ମନସ୍କାମନା ପୂରଣ ହେବାରୁ ମଇଁଷିକୁ ଲଣ୍ଡା କଲେ ମାଲିକ

ଲକ୍ଷ୍ନୌ,୨୭।୯: ଉତ୍ତରପ୍ରଦେଶ ହରଦୋଇ ଜିଲାରେ ଏକ ଅଜବ ଘଟଣା ଘଟିଛି। ମନସ୍କାମନା ପୂରଣ ହେବାରୁ ଜଣେ କୃଷକ ନବରାତ୍ରିର ପ୍ରଥମ ଦିନ ମା’ ଦୁର୍ଗା ମନ୍ଦିରରେ ମଇଁଷି ଛୁଆକୁ ଲଣ୍ଡା କରିଛନ୍ତି। କେବଳ ଏତିକି ନୁହେଁ, ଲଣ୍ଡା ପରେ ଗ୍ରାମବାସୀଙ୍କୁ ଭୋଜନ ମଧ୍ୟ ଦେଇଥିଲେ। ଅଞ୍ଚଳରେ ଏହି ନିଆରା ଲଣ୍ଡାର ଚର୍ଚ୍ଚା ଜୋର ଧରିଛି।
କୃଷକ ପ୍ରମୋଦ ଶ୍ରୀବାସ୍ତବ କହିଛନ୍ତି, ତାଙ୍କ ମଇଁଷି ଛୁଆ ଜନ୍ମ ଦେବା ପରେ ତାର ମୃତ୍ୟୁ ହୋଇଯାଉଥିଲା। ଏଥିପାଇଁ ସେ ବହୁତ ଚିନ୍ତିତ ଥିଲେ। ସେ ମା’ ଦୁର୍ଗାଙ୍କ ମନ୍ଦିରରେ ପ୍ରାର୍ଥନା କରିଥିଲେ ଯେ, ଯଦି ଏଥର ତାଙ୍କ ମଇଁଷି ଛୁଆ ଜୀବିତ ରହିବ ତେବେ ମା’ଙ୍କ ପାଖରେ ତାର ଲଣ୍ଡା କରିବି। ପ୍ରମୋଦଙ୍କ ମନସ୍କାମନା ପୂରଣ ହେବା ପରେ ନବରାତ୍ରର ପ୍ରଥମ ଦିନରେ ମଇଁଷି ଛୁଆକୁ ଲଣ୍ଡା କରିଛନ୍ତି। ଏହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା। ଏହାପରେ ପ୍ରମୋଦ ଲୋକଙ୍କୁ ଖୁସିରେ ଖାଇବାକୁ ଦେଇଥିଲେ। ଏଥିରେ ୧ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫ ଦିନରେ ରାଜଧାନୀ ସ୍ପେଶାଲ ଟ୍ରେନ୍‌ରେ ୩ ଲକ୍ଷରୁ ଅଧିକ ଯାତ୍ରୀ କଲେ ଯାତ୍ରା: ୬୯ କୋଟି ରାଜସ୍ବ ସଂଗ୍ରହ

ନୂଆଦିଲ୍ଲୀ,୧୭।୫: କରୋନା ସଂକ୍ରମଣ ଯୋଗୁ ଭାରତରେ ଲକ୍‌ଡାଉନ୍‌ ଜାରି ହୋଇଛି। ଫଳରେ ପରିବହନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି। ବହୁଲୋକ ଘରଠାରୁ ଦୂରରେ ଅଟକି ରହିଛନ୍ତି। ସେମାନଙ୍କ...

ରୋଜା ଭାଙ୍ଗି କରୋନା ରୋଗୀଙ୍କ ଜୀବନ ବଞ୍ଚାଇଲେ ଏହି ଯୁବକ

ଉଦୟପୁର,୧୮।୪: କୁହାଯାଏ, ମାନବିକତାଠାରୁ ବଡ଼ ଧର୍ମ ନାହିଁ। ଉଦୟପୁରର ଜଣେ ଯୁବକ ଏହା ପ୍ରମାଣ କରିଛନ୍ତି। ସହରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଦୁଇ...

ଜମ୍ମୁ କଶ୍ମୀରରେ ରକ୍ତପାତ ବନ୍ଦ ହେଉ: ମେହବୁବା

ଶ୍ରୀନଗର,୨୦।୨: ଜମ୍ମୁ-କଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ତିନି ଜଣ ପୋଲିସ ଶହୀଦ ହେବାର ଗୋଟିଏ ଦିନ ପରେ ପିଡିଏଫ ମୁଖ୍ୟ ମେହବୁବା ମୁଫତି ପାକିସ୍ତାନ ସହ...

ଚାଇନା ସବୁଠୁ ବଡ଼ ବିପଦ: ସିଡିଏସ୍‌

ନୂଆଦିଲ୍ଲୀ, ୧୩।୧୧: ଭାରତର ସୁରକ୍ଷା ପ୍ରତି ଚାଇନା ସବୁଠୁ ବଡ଼ ବିପଦ ଭାବେ ଉଭା ହୋଇଛି। ସେଥିପାଇଁ ଗତବର୍ଷ ଚାଇନା ସୀମାକୁ ଭାରତ ହଜାର ହଜାର...

ଅଧିକ ଉଚ୍ଚତା ବିଶିଷ୍ଟ ମହିଳା: ଯେଉଁ ଗୋଡ଼କୁ ଦିନେ ଲୁଚାଉ ଥିଲେ, ଏବେ ତାହାକୁ ନେଇ ଚର୍ଚ୍ଚାରେ

ବିଶ୍ୱ ଅନେକ ଆଶ୍ଚର୍ଯ୍ୟଜନକ ଏବଂ ରୋମାଞ୍ଚକର ଜିନିଷରେ ପରିପୂର୍ଣ୍ଣ । ପୃଥିବୀରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନେ ସେମାନଙ୍କର ଅଦ୍ଭୁତ କାର୍ଯ୍ୟ ପାଇଁ ଜଣାଶୁଣା।...

ମହିଳା କନଷ୍ଟେବଳଙ୍କୁ ଭାଜପା ମନ୍ତ୍ରୀଙ୍କ ପୁଅ ଦେଲେ ଧମକ: ‘ଏକ ବର୍ଷ ପର୍ଯ୍ୟନ୍ତ ତୁମକୁ ଏଭଳି ଛିଡ଼ା କରି ରଖିପାରିବି’

ନୂଆଦିଲ୍ଲୀ,୧୨।୭: ଗୋଟିଏ ବର୍ଷ ପର୍ଯ୍ୟନ୍ତ ତୁମକୁ ଏଭଳି ଛିଡ଼ା କରି ରଖିପାରିବି। ଜଣେ ମହିଳା କନଷ୍ଟେବଳଙ୍କୁ ଏଭଳି କିଛି ଧମକ ଦେଇ ଚର୍ଚ୍ଚାକୁ ଆସିଛନ୍ତି ଭାଜପାର...

ଏନ୍‌ସିବି ଅଧିକାରୀଙ୍କ କାର୍ଯ୍ୟ ସନ୍ଦେହଜନକ ଥିଲା

ମୁମ୍ବାଇ,୧୯ା୧୦: ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ୍‌ଙ୍କ ପୁଅ ଆର୍ୟନ ଖାନ୍‌ ସମ୍ପୃକ୍ତ ଥିବା କ୍ରୁଜ୍‌ ଜାହାଜ ଡ୍ରାଗ୍ସ ଜବତ ମାମଲାର ତଦନ୍ତରେ ଅନେକ ଅନିୟମିତତା ହୋଇଥବା...

କଂଗ୍ରେସର ବୁଡି ଯାଉଥିବା ଜାହାଜକୁ ଛାଡି ଦେଉଥିବା ପ୍ରଥମ ବ୍ୟକ୍ତି ହେଉଛନ୍ତି ରାହୁଲ: ଶିବରାଜ

ମୁମ୍ବାଇ,୨୮।୬: ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ଶିବରାଜ ସିଂ ଚୌହାନ ପୁଣି ଥରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ...

Advertisement
Archives

Model This Week