ପୃଥିବୀ ମୁହାଁ ବିରାଟ ଗ୍ରହାଣୁପିଣ୍ଡ: ଜୁନ୍‌ ୨୫ରେ କରିବ ଅତିକ୍ରମ…

ଓ୍ବାଶିଂଟନ,୧୫।୬: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ଆଉ ଏକ ନୂଆ ବିପଦ ଆଶଙ୍କା ଦେଖାଦେଇଛି। ବିରାଟ ଗ୍ରହାଣୁପିଣ୍ଡ ୪୪୧୯୮୭ (୨୦୧୦-ଏନ୍‌ଓ୍ବାଇ-୬୫) ପୃଥିବୀ ମୁହାଁ ହୋଇଛି। ଏହା ଜୁନ୍‌ ୨୫ରେ ପୃଥିବୀକୁ ଅତିକ୍ରମ କରିବ। ଏହାର ଆକାର ଷ୍ଟାଚ୍ୟୁ ଅଫ୍‌ ଲିବର୍ଟିର ଦୁଇଗୁଣା। ଏହାର ଲମ୍ବ ୧୮୭ ମିଟର। ଗ୍ରହାଣୁପିଣ୍ଡଟି ସେକେଣ୍ଡ ପ୍ରତି ୧୩.୪ କିଲୋମିଟର ବେଗରେ ମାଡ଼ିଆସୁଛି। ଏହା ଏକ୍‌ ବୃହତ୍‌ ହିମଖଣ୍ଡ ବୋଲି ନାସା ପକ୍ଷରୁ କୁହାଯାଇଛି। ୪୬୦ କୋଟି ବର୍ଷ ତଳେ ସୃଷ୍ଟି ହୋଇଥିବା ସୌରମଣ୍ଡଳ ସମ୍ପର୍କରେ ଏହି ଗ୍ରହାଣୁପିଣ୍ଡରୁ ବହୁ ତଥ୍ୟ ମିଳି ପାରିବାର ସମ୍ଭାବନା ଥିବା ନାସା ପକ୍ଷରୁ କୁହାଯାଇଛି। ଏହା ୩.୫ କୋଟି ବର୍ଷ ପୁରୁଣା ହିମଖଣ୍ଡ ବୋଲି ନାସା କହିଛି। ଏହା ପୃଥିବୀର ଗୁରୁତ୍ୱାକର୍ଷଣ ଯୋଗୁ ଟାଣି ହୋଇ ଆସିଲେ ଭୟଙ୍କର ବିପଦ ସୃଷ୍ଟି ହେବା ସହିତ ପ୍ରଚଣ୍ଡ ବେଗରେ ଧକ୍କା ହେବାର ଆଶଙ୍କା ଥିବା ନାସା ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ରପତି ଜନ୍‌ ମାଗୁଫୁଲିଙ୍କ ପରଲୋକ

ଦର୍‌-ଇସ୍‌-ସଲାମ,୧୮।୩: ତାଞ୍ଜାନିଆର ରାଷ୍ଟ୍ରପତି ଜନ୍‌ ମାଗୁଫୁଲିଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା। ଦୀର୍ଘ ୫ ବର୍ଷରୁ ଅଧିକ ସମୟ...

୫ଷ୍ଟାର ହୋଟେଲରୁ କିଛି କମ୍‌ ନୁହେଁ: ଜିମ୍‌, ସ୍ପା ସହିତ ଏଭଳି ସୁବିଧା ରହିଛି ଏହି ଟ୍ରେନ୍‌ରେ

ବିଳାସପୂର୍ଣ୍ଣ ଟ୍ରେନ୍‌ର ନାଁ ଆସିଲେ ପ୍ରଥମେ ମନରେ ଦୁରନ୍ତୋ, ଶତାବ୍ଦି ଓ ରାଜଧାନୀ ଟ୍ରେନ୍‌ର ନାଁ ମନକୁ ଆସିଥାଏ। କିନ୍ତୁ ଏଭଳି ଏକ ଭାରତୀୟ ଟ୍ରେନ୍‌ର...

ମରିୟମଙ୍କୁ ମିଳିଲା ଜାମିନ

ଇସ୍‌ଲାମାବାଦ,୪।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କ ଝିଅ ମରିୟମ ନଓ୍ବାଜଙ୍କୁ ଜାମିନ ମିଳିଛି। ସୋମବାର ଲାହୋର ହାଇକୋର୍ଟ ତାଙ୍କୁ ଏହି ଜାମିନ ପ୍ରଦାନ କରିଛନ୍ତି।...

ଆତଙ୍କବାଦୀ ଆକ୍ରମଣ: ୫୬ରୁ ଅଧିକଙ୍କ ମୃତ୍ୟୁ

ନିୟାମେ,୩।୧: ନାଇଜରରେ ଆତଙ୍କବାଦୀ ଆକ୍ରମଣରେ ୫୬ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିରେ ୨୦ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ଆହତଙ୍କୁ ଉଦ୍ଧାର କରି...

କ୍ୟାମେରା ସାମ୍ନାରେ ଉଦାରତା, ଅସଲରେ ବର୍ବରତା

କାବୁଲ,୨୧ ।୯: ଆଫଗାନ ମହିଳାଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ ନ କରିବା କଥା କହିଥିବା ତାଲିବାନ କିନ୍ତୁ ଏବେ ତା’ର ଅସଲ ଚେହେରା ଦେଖାଇଛି ।...

ଜାତିଆଣ ଭେଦଭାବ ନିଷିଦ୍ଧ କରିଥିବା ପ୍ରଥମ ଆମେରିକୀୟ ସହର ହେଲା ସିଆଟେଲ, ସିଟି କାଉନସିଲରେ ପ୍ରସ୍ତାବ ପାରିତ…

ଓ୍ବାଶିଂଟନ,୨୨।୨ : ଜାତିଆଣ ଭେଦଭାବକୁ ନିଷିଦ୍ଧ କରିବାରେ ସିଆଟେଲ ଆମେରିକାର ପ୍ରଥମ ସହର ହୋଇପାରିଛି। ସିଆଟେଲ ସିଟି ପରିଷଦ ଜାତିଭେଦକୁ ସହରର ଭେଦଭାବ ବିରୋଧୀ ଆଇନରେ...

ଦୀପାବଳିରେ ଦୀପ ଜାଳିବେ କିପରି…

ଆଲୋକର ପର୍ବ ଦୀପାବଳି। ସୁଖ, ଶାନ୍ତି, ସମୃଦ୍ଧି ତଥା ଅନ୍ଧକାର ଉପରେ ଆଲୋକର ବା ଅସତ୍ୟ ଉପରେ ସତ୍ୟର ବିଜୟ ପ୍ରତୀକ ଭାବେ ଏହାକୁ ମୁଖ୍ୟତଃ...

ମୂଳ ଭାରତୀୟ ନାସାର ମୁଖ୍ୟ ଟେକ୍ନୋଲୋଜିଷ୍ଟ ନିଯୁକ୍ତ…

ଓ୍ବାଶିଂଟନ,୧୦।୧ : ଆମେରିକୀୟ ଏରୋସ୍ପେସ ବିଶେଷଜ୍ଞ ତଥା ମୂଳ ଭାରତୀୟ ଏସି ଚାରଣିଆଙ୍କୁ ନାସା ଏହାର ମୁଖ୍ୟ ଟେକ୍ନୋଲୋଜିଷ୍ଟ ଭାବରେ ନିଯୁକ୍ତ କରିଛି। ଟେକ୍ନୋଲୋଜି ନୀତି...

Advertisement
Archives

Model This Week