Posted inଫୁରସତ

ସିଟି ଅଫ୍‌ ଗଣେଶ

ଚାଚୋଏଙ୍ଗସାଓକୁ ଥାଇଲାଣ୍ଡର ‘ସିଟି ଅଫ୍‌ ଗଣେଶ’ ବୋଲି କୁହାଯାଏ। କାରଣ ଏଠାକାର ତିନୋଟି ମନ୍ଦିରରେ ଅଛି ତିନୋଟି ବିରାଟକାୟ ଓ ଭିନ୍ନ ପ୍ରକାରର ଗଣେଶଙ୍କ ମୂର୍ତ୍ତି। ଆଉ ଏହି ପ୍ରତିମୂର୍ତ୍ତିଗୁଡିକୁ ପୃଥିବୀର ସବୁଠାରୁ ବୃହତ୍‌ ଭାବେ ଗଣନା କରାଯାଏ। ଏଠାରେ ଥିବା ସବୁଠୁ ଉଚ୍ଚା ବସିଥିବା ଗଣେଶ ମୂର୍ତ୍ତି ୪୯ ମିଟର ଅଟେ, ଯାହା ଫ୍ରୋଙ୍ଗ ଆକତ ମନ୍ଦିରରେ ଅଛି। ଆଉ ସବୁଠାରୁ ଉଚ୍ଚା ଠିଆ ହୋଇଥିବା ଗଣେଶ ମୂର୍ତ୍ତି ୩୯ ମିଟରର ଅଟେ, ଯାହା ଖ୍ଲୋଙ୍ଗ ଖୁଇଆନ ଗଣେଶ ଇଣ୍ଟରନ୍ୟାଶନାଲ ପାର୍କରେ ଅଛି। ସବୁଠୁ ଉଚ୍ଚା ବିଶ୍ରାମ ମୁଦ୍ରାର ପ୍ରତିମୂର୍ତ୍ତି ଯାହାର ଉଚ୍ଚତା ୧୬ ମିଟର ଓ ଲମ୍ବ ୨୨ ମିଟର, ତାହା ସମନ ଓ୍ବତ୍ତନରାମ ମନ୍ଦିରରେ ଅଛି। ଏହାବାଦ୍‌ ଗଣେଶଙ୍କର ଆହୁରି ଅନେକ ଗଣେଶ ପ୍ରତିମୂର୍ତ୍ତି ଥାଇଲାଣ୍ଡସାରା ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା ସମୟରେ ଏହି ଗଛ ତଳେ ଠିଆ ହେଲେ ହୋଇପାରେ ମୃତ୍ୟୁ, ଜାଣନ୍ତୁ ଏହାର ପ୍ରକୃତ ରହସ୍ୟ…

ବିଶ୍ୱରେ ଅନେକ ପ୍ରକାରର ଗଛ ଏବଂ ଉଦ୍ଭିଦ ରହିଛି। ଯାହା ମଧ୍ୟରୁ ଅନେକ ଅଦ୍ଭୁତ ଏବଂ କିଛି ଅତ୍ୟନ୍ତ ବିପଦପୂର୍ଣ୍ଣ। ଆଜି ଆମେ ଆପଣଙ୍କୁ ଏପରି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri