ଫୁରସତ

ଆଜି ମଦର୍ସ ଡେ’

ଆଜି ମଦର୍ସ ଡେ’। ହେଲେ ପାଖରେ ନାହାନ୍ତି ମାଆ। ତଥାପି ପିଲାଙ୍କ ମନ ଖୁସି। କାହିଁକି ନା ମାଆ ଜଣେ ଡାକ୍ତର, ଯିଏ ବର୍ତ୍ତମାନର ମହାମାରୀ ସମୟରେ କେବଳ ନିଜର ତଥା ପରିବାରର ସୁରକ୍ଷା ଚିନ୍ତା ନ କରି ନିସ୍ବାର୍ଥ...

ଆଜି ବିଶ୍ୱ ମାତୃ ଦିବସ: ମା’ ଶବ୍ଦର ବିକଳ୍ପ ନାହିଁ

ଆଜି ହେଉଛି ବିଶ୍ୱ ମାତୃ ଦିବସ। ଏହା ପ୍ରତିବର୍ଷ ମେ’ ମାସର ଦ୍ୱିତୀୟ ରବିବାରରେ ପଡ଼େ। ତେଣୁ ଏହାର କୌଣସି ନିର୍ଦ୍ଦିଷ୍ଟ ତାରିଖ ନାହିଁ। ଏହି ଦୃଷ୍ଟିରୁ ଚଳିତବର୍ଷ ଏହା ୯ ତାରିଖ ଅର୍ଥାତ୍‌ ରବିବାର ପାଳନ କରାଯାଉଛି। ମା’...

କଇଁଛକୁ ଗାଡ଼ି କରିଦେଲା ମିରକାଟସ୍‌, ପିଠିରେ ବସି…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ...

ରାସ୍ତାରେ ବୁଲି ମୋଜା ବିକ୍ରି କରୁଥିବା ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆର୍ଥିକ ସହାୟତା…

ଲୁଧିଆନା,୮।୫: ପଞ୍ଜାବର ଲୁଧିଆନାରେ ରାସ୍ତାରେ ବୁଲି ମୋଜା ବିକ୍ରି କରି ପରିବାର ପୋଷୁଥିବା ଜଣେ ୧୦ ବର୍ଷ ବୟସ୍କ ନାବାଳକଙ୍କ ଭିଡ଼ିଓ ଶୁକ୍ରବାର ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହୋଇଥିଲା। ୧ ମିନିଟ୍‌ ୨୩ ସେକେଣ୍ଡର ଏହି ଭିଡ଼ିଓ ମୁଖ୍ୟମନ୍ତ୍ରୀ ଅମରିନ୍ଦର...

ଫୋନ୍‌ରେ ଗପୁ ଗପୁ ସନ୍ତାନ ଜନ୍ମ ଦେଲେ ମହିଳା

ଲଣ୍ଡନ,୮।୫: ବ୍ରିଟେନ୍‌ରେ ରହୁଥିବା ଜଣେ ମହିଳା ମାତ୍ର ୨୭ ସେକେଣ୍ଡରେ ସନ୍ତାନ ଜନ୍ମ ଦେଇଛନ୍ତି। ଯାହାକି ଆଶ୍ଚର୍ଯ୍ୟଜନକ। ୨୯ ବର୍ଷୀୟା ସୋଫି କୁହନ୍ତି, ସେ ଏହି ସମୟରେ ବାଥ୍‌ରୁମ୍‌ ଯାଇଥିଲେ। ତାଙ୍କ ବନ୍ଧୁ ଫୋନ୍‌ କରିବାରୁ କଥା ବି ହେଉଥିଲେ।...

ଅନ୍ୟ ପାଇଁ ନିଜ ଜୀବନକୁ ବାଜି ଲଗାଇବାକୁ ପଛାଇଲା ନାହିଁ କୁକୁର, ଭିଡିଓ ଦେଖିଲେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ...

ପତ୍ନୀ-ପ୍ରେମିକା ସହ ଭାଗ ବାଣ୍ଟି ରହୁଥିଲେ ଯୁବକ

ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରୁ ଏକ ଭିନ୍ନ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକ ଭାଗ ଭାଗ କରି ଖୁସିରେ ରହୁଥିଲେ ପତ୍ନୀ ଓ ପ୍ରେମିକଙ୍କ ସହ। ସେ ସପ୍ତାହକୁ ୩ ଦିନ ଲେଖାଏ ପତ୍ନୀ ଓ ପ୍ରେମିକା ସହ ରହୁଥିଲେ।...

ଥରେ କି ଦୁଇଥର ନୁହେଁ, ୧୦ ଥର ଆସିଲା ନେଗେଟିଭ୍‌ ରିପୋର୍ଟ; ତଥାପି କରୋନାରେ ଚାଲିଗଲା ଜୀବନ

ଲଣ୍ଡନ,୭।୫: କରୋନା ଭ୍ୟାକ୍ସିନ ଆସିବା ପରେ ଏହି ମହାମାରୀ ସହିତ ଜଡ଼ିତ କିଛି ଜଟିଳ ସମସ୍ୟା ସାମ୍ନାକୁ ଆସୁଛି। ଏମିତି ଏକ ମାମଲା ବ୍ରିଟେନରୁ ଆସିଛି। ଏଠାକାର ୫୫ ବର୍ଷୀୟା ଜଣେ ମହିଳା ଲଗାତର କରୋନା ଟେଷ୍ଟ କରାଉଥିଲେ। ଏମିତିକି...

ଶ୍ମଶାନରେ ଡ୍ୟୁଟି କରୁଛନ୍ତି ଏହି ପୋଲିସ ଅଧିକାରୀ, ବର୍ତ୍ତମାନ ସୁଦ୍ଧା ୧୧୦୦ ମୃତଦେହ କଲେଣି ସଂସ୍କାର

ନୂଆଦିଲ୍ଲୀ,୭।୫: ବର୍ତ୍ତମାନ ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି। ଲୋକେ ଖୁବ୍‌ ତୀବ୍ର ବେଗରେ ସଂକ୍ରମିତ ହେଉଛନ୍ତି। ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଏପରି ସ୍ଥିତିରେ ଦିଲ୍ଲୀ ପୋଲିସର ଜଣେ ଏଏସ୍‌ଆଇଙ୍କ କାମ ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ଆଜିର...

ବିଶ୍ୱ ରେକର୍ଡ କଲେ ୧୦ ବର୍ଷର ଝିଅ

ଇଣ୍ଟରନେଟ ଏବଂ ଟେକ୍ନୋଲୋଜିର ଏହି ଯୁଗରେ ପିଲାମାନେ ବହୁତ ପ୍ରତିଭାଶାଳୀ ହୋଇପାରିଛନ୍ତି। ଏହାର ସଦ୍ୟତମ ଉଦାହରଣ ହେଉଛି ୧୦ ବର୍ଷୀୟା ଝିଅ ସାରା ଛିପା। ସାରା ରାଜସ୍ଥାନର ଭିଲୱାରାର ମୂଳ ବାସିନ୍ଦା। ଗତ ମେ ୨ ରେ ସେ ୧୯୫ଟି...

ଖୁସି ଖବର: ପୁଣି ଆସୁଛି ପବ୍‌ଜୀ

ନୂଆଦିଲ୍ଲୀ,୭।୫: ଭାରତରେ ପବ୍‌ଜୀ ଗେମ୍‌ ବହୁ ଲୋକପ୍ରିୟ। ମାତ୍ର ସୁରକ୍ଷା ଦୃଷ୍ଟିରୁ ଏହାକୁ ଗତବର୍ଷ ବ୍ୟାନ୍‌ କରାଯାଇଥିଲା। ଫଳରେ ଏହାର ପ୍ରଶଂସକମାନେ ନିରାଶ ହୋଇଥିଲେ। ବର୍ତ୍ତମାନ ପବ୍‌ଜୀର ପ୍ରଶଂସକମାନଙ୍କ ପାଇଁ ଖୁସି ଖବର। ପବ୍‌ଜୀ ଗେମ୍‌ର ନିର୍ମାଣକାରୀ କମ୍ପାନୀ ‘କ୍ରାଫ୍ଟନ’...

ମନୋଜ ଭୂମିରେ ଏକ ବିରଳ ଘଟଣା

ପ୍ରଣମ୍ୟ ମନୋଜ ଦାସଙ୍କ ସୁଦୀର୍ଘ ୮୭ବର୍ଷର ଜୀବନଯାତ୍ରାରେ ଅସଂଖ୍ୟ ଅକଳ୍ପନୀୟ ଚମକପ୍ରଦ ଘଟଣା ଘଟିଥିଲେ ବି ତାଙ୍କ ପୁଣ୍ୟ ଜନ୍ମଭୂମି ଭୋଗରାଇ ମାଟି ଯାହା ମନୋଜଭୂମି ଭାବରେ ଲୋକେ ସମ୍ବୋଧିତ କରନ୍ତି, ସେହିଠାରେ ଏକ ବିରଳ ଘଟଣା ଘଟିଥିଲା। ସେଇ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri