ଫୁରସତ

୩୦ ସେକେଣ୍ଡ୍‌ରେ ୫୮ ପୁଶ୍‌ଅପ୍‌ ମାରିଲେ ଏହି କୁନି ବାଳକ

କଥାରେ ଅଛି, ତୁଳସୀ ଦୁଇ ପତ୍ରରୁ ବାସେ। ଅର୍ଥାତ୍‌ ପିଲାଦିନରୁ ହିଁ ପ୍ରତିଭା ସମ୍ପର୍କରେ ଜଣାପଡ଼େ। ଏହି ଉକ୍ତିର ସତ୍ୟତା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗର ହୁଗୁଳିଘାଟରେ ରହୁଥିବା ପ୍ରଥମ ଶ୍ରେଣୀର ଛାତ୍ର ରାଜନାଥ ଦତ୍ତଙ୍କ କ୍ଷେତ୍ରରେ। ରାଜନାଥ କଠିନ ପରିଶ୍ରମ...

ଛପି ଛପି ମାଛ ଖାଇବାକୁ ଆସିଥିଲା ବିଲେଇ: ମାଛ କଲା ଏମିତି, ଭିଡିଓ ଦେଖିଲେ ହସିହସି ଗଡ଼ିବେ

ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ଏମିତି ଭିଡିଓ ଭାଇରାଲ ହୋଇଥାଏ ଯାହା ଦେଖିଲେ ହସିହସି ବେଦମ୍‌ ହୋଇଯିବେ। ଏବେ ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣ ମଧ୍ୟ ହସ ରୋକି ପାରିବେନି। ଭାଇରାଲ...

ମୋତେ କରୋନା ହୋଇଛି କହି ୨୫ ଲକ୍ଷ ଟଙ୍କାର ଖାଦ୍ୟ ସାମଗ୍ରୀ ଉପରେ ଛେପ ପକାଇଲେ ଯୁବତୀ, ଆଉ ତା’ ପରେ…

ଆମେରିକାର ଜଣେ ଯୁବତୀଙ୍କୁ ୨ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ମିଳିଛି। କାରଣ ଏହି ଯୁବତୀ ଜଣକ ଏକ ସୁପରମାର୍କେଟ୍‌ରେ ଛିଙ୍କିବା ସହ ଖାଦ୍ୟ ସାମଗ୍ରୀ ଉପରେ ଛେପ ପକାଇଥିଲେ। ଏହା ପରେ ସେ ଜୋର୍‌ରେ ପାଟି କରି କହିଥିଲେ...

ତାରା ଏନ୍ତୁଡ଼ିଶାଳର ମିଳିଲା ସନ୍ଧାନ, ହୁବଲ ଟେଲିସ୍କୋପ୍‌ ଦେଲା ସୂଚନା…

ଓ୍ବାଶିଂଟନ,୨୬।୮: ତାରା ଜନ୍ମ ହେବାର ଏନ୍ତୁଡ଼ିଶାଳ ସମ୍ପର୍କରେ ସନ୍ଧାନ ମିଳିଛି। ନାସାର ହୁବଲ ଟେଲିସ୍କୋପ୍‌ ଏନେଇ ସୂଚନା ଦେଇଛି। ନାସା ପକ୍ଷରୁ ଏହାକୁ ଷ୍ଟେଲାର ନର୍ସରୀ ବୋଲି କୁହାଯାଇଛି। ଏହା ପୃଥିବୀଠାରୁ ପ୍ରାୟ ଦେଢ଼ କୋଟି ଆଲୋକ ବର୍ଷ ଦୂରରେ...

କାର୍ଟୁନ ଦେଖି ସୁପରହିରୋ ପାଲଟିଲେ ଏହି ଶିଶୁ, ଟିଭିର ଅବସ୍ଥା କଲେ ଏମିତି; ଭିଡିଓ ଦେଖିଲେ…

ଟିଭିରେ ନିଜ ମନପସନ୍ଦର କାର୍ଟୁନ ଦେଖିବାକୁ ଅନେକ ଶିଶୁ ଭଲପାଆନ୍ତି। କେବେ କେବେ କାର୍ଟୁନ କ୍ୟାରେକ୍ଟରକୁ ନକଲ କରନ୍ତି ତ ଆଉ କେବେ ଆକ୍ସନ ଜରିଆରେ ପରିବାର ଲୋକଙ୍କ ମନୋରଞ୍ଜନ କରନ୍ତି। ଏହି ନକଲ କରିବା ବେଳେବେଳେ ମାତାପିତାଙ୍କୁ ମହଙ୍ଗା...

ଏହି ଗାଁରେ ୪୦୦ରୁ ଅଧିକ ଯାଁଳା ପିଲା, ଆଜି ପର୍ଯ୍ୟନ୍ତ କାରଣ ଖୋଜି ପାଉନାହାନ୍ତି ବିଶେଷଜ୍ଞ

ଦୁନିଆରେ କିଛି ନା କିଛି ଅଜବ ଘଟଣା ଦେଖିବାକୁ ମିଳିଥାଏ। ଯାହା ଦେଶ ବିଦେଶରେ ଚର୍ଚ୍ଚା ହୋଇଥାଏ। କିଛି ବିଚିତ୍ର କଥା ଅଛି ଶୁଣିବା ପରେ ବି ବିଶ୍ୱାସ ହୋଇ ନ ଥାଏ। ଏମିତି ଏକ ବିଚିତ୍ର ଘଟଣା ଦେଖିବାକୁ...

ଏମିତି ମନ୍ଦିର, ଯେଉଁଠି ଦେବୀଙ୍କ ପ୍ରତିମାରୁ ବହେ ଝାଳ

ଦୁନିଆ ରହସ୍ୟରେ ପରିପୂର୍ଣ୍ଣ। ଏସବୁ ବିଷୟରେ ଜାଣିବା ପାଇଁ ଲୋକଙ୍କ ମନରେ ସର୍ବଦା ଉତ୍ସୁକତା ରହିଥାଏ। ଅନେକ ରହସ୍ୟରୁ୍‌ ପରଦା ଉଠାଯାଇଥିବାବେଳେ ଅନେକ ରହସ୍ୟ ଅଛି ଯାହା କେବଳ ରହସ୍ୟ ହୋଇ ରହିଯାଇଛି। ଭାରତରେ ଏପରି ଅନେକ ସ୍ଥାନ ଅଛି...

ଘରୁ ଆରମ୍ଭ ହେଉ ମହିଳା ସମାନତା

ନାରୀ ଏବଂ ପୁରୁଷ ସମାଜର ବିକାଶ ପାଇଁ ବିଶେଷ ଗୁରୁତ୍ୱବହନ କରିଥାନ୍ତି। ଦୁହିଁଙ୍କ ସମାନତାର ପ୍ରଭାବ ପରିବାରଠାରୁ ଆରମ୍ଭ କରି ସମଗ୍ର ପୃଥିବୀର ବିକାଶ ଧାରାକୁ ପ୍ରତିଫଳିତ କରିଥାଏ। ଭାରତ ସମେତ ପୃଥିବୀର ବହୁ ପ୍ରାଚୀନ ସମାଜ ନାରୀ ପୁରୁଷ...

କରୋନାର ତୃତୀୟ ଲହର ପ୍ରସ୍ତୁତି: ମାଙ୍କଡ଼ର ଭାଇରାଲ ଭିଡିଓ ଦେଖିଲେ…

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ମାଙ୍କଡ଼କୁ ଦେଖିବାକୁ ମିଳୁଛି। ମାଙ୍କଡ଼ଟି ମୁହଁରେ ଏକ...

ଲାଞ୍ଚ ନେଲେନି ବୋଲି ମଝିରାସ୍ତାରେ ପୋଲିସ କର୍ମଚାରୀଙ୍କୁ ଚୁମ୍ବନ ଦେଲେ ମହିଳା ! ଭିଡିଓ ଭାଇରାଲ…

ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ। ସେଥିରୁ କିଛି ହସର ଖୋରାକ ଯୋଗାଉଥିବା ବେଳେ କିଛି ଆଶ୍ଚର୍ଯ୍ୟ କରେ। ସେଭଳି ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ଯୁବତୀ ଟ୍ରାଫିକ୍‌...

ବିବାହ ମଣ୍ଡପକୁ ଏଣ୍ଟ୍ରି କରୁଥିଲେ କନ୍ୟା, ପସନ୍ଦ ଆସିଲାନି ବାଜୁଥିବା ଗୀତ; ଆଉ ତା’ ପରେ…

ବିବାହ ପ୍ରତ୍ୟେକ ଯୁବତୀଙ୍କ ପାଇଁ ସ୍ବତନ୍ତ୍ର ହୋଇଥାଏ। ମେକଅପ୍‌ଠାରୁ ଆରମ୍ଭ କରି ପ୍ରତ୍ୟେକ ଜିନିଷ ପସନ୍ଦର ହେବା ଦରକାର ବୋଲି କନ୍ୟାମାନେ ଚାହିଁଥାନ୍ତି। ଜିନିଷ ଯଦି ମନପସନ୍ଦର ନ ହେଲା ତେବେ କନ୍ୟା ମନରେ କଷ୍ଟ ହୁଏ। କିନ୍ତୁ ଜଣେ...

ନ ଛୁଇଁ ବି ଚାଲିବ ସ୍ମାର୍ଟଫୋନ୍‌…

ନୂଆଦିଲ୍ଲୀ,୨୫।୮: ଖୁବ୍‌ ଶୀଘ୍ର ସ୍ମାର୍ଟଫୋନରେ ନୂଆ ଫିଚର ଆସିବାକୁ ଯାଉଛି। ଗୁଗୁଲ ଏବେ ଏକ ସ୍ବତନ୍ତ୍ର ଟେକ୍ନୋଲୋଜି ଉପରେ କାମ କରୁଛି, ଯାହା ସାହାଯ୍ୟରେ ସ୍ମାର୍ଟଫୋନକୁ ସ୍ପର୍ଶ ନ କରି ବ୍ୟବହାର କରିହେବ। ଏଥିପାଇଁ ୟୁଜରଙ୍କୁ ଭଏସ କମାଣ୍ଡ ମଧ୍ୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri