କାର୍‌ରେ ବିଡ଼ା ବିଡ଼ା ନୋଟ୍‌: ଗଣିବା ପାଇଁ ସକାଳୁ ହେଲା ସନ୍ଧ୍ୟା…

ଡୁଙ୍ଗରପୁର,୨୩।୫: ରାଜସ୍ଥାନ ଡୁଙ୍ଗରପୁରରୁ ଏକ କାର୍ରୁ ବିଡ଼ା ବିଡ଼ା ନୋଟ୍‌ ଜବତ ହୋଇଛି। ଏସବୁ କଳାଧନ ବୋଲି ଅନୁମାନ କରାଯାଉଛି। କାର୍‌ଟି ଦିଲ୍ଲୀରୁ ଗୁଜରାଟ ଯାଉଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। କାର୍‌ରେ ୪ କୋଟି ୫୦ ଲକ୍ଷ ଟଙ୍କାରୁ ଅଧିକ ନୋଟ୍‌ ଥିବା ଡିଏସ୍‌ପି ମନୋଜ ସଓ୍ବାରିୟା କହିଛନ୍ତି। ବିଛିଓ୍ବାଡ଼ା ପୋଲିସ ଷ୍ଟେଶନରେ ନୋଟ୍‌ ଗଣିବା ପାଇଁ ବ୍ୟାଙ୍କରୁ ମେସିନ୍‌ ମଗାଯାଇଲା। ନୋଟ୍‌ ଗଣାଯିବାରେ ସକାଳରୁ ସନ୍ଧ୍ୟା ହୋଇ ଯାଇଥିଲା। ଏହି ମାମଲାରେ ୨ ଜଣଙ୍କୁ ଗିରଫ କରାଯାଇ ତଦନ୍ତ ଜାରି ରହିଛି। କାରକୁ ଜବତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେଜରିଓ୍ବାଲଙ୍କ ଶପଥ ଗ୍ରହଣ ଉତ୍ସବରେ ଶିକ୍ଷକଙ୍କ ଯୋଗଦାନକୁ ନେଇ ଉଠିଲା ବିବାଦ

ନୂଆଦିଲ୍ଲୀ,୧୫।୨: ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ରବିବାର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏହି ଉତ୍ସବରେ ଯୋଗ ଦେବାକୁ କୌଣସି...

ମୌସୁମୀ ଅଧିବେଶନ ପୂର୍ବରୁ ୫ ଏମ୍‌ପିଙ୍କୁ କରୋନା

ନୂଆଦିଲ୍ଲୀ,୧୩।୯: ସଂସଦର ମୌସୁମୀ ଅଧିବେଶନ ସୋମବାରଠାରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। କିନ୍ତୁ ଏହା ପୂର୍ବରୁ ଲୋକ ସଭାର ୫ ଜଣ ସଦସ୍ୟ କରୋନା ପଜିଟିଭ...

ଶିବସେନାର ନିର୍ବାଚନୀ ଚିହ୍ନ ଉପରେ ଲାଗିଲା ରୋକ…

ମୁମ୍ବାଇ,୮।୧୦ : ମୁଖ୍ୟମନ୍ତ୍ରୀ ଏକନାତ ଶିନ୍ଦେ ଏବଂ ଉଦ୍ଧବ ଠାକ୍‌ରେଙ୍କ ମଧ୍ୟରେ କିଏ ଅସଲି ଶିବସେନା ନେଇ ବିବାଦ ଲାଗି ରହିଛି। ଏପରିସ୍ଥଳେ ଶିବସେନାର ନିର୍ବାଚନୀ...

ପେଟ୍ରୋଲ, ଡିଜେଲ ଦର କମାଇବାକୁ ସିନ୍ଧେଙ୍କ ଘୋଷଣା

ମୁମ୍ବାଇ, ୫ା୭: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଏକନାଥ ସିନ୍ଧେ ଆସ୍ଥାଭୋଟ ଜିତିବା ପରେ ରାଜ୍ୟବାସୀଙ୍କ ପାଇ ଏକ ବଡ଼ ଘୋଷଣା କରିଛନ୍ତି। ପେଟ୍ରୋଲ, ଡିଜେଲ ଦର...

ପୋଲିସ ଉପରେ ଆକ୍ରମଣ: କଟିଲା ଏଏସ୍‌ଆଇଙ୍କ ହାତ

ଚଣ୍ଡିଗଡ଼,୧୨।୪: କରୋନା ଭାଇରସକୁ ନେଇ ପଞ୍ଜାବ ସରକାର ରାଜ୍ୟରେ ଲକ୍‌ଡାଉନ ସହ କର୍ଫ୍ୟୁ ଘୋଷଣା କରିଛନ୍ତି। ଏହି ସମୟରେ ବାହାରକୁ ବାହାରିବାରେ କଟକଣା ରହିଛି। ହେଲେ...

୨୧.୯୫ କୋଟିର ଗଛ କଟା

ମୁମ୍ବାଇ, ୧୭ା୩: ମହାରାଷ୍ଟ୍ରର ବିଭିନ୍ନ ଅଞ୍ଚଳରୁ ବେଆଇନ ଭାବେ ବର୍ତ୍ତମାନ ସୁଦ୍ଧା ୨,୮୪, ୧୭୧ ଗଛ କଟା ହୋଇଥିବାବେଳେ ଏ ନେଇ ମୋଟ ୪୮ ହଜାର...

ଦିଲୀପ ରାୟଙ୍କୁ ୩ ବର୍ଷ ଜେଲ

ନୂଆଦିଲ୍ଲୀ, ୨୬।୧୦: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ ୩ ବର୍ଷ ଜେଲ। କୋଇଲା ଦୁର୍ନୀତି ମାମଲାରେ ତାଙ୍କୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ସ୍ବତନ୍ତ୍ର ସିବିଆଇ କୋର୍ଟ।...

ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

ଯୋଧପୁର,୯।୧୨: ରାଜସ୍ଥାନର ଯୋଧପୁରର ଏକ ଗ୍ରାମରେ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ତେବେ ଏହି ଘଟଣାରେ ଆହତଙ୍କୁ ହସ୍ପିଟାଲରେ...

Advertisement
Archives

Model This Week