Posted inଫୁରସତ

ଶକ୍ତିଶାଳୀ ବ୍ଲାକ୍‌ ହୋଲ୍‌

ନୂଆଦିଲ୍ଲୀ: ସୌରଜଗତର କେନ୍ଦ୍ରଭାଗରେ ଅବସ୍ଥାପିତ ବ୍ଲାକ୍‌ ହୋଲ୍‌ ସମ୍ପୂର୍ଣ୍ଣଭାବେ ତାରକାମାନଙ୍କୁ ନିଜ ଅକ୍ତିଆରରେ ରଖିଥାଏ। କେଉଁ ତାରକା କିପରି ଜନ୍ମ ନେବ ଏବଂ କେଉଁ ତାରକା ସୂର୍ଯ୍ୟାଲୋକରେ ଦୃଶ୍ୟମାନ ହେବ ନାହିଁ ଏଭଳି ଅନେକ କାର୍ଯ୍ୟ କେବଳ ବ୍ଲାକ୍‌ ହୋଲ୍‌ (କୃଷ୍ଣଗର୍ତ୍ତ) ଯୋଗୁ ହିଁ ହୋଇଥାଏ। ବୈଜ୍ଞାନିକଙ୍କ ମତରେ ବ୍ଲାକ୍‌ ହୋଲ୍‌ ଖୁବ୍‌ ଶକ୍ତିଶାଳୀ। ଏ ନେଇ ଅଧିକ ତଥ୍ୟ ଉପସ୍ଥାପନ କରିଛନ୍ତି ୟୁରୋପୀୟ ବୈଜ୍ଞାନିକ। ମୃତ ତାରକାମାନେ କୃଷ୍ଣଗର୍ତ୍ତରେ ପରିଣତ ହୁଅନ୍ତି, ଯାହାର ସବୁଠାରୁ ଅଧିକ ଗୁରୁତ୍ୱାକର୍ଷଣ କ୍ଷେତ୍ର ରହିଥାଏ। ଏହାଫଳରେ ଅତିକ୍ଷୁଦ୍ର କଣିକାକୁ ବ୍ଲାକ୍‌ ହୋଲ୍‌ ନିଜ ଭିତରକୁ ଟାଣି ନେଇଥାଏ। ଏହାର ଆଲୋକ ନିଜ ହରାଇଜନ୍‌ କ୍ଷେତ୍ରକୁ ଅତିିକ୍ରମ କରି ବାହାରକୁ ବାହାରିପାରେ ନାହିଁ।
ବାଦଲ ଜରିଆରେ କେଉଁ ତାରକା ଦୃଶ୍ୟମାନ ହେବ ତାହା ବ୍ଲାକ୍‌ ହୋଲ୍‌ ହିଁ ସ୍ଥିତ କରିଥାଏ। ସୌରମଣ୍ଡଳର କେନ୍ଦ୍ରରେ ଥିବା ବ୍ଲାକ୍‌ ହୋଲ୍‌ ତାରକାମାନଙ୍କଠାରୁ କୋଶ କୋଶ ଦୂରରେ ଥାଇ ମଧ୍ୟ ସେମାନଙ୍କ ଉପରେ ନିଜର କଣ୍ଟ୍ରୋଲ ରଖୁଥିବା ୟୁରୋପୀୟ ବୈଜ୍ଞାନିକ କହିଛନ୍ତି। ବ୍ଲାକ୍‌ ହୋଲ୍‌କୁ ଲୋକେ ଦେଖିପାରନ୍ତି ନାହିଁ।
୧୫୬ ମିଲିୟନ୍‌ ଆଲୋକବର୍ଷ ବ୍ୟାପ୍ତ ସୌରମଣ୍ଡଳନର ଅଧ୍ୟୟନ ଲାଗି ବୈଜ୍ଞାନିକମାନେ ଆଟାକାମା ଲାର୍ଜ ମିଲିମିଟର ଆରେ (ଏଲ୍‌ଏମ୍‌ଏ) ଏବଂ ଭେରି ଲାର୍ଜ ଟେଲିସ୍କୋପ (ଭିଏଲ୍‌ଟି) ଅବଜର୍ଭଡ୍‌ ଆଇସି ୫୦୬୩ର ବ୍ୟବହାର କରିଛନ୍ତି । ବ୍ଲାକ୍‌ ହୋଲ୍‌ ମଧ୍ୟରେ ଫସି ରହିଥିବା ସୌରମଣ୍ଡଳର କଣିକା ନିଜ ଚାରିପାଖେ ଏକ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି କରିଥାନ୍ତି। ଏଗୁଡ଼ିକ ବ୍ଲାକ୍‌ ହୋଲ୍‌ରୁ ବାହାରିବା ପରେ ସୌରଜଗତରେ ଶକ୍ତିଶାଳୀ ପ୍ଲାଜମା ଜେଟ୍‌ ହୋଇ ଭ୍ରମଣ କରନ୍ତି। ଏହି ପ୍ଲାଜମା ଜେଟ୍‌ ସବୁ ବାଦଲର ଶୀତଳ ଗ୍ୟାସ୍‌ କଣିକା ସଂସ୍ପର୍ଶରେ ଆସିଥାନ୍ତି, ଯାହାଫଳରେ ସୌରମଣ୍ଡଳରେ ତାରକା ଜନ୍ମ ହୋଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଚର୍ଚ୍ଚା; ସ୍ୱପ୍ନରେ ଆସି ଏଭଳି କହିଲେ ମା’ କାଳୀ, ପୋଖରୀ ଖୋଳିବାରୁ ମିଳିଲା….

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ବି.ଯୁଧିଷ୍ଠିର ରେଡ୍ଡୀଙ୍କ ଝିଅ କାମିନୀ ରେଡ୍ଡୀଙ୍କ ସ୍ବପ୍ନରେ ଆସିଲେ ମା’ କାଳୀ…

କଂଗ୍ରେସ କାର୍ଯ୍ୟାଳୟରେ ଧସ୍ତାଧସ୍ତି ସହ ଚାପୁଡ଼ା ମାଡ଼; ରାଗରେ ବାହାରିଗଲେ ଅଜୟ

ଲକ୍ଷ୍ନୌ,୧୧।୧୦: ରବିବାର ଉତ୍ତର ପ୍ରଦେଶ କଂଗ୍ରେସ ମୁଖ୍ୟାଳୟରେ ନବନିଯୁକ୍ତ ରାଜ୍ୟ ସଭାପତି ଆରାଧନା ମିଶ୍ର ‘ମୋନା’ଙ୍କ ଦାୟିତ୍ୱ ଗ୍ରହଣ ଉତ୍ସବ ସମୟରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ପୂର୍ବତନ…

ଡଙ୍ଗା ଓଲଟି ଚାଲିଗଲା ୧୦୦ରୁ ଅଧିକ ଜୀବନ, ୧୧୬ ନିଖୋଜ

ଜିବୁତି ସିଟି,୧୧।୧୦: ପୂର୍ବ ଆଫ୍ରିକାର ଜିବୁତି ଉପକୂଳରେ ଏକ ବଡ଼ ଡଙ୍ଗା ଦୁର୍ଘଟଣା ଘଟିଛି । ପ୍ରାୟ ୩୦୫ ଜଣ ପ୍ରବାସୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା…

କୁଶପଲ୍ଲୀ ଚଳଚଞ୍ଚଳ: ମା’ ଚାମୁଣ୍ଡାଙ୍କ ପୀଠରେ ଆରମ୍ଭ ହେଲା ନବରାତ୍ର ପୂଜା

ଗଞ୍ଜାମ,୧୧ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ୍‌ ମଲାଡ଼ ପଞ୍ଚାୟତ ଅନ୍ତର୍ଗତ କୁଶପଲ୍ଲୀସ୍ଥିତ ମା’ ଚାମୁଣ୍ଡାଙ୍କ ପୀଠରେ ଶାରଦୀୟ ଦୁର୍ଗାପୂଜା ଅବସରରେ ୯ ଦିନବ୍ୟାପୀ ନବରାତ୍ର ପୂଜା ଓ ଅଖଣ୍ଡ…

୮ ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରିଲାନି ଛାତ୍ରୀନିବାସ: ଭୂତକୋଠି ପାଲଟିଛି କୋଟି ଟଙ୍କାର କୋଠା

ଗୁଡ଼ାରି, ୧୦।୧୦ (ପ୍ରମୋଦ କୁମାର ପତି): ଆଦିବାସୀ ଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ପ୍ରଦାନ ଓ ସେମାନଙ୍କ ଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ମାତ୍ର…

CM ବିଜୟଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ମୋଦି, କେନ୍ଦ୍ରରୁ ଯାହା….

ଚେନ୍ନାଇ,୧୧।୧୦: ତାମିଲନାଡୁକୁ ବିକାଶର ନୂଆ ଶିଖରରେ ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାରର ସହଯୋଗ ଯୋଗାଇଦେବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରବିବାର ଚେନ୍ନାଇରେ…

‘ରକ୍ତ ଜମାଟ ବାନ୍ଧିବା ସମସ୍ୟା’: ନାନା ପାଟେକରଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି…

ମୁମ୍ବାଇ: ବିଶିଷ୍ଟ ବଲିଉଡ ଅଭିନେତା ନାନା ପାଟେକରଙ୍କର ଅକ୍ଟୋବର ୮,୨୦୨୬ ରେ ଗୋଆରେ ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁ ପରେ, ଗୋଆର ପଣାଜୀ ପୋଲିସ ଏକ ଅସ୍ବାଭାବିକ…

ଖଡ଼ିଆଳ କଲେଜ ସାଇନ୍‌ ଡାଏ: ଅଧ୍ୟକ୍ଷଙ୍କ ଇସ୍ତଫା ଦାବି ନେଇ ତେଜିଲା ଛାତ୍ର ଆନ୍ଦୋଳନ

ଖଡ଼ିଆଳ,୧୧ା୧୦(ସୁଜିତ୍‌ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହେବା ଘଟଣାକୁ ନେଇ କ୍ୟାମ୍ପସରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?