ଗୋଟିଏ ଆମ୍ବର ଦାମ୍‌ ୨୧ ହଜାର: ସୁରକ୍ଷା ଦାୟିତ୍ୱରେ ୪ ସୁରକ୍ଷାକର୍ମୀ, ୬ କୁକୁର…

ଜବଲପୁର,୧୬।୬: ଗୋଟିଏ ଆମ୍ବର ଦାମ୍‌ ପୁଣି ୨୧ ହଜାର ଟଙ୍କା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ତେବେ ମଧ୍ୟପ୍ରାଦେଶର ଜବଲପୁରରେ ବାସ କରୁଥିବା ଚାଷୀ ଦମ୍ପତି ସଂକଳ୍ପ ପରିହାର ଏବଂ ରାନୀ ପରିହାରଙ୍କ ବଗିଚାରେ ଏହି ଆମ୍ବ ଫଳିଛି। ୨ଟି ଗଛରେ ଫଳିଥିବା ଥିବା ୭ଟି ଲାଲ୍‌ ରଙ୍ଗର ଆମ୍ବର ସୁରକ୍ଷା ପାଇଁ ୪ ସୁରକ୍ଷାକର୍ମୀ ଏବଂ ୬ କୁକୁରଙ୍କୁ ନିୟୋଜିତ କରାଯାଇଛି। ଚେନ୍ନାଇର ଜଣେ ବ୍ୟକ୍ତି ତାଙ୍କୁ ଏହି ଆମ୍ବର ଗଛର ଚାରା ଦେଇଥିଲେ। ଜାପାନର ମିୟାଜାକି ପ୍ରଜାତିର ଆମ୍ବ ଫଳିଛି। ଏହା ପୃଥିବୀର ସବୁଠାରୁ ମହଙ୍ଗା ଆମ୍ବ। ଅନ୍ତର୍ଜାତୀୟ ବଜାରରେ ଗତବର୍ଷ ଏହି ଆମ୍ବ କିଲୋଗ୍ରାମ୍‌ ପ୍ରତି ୨ ଲକ୍ଷ ୭୦ ହଜାର ଟଙ୍କାରେ ବିକ୍ରି ହୋଇଥିବା ଚାଷୀ ଦମ୍ପତି ପ୍ରକାଶ କରିଛନ୍ତି। ଗତବର୍ଷ ଚୋର ଗଛରୁ ଆମ୍ବ ଚୋରି କରିବା ସହିତ ବହୁ ଡାଳ ଭାଙ୍ଗି ଦେଇଥିଲେ। ତେବେ ଯତ୍ନ କରି ଗଛ ଦୁଇଟିକୁ ସୁରକ୍ଷିତ ରଖାଯାଇଥିଲା। ଏବର୍ଷ ଯେଭଳି ଆମ୍ବ ଚୋରି ନ ହେବ ସେଥିପାଇଁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସଂକଳ୍ପ ଆମ୍ବ ପ୍ରଜାତିର ନାମ ଜାଣି ନ ଥିବାରୁ ଗତବର୍ଷ ଏହାର ନାମ ତାଙ୍କ ମା‘ଙ୍କ ନାମ ଅନୁସାରେ ଦାମିନୀ ରଖିଥିଲେ। ତେବେ ପରେ ଆମ୍ବର ପ୍ରକୃତ ନାମ ସମ୍ପର୍କରେ ସେ ଜାଣିଥିବା କହିଛନ୍ତି। ସୂଚନାଯୋଗ୍ୟ, ଆଫଗାନିସ୍ତାନର ନୁରଜାହାଁ ଆମ୍ବର ଦାମ୍‌ ସର୍ବାଧିକ। ଏହା ପଛକୁ ଜାପାନର ମିୟାଜାକି ପ୍ରଜାତିର ଦାମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁଡ଼ନ୍ତା ବସ ଉପରେ ୭ ଘଣ୍ଟା, ପାଖରେ ନଗଦ ୯ ଲକ୍ଷ ରାଜସ୍ବ…

ଚିପଲୁନ୍‌,୨୭।୭: ମହାରାଷ୍ଟ୍ରରେ ବହୁ ଅଞ୍ଚଳରେ ବର୍ଷା ଓ ବନ୍ୟା ଯୋଗୁଁ ଏପର୍ଯ୍ୟନ୍ତ ୧୬୪ ଜଣ ଲୋକ ପ୍ରାଣ ହରାଇଥିବାବେଳେ ୧୦୦ ଜଣ ନିଖୋଜ ଅଛନ୍ତି। ରତ୍ନାଗିରି,...

ଭାଜପାରେ ମିଶିଲେ ଅଳ୍ପେଶ ଠାକୁର

ଗାନ୍ଧୀନଗର,୧୯ା୭ (ପି.ଟି.):ଗୁଜରାଟରେ କଂଗ୍ରେସର ପୂର୍ବତନ ବିଧାୟକ ଅଳ୍ପେଶ ଠାକୁର ଓ ଧବଳସିଂ ଜାଲା ଭାଜପାରେ ସାମିଲ ହୋଇଛନ୍ତି। ଦଳର ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଏମାନେ...

ଲକ୍‌ଡାଉନରେ କୌଣସି କୋହଳ କରାଯିବନି: କେଜରିଓ୍ବାଲ

ନୂଆଦିଲ୍ଲୀ,୧୯।୪: ରାଜଧାନୀ ଦିଲ୍ଲୀରେ କରୋନା ଭାଇରସର ସ୍ଥିତି ବର୍ତ୍ତମାନ ଯାହା ରହିଛି ତାକୁ ନଜରରେ ରଖି ଆସନ୍ତା ସପ୍ତାହ ମଧ୍ୟରେ ଲକ୍‌ଡାଉନରେ କୌଣସି କୋହଳ କରାଯିବ...

ବିଚାରପତିଙ୍କୁ ହତ୍ୟା, ସିଜେଆଇ ଦେଲେ ଆଶ୍ୱାସନା…

ଧାନବାଦ,୨୯।୭: : ଝାଡ଼ଖଣ୍ଡରେ ଅଟୋ ଧକ୍କା କରି ଅତିରିକ୍ତ ଜିଲା ବିଚାରପତି ଉତ୍ତମ ଆନନ୍ଦଙ୍କ ହତ୍ୟା ଘଟଣାରେ ସୁପ୍ରିମ୍‌କୋର୍ଟରେ ଉଦ୍‌ବେଗ ପ୍ରକାଶ ପାଇଛି। ସୁପ୍ରିମ୍‌କୋର୍ଟ ପ୍ରଧାନ...

ଆର୍ମେନିଆ

ପଶ୍ଚିମ ଏସିଆରେ ରହିଛି ଆର୍ମେନିଆ। ୟେରେଭାନ୍‌ ହେଉଛି ଏହାର ରାଜଧାନୀ, ଯାହା ଦେଶର ବୃହତ୍‌ ସହର ଭାବେ ପରିଚିତ। ଏଠାର ଅଧିକାଂଶ ଲୋକ ଖ୍ରୀଷ୍ଟିଆନ୍‌ ଧର୍ମାବଲମ୍ବୀ।...

ଦେଶରେ ଡେଲ୍ଟାର ସ୍ଥାନ ନେବାକୁ ଯାଉଛି ଓମିକ୍ରନ୍‌

ନୂଆଦିଲ୍ଲୀ,୩୧ ।୧୨: ଦେଶରେ ବେଳକୁ ବେଳ ଭୟଙ୍କର ହେବାରେ ଲାଗିଲାଣି ଓମିକ୍ରନ୍ ସଂକ୍ରମଣ । ଶୁକ୍ରବାର କେରଳରେ ଏକାଥରେ ୪୪ ଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ...

ତୈଳ ମୂଲ୍ୟ ବୃଦ୍ଧିକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ତୈଳ ମୂଲ୍ୟ ଉପରେ ଭାଟ୍‌ ହ୍ରାସ କରିବାକୁ ରାଜ୍ୟ ଗୁଡିକୁ କହିଛନ୍ତି। କରୋନା ଉପରେ ମୁଖ୍ୟମନ୍ତ୍ରୀଙ୍କ ସହ ବାର୍ତ୍ତାଳାପ...

ଜାମିଆରେ ହେବ ଡାନିଶ୍‌ଙ୍କ ସମାଧି

ନୂଆଦିଲ୍ଲୀ,୧୯ା୭: ଆଫଗାନିସ୍ତାନରେ ହତ୍ୟାର ଶିକାର ହୋଇଥିବା ପୁଲିଜର ପୁରସ୍କାରପ୍ରାପ୍ତ ଭାରତୀୟ ଫଟୋ ଜର୍ନାଲିଷ୍ଟ ଡାନିଶ୍‌ ସିଦ୍ଦିକିଙ୍କ ମୃତଦେହକୁ ନୂଆଦିଲ୍ଲୀର ଜାମିଆ କବରସ୍ଥାନରେ ସମାଧି ଦିଆଯିବ। ଏ...

Advertisement
Archives

Model This Week