ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଗୋରୁ ଏକ ଲମ୍ବା ଡବାରୁ ଖାଦ୍ୟ ଖାଉଥିବା ଦେଖିବାକୁ ମିଳୁଛି। ଏହି ସମୟରେ ପଛରୁ ଅନ୍ୟ ଏକ ଗାଈ ଆସି ତାକୁ ମୁଣ୍ଡିଆ ମାରୁଛି। ଫଳରେ ସେ କୁଣ୍ଡରେ ପଡିଯାଉଛି। ଭିଡିଓକୁ ଫ୍ରେଡ ସ୍କଲ୍ଟଜ ଟୁଇଟର ହ୍ୟଣ୍ଡେଲରେ ଶେୟାର କରାଯାଇଛି। ଭିଡିଓଟି ଭାଇରାଲ ହେବାରେ ଲାଗିଛି।
Bessie gave into temptation and found out what cow tipping was all about.😏😂🐄 pic.twitter.com/qX6FMcJtOw
— Fred Schultz (@FredSchultz35) July 24, 2022