ଗୋଟିଏ ଆମ୍ବର ଦାମ୍ ୨୧ ହଜାର: ସୁରକ୍ଷା ଦାୟିତ୍ୱରେ ୪ ସୁରକ୍ଷାକର୍ମୀ, ୬ କୁକୁର…
ଜବଲପୁର,୧୬।୬: ଗୋଟିଏ ଆମ୍ବର ଦାମ୍ ପୁଣି ୨୧ ହଜାର ଟଙ୍କା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ତେବେ ମଧ୍ୟପ୍ରାଦେଶର ଜବଲପୁରରେ ବାସ କରୁଥିବା ଚାଷୀ ଦମ୍ପତି ସଂକଳ୍ପ ପରିହାର ଏବଂ ରାନୀ ପରିହାରଙ୍କ ବଗିଚାରେ ଏହି ଆମ୍ବ ଫଳିଛି।…
ବିବାହରେ ବରଣମାଳା ବଦଳରେ ବର-କନ୍ୟା ପରସ୍ପରକୁ ପିନ୍ଧାଇଲେ ମାସ୍କ: ଲୋକେ କହିଲେ…
ନୂଆଦିଲ୍ଲୀ,୧୬।୬: ପ୍ରାୟ ସମୟରେ ସୋସିଆଲ ମିଡିଆରେ ବିବାହକୁ ନେଇ କେତେକ ମଜାଳିଆ ଭିଡିଓମାନ ଭାଇରାଲ ହୋଇଥାଏ। ଆଉ ଏସବୁ ଭିଡିଓକୁ ଲୋକମାନେ ମଧ୍ୟ ବେଶ୍ ପସନ୍ଦ କରିଥାନ୍ତି। ବର୍ତ୍ତମାନ ଦେଶରେ କରୋନା ସଙ୍କଟ ଜାରି ରହିଛି। ଏହାର ଅଧିକ ପଭାବ ବିବାହ…
ପୃଥିବୀ ମୁହାଁ ବିରାଟ ଗ୍ରହାଣୁପିଣ୍ଡ: ଜୁନ୍ ୨୫ରେ କରିବ ଅତିକ୍ରମ…
ଓ୍ବାଶିଂଟନ,୧୫।୬: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ଆଉ ଏକ ନୂଆ ବିପଦ ଆଶଙ୍କା ଦେଖାଦେଇଛି। ବିରାଟ ଗ୍ରହାଣୁପିଣ୍ଡ ୪୪୧୯୮୭ (୨୦୧୦-ଏନ୍ଓ୍ବାଇ-୬୫) ପୃଥିବୀ ମୁହାଁ ହୋଇଛି। ଏହା ଜୁନ୍ ୨୫ରେ ପୃଥିବୀକୁ ଅତିକ୍ରମ କରିବ। ଏହାର…
ଏକଦା କାନ୍ଥରେ ଚିତ୍ର କରି ଶୁଣୁଥିଲେ ଗାଳି: ଏବେ ଗୁଗଲ ଦେଲା ପୁରସ୍କାର
ଓ୍ବାଶିଂଟନ୍,୧୫।୬: ଡୁଡଲ ଫର୍ ଗୁଗଲ-୨୦୨୧ ପ୍ରତିଯୋଗୀତାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଆମେରିକାର ଗୁଗଲର ହୋମପେଜ୍ରେ ଏହି ଡୁଡଲ ପ୍ରଦର୍ଶିତ ହେବ। ଏନେଇ ଗୁଗଲର ସିଇଓ ସୁନ୍ଦର ପିଚାଇ ଘୋଷଣା କରିଛନ୍ତି। ଏହି ଡୁଡଲ ବିଷୟରେ ବ୍ଲଗ୍ ପୋଷ୍ଟରେ ମଧ୍ୟ କୁହାଯାଇଥିବା…
ଏମିତି ବି ଥାନ୍ତି ଲୋକ: ଢୁ ଢୁ ବର୍ଷାରେ…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ମହାକାଶରୁ ଫେରିଥିବା ରେଡ୍ ଓ୍ବାଇନର ଦାମ କେତେ ଜାଣନ୍ତୁ
ଏକ ରକେଟ୍ରେ ୧୪ ମାସ ଧରି ମହାକାଶ ଭ୍ରମଣ କରିଥିବା ରେଡ୍ ଓ୍ବାଇନ ଏବେ ବିକ୍ରି ଅପେକ୍ଷାରେ। ‘ପେଟ୍ରସ ୨୦୦୦’ ନାମକ ରେଡ୍ ଓ୍ବାଇନର ୧୨ଟି ବୋତଲକୁ ୨୦୧୯ ନଭେମ୍ବରରେ ମହାକାଶ ପଠାଯାଇଥିଲା। ମହାକାଶରେ ରହିବା ଦ୍ୱାରା ଏହି ରେଡ୍ ଓ୍ବାଇନର…
ବିବାହ ସମୟରେ ଆରବୀ ଶବ୍ଦ କହିଲା ବେଳେ ଝୁଣ୍ଟିଲେ ବର: ମୌଲବୀଙ୍କୁ ସନ୍ଦେହ ହେବାରୁ ଜଣାପଡ଼ିଲା ସତ
ଲକ୍ଷ୍ନୌ,୧୪।୬: ଉତ୍ତରପ୍ରଦେଶର ମହାରାଜଗଞ୍ଜ ଜିଲାରୁ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ବିବାହ ସମୟରେ ଜଣେ ବରଙ୍କ ମିଥ୍ୟା ପଦାକୁ ଆସିଛି। ବିବାହ ସମୟରେ ଆରବୀ ଶବ୍ଦ ଉଚ୍ଚାରଣ କରି ନ ପାରିବାରୁ ମୌଲବିଙ୍କୁ ସନ୍ଦେହ ଉପୁଜିଥିଲା। ଏହାପରେ ବରଙ୍କ ମିଛ…
ଏଲିଅନ୍ଙ୍କ ସହ ସମ୍ପର୍କ ରଖିଲେ ଘଟିବ ଏପରି ବଡ଼ ଧରଣର କ୍ଷତି, ଚେତାବନୀ ଦେଲେ ବୈଜ୍ଞାନିକ
ଏଲିଅନଙ୍କ ସହ ଜଡ଼ିତ କାହାଣୀ ଆମେ ପଢୁଛେ ଶୁଣୁଛେ। ନିକଟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏବଂ ଅନ୍ୟ ଆମେରିକୀୟ ଏକ୍ସପର୍ଟମାନେ ୟୁଏଫ୍ଓ ଦୃଶ୍ୟକୁ ଦେଖି ଏକ ଘଟଣାର ସ୍ପଷ୍ଟ କରିଛନ୍ତି। ଆମେରିକାର ସୁରକ୍ଷା ମନ୍ତ୍ରଣାଳୟ ୟୁଏଫ୍ଓରୁ ଜଡ଼ିତ ରିପୋର୍ଟକୁ…
ତିନି ଗୋଡ଼ିଆ ମଣିଷ ଫ୍ରାନ୍ସେସ୍କୋ: ଥିଲା ୪ ପାଦ ଓ ଦୁଇଟି ଗୁପ୍ତାଙ୍ଗ
ବେଳେବେଳେ ଆମେ ଏମିତି କିଛି ଅଜବ ଦେଖୁ ଯାହାକୁ ସହଜରେ ବିଶ୍ୱାସ କରିହୁଏନା। ସେମିତି କିଛି ଅଜବ ଦେଖିବାକୁ ମିଳିଥିଲା ଇଟାଲିରେ। ଏଠାକାର ଜଣେ ବ୍ୟକ୍ତି ଥିଲେ ବେଶ୍ ଅଜବ। କାରଣ ତାଙ୍କର ସାଧାରଣ ମଣିଷ ଭଳି ଦୁଇଟି ଗୋଡ଼ ନୁହେଁ…
ଭିନ୍ନ ଏକ ରଜପର୍ବ
ଗ୍ରୀଷ୍ମ ଋତୁ ବିଦାୟ ନେବା ପରେ ପରେ ବର୍ଷାର ଆଗମନ ହୁଏ।ଯେମିତି କି ରଜ ଆସିଲେ ପ୍ରକୃତିର ରୂପ ବଦଳେ । ଏମିତିରେ ଗାଁରୁ ସହର ରଜ ପାଇଁ ହୁଏ ଉତ୍ସବମୁଖର। କିନ୍ତୁ ଗାଁଠାରୁ ଦୂରରେ ତଥା ସହରରେ ରହୁଥିବା ଲୋକମାନେ…
ମଣିଷଙ୍କ ପାଇଁ ଲାଞ୍ଜ; ଚାହୁଁଥିଲେ ପାଇପାରିବେ
କୁକୁର, ବିଲେଇଙ୍କ ଭଳି ମଣିଷର ଲାଞ୍ଜ ଥିଲେ କେମିତି ଦେଖାଯାଇଥାଆନ୍ତା କେବେ ଭାବିଛନ୍ତି? ଭାରି କୌତୁକିଆ ଦେଖାଯିବ ମଣିଷ। କିନ୍ତୁ ଏହା କ’ଣ କେବେ ସମ୍ଭବ। ଜାଣି ଆଶ୍ଚର୍ଯ୍ୟ ହେବେ ଏବେ ଆପଣ ଚାହିଁଲେ ବି ଲାଞ୍ଜଟିଏ ପାଇପାରିବେ। ‘ମି ଟେଲ୍’…
କରୋନା ପରେ କେଉଁଠିକୁ ବୁଲି ଯାଇପାରିବେ
କରୋନା ପାଇଁ ଏବେ ଅଧିକାଂଶ ଲୋକ ଘରେ ରହୁଛନ୍ତି। ଭବିଷ୍ୟତରେ ଯେବେ ଏହି ପରିସ୍ଥିତିରେ ସୁଧାର ଆସିବ ସେତେବେଳେ ପର୍ଯ୍ୟଟକ କେଉଁ କେଉଁ ସ୍ଥାନକୁ ବୁଲିଯାଇ ଆନନ୍ଦ ଲାଭ କରିପାରିବେ ତାହାକୁ ନେଇ ଏଇ ଉପସ୍ଥାପନା… ବର୍ତ୍ତମାନର ଏହି କରୋନା ମହାମାରୀକୁ…

