Posted inଫୁରସତ

ପୁରୁଣା ଫ୍ରିଜ୍‌ କିଣି ରାତାରାତି ଏମିତି ବଦଳିଗଲା ଭାଗ୍ୟ, କାରଣ ଜାଣିଲେ…

କୁହାଯାଏ, କାହାର ଭାଗ୍ୟ କେତେବେଳେ ପରିବର୍ତ୍ତନ ହେବ ତାହା କାହାକୁ ଜଣା ନ ଥାଏ। ଦକ୍ଷିଣକୋରିଆରେ ରହୁଥିବା ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ଏପରି ଘଟିଛି। ବ୍ୟକ୍ତିଜଣକ ଏକ ପୁରୁଣା ଫ୍ରିଜ୍‌ କିଣିଥିଲେ। ଏଥିରେ ଲୁଚେଇ ରଖାଯାଇଥିବା ୧୩୦୦୦୦ ଡଲାର ଅର୍ଥାତ୍‌ ୯୬, ୩୫,୮୬୦ ଟଙ୍କା ତାଙ୍କୁ ଏଥିରୁ ମିଳିଛି। ପୋଲିସ ଏହାର ଯାଞ୍ଚ କରୁଛି।

ଦକ୍ଷିଣକୋରିଆ ପୋଲିସ କହିଛି, ବ୍ୟବହାର ହୋଇଥିବା ପୁରୁଣା ଫ୍ରିଜ୍‌ କିଣିବା ପାଇଁ ବ୍ୟକ୍ତିଜଣକ ଅନ୍‌ଲାଇନ୍‌ରେ ମଗାଇଥିଲେ। ଏଥିରୁ ଏତେ ପରିମାଣର ଟଙ୍କା ଟେପ୍‌ ଗୁଡ଼ା ହୋଇ ଫ୍ରିଜ୍‌ ବକ୍ସ ଭିତରେ ରଖାଯାଇଥିଲା। ଏହି ବ୍ୟକ୍ତି ଜଣକ ନିଜେ ପୋଲିସକୁ ଏ ବିଷୟରେ ସୂଚନା ଦେଇଥିଲେ। ପୋଲିସ କହିଛି, ଏହି ଫ୍ରିଜ୍‌ ମାଲିକ ଏବଂ ଏହାକୁ ପରିବହନ କରିଥିବା ଲୋକଙ୍କୁ ଏ ବିଷୟରେ ପଚରାଉଚରା କରାଯିବ। ଏତେ ପରିମାଣର ଟଙ୍କା କାହିଁକି ଫ୍ରିଜ୍‌ ଭିତରେ ଲୁଚାଇ ରଖାଯାଇଥିଲା। ଏହାର ପ୍ରକୃତ ଉଦ୍ଦେଶ୍ୟ କ’ଣ ତଦନ୍ତ ପରେ ଜଣାପଡ଼ିବ ବୋଲି ପୋଲିସ ଅଧିକାରୀ ଜଣକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଇପଲଙ୍କୁ ହରାଇଲା ବତକ, ଜାଣନ୍ତୁ କେମିତି….

ସୋସିଆଲ ମିଡିଆରେ ଓ୍ବାଲ୍ଡଲାଇଫ୍‌ ଭିଡିଓଗୁଡିକୁ ଲୋକେ ଖୁବ୍‌ ପସନ୍ଦ କରିଥାନ୍ତି। ସିଂହ ଶିକାର ଏବଂ ହାତୀର ଅନେକ ଭିଡିଓ ଆମେ ଦେଖିଛୁ। ହେଲେ ଏବେ ଏକ...

ବୁଡ଼ୁଥିବା ଯୁବତୀଙ୍କୁ ଉଦ୍ଧାର କରିବାକୁ ଲାଗିଥିଲେ ଦମକଳବାହିନୀ-ପୋଲିସ: ହେଲେ ଶେଷରେ ଘଟିଲା ଏପରି

ଟୋକିଓ,୨୩।୬: ଜାପାନରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯାହାକୁ ଦେଖି ଲୋକଙ୍କ ହୋସ୍‌ ଉଡ଼ିଯାଇଛି। ଜଣେ ବୁଡ଼ୁଥିବା ଯୁବତୀଙ୍କୁ ଉଦ୍ଧାର କରିବା ପାଇଁ ଦମକଳ...

ପୁଅ ପାଇଁ ଗଢିଲେ ଲମ୍ବରଘିନି କାର୍‌

ପିଲାଙ୍କ ଖୁସି ବାପାମା’ଙ୍କ ପାଇଁ ସବୁକିଛି। ତାଙ୍କ ମୁହଁରେ ଚେନାଏ ହସ ଫୁଟେଇବା ଲାଗି ସେମାନେ ସବୁକିଛି କରିପାରନ୍ତି। ଠିକ୍‌ ଯେମିତି ଭିଏତନାମର ଟ୍ରୁଓଙ୍ଗ ଭାନ...

ରାଜନୀତିରେ ମୁଁ କାହିଁକି…

କଥାରେ ଅଛି ଚିହ୍ନା ବ୍ରାହ୍ମଣଙ୍କର ପଇତା ଲୋଡ଼ା ନାହିଁ। ଠିକ୍‌ ସେମିତି ପୁରୁଖା ରାଜନେତାଙ୍କ ପୁନର୍ବାର ପରିଚୟ ଦେବାର ଆବଶ୍ୟକତା ନାହିଁ। କାରଣ, ଆମେ ଭାବୁ...

ଭାରତର ସବୁଠାରୁ ଭୟଙ୍କର କିଲ୍ଲା

ଭାରତର ବିଭିନ୍ନ ସ୍ଥାନରେ କେତେ ଗୁଡିଏ କିଲ୍ଲା ରହିଛି। ଯାହାକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଭିଡ ଜମିଥାଏ। ହେଲେ ମହାରାଷ୍ଟ୍ରର ମାଥୋରାନ ଓ ପନଭେଲ ମଧ୍ୟରେ...

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଅଲଗା ହୋଇଯାଇଥିବା ୨ ଭଉଣୀ ୭୮ ବର୍ଷ ପରେ ହେଲେ ଏକାଠି

ମସ୍କୋ, ୮।୨: ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ପରସ୍ପରଠାରୁ ଅଲଗା ହୋଇଯାଇଥିବା ୨ ଭଉଣୀ ଦୀର୍ଘ ୭୮ ବର୍ଷ ପରେ ପୁଣି ଏକାଠି ହୋଇଛନ୍ତି। ଏନେଇ ସେମାନେ...

ପରିବାର ସଦସ୍ୟଙ୍କୁ ଘରେ ପହଞ୍ଚାଇବାକୁ ଚୋରି କରିଥିବା ବାଇକକୁ ଦୁଇ ସପ୍ତାହ ପରେ ପାର୍ସଲ କରି ଫେରାଇ ଦେଲେ

କୋଏମ୍ବାଟୁର,୧।୬: କରୋନା ସଂକ୍ରମଣ ପାଇଁ ସାରା ଦେଶରେ ଜାରି କରାଯାଇଥିଲା ଲକ୍‌ଡାଉନ। ଏହି ସମୟରେ ବାହାର ରାଜ୍ୟରେ ରହୁଥିବା ପ୍ରବାସୀ ଶ୍ରମିକମାନେ କାମଧନ୍ଦା ହରାଇବା ପରେ...

ମଇଁଷି ମୋ ମା’ ଭଳି, ସେବା କରିବା ମୋର କର୍ତ୍ତବ୍ୟ: ୬ ଦିନ ଛୁଟି ମାଗିଲେ କନଷ୍ଟେବଳ

ଭୋପାଳ, ୨୮।୬: ମଧ୍ୟପ୍ରଦେଶ ରେଓ୍ବା ଜିଲାରେ ଜଣେ କନଷ୍ଟେବଳ ପାଳିତ ମଇଁଷିର ସେବା ପାଇଁ ୬ ଦିନର ଛୁଟି ମାଗିଛନ୍ତି। ଏନେଇ ଦେଇଥିବା ଛୁଟି ଦରଖାସ୍ତରେ...

Advertisement
Archives

Model This Week