ସର୍ବବୃହତ ତ୍ରିରଙ୍ଗା, ଓଜନ ୧୪୦୦ କିଲୋଗ୍ରାମ୍…
ଲେହ,୨।୧୦: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୨ତମ ଜୟନ୍ତୀ ଅବସରରେ ଲଦାଖର ଲେହରେ ଖଦୀରେ ନିର୍ମିତ ସର୍ବବୃହତ ଭାରତୀୟ ଜାତୀୟ ପତାକା ତ୍ରିରଙ୍ଗାର ଉନ୍ମୋଚନ କରାଯାଇଛି। ସେନାମୁଖ୍ୟ ଏମ୍.ଏମ୍. ନରାଓ୍ବଣେ ଏବଂ ଲଦାଖର ଉପରାଜ୍ୟପାଳ ଆର୍.କେ. ମାଥୁରଙ୍କ ଦ୍ୱାରା ଏହା ଉନ୍ମୋଚିତ…
ପ୍ରେସର କୁକର୍କୁ ବିବାହ କରି ଚର୍ଚ୍ଚାରେ ଏହି ଯୁବକ; ଫଟୋ ଶେୟାର କରି…
ବିବାହ ସମସ୍ତଙ୍କ ପାଇଁ ସ୍ବତନ୍ତ୍ର ହୋଇଥାଏ। ସେ ପୁଅ ହୁଅନ୍ତୁ ଅବା ଝିଅ, ଏହି ଦିନକୁ ନେଇ ସମସ୍ତେ କିଛି ନା କିଛି ସ୍ବପ୍ନ ଦେଖିଥାନ୍ତି। ଜୀବନସାଥୀ ତାଙ୍କୁ ବହୁତ ଭଲପାଆନ୍ତୁ ବୋଲି ସମସ୍ତେ ଚାହାନ୍ତି। ହେଲେ ବିବାହକୁ ନେଇ ଏପରି…
ଆଖି ପିଛୁଳାକେ ମହିଳାଙ୍କ ପଛରୁ ଆସୁଛି ବାଘ, ଆଉ ତା’ ପରେ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
କମୁଛି ପୃଥିବୀର ଉଜ୍ଜ୍ୱଳତା
ଓ୍ବାଶିଂଟନ, ୨।୧୦(ପି.ଟି.): ଜଳବାୟୁ ପରିବର୍ତ୍ତନ ଯୋଗୁ ସମୁଦ୍ର ଜଳର ଉତ୍ତାପ ବଢ଼ିବା ଫଳରେ ପୃଥିବୀର ଉଜ୍ଜ୍ୱଳତା ହ୍ରାସ ପାଉଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ୨୦ ବର୍ଷ ପୂର୍ବେ ପୃଥିବୀ ପ୍ରତି ବର୍ଗମିଟରରେ ଯେତିକି ଆଲୋକ ପ୍ରତିଫଳନ କରୁଥିଲା ଏବେ ତା’ଠାରୁ ଅଧା…
ବିବାହର ୪ ଦିନ ପରେ ଡିଭୋର୍ସ ଦେଲେ ହାସ୍ୟ ଅଭିନେତା
ଇଣ୍ଡୋନେସିଆ,୧।୧୦: ବହୁତ ସମୟରେ ମଣିଷ ମାନଙ୍କର ଅଜବ ହରକତ ଦେଖିବାକୁ ମିଳେ। ନିଜର ଅଜବ ହରକତ ଯୋଗୁ ଏବେ ଜଣେ ବ୍ୟକ୍ତି ଭାଇରାଲ ହେବାରେ ଲାଗିଛନ୍ତି। ଇଣ୍ଡୋନେସିଆର ଖୋଇରୁଲ ଆନାମ ନାମକ ଜଣେ ବ୍ୟକ୍ତି ରାଇସକୁକର୍କୁ ବିବାହା ହୋଇ ପୁଣି ୪…
ଗୋଟିଏ ନାଗୁଣୀ ପାଇଁ ଲଢ଼ିଲେ ୩ ସାପ, ଭିଡିଓ ଦେଖିଲେ…
ଅଷ୍ଟ୍ରେଲିଆରେ ଏକ ନାଗୁଣୀ ପାଇଁ ୩ ନାଗ ସାପ ଲଢ଼ିଥିଲେ। ଏହି ସାପର କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏକ ରିପୋର୍ଟରୁ ଜଣାପଡ଼ିଛି, ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟରେ ଦୁଇ ସ୍ନେକ୍ ହେଲ୍ପ ଲାଇନରଙ୍କୁ ସାପ ଥିବା…
ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ: ମହାମାରୀ ଆମ ପାଇଁ ଚ୍ୟାଲେଞ୍ଜ
ଦେଢ଼ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା କରୋନା ମହାମାରୀ ସାରା ବିଶ୍ୱକୁ ତ୍ରସ୍ତ କରିଦେଇଛି। ଆରମ୍ଭରୁ ବରିଷ୍ଠ ନାଗରିକମାନେ କରୋନାରେ ଅଧିକ ଆକ୍ରାନ୍ତ ହୋଇଥିଲେ। ଏହା ସେମାନଙ୍କ ପାଇଁ ଥିଲା ଏକ ଚ୍ୟାଲେଞ୍ଜ। ମହାମାରୀକୁ ମୁକାବିଲା ସହ ଏବେ ସୁସ୍ଥ ଜୀବନ ବିତାଉଥିବା…
ସଖାରାମ ବାଇଣ୍ଡର
ପ୍ରଖ୍ୟାତ ମରାଠୀ ଔପନ୍ୟାସିିକ ବିଜୟ ତେନ୍ଦୁଲକରଙ୍କର ଚର୍ଚ୍ଚିତ ମରାଠୀ ନାଟକ ‘ସଖାରାମ ବାଇଣ୍ଡର’କୁ ଆଧାର କରି ପ୍ରସ୍ତୁତ ହୋଇଛି ଓଡ଼ିଆ ସିନେ ନାଟକ ‘ସଖାରାମ ବାଇଣ୍ଡର’। ଅଭିନେତା ଅସୀତ କୁମାର ପାତ୍ର ଏହାର ଓଡ଼ିଆ ଭାଷାନ୍ତର କରିବା ସହ ନାଟକର ମୁଖ୍ୟ…
ଆସିବ ବର ତୋର
ଥରେ ମନେ ପକାନ୍ତୁ ନା, ସୁପରହିଟ୍ ଓଡ଼ିଆ ସିନେମା ‘କାବେରୀ’ର ସେହି ଶ୍ରୋତାଦୃଢ଼ ଗୀତ ‘ଆସିବ ବର ତୋର ହୋଇବ ବାହାଘର, ତା’ପରେ କି ହବ କହଲୋ’କୁ। ସେହି ଗୀତର ଏକ ଧାଡ଼ି ‘ଆସିବ ବର ତୋର’କୁ ନେଇ ନିର୍ମିତ ହେବାକୁ…
ରିଲିଜ ପାଇଁ ଟେନ୍ସନ
ଆନନ୍ଦ ଏଲ. ରାଇଙ୍କ ଆଗାମୀ ଫିଲ୍ମ ‘ଅତରଙ୍ଗୀ ରେ’କୁ ନେଇ ଏବେ ବଲିଉଡ୍ରେ ଚର୍ଚ୍ଚା। ଗୋଟିଏ ପଟରେ ପ୍ରଯୋଜକ ଏହାକୁ ପ୍ରେକ୍ଷାଳୟରେ ମୁକ୍ତିଲାଭ କରାଇବାକୁ ଚାହୁଁଥିବା ବେଳେ ଅନ୍ୟପକ୍ଷରେ ଏଥିରେ ଅଭିନୟ କରିଥିବା କଳାକାରମାନେ ଓଟିଟି ଫର୍ମାଟରେ ରିଲିଜ ହେଉ ବୋଲି…
ହାର୍ଟବିଟ୍
ନୂଆ ମ୍ୟୁଜିକ୍ ଭିଡିଓ ‘ହାର୍ଟ ବିଟ୍’ରେ ଦୀପକ ରାଜ୍-ଶେଫାଳୀଙ୍କ କେମେଷ୍ଟ୍ରିକୁ ନେଇ ଚର୍ଚ୍ଚା। ବିଶେଷଭାବରେ ଯୁବପିଢ଼ିଙ୍କ ପାଇଁ ଏହି ମ୍ୟୁଜିକ ଆଲବମ୍ଟିକୁ ପ୍ରସ୍ତୁତ କରାଯାଇଛି। ଶୁଟିଂ ସମୟରେ ଏହା ଯେପରି ଦର୍ଶକଙ୍କ ମନକୁ ଛୁଇଁପାରିବ ସେ ନେଇ ଯଥେଷ୍ଟ ଧ୍ୟାନ ଦିଆଯାଇଛି…
ମୋବାଇଲ ଦୋକାନରେ ପଶି ତାଣ୍ଡବ ରଚିଲା ଗାଈ; ଭିଡିଓ ଦେଖିଲେ…
କୁହାଯାଏ ପଶୁମାନେ ରାଗିଲେ ତାଣ୍ଡବ କରିଥାନ୍ତି। ବେଳେବେଳେ ସେମାନେ ଅନେକ ଜିନିଷପତ୍ର ନଷ୍ଟ କରିଥାନ୍ତି। ଏଭଳି ଏକ ମଜାଦାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଭିଡିଓରେ ଏକ ମୋବାଇଲ୍ ଶୋ’ରୁମ ଭିତରେ ଗାଈଟିଏ ପଶି କିଭଳି ତାଣ୍ଡବ କରୁଛି…

