ଫୁରସତ

ସମୁଦ୍ର କୂଳରେ ସମୟ ବିତାଇବାକୁ ଚାହୁଁଥିଲେ ଦମ୍ପତି: ୯୦ ବର୍ଷରେ ପୂରଣ ହେଲା ଇଚ୍ଛା

ସମୁଦ୍ର କୂଳରେ କିଛି ମୁହୂର୍ତ୍ତ ବିତାଇବାକୁ ପ୍ରାୟ ସବୁ ଦମ୍ପତି ଚାହିଁଥାନ୍ତି। ମାତ୍ର ସୁଯୋଗ ଅଭାବରୁ କେହି କେହି ଏହି ସୁନ୍ଦର ଦୃଶ୍ୟକୁ ଉପଭୋଗ କରିଥାନ୍ତି ତ ଆଉ କାହା ଇଚ୍ଛା ଇଚ୍ଛାରେ ହିଁ ରହିଯାଇଥାଏ। ଆମେରିକାର କ୍ୟାରୋଲିନ୍‌ରେ ରହୁଥିବା ଏକ…

ଜାଣନ୍ତି ସମ୍ଭାବ୍ୟ ବାତ୍ୟାର ନାଁ କାହିଁକି ରହିଛି ‘ଗୁଲାବ’

ଇସଲାମାବାଦ: ଆପଣ ଜାଣନ୍ତି ପ୍ରତ୍ୟେକ ବାତ୍ୟାର କିଛି ନା କିଛି ନାମକରଣ କରାଯାଇଥାଏ। ମାତ୍ର ମନକୁ କେବେ ପ୍ରଶ୍ନ ଆସିନି ଏହି ବାତ୍ୟାର ନାଁ କାହିଁକି ଏମିତି ରଖାଯାଇଛି। ଆଜ୍ଞା ହଁ ଏପରି ନାମକରଣ କରିବା ପଛରେ ନିଶ୍ଚିତ କାରଣ ରହିଛି।…

କାନ ପାଇଁ ଗିନିଜ୍‌ ବୁକ୍‌ ରେକର୍ଡ କଲା କୁକୁର, ଲମ୍ବ ଜାଣିଲେ…

କୁକୁରର କାନ ସମସ୍ତେ ଦେଖିଥିବେ ମାତ୍ର ଏକ କୁକୁରର କାନର ଲମ୍ବ ଜାଣିଲେ ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। କାରଣ ଏହି କୁକୁର କାନର ଲମ୍ବ ୧୨.୩୮ ଇଞ୍ଚ। ଯେଉଁଥିପାଇଁ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକର୍ଡରେ କୁକୁରଟି ସ୍ଥାନ ପାଇଛି। ଗିନିଜ୍‌…

ଏକ କଖାରୁ ଉଠାଇବା ପାଇଁ ଆସିଲା କ୍ରେନ୍‌, ଏହାର ଓଜନ ଜାଣିଲେ…

ସମସ୍ତେ କଖାରୁ ଦେଖିଥିବେ ନିଶ୍ଚିତ। ମାତ୍ର ୧ କ୍ୱିଣ୍ଟାଲ ଓଜନର କଖାରୁ କେବେ ଦେଖିଛନ୍ତି। ଯଦି ନା ତେବେ ବାର୍ନେସିଭିଲ୍‌ରେ ଏପରି ଦେଖିବାକୁ ମିଳିଛି। ଏହି କଖାରୁରୁ ଓଜନ ଏତେ ଥିଲା ଯେ, ଉଠାଇବା ପାଇଁ କ୍ରେନ୍‌ ଦରକାର ପଡ଼ିଲା। ବାର୍ନେସିଭିଲ୍‌ର…

କରୋନାରେ ଚାଲିଗଲା ବାପାଙ୍କ ଜୀବନ, ମନେ ପକାଇବା ପାଇଁ ସିଲିକନ୍‌ରେ ପ୍ରତିମୂର୍ତ୍ତି ନିର୍ମାଣ କଲେ ପୁଅ

ମୁମ୍ବାଇ,୨୫ା୯: କରୋନାରେ ବାପାଙ୍କ ଦେହାନ୍ତ ହେବା ପରେ ଜଣେ ପୁଅ ତାଙ୍କୁ ମନେ ପକାଇବା ପାଇଁ ବାପାଙ୍କ ଅବିକଳ ପ୍ରତିମୂର୍ତ୍ତି ତିଆରି କରି ଘରେ ପୂଜାର୍ଚ୍ଚନା କରୁଛନ୍ତି। ଏପରିକି ଏହି ପ୍ରତିମୂର୍ତ୍ତିରେ ସବୁବେଳେ ପୋଷାକ ପରିବର୍ତ୍ତନ ବି କରାଯାଉଛି। ୨୦୨୦ରେ ମହାରାଷ୍ଟ୍ରର…

ସତ ହେଲା ବିଲେଇର ଭବିଷ୍ୟବାଣୀ, ଜାଣିଲେ…

ସାଧାରଣତଃ କୁହାଯାଏ, ପୃଥିବୀ ଉପରକୁ କିଛି ବିପତ୍ତି ଆସିଲେ ମଣିଷମାନଙ୍କ ପୂର୍ବରୁ ପଶୁପକ୍ଷୀଙ୍କୁ ଜଣାପଡ଼ିଥାଏ। ଏବେ ଏମିତି କିଛି ଘଟିଛି ଅଷ୍ଟ୍ରେଲିଆରେ। ଯେଉଁଠି ଏକ ବିଲେଇ ଭୂକମ୍ପ ଆସିବା ପୂର୍ବରୁ ଜାଣି ପାରି ଜଣେ ମହିଳାଙ୍କୁ ସତର୍କ କରିବା ସହ ସେହି…

ଭୁଲ ଭାବେ ମହିଳାଙ୍କ କେଶ କାଟିବା ପଡ଼ିଲା ମହଙ୍ଗା: ଏବେ ସେଲୁନକୁ ଦେବାକୁ ପଡ଼ିବ ୨ କୋଟି ଟଙ୍କାର କ୍ଷତିପୂରଣ

ନୂଆଦିଲ୍ଲୀ,୨୪।୯: ଦିଲ୍ଲୀର ଏକ ସେଲୁନରେ ଭୁଲ ଭାବେ ମହିଳାଙ୍କ କେଶ କାଟିବା ମହଙ୍ଗା ପଡିଛି। ଫଳରେ ସେଲୁନକୁ ୨ କୋଟି ଟଙ୍କାର କ୍ଷତି ପୂରଣ ଏବେ ଦେବାକୁ ପଡିବ। ଜାତୀୟ ଉପଭୋକ୍ତା ବିବାଦର ସମାଧାନ ଆୟୋଗ (ଏନସିଡିଆରଡିସି) ମହିଳାଙ୍କୁ ଦୁଇ କୋଟି…

କୁକୁର ଛୁଆକୁ ଟେକି ନେଇ ଗଛ ଉପରକୁ ଚଢ଼ିଗଲା ମାଙ୍କଡ଼, ୩ ଦିନ ପାଖରେ ରଖିବା ପରେ…

ମାଙ୍କଡ଼ ଏମିତି ଏକ ପ୍ରାଣୀ ଯିଏ କି ବହୁତ ଦୁଷ୍ଟ। ଏହାର ଚତୁରତା ଦେଖି ଲୋକେ ବି ବେଳେବେଳେ ଆନନ୍ଦିତ ହୁଅନ୍ତି। ସୋସିଆଲ ମିଡିଆରେ ଅନେକ ସମୟରେ ମାଙ୍କଡ଼ମାନେ ହଟହଟା କରୁଥିବାର ଭିଡିଓ ଭାଇରାଲ ହୋଇଥାଏ। ଏମାନେ ବେଳେବେଳେ ମଣିଷ ଏବଂ…

ବରଙ୍କ ପିଠିରେ ବସି କନ୍ୟା କରୁଥିଲେ ଡ୍ୟାନ୍ସ, ଆଉ ତା’ ପରେ…

ସୋସିଆଲ ମିଡିଆରେ ଅନେକ ସମୟରେ ଖୁବ୍‌ ମଜାଳିଆ ଭିଡିଓ ଭାଇରାଲ ହେଉଛି। ଯାହା ଲୋକଙ୍କୁ ହସର ଖୋରାକ ଯୋଗାଇଥାଏ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହା ଦେଖିଲେ ହସି ହସି ଗଡ଼ିବେ। ବିବାହରେ ବରକନ୍ୟା ଡ୍ୟାନ୍ସ କରିବା…

ଭାଲୁଛୁଆଙ୍କ ପୁଲ୍‌ ପାର୍ଟି; ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ଅନେକ ମଜାଦାର ଭିଡିଓ ଭାଇରାଲ ହୋଇଥାଏ। ସେହିଭଳି କ୍ରମରେ ଏବେ ଭାଇରାଲ ହେଉଛି ଭାଲୁଛୁଆଙ୍କ ପୁଲ୍‌ ପାର୍ଟିର ଭିଡିଓ। ଖୋଲାପଡ଼ିଆରେ ପାଣିରେ ଖେଳୁଛନ୍ତି ସେମାନେ। ଲୋକମାନେ ଉକ୍ତ ଭିଡିଓକୁ ବେଶ୍‌ ପସନ୍ଦ କରୁଛନ୍ତି। ଟୁଇଟରରେ ଉକ୍ତ ଭିଡିଓକୁ @hopkinsBRFC21…

ଶ୍ରବଣବାଧିତଙ୍କ ପାଇଁ ସାଙ୍କେତିକ ଭାଷା

ଚିକିତ୍ସା ବିଜ୍ଞାନ ଅନୁସାରେ ଶୁଣି ଅନୁକରଣ କରିବା ପ୍ରତିଟି ପ୍ରାଣୀର ସହଜାତ ପ୍ରବୃତ୍ତି। ମାତ୍ର ଶ୍ରବଣ ସମସ୍ୟା ରହିଲେ ଅନୁକରଣ କରିବା ସମ୍ଭବ ହୋଇ ନ ଥାଏ। ଶ୍ରବଣ ସମସ୍ୟା ଯୋଗୁ ବାକ୍‌ କ୍ଷମତା ହରାଇଥିବା ଶିଶୁ ବଡ଼ ହୋଇ କିଭଳି…

ଚଳନ୍ତା ଟ୍ରେନ୍‌ରେ ବିପଜ୍ଜନକ ଷ୍ଟଣ୍ଟ୍‌ କଲେ ଯୁବକ, ଆଉ ତା’ ପରେ…

ଖୁବ୍‌ ତୀବ୍ର ବେଗରେ ଯାଉଥିବା ଟ୍ରେନ୍‌ରେ ଜଣେ ଯୁବକ ବିପଜ୍ଜନକ ଷ୍ଟଣ୍ଟ୍‌ କରିବା ସମସ୍ତଙ୍କୁ ଚକିତ କରିଛି। ଭିଡିଓଟି ଏବେ ଭାଇରାଲ ହେଉଛି। ଏଥିରେ ଦେଖିବାକୁ ମିଳିଛି, ଜଣେ ଯୁବକ ଖୁବ୍‌ ତୀବ୍ର ଗତିରେ ଯାଉଥିବା ଟ୍ରେନ୍‌ର ଝରକା ଧରି ଓହଳିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?