ନିର୍ବନ୍ଧ ମୁଦି ୮.୭୫ କୋଟି

ଓ୍ବାଶିଂଟନ: ହଲିଉଡ ଷ୍ଟାର ଜେନିଫର୍‌ ଲୋପେଜ୍‌ ତାଙ୍କ ଲଭଲାଇଫ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ପ୍ରେମିକ ଆଲେକ୍ସ ରୋଡ୍ରିଗୁଏଜ୍‌ଙ୍କ ସହ ଜେନିଫରଙ୍କର ବ୍ରେକଅପ ହୋଇଯାଇଛି। ବ୍ରେକଅପ୍‌ ପରେ ଅଭିନେତ୍ରୀଙ୍କୁ ଏବେ ତାଙ୍କ ପୂର୍ବତନ ପ୍ରେମିକ ବେନ୍‌ ଆଫ୍ଲେକଙ୍କ ସହ ଦେଖିବାକୁ ମିଳୁଛି। ଜେନିଫର ଏବଂ ବେନ୍‌ଙ୍କ ନିର୍ବନ୍ଧ ମୁଦି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବେନ ୬.୧ କ୍ୟାରେଟ ପିଙ୍କ୍‌ ସଲିଟାୟାର୍‌ କଷ୍ଟମ ମେଡ ଡାଏମଣ୍ଡ ରିଙ୍ଗ୍‌ ସହିତ ଜେନିଫରଙ୍କୁ ପ୍ରପୋଜ କରିଛନ୍ତି । ଏହି ରିଙ୍ଗର ମୂଲ୍ୟ ୧.୨ ମିଲିୟନ ଡଲାର ଯାହା କି ଭାରତୀୟ ମୁଦ୍ରାରେ ୮ କୋଟି ୭୫ ଲକ୍ଷ ଟଙ୍କାରୁ ଅଧିକ । ୨୦୦୨ରେ ନିର୍ବନ୍ଧ ହେବାର ବର୍ଷକ ପରେ ଏହା ଭାଙ୍ଗିଯାଇଥିଲା। ଏବେ ପୁଣିଥରେ ଦୁହେଁ ଏକାଠି ହେବା ଲୋକଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶରେ ରହିଛି ଶିଶୁଙ୍କ ଫ୍ୟାକ୍ଟ୍ରି, ଲକ୍ଷାଧିକ ଟଙ୍କା ଦେଇ ମନ ପସନ୍ଦର ସନ୍ତାନ କିଣି ନିଅନ୍ତି ଦମ୍ପତି

ଲଣ୍ଡନ,୨୭ା୬: ମା’ ହେବା ପ୍ରତ୍ୟେକ ମହିଳାଙ୍କ ପାଇଁ ସବୁଠୁ ଖୁସିର ମୁହୂର୍ତ୍ତ। କୁହାଯାଏ, ଜଣେ ନାରୀ ମା’ ହେଲେ ଯାଇ ତା’ ନାରୀ ଜୀବନର ସାର୍ଥକତା...

୪୭ବର୍ଷ ପୁରୁଣା ଜୋତାର ମୂଲ୍ୟ ୩ କୋଟି

ଜୋତା ପୁରୁଣା ହୋଇଗଲା ପରେ ତା’ର ସ୍ଥାନ ଅଳିଆଗଦା ହୋଇଥାଏ। ଯେତେ ଦାମୀ ହେଲେ ହେଁ ପୁରୁଣା ଚିରାଫଟା ଜୋତାକୁ କେହି ପାଦରେ ପିନ୍ଧିବାକୁ ଚାହାନ୍ତି...

ପାକିସ୍ତାନ ସୈନ୍ୟବାହିନୀ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ, ୨ ମେଜରଙ୍କ ସମେତ ୬ ମୃତ…

ଇସଲାମାବାଦ, ୨୬।୯ : ପାକିସ୍ତାନରେ ଏକ ବଡ଼ ଦୁର୍ଘଟଣା ଘଟିଛି। ବାଲୁଚିସ୍ତାନରେ ଏକ ସୈନ୍ୟବାହିନୀ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଜିଓ ନ୍ୟୁଜ ରିପୋର୍ଟ ଅନୁଯାୟୀ, ଏହି...

ରିବନ ନ ପିନ୍ଧିଲେ ହତ୍ୟା

କିଭ୍‌,୨୧।୪: ରୁଷିଆ ପୂର୍ବ ୟୁକ୍ରେନ୍‌ର ପ୍ରମୁଖ ବନ୍ଦର ସହର ମାରିଉପୋଲକୁ କବ୍‌ଜା କରିଥିବା ଘୋଷଣା ବେଳେ ସେଠାକାର ନାଗରିକ ଓ କିଭ୍‌ ସୁରକ୍ଷାକର୍ମୀଙ୍କୁ ଧଳା ରିବନ...

ଆମେରିକାରେ ବିଗୁଡିଛି କରୋନା ସ୍ଥିତି: କାଲିଫର୍ନିଆରେ ମୃତଦେହ ସଂସ୍କାର ପାଇଁ ସ୍ଥାନର ଅଭାବ

କାଲିଫର୍ନିଆ,୩ ।୧: ଆମେରିକାରେ କରୋନାର ସ୍ଥିତି ବେଳକୁ ବେଳ ବିଗିଡିବାରେ ଲାଗିଛି । କାଲିଫର୍ନିଆରେ ମୃତଦେହ ସଂସ୍କାର କରିବାକୁ ଶ୍ମଶାନରେ ସ୍ଥାନର ଅଭାବ ପରିଲକ୍ଷିତ ହୋଇଥିବା...

କୋଟିଏ ଟଙ୍କାର ଲଟେରୀ ଜିଣିଲେ ପକେଟକୁ ଆସିବ କେତେ…

ନୂଆଦିଲ୍ଲୀ, ୭।୧୨: କେତେକ ଲୋକେ ଲଟେରୀ କିଣି ରାତାରାତି ଲକ୍ଷପତି ଅବା କୋଟିପତି ହେବାର ସ୍ବପ୍ନ ଦେଖିଥାନ୍ତି। ତେବେ ଲଟେରୀ ଜିଣିଲେ ଏହା ଉପରେ ୧୯୬୧...

ଚାଇନାକୁ ଆପଲର ଝଟ୍‌କା, ଭାରତରେ ଉତ୍ପାଦନ ଯୋଜନା…

ଓ୍ବାଶିଂଟନ, ୨୨।୫ : କରୋନା ସଂକ୍ରମଣ ଯୋଗୁ ଚାଇନାରେ କଡା ପ୍ରତିବନ୍ଧକ ଲଗାଯାଇଛି। ଏପରିସ୍ଥଳେ ପ୍ରସିଦ୍ଧ କମ୍ପାନୀ ଆପଲ ଚାଇନା ବାହାରେ ବ୍ୟବସାୟ କରିବା ବିଷୟରେ...

ଭାରତୀୟ କୂଟନୀତିଜ୍ଞଙ୍କୁ ଭିସା ଦେବାକୁ ମନା କଲା ପାକିସ୍ତାନ

ଇସଲମାବାଦ,୨୦।୯: ଭାରତ ସହ ସମ୍ପର୍କ ବିଗାଡିବା ପାଇଁ ପାକିସ୍ତାନ ଆଉ ଏକ ପଦକ୍ଷେପ ନେଇଛି। ଭାରତୀୟ ହାଇକମିଶନର ଅଜୟ ବିସାରିଆଙ୍କୁ ବହିଷ୍କାର କରିବାର ମାସେ ପରେ...

Advertisement
Archives

Model This Week