Posted inଫୁରସତ

ବୋହୂଙ୍କ ପାଦ ଧୋଇ ପୂଜା କରୁଛନ୍ତି ଶାଶୁ, କାରଣ ଜାଣିଲେ କରିବେ ପ୍ରଶଂସା

ସାଧାରଣତଃ ଶାଶୁ-ବୋହୂ ସମ୍ପର୍କକୁ ନେଇ ବହୁବାର ନକାରାତ୍ମକ କଥା ଶୁଣିବାକୁ ମିଳିଥାଏ। ମାତ୍ର ମହାରାଷ୍ଟ୍ରର ଓ୍ବାଶିମରେ ଏମିତି ଜଣେ ଶାଶୁ ଅଛନ୍ତି, ଯେ କି ନିଜ ବୋହୂଙ୍କୁ ଲକ୍ଷ୍ମୀ ରୂପରେ ପୂଜା କରୁଛନ୍ତି। ୩ ଦିନ ଧରି ବୋହୂଙ୍କ ପାଦପୂଜା କରିଛନ୍ତି ଶାଶୁ।

ଓ୍ବାଶିମରେ ରହୁଥିବା ସିନ୍ଧୁବାଇ ସୋନୁନେ ଗତ ୩-୪ ବର୍ଷରୁ ହରଗୌରୀଙ୍କ ପୂଜା କରି ଆସୁଛନ୍ତି। ଏହିଦିନ ମଧ୍ୟ ସେ ତାଙ୍କ ବୋହୂଙ୍କୁ ସଜାଇ ତାଙ୍କୁ ପୂଜା କରନ୍ତି ଏବଂ ତାଙ୍କ ସହିତ ପାଦ ଧୋଇ ଆଶୀର୍ବାଦ ନିଅନ୍ତି।

ଶାଶୁ କୁହନ୍ତି, ମୋ ବୋହୂ ୧୨ ମାସ ଧରି ଆମ ଘରର ପ୍ରତି ସଦସ୍ୟଙ୍କ ଯତ୍ନ ନେଉଛନ୍ତି। ଅଧା ରାତି ପର୍ଯ୍ୟନ୍ତ ସେ କେତେ କାମ କରୁଛନ୍ତି। ବୋହୂଙ୍କୁ ନିଜ ଝିଅ ପରି ଯତ୍ନ କରିବା ଉଚିତ୍‌। ସିନ୍ଧୁବାଇ ବୋହୂଙ୍କୁ ସାକ୍ଷାତ ଲକ୍ଷ୍ମୀ ଭାବି ପୂଜାର୍ଚ୍ଚନା କରୁଛନ୍ତି ବୋଲି କହିଛନ୍ତି।

ସେହିପରି ବୋହୂ କହିଛନ୍ତି, ମୋ ଶାଶୁ ମୋତେ ଏତେ ଭଲ ପାଉଥିବାରୁ ମୁଁ ବହୁତ ଖୁସ ଆଉ ଗର୍ବିତ। ପ୍ରତି ଘରେ ଶାଶୁ-ବୋହୂଙ୍କ ସମ୍ପର୍କ ଏମତି ହେବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

୬୧୦ରୁ ସିଧା ୬୩ କିଲୋ

୬୧୦ କିଗ୍ରା ଓଜନରୁ ସିଧା ୬୩ କିଗ୍ରା। ଆମେ କଥା ହେଉଛୁ ସାଉଦି ଆରବର ଖାଲିଦ ମୋହସିନ ଅଲ ଶାୟରୀଙ୍କ ବିଷୟରେ। ମୋଟାପଣକୁ ନେଇ ଅଧିକାଂଶ...

ଓ୍ବେଭି ଲିପ୍ସ ଫ୍ୟାଶନ୍‌

ଫ୍ୟାଶନ୍‌ ବଦଳୁଛି। ବଦଳୁଛି ଟ୍ରେଣ୍ଡ। ସୁନ୍ଦର, ଷ୍ଟାଇଲିସ୍‌ ଓ ଆକର୍ଷଣୀୟ ଲାଗିବା ପାଇଁ ସମସ୍ତେ ସେହି ଫ୍ୟାଶନ୍‌ର ନୂଆ ଟ୍ରେଣ୍ଡକୁ ଆପଣେଇଥାଆନ୍ତି। ଏମିତିକି ଫ୍ୟାଶନ ଅଜବ...

ନଦୀ ପାର ହେଉଛି ୫୦ ଫୁଟ୍‌ ଲମ୍ବର ଆନାକୋଣ୍ଡା: ଭିଡିଓ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ବ୍ରାଜିଲର ଜିଙ୍ଗୁ ନଦୀରେ ଏକ ୫୦ ଫୁଟ୍‌ ଲମ୍ବର ଆନାକୋଣ୍ଡା ନଦୀ ପାର ହେଉଥିବା...

ଭୟଙ୍କର ଅଗ୍ନି ଘୂର୍ଣ୍ଣିବଳୟ, ଚେତାବନୀ ଦେଲା ପାଣିପାଗ ବିଭାଗ

ଓ୍ବାଶିଂଟନ୍‌,୧୯ା୮: ଆମେରିକା ଜଙ୍ଗଲରେ ନିଆଁ ଲାଗିଯାଇଛି। ଏହି କାରଣରୁ ନିକଟରେ ଏକ ଘୂର୍ଣ୍ଣିବଳୟ ଦେଖିବାକୁ ମିଳିଥିଲା। ଏହି ଦୃଶ୍ୟ ଆମେରିକାର କାଲିଫର୍ନିଆର ଲୟଲଟନ ଅଞ୍ଚଳରେ ଦେଖିବାକୁ...

ରାତ୍ରରେ ପାର୍କ ବୁଲିବା ପଡ଼ିଲା ମହଙ୍ଗା, ମହିଳାଙ୍କୁ ଆକ୍ରମଣ କଲେ ୧୦୦ରୁ ଅଧିକ ମୂଷା…

ଲଣ୍ଡନ,୨୮।୭: ବିଭିନ୍ନ ସମୟରେ କେତେକ ଲୋକ ନିଆରା ଅଭିଜ୍ଞତା ବଖାଣିଥାନ୍ତି। ଏହା ବେଳେବେଳେ ବିଶ୍ୱାସ ହୋଇ ନ ଥାଏ। ଘଟଣାର ସତ୍ୟାସତ୍ୟ ନେଇ ନାନା ସନ୍ଦେହ...

ଗାଈ ପେଟରୁ ୨୦ ଗ୍ରାମ୍‌ର ସୁନାଚେନ ବାହାର କରିବା ଲାଗି ହେଲା ଏପରି…

ବେଙ୍ଗାଲୁରୁ, ୧୬।୧୨: ଦୀପାବଳିରେ ଗାଈକୁ ପୂଜା କରିବା ସମୟରେ ଭୁଲରେ ଖାଦ୍ୟ ସହ ୨୦ ଗ୍ରାମର ସୁନା ଚେନ ପେଟକୁ ଚାଲିଯାଇଥିଲା। ଏଭଳି ଘଟଣା କର୍ନାଟକର...

ପ୍ରେମୀଯୁଗଳଙ୍କ ପାଇଁ ଖୁସି ଖବର: ଜାଣନ୍ତୁ କିପରି

ପ୍ରେମୀଯୁଗଳଙ୍କ ପାଇ ପାଇଁ ଏକ ବଡ଼ ଖବର। କରୋନା କାରଣରୁ, ୟୁରୋପୀୟ ୟୁନିଅନ ବାହାରେ ରହୁଥିବା ଅବିବାହିତମାନଙ୍କୁ ଆସିବାକୁ ଅନୁମତି ନ ଥିଲା। ବର୍ତ୍ତମାନ ଇୟୁର...

ତୃତୀୟ ଶ୍ରେଣୀ ଛାତ୍ରୀ ସଂଗ୍ରହ କଲେ ବିଭିନ୍ନ ଦେଶର ୫୦୦୦ରୁ ଅଧିକ ଦିଆସିଲି

ଅନେକ ଲୋକ ବିଭିନ୍ନ ସ୍ଥାନକୁ ଯାଇ ସେଠାରେ ଫଟୋ ଉଠାଇବାକୁ ପସନ୍ଦ କରୁଥିବାବେଳେ ଆଉ କିଛି ଲୋକ ବିଭିନ୍ନ ଦେଶର ମୁଦ୍ରା ସଂଗ୍ରହ କରିଥାନ୍ତି। ସେହିପରି...

Advertisement
Archives

Model This Week