Posted inଫୁରସତ

ନୂଆ ପ୍ରଜାତିର ସ୍ତନ୍ୟପାୟୀ

ନୂଆଦିଲ୍ଲୀ: ଭାରତର ଜୁଲୋଜିକାଲ ସର୍ଭେର ବୈଜ୍ଞାନିକମାନେ ଆଣ୍ଡାମାନ ଦ୍ୱୀପପୁଞ୍ଜରୁ ଏକ ନୂଆ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ ଆବିଷ୍କାର କରିଛନ୍ତି। ନେଚର ନାମକ ପତ୍ରିକାରେ ଏହି ଆବିଷ୍କାର ସମ୍ପର୍କରେ ପ୍ରକାଶ ପାଇଛି। ନୂଆ ପ୍ରଜାତି କ୍ରୋସିଡୁରା ଗ୍ରୁପ୍‌ର ବୋଲି କୁହାଯାଉଛି। ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ଆଗ୍ନେୟ ନାର୍‌କୋଣ୍ଡାମ୍‌ ଦ୍ୱୀପରୁ ମିଳିଥିବା କେତେକ ପ୍ରଜାତିର ଉଭୟ ମର୍ଫୋଲୋଜିକାଲ ଏବଂ ମଲିକୁଲାର ପରୀକ୍ଷା କରାଯାଇ ଏହାକୁ କ୍ରୋସିଡୁରା ଗ୍ରୁପ୍‌ରେ ସାମିଲ କରାଯାଇଥିବା ଗବେଷଣା ନିବନ୍ଧରେ ଉଲ୍ଲେଖ କରାଯାଇଛି। ଏହି ଗ୍ରୁପ୍‌ରେ ମୋଟ ୧୯୮ ପ୍ରକାର ପ୍ରାଣୀ ଅଛନ୍ତି। ସେମାନେ ବିଶେଷ କରି ଆଫ୍ରିକା, ୟୁରୋପ ଓ ଏସିଆ ମହାଦେଶରେ ଦେଖାଦେଇଥାନ୍ତି। ଏମାନଙ୍କ ଶରୀର କ୍ଷୁଦ୍ରରୁ ମଧ୍ୟମ ଆକାରର ହୋଇଥିବାବେଳେ ଛୋଟ ଓ ଘଞ୍ଚ ଲୋମ ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସେଫ୍‌ଙ୍କ ୧ ଲକ୍ଷ ୬୦ ହଜାର ଟଙ୍କାର ପିଜା

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସମସ୍ତେ ପିଜା ଖାଇବାକୁ ବେଶ୍‌ ପସନ୍ଦ କରନ୍ତି, ଯାହା ଆମକୁ ୧୦୦ରୁ ଆରମ୍ଭ କରି ୧୦୦୦ ଟଙ୍କା ଭିତରେ ମିଳିଯାଏ। ହେଲେ ଏଠାରେ...

ମାସକୁ ୭୫ ହଜାର ଟଙ୍କା ରୋଜଗାର କରୁଛନ୍ତି ବର୍ଷକର ଶିଶୁ

ପ୍ରତି ମାସରେ ୭୫ ହଜାର ଟଙ୍କା ରୋଜଗାର କରୁଛନ୍ତି ମାତ୍ର ବର୍ଷକର ଶିଶୁ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏହି କୁନି ଶିଶୁ ସାରା...

ସମୂଦ୍ର କୂଳରେ ଚାଲିଥିଲା ବିବାହ ଫଟୋଶୁଟ୍‌, ଘଟିଲା କିଛି ଏମିତି…

ବର୍ତ୍ତମାନ କରୋନା କବଳରେ ସମଗ୍ର ବିଶ୍ୱ। ଇତିମଧ୍ୟରେ କରୋନା ସହ ବଞ୍ଚିବା ମଧ୍ୟ ଆମେ ଶିଖିଯାଇଛୁ। ପରସ୍ପର ମଧ୍ୟରେ ଦୂରତା ବଜାର ରଖିବା, ବାରମ୍ବାର ହାତ...

୧୪ ଫୁଟ ଉଚ୍ଚରେ କିକ୍‌ କଲେ ତାଏକୋଣ୍ଡୋ ଖେଳାଳି: ଭିଡ଼ିଓ ଭାଇରାଲ

ସିଓଲ,୧।୨: ଦକ୍ଷିଣ କୋରିଆର ଜଣେ ତାଏକୋଣ୍ଡୋ ଖେଳାଳି ୧୪ ଫୁଟ ଉଚ୍ଚରେ ଡେଇଁ କିକ୍‌ କରିଛନ୍ତି। ଏହାର ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ...

ଏ ଜନ୍ମରେ ସରିଲାନି ସଙ୍ଗୀତର ଶିକ୍ଷା- ଶ୍ୟାମାମଣି ଦେବୀ

ଅର୍ଦ୍ଧ ଶତାବ୍ଦୀରୁ ଊର୍ଦ୍ଧ୍ୱକାଳ ନିଜର ସୁଲଳିତ କଣ୍ଠରେ ଓଡ଼ିଶୀ ସଙ୍ଗୀତ ପରିବେଷଣ କରି ଉତ୍କଳୀୟ କଳା ସଂସ୍କୃତିକୁ ବଞ୍ଚାଇ ରଖିବାରେ ଶ୍ୟାମାମଣି ଦେବୀଙ୍କ ଅବଦାନ ଅତୁଳନୀୟ।...

୧୫ ମିନିଟ୍‌ରେ ଚା’:ଡେଲିଭରୀ ବୟଙ୍କୁ ମିଳିଲା ୭୩,୦୦୦ନଗଦ ପୁରସ୍କାର

ହାଇଦ୍ରାବାଦ,୨୧।୬: ଗତ କିଛି ମାସରୁ ବଲିଉଡ୍‌ ଅଭିନେତା ସୋନୁ ସୁଦ ଲୋକଙ୍କ ସହାୟତା କରିଆସୁଛନ୍ତି। କିନ୍ତୁ ଲୋକଙ୍କ ସହାୟତା ପାଇଁ ସୋନୁ ସବୁବେଳେ ସବୁ ସ୍ଥାନରେ...

ଗାଡ଼ିରେ ଲେଖାଥିଲା ପ୍ରେସ୍‌, ଭିତରୁ ବାହାରିଲା ମେଣ୍ଢା; ପୂରା ଘଟଣା ଜାଣିଲେ…

ଶ୍ରୀନଗର,୧୬ା୭: ସୋସିଆଲ ମିଡିଆରେ ଏବେ ଏକ ଫଟୋ ଖୁବ୍‌ ଭାଇରାଲ ହେଉଛି। ଯେଉଁ ଫଟୋଟି ଜମ୍ମୁ-କଶ୍ମୀରର ବୋଲି ଜଣାପଡୁଛି। ଏହି ଫଟୋରେ ଏକ ଅଟୋରେ ପ୍ରେସ୍‌...

‘ବାହୁବଳୀ’ର ଗୀତ ଗାଇ ଚର୍ଚ୍ଚାରେ ଯୁବକ: କମ୍‌ ସମୟ ମଧ୍ୟରେ ଦେଖିଲେଣି ୫୦ ଲକ୍ଷରୁ ଅଧିକ ଲୋକ

ରେଳ ଷ୍ଟେଶନରେ ବସି ରାନୁ ମଣ୍ଡଳ ଲତା ମଙ୍ଗେସକରଙ୍କ ଗୀତକୁ ଏତି ସୁନ୍ଦରଭାବେ ଗାଇଥିଲେ। ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବା ପରେ ସେ...

Advertisement
Archives

Model This Week