ଫୁରସତ

ଡହଡ଼ହ ଖରାରେ ପକ୍ଷୀ ପାଇଁ ଦେବଦୂତ ସାଜିଲେ ବ୍ୟକ୍ତି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ହାତ ଓ ପାଦର କମାଲ

ର୍ୟୁବିକ୍‌ କ୍ୟୁବ୍‌ ସମାଧାନ କରିବା କେତେ କଷ୍ଟ ସମସ୍ତେ ଜାଣନ୍ତି। ହେଲେ କେତେଜଣ ଥାଆନ୍ତି ଯେଉଁମାନେ ବେଶ୍‌ ସରଳତାର ସହ ଏହାକୁ ସମାଧାନ କରିପାରନ୍ତି। ତେବେ ସମାନେ କେବଳ ହାତ ସାହାଯ୍ୟରେ ସମାଧାନ କରୁଥିବା ଦେଖିଥିବେ। ହେଲେ ବାଙ୍ଗାଲୁରର ୮ ବର୍ଷୀୟ…

ମନୋରମ ପର୍ଯ୍ୟଟନସ୍ଥଳୀ ୟୁକସୋମ

ୟୁକସୋମ ହେଉଛି ସିକ୍କିମ୍‌ସ୍ଥିତ ଏକ ଆକର୍ଷଣୀୟ ତଥା ମନୋରମ ସହର। କାରଣ ଏଠାରେ ରହିଛି ଏକାଧିକ ସୁନ୍ଦର ପର୍ଯ୍ୟଟନସ୍ଥଳୀ। ଖାସ୍‌କରି ଏଠାରେ ଦେଖିବାକୁ ମିଳୁଥିବା ଜଙ୍ଗଲ ପରିବେଷ୍ଟିତ ପାହାଡର ଅପୂର୍ବ ଦୃଶ୍ୟ ବେଶ୍‌ ଆଖିଦୃଶିଆ ହୋଇଥାଏ। ଏହାଛଡ଼ା ଏଠାରେ ବି ଦେଖିବାକୁ…

ମିନି ସ୍କର୍ଟ ଫ୍ୟାଶନ

ମିନି ସ୍କର୍ଟର ଫ୍ୟାଶନ ମଧ୍ୟ କେବେ ବି ଆଉଟ୍‌ ଅଫ୍‌ ଟ୍ରେଣ୍ଡ ହୁଏ ନାହିଁ। ବିଶେଷକରି ଖରାଦିନେ ଏହାର ଡିମାଣ୍ଡ ଯୁବତୀଙ୍କ ଭିତରେ ବେଶ୍‌ ରହୁଥିବା ଦେଖିବାକୁ ମିଳିଥାଏ। କିନ୍ତୁ ଏହି ମିନି ସ୍କର୍ଟକୁ କ୍ୟାରି କରିବା ସମୟରେ କିଛିଟା ଜରୁରୀ…

ନାଟ୍ୟକାର ମନ୍ମଥ

ଦର୍ଶକଙ୍କୁ ନାଟକ କେବଳ ମନୋରଞ୍ଜନ ଦିଏ ତା’ନୁହେଁ ବରଂ ଏହା ଜନଜାଗରଣର ଏକ ବଳିଷ୍ଠ ମାଧ୍ୟମ। ସମାଜର ନିଚ୍ଛକ ଛବି ନିଖୁଣଭାବେ ନାଟକରେ ହିଁ ପ୍ରତିଫଳିତ ହୋଇଥାଏ। ଏଥିପାଇଁ ଦୀର୍ଘ ୬ ଦଶନ୍ଧି ଧରି ନାଟ୍ୟକଳାକୁ ନେଇ ତାଙ୍କର ଦୁନିଆ, ତାଙ୍କ…

ଶ୍ରମିକ ହାଟ

ଗାଁ ଅପେକ୍ଷା ସହରରେ ଭଲ ରୋଜଗାର ଆଶାରେ ବହୁ ଦୂରଦୂରାନ୍ତ ଗ୍ରାମାଞ୍ଚଳରୁ ସହରକୁ ପ୍ରତିଦିନ ଧାଇଁ ଆସନ୍ତି ଅନେକ ଲୋକ। ବିଶ୍ୱାସ ଥାଏ କିଛି ନା କିଛି କାମ ମିଳିଯିବ ନିଶ୍ଚୟ। ସେଇଥିପାଇଁ ସେମାନେ ଗୋଟିଏ ନିର୍ଦ୍ଦିଷ୍ଟ ଛକରେ ପ୍ରତିଦିନ ସେମାନେ…

କାଜାଖସ୍ତାନ

ସେଣ୍ଟ୍ରାଲ ଏସିଆର ଧନୀ ଦେଶଗୁଡ଼ିକ ମଧ୍ୟରେ କାଜାଖସ୍ତାନ ଅନ୍ୟତମ। ଏହା ପୃଥିବୀର ନବମ ବୃହତ୍ତମ ଦେଶ। ନୁର-ସୁଲତାନ ଏହାର ରାଜଧାନୀ ହୋଇଥିବା ବେଳେ ଆଲ୍‌ମାଟି ହେଉଛି ଏହାର ସବୁଠୁ ବଡ଼ ସହର। କାଜାଖ୍‌ ଏବଂ ରଷିଆନ୍‌ ଏହାର ସରକାରୀ ଭାଷା। ତେବେ…

ସରିଯିବ ସବୁ ଖାଦ୍ୟ

ନୂଆଦିଲ୍ଲୀ: ଆଉ କିଛି ବର୍ଷ ପରେ ସାରା ବିଶ୍ୱରେ ଦେଖାଦେବ ଭୟଙ୍କର ଖାଦ୍ୟ ସଙ୍କଟ। ଏମିତିକି କୋଟି କୋଟି ଟଙ୍କା ଥିବା ସତ୍ତ୍ୱେ ଦିନକୁ ଓଳିଏ ଖାଇବା ପାଇଁ ଖାଦ୍ୟ ମିଳିବ ନାହିଁ। ଏମିତି ଏକ ରିପୋର୍ଟ ଦେଇଛି ସାମାଜିକ ଓ…

ଶରୀରକୁ ସୁସ୍ଥ ରଖେ ହସ

ସ୍ବାସ୍ଥ୍ୟ ପାଇଁ ହସ ଗୁରୁତ୍ୱପୂର୍ଣ୍ଣ। ବାସ୍ତବରେ ଏହା ଦୁନିଆର ସର୍ବୋତ୍ତମ ଔଷଧ। ମନ ଏବଂ ଶରୀରକୁ ସୁସ୍ଥ ରଖିବାରେ ହସ ମହୌଷଧି କହିଲେ କିଛି ଭୁଲ୍‌ ହେବ ନାହିଁ। ତେଣୁ ହସ ଯୋଗୁ ଶରୀର ଉପରେ ଅନୁଭୂତ ହେଉଥିବା ସକାରାତ୍ମକ ପ୍ରଭାବ…

ନାଗ ସାପ ସହ ବରଯାତ୍ରୀଙ୍କ ‘ନାଗିନ୍‌ ଡ୍ୟାନ୍ସ’; ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ଅନେକ ଚମକାଇବା ଭଳି ଭିଡିଓ ଦେଖିଥାଇ ପାରନ୍ତି, ହେଲେ ଏବେ ଏକ ଏଭଳି ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଲୋମ ଟାଙ୍କୁରି ଉଠିବ। କାରଣ ଭିଡିଓଟିରେ ବରଯାତ୍ରୀମାନେ ସତ ସତିକା ନାଗ ସହ ‘ନାଗିନ୍‌ ଡ୍ୟାନ୍ସ’ କରୁଥିବା…

ଘିଅ, ଲହୁଣୀ ଖାଇ ୫୦ କେଜି ଓଜନ କମାଇଲେ ମହିଳା

ଆଜିର ସମୟରେ ଲୋକମାନେ ଫିଟ୍‌ନେସ୍‌ ବିଷୟରେ ବହୁତ ସଚେତନ। ଅଧିକାଂଶ ଲୋକ ଫିଟ୍‌ ରହିବା ପାଇଁ ନାନା ଉପାୟ ଅବଲମ୍ବନ କରୁଛନ୍ତି। ଭବିଷ୍ୟତରେ ସେପରି ରୋଗବ୍ୟାଧି ନ ହେବ ସେଥିପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି। ଏବେ ସୋସିଆଲ ମିଡିଆରେ ଓଜନ ହ୍ରାସର…

ପରୀକ୍ଷା ଶେଷ ପରେ ଖୁସିରେ ଏମିତି ଡ୍ୟାନ୍ସ କଲେ ଛାତ୍ରୀଛାତ୍ର, ଭିଡିଓ ଭାଇରାଲ

ପିଲାମାନଙ୍କ ପାଇଁ ପରୀକ୍ଷା ଶେଷ ହେବାର ଆନନ୍ଦଠାରୁ ଆଉ ଅଧିକ ଆନନ୍ଦ ବୋଧହୁଏ କିଛି ନାହିଁ। ପରୀକ୍ଷା ଶେଷ ହେବା ମାତ୍ରେ ସମସ୍ତ ପିଲା ଚାପମୁକ୍ତ ହୋଇଯାଆନ୍ତି। ବିଶେଷକରି ଦଶମ ଏବଂ ଦ୍ୱାଦଶ ପରୀକ୍ଷା ପ୍ରତ୍ୟେକ ଛାତ୍ରୀଛାତ୍ରଙ୍କ ପାଇଁ ଅତ୍ୟନ୍ତ ଚାପଗ୍ରସ୍ତ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri