ଫୁରସତ

ମିଳିଲା ୨୭୦୦ ବର୍ଷର ପୁରୁଣା ଶୌଚାଳୟ, ଡିଜାଇନ୍‌ ଦେଖିଲେ ଉଡ଼ିଯିବ ହୋସ୍‌

ଇସ୍ରାଏଲର ପ୍ରତ୍ନତତ୍ତ୍ୱବିତ୍‌ ଜେରୁଜେଲମରେ ଏକ ଦୁର୍ଲଭ ପ୍ରାଚୀନ ଶୌଚାଳୟର ସନ୍ଧାନ ପାଇଛନ୍ତି। ପ୍ରତ୍ନତତ୍ତ୍ୱ ବିଭାଗର ଅଧିକାରୀମାନେ କୁହନ୍ତି, ଏହି ଶୌଚାଳୟ ୨୭୦୦ ବର୍ଷ ତଳର। ଏହା ଏକ ବିଳାସମୟ ଶୌଚାଳୟ। ଏହା ଚିକ୍କଣ ତଥା ଚମତ୍କାର। ଚୂନପଥର ଖୋଦିତ ହୋଇ ଏକ…

ସାପ ସହ ଗୁଣ୍ଡୁଚିମୂଷାର ଭୟଙ୍କର ଲଢ଼େଇ; ଶେଷରେ ଯାହା ହେଲା ଦେଖିଲେ…

ଦୁନିଆରେ ଏପରି ଅନେକ ଜିନିଷ ଦେଖିବାକୁ ମିଳେ, ଯାହା ଉପରେ ବିଶ୍ୱାସ କରିବା କଷ୍ଟକର। ଅନେକ ଥର ପଶୁମାନଙ୍କୁ ନେଇ କିଛି ଘଟଣା ଲୋକଙ୍କୁ ଚିନ୍ତାରେ ପକାଇଥାଏ। ଏହିଭଳି ଏକ ଭିଡିଓ ଏବେ ଭାଇରାଲ ହେଉଛି। ଜଣେ ଭାରତୀୟ ବନସେବା ଅଧିକାରୀ…

ଏହି ଗୁମ୍ଫାରେ ଆଜି ବି ରହିଛି ରାବଣଙ୍କ ମୃତଦେହ, ରହସ୍ୟ ଜାଣିଲେ…

ରାମାୟଣ ସମ୍ବନ୍ଧୀୟ ରହସ୍ୟ ବିଷୟରେ ଜାଣିବାକୁ ସମସ୍ତଙ୍କର ଆଗ୍ରହ ଥାଏ। ବିଶ୍ୱାସ କରାଯାଏ, ଆଜି ମଧ୍ୟ ଶ୍ରୀଲଙ୍କାରେ ରାମାୟଣ ଏବଂ ଭଗବାନ ରାମଙ୍କ ସହ ଜଡ଼ିତ ଅନେକ ଚିହ୍ନ ଏବଂ ପ୍ରମାଣ ରହିଛି। ଯାହା ବିଷୟରେ ସମସ୍ତେ ଜାଣିବାକୁ ଚାହାନ୍ତି। ନବରାତ୍ରିର…

ଭାରତର ଭୟଙ୍କର ଜଙ୍ଗଲ, ଦେଖିଲେ…

ଭାରତ ଏହାର ସଂସ୍କୃତି, ସଭ୍ୟତା ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ବିଶ୍ୱ ପ୍ରସିଦ୍ଧ। ଭାରତରେ ଅନେକ ବଡ଼ ବଡ଼ ଜଙ୍ଗଲ ରହିଛି। ଏହି କାରଣରୁ ଭାରତକୁ ସବୁଜ ସୁନ୍ଦର ଦେଶ କୁହାଯାଏ। ଏହା ବ୍ୟତୀତ ଭାରତରେ କିଛି ବିପଜ୍ଜନକ ଜଙ୍ଗଲ ବି…

କବାଡିବାଲାଠାରୁ କିଣିଥିଲେ ପୁରୁଣା ଏଟିଏମ୍‌; କେଇ ମିନିଟ୍‌ରେ ହୋଇ ଗଲେ ଲକ୍ଷପତି, ପୁରା ଘଟଣା…

କାହାର ଭାଗ୍ୟ କେତେବେଳେ ବଦଳିଯିବ ତାହା କେହି ଜାଣେନା। ଅନେକ ସମୟରେ ଲୋକଙ୍କ ଭାଗ୍ୟ ଏଭଳି ବଦଳିଯାଏ ଯାହାକୁ ସେମାନେ ବିଶ୍ୱାସ କରିପାରନ୍ତି ନାହିଁ। କିଛି ବାଳକଙ୍କ ସହ ଏବେ ସେଭଳି ହୋଇଛି। ସେମାନେ କବାଡି ଖାନାରୁ ଏକ ପୁରୁଣା ଏଟିଏମ୍‌…

୧୦ ବର୍ଷର ବାଳକ କାଗଜରେ ତିଆରି କଲେ ମା’ ଦୁର୍ଗାଙ୍କ ମୂର୍ତ୍ତି

ସାଧାରଣତଃ ମାଟିରେ ମୂର୍ତ୍ତି ନିର୍ମାଣ କରାଯାଇଥାଏ। କିନ୍ତୁ ପଶ୍ଚିମବଙ୍ଗ ହୁଗୁଳିର ଜଣେ ନାବାଳକ କାଗଜରେ ପ୍ରତିମା କରି ଘରେ ପୂଜା କରୁଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। କାଗଜରେ ଡଙ୍ଗା, ଜାହାଜ ଏବଂ ପକ୍ଷୀ ତିଆରି ହୋଇଥାଏ। ଏବେ କାଗଜରେ…

‘ମୋତେ ବାହା ହେବ’ ଏମିତି ଲେଖା ଥାଇ ଉଡୁଥିଲା ବିମାନ, ହଠାତ୍‌ ଇଞ୍ଜିନ ହେଲା ଖରାପ; ଆଉ ତା’ ପରେ…

ଓଟଓ୍ବା,୬ା୧୦: କାନାଡାରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ପାଇଲଟ୍‌ ମଧ୍ୟ ଆହତ ହୋଇଛନ୍ତି। ଏହି ବିମାନ ଏକ ବ୍ୟାନର ନେଇ ଉଡ଼ାଣ ଆରମ୍ଭ କରିଥିଲା। ବ୍ୟାନରଟି ବିମାନ ବାହାରେ ଉଡୁଥିଲା। ଯେଉଁଥିରେ ବିବାହ ପ୍ରସ୍ତାବ…

ମାତ୍ର ୩୫ ବର୍ଷ ବୟସରେ ଅଜା-ଆଈ ହେଲେ ଏହି ଦମ୍ପତି; ଅଜବ ମାମଲା ଜାଣିଲେ…

ଜେଜେ-ଜେଜେ ମା’ କିମ୍ବା ଅବା ଅଜା-ଆଈଙ୍କ କଥା ଉଠିଲେ ବୃଦ୍ଧ ଦମ୍ପତିଙ୍କ କଥା ମନକୁ ଆସେ। କାରଣ ବୃଦ୍ଧାବସ୍ଥାରେ ହିଁ ଜଣଙ୍କୁ ଏହି ପଦବୀ ମିଳିଥାଏ। ଏହା ଅନେକଙ୍କ ପାଇଁ ଖୁସିର ମୂହୁର୍ତ୍ତ ହୋଇଥାଏ। ହେଲେ ବ୍ରିଟେନ୍‌ରୁ ଏଭଳି ଏକ ମାମଲା…

କେଇ ସେକେଣ୍ଡରେ ୬ ଫୁଟର କୁମ୍ଭୀରକୁ ଜଳଖିଆ କରିଦେଲା ଅନ୍ୟ କୁମ୍ଭୀର; ଲୋମ ଟାଙ୍କୁରା ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଏକ ବିଶାଳକାୟ କୁମ୍ଭୀର ଅନ୍ୟ ଏକ ଛଅ ଫୁଟର କୁମ୍ଭୀରର ଶିକାର କରୁଥିବା ଦେଖାଯାଇଛି। ଏହି ଲୋମ ଟାଙ୍କୁରା ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ୪୦ ଲକ୍ଷରୁ ଅଧିକ…

୩ ବର୍ଷ ଅକାମୀ ଥିବା ହାର୍ଟ ପୁଣି କାମ କଲା…

ନୋଏଡ଼ା,୬।୧୦: କଥାରେ ଅଛି ରଖେ ହରି ମାରେ କିଏ। ଏଭଳି ଏକ ଘଟଣା ଏବେ ଭାରତରେ ଘଟିଛି। ହାର୍ଟ କାମ କରିବା ବନ୍ଦ କରିବାର ୩ ବର୍ଷ ପରେ ପୁଣି ଚମତ୍କାର ହୋଇଛି। ହାର୍ଟ ପୁଣି ସ୍ବାଭାବିକ ଭାବେ କାମ କରିବା…

୧୦ ବର୍ଷ ମଧ୍ୟରେ ନଷ୍ଟ ହୋଇଛି ୧୪ ପ୍ରତିଶତ ଶୈବାଳ ପ୍ରାଚୀର, ବର୍ଷକୁ ୨.୭ ଟ୍ରିଲିୟନ୍‌ ଡଲାର କ୍ଷତି…

ଓ୍ବାଶିଂଟନ,୫।୧୦: ବିଶ୍ୱ ତାପନର ପ୍ରଭାବ ସାମୁଦ୍ରିକ ଜୈବ ବିବିଧତା ଉପରେ ପଡିବାରେ ଲାଗିଛି। ଏହା ଯୋଗୁ ଆସନ୍ତା ୧୦ ବର୍ଷ ମଧ୍ୟରେ ୧୪ ପ୍ରତିଶତ ଶୈବାଳ ପ୍ରାଚୀର ନଷ୍ଟ ହୋଇଛି। ସମୁଦ୍ରର ତାପମାତ୍ରା ବୃଦ୍ଧି ପାଉଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା…

ମଣିଷ ଗଢ଼ିବା ସହଜ ନୁହେଁ

ପିଲାଟିଏ ଜନ୍ମ ହେବାପରେ ପ୍ରଥମେ ଜନ୍ମଦାତ୍ରୀଙ୍କୁ ଚିହ୍ନିବା ଆରମ୍ଭ କରିଥାଏ। ଧୀରେଧୀରେ ମା’ଠାରୁ ଦରୋଟି ଭାଷା ଶିଖି ଥାଏ। ତେଣୁ ମା’ଙ୍କୁ ପ୍ରଥମ ଶିକ୍ଷକ କୁହାଯାଇଥାଏ। ବୟସ ବଢ଼ିବା ସହିତ ଅନୁକରଣ ପ୍ରିୟ ଶିଶୁର ଶିକ୍ଷାର ବିକାଶରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?