲାଗି ରହିବ ।...

Advertisement
Archives

Model This Week