‘କେହି ଆମ ବିଷୟରେ ଭାବୁନାହାନ୍ତି ’ କହି ଭାଙ୍ଗିପଡ଼ିଲେ ଆଫଗାନିସ୍ତାନର ଏହି ଝିଅ; ଭିଡିଓ ଦେଖିଲେ…

କାବୁଲ: ଆଜିକାଲି ସମଗ୍ର ବିଶ୍ୱର ଆଖି ଆଫଗାନିସ୍ତାନ ଉପରେ ରହିଛି। ତାଲିବାନ ଏହାକୁ କବ୍ଜା କରିବା ମାତ୍ରେ ଚାରିଆଡେ ହାହାକାର ସ୍ଥିତି ଉପୁଜିଛି। ସୋସିଆଲ ମିଡିଆରେ ସେଠାକାର ପରିସ୍ଥିତି ନେଇ ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି। ସେଥିରୁ କିଛି ଦେଖି ଆଖି ଓଦା ହେଉଛି। ଏହି କ୍ରମରେ ଜଣେ ନିରୀହ ଝିଅଙ୍କ ଭିଡିଓ ସାମ୍ନାକୁ ଆସିଛି, ଯାହା ଲୋକଙ୍କୁ ଭାବପ୍ରବଣ କରୁଛି। ଭିଡିଓରେ ଝିଅଟି କାନ୍ଦି କାନ୍ଦି ଆମ କଥା କେହି ଚିନ୍ତା କରୁ ନାହାନ୍ତି ଏବଂ ଆଗାମୀ ସମୟରେ ଆମେ ଧୀରେ ଧୀରେ ମରିଯିବୁ ବୋଲି କହୁଥିବା ଦେଖାଯାଉଛି।

ଆଫଗାନିସ୍ତାନରେ କି ପ୍ରକାର ପରିସ୍ଥିତି ତାହା ସମସ୍ତେ ଅବଗତ। କାରଣ ପୁଣି ଥରେ ଏଠାରେ ତାଲିବାନର ଦମନକାରୀ ଶାସନ ଆରମ୍ଭ ହୋଇଛି। ଏଭଳି ପରିସ୍ଥିତିରେ ସେଠାରୁ ଅନେକ ଲୋକ ପଳାୟନ କରୁଛନ୍ତି। କେବଳ ଏତିକି ନୁହେଁ ବହୁ ସଂଖ୍ୟାରେ ଲୋକ ମଧ୍ୟ ପ୍ରାଣ ହରାଉଛନ୍ତି। ସୋସିଆଲ ମିଡିଆରେ ସେସବୁ ସମ୍ପର୍କିତ କାହାଣୀ ଦେଖି ବିଶ୍ୱ ଚକିତ ହୋଇଯାଇଛି।

ଇରାନର ସାମ୍ବାଦିକା ମାସିହ ଆଲିନାଜାଦ ଟୁଇଟରେ ଆଫଗାନିସ୍ତାର ଜଣେ ଝିଅଙ୍କ ଭିଡିଓ ଶେୟାର କରିଛନ୍ତି। ଆମର ବିଷୟରେ କେହି ଚିନ୍ତା କରନ୍ତି ନାହିଁ। ଆମେ ଧୀରେ ଧୀରେ ମରିଯିବୁ। ଆଫଗାନିସ୍ତାନରେ ଜନ୍ମ ହୋଇଛୁ ବୋଲି ଆମେ ଗଣନା କରୁନାହୁଁ ବୋଳି ଛକ୍ତ ବାଳିକା କହୁଛନ୍ତି। ଲୋକମାନେ ଏହାକୁ ଦେଖି ନିଜ ନିଜର ମତାମତ ଦେଉଛନ୍ତି। ଏହାକୁ ଅନେକ ହୃଦୟ ବିଦାରକ କହିବା ବେଳେ ତାଲିବାନର କ୍ରୁରତା, ନିଷ୍ଠୁରତା ଅସହ୍ୟ ବୋଲି ଅନେକ କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆପଣଙ୍କ ହ୍ବାଟ୍ସଆପ୍‌ ମେସେଜ୍‌ କେହି ଲୁଚି କି ପଢୁଛନ୍ତି କି, ଏମିତି ଲଗାନ୍ତୁ ପତ୍ତା

ଆପଣଙ୍କ ହ୍ବାଟ୍ସଆପରୁ କେହି ମେସେଜ କେହି ଲୁଚି ଲୁଚି ପଢୁଛନ୍ତି କି? ତେବେ ଏମିତି କିଛି ଉପାୟ ଆପଣାନ୍ତୁ ସହଜରେ ଜାଣି ପାରିବେ କିଏ ଆପଣଙ୍କ...

ଆମେରିକାରେ ୩ ଫୁଟ୍‌ ତୁଷାରପାତ

ଓ୍ବାଶିଂଟନ,୧ା୧୦: ଆମେରିକାରେ ଗ୍ରୀଷ୍ମଋତୁ ଶେଷ ହେବାର ସପ୍ତାହେ ପରେ ସେଠାରେ ପ୍ରବଳ ତୁଷାର ଝଡ଼ ହୋଇଛି। ପଶ୍ଚିମାଞ୍ଚଳରେ ରବିବାର ରେକର୍ଡ ପରିମାଣର ୩ ଫୁଟ୍‌ ଉଚ୍ଚରେ...

ଲଣ୍ଡନରେ ଚିହ୍ନଟ ହେଲେ ସର୍ବକନିଷ୍ଠ କରୋନା ସଂକ୍ରମିତ

ଲଣ୍ଡନ,୧୪।୩: ଉତ୍ତର-ପୂର୍ବ ଲଣ୍ଡନରେ ଜନ୍ମର ମାତ୍ର କେଇ ମିନିଟ୍‌ ପରେ ଜଣେ ଶିଶୁ କରୋନା ଭାଇରସରେ ପୀଡିତ ଥିବା କୁହାଯାଉଛି। ବିଶ୍ୱର ସେ ସର୍ବ କନିଷ୍ଠ...

ଆମେରିକାକୁ ଘାରିଛି କରୋନା ଭ୍ୟାକ୍ସିନ ଫର୍ମୁଲା ଚୋରି ହେବାର ଭୟ !

ଓ୍ବାଶିଂଟନ,୧।୫: କରୋନା ଭାଇରସ ସଂକ୍ରମଣ ଏବେ ସାରା ବିଶ୍ୱ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏବେ ଏହି ସଂକ୍ରମଣରେ ବିଶ୍ୱରେ ପାଖାପାଖି ୨ ଲକ୍ଷ ୩୩...

ଲିଂଗଲିଂଗ ଝଡ଼ର ପ୍ରଭାବରେ କୋରିଆରେ ବ୍ୟାପକ କ୍ଷତି

ସିଓଲ,୭।୯: ଆମେରିକାର ଫ୍ଲୋରିଡାରେ ସାମୁଦ୍ରିକ ଝଡ଼ ଡୋରିଅନ ପ୍ରଭାବରେ ବ୍ୟାପକ କ୍ଷତି ହୋଇଥିବା ବେଳେ ଏବେ ଲିଙ୍ଗଲିଙ୍ଗ ଝଡ଼ର ପ୍ରଭାବରେ କୋରିଆ ଉପକୂଳରେ ବି ବ୍ୟାପକ...

ବିଶ୍ୱକୁ ଭୟ ‘ସାର୍ସ’ ସଂକ୍ରମଣ

ଫୁସ୍‌ଫୁସରେ  ଗୁରୁତର ପ୍ରଦାହକୁ ‘ସାର୍ସ’ (ସିଭିୟର ଆକ୍ୟୁଟ ରେସିପିରେଟୋରି ସିଣ୍ଡ୍ରୋମ୍‌ )କୁହାଯାଏ। ଭୂତାଣୁ ସଂକ୍ରମଣରୁ ଏହା ହୋଇଥାଏ। ଅଧିକ ଜ୍ୱର, କାଶ ଓ ମୁଣ୍ଡବିନ୍ଧା ହୁଏ।...

ନ୍ୟୁ ମେକ୍ସିକୋ ଜଙ୍ଗଲରେ ନିଆଁ, ବିପର୍ଯ୍ୟୟ ଘୋଷଣା କଲେ ବାଇଡେନ

ଲସ୍‌ବେଗସ,୫ା୫: ଆମେରିକା ଇତିହାସରେ ସବୁଠାରୁ ବଡ଼ ଜଙ୍ଗଲରେ ନିଆଁ ଲାଗି ଅନେକ କ୍ଷତି ଘଟିଛି। ଏହାର ଗରମ ପବନରେ ଜୀବଜଗତ ଅସ୍ତବ୍ୟସ୍ତ ହୋଇପଡ଼ିଛି। ରାଷ୍ଟ୍ରପତି ଜୋ...

କରୋନା ଭ୍ୟାକ୍ସିନକୁ ନେଇ ଖୁବ୍‌ଶୀଘ୍ର ମିଳିପାରେ ଖୁସି ଖବର

ଜେନେଭା,୧୭।୫: କରୋନା ଭାଇରସ ଏବେ ମହାମାରୀର ରୂପ ନେଇ ସାରା ବିଶ୍ୱକୁ ତା’କବଳକୁ ନେଇ ଯାଇଛି। ଏଥିରୁ ମୁକ୍ତି ପାଇବା ପାଇଁ ପ୍ରାୟତଃ ସବୁ ବିକାଶଶୀଳ...

Advertisement
Archives

Model This Week