ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ଦୁଇ ହାତୀ ଛୁଆଙ୍କୁ ଝଗଡ଼ା ଲାଗୁଥିବା ଦେଖିବାକୁ ମିଳୁଛି। ଜଣେ ତଳେ ପଡ଼ିଥିବା ବେଳେ ଜଣେ ତାକୁ ମାରୁଛି। ପରେ ଆରଜଣକ ଶୋଉଛି, ଅନ୍ୟଟି ତା’ ଉପରେ ଶୋଉଛି। ଭିଡିଓକୁ ଗନୁପ୍ରମ୍ ଟୁଇଟର ହ୍ୟାଣ୍ଡେଲରେ ଶେୟାର ହୋଇଛି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
Learning "Taang Khichayi" 😝😝 pic.twitter.com/MEEAzVEmxg
— Gannuprem (@Gannuuprem) May 18, 2021

