Posted inଫୁରସତ

ବିଚିତ୍ର ଦେଶ: ଏଠାରେ ରହିଛି ‘ରେଡ୍‌ ବିଚ୍‌’

ବର୍ତ୍ତମାନ ଚାଇନା କରୋନା ସହ ଲଢ଼େଇ କରୁଛି। ଏଠାରୁ ପ୍ରତିଦିନ ଲକ୍ଷ ଲକ୍ଷ ପଜିଟିଭ୍‌ ଚିହ୍ନଟ ହେଉଛନ୍ତି। ଏହି ଦେଶ କରୋନା ପାଇଁ ଏବେ ଚର୍ଚ୍ଚାରେ ରହିଛି। ଏହା ମଧ୍ୟରେ ବି ଏହି ଦେଶରେ ଏମିତି କିଛି ସ୍ଥାନ ଅଛି, ଯାହା ବିଷୟରେ ବହୁତ କମ୍‌ ଲୋକ ଜାଣିଥିବେ। ତେବେ ଜାଣନ୍ତୁ ଏ ସମ୍ପର୍କରେ…

ଚାଇନାର ‘ରେଡ୍‌ ବିଚ୍‌’ ଏତେ ପ୍ରସିଦ୍ଧ ଯେ, ଲୋକମାନେ ବହୁ ସଂଖ୍ୟାରେ ଏଠାକୁ ଆସନ୍ତି। ଏହି ବିଚ୍‌ ସମ୍ପୂର୍ଣ୍ଣ ଲାଲ୍‌। ଲୋକଙ୍କ ଧାରଣା ଏହା ବାଲି ଯୋଗୁ ହୋଇଥାଏ। ମାତ୍ର ନା ଏହା ଏକ ଉଦ୍ଭିଦ ଯୋଗୁ ସମୁଦ୍ର କୂଳର ରଙ୍ଗ ଲାଲ୍‌ ହୋଇଯାଏ। ଏହି ଉଦ୍ଭିଦକୁ ‘ସୁଏଡା’ କୁହାଯାଏ। ଏହି ଉଦ୍ଭିଦଗୁଡ଼ିକ ଏପ୍ରିଲରୁ ମେ’ ମଧ୍ୟରେ ବଢ଼ିଥାନ୍ତି ଏବଂ ଗ୍ରୀଷ୍ମ ଋତୁରେ ସବୁଜ ରହିଥାଏ। ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ଏହା ସମ୍ପୂର୍ଣ୍ଣ ଲାଲ୍‌ ହୋଇଯାଏ। ଯେଉଁଥିପାଇଁ ଏହାକୁ ‘ରେଡ୍‌ ବିଚ୍‌’ କୁହାଯାଏ। ଏଠାକୁ ବହୁ ପର୍ଯ୍ୟଟକ ଆସିଥାନ୍ତି। ଏହି ଅଞ୍ଚଳରେ ୨୬୦ ପ୍ରଜାତିର ପକ୍ଷୀ ଏବଂ ପ୍ରାୟ ୪୦୦ ପ୍ରଜାତିର ପ୍ରାଣୀ ଦେଖିବାକୁ ମିଳିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାରକୁ ପଛରେ ପକାଇଲେ ସାଇକେଲ ଚାଳକ, ହ୍ୟାଣ୍ଡେଲରୁ ହାତଛାଡି…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ପ୍ରଥମ ରୋଜଗାର ଟଙ୍କାରେ ଠାକୁରଙ୍କ ପାଖେ ଭୋଗ ହୋଇଥିଲା: ଦଶପଲ୍ଲା କୃଷି ଜିଲା ଅଧିକାରୀ ଲକ୍ଷ୍ମୀନାରାୟଣ ଦାଶ

ନୟାଗଡ଼ ଜିଲା ଓଡଗାଁ ବ୍ଲକ ଅନ୍ତର୍ଗତ ପନ୍ତିଖାରୀ ଶାସନରେ ମୋ ଜନ୍ମ। ରଘୁନାଥ ଉଚ୍ଚ ବିଦ୍ୟାପୀଠରୁ ୧୯୭୭ରେ ମାଟ୍ରିକ୍‌ ପାସ୍‌ କରି ପୁରୀ ଏସ୍‌.ସି.ଏସ୍‌. କଲେଜରେ...

ଭଗବାନ ତୁସି ଗ୍ରେଟ୍‌ ହୋ

ଏଇ କିଛିଦିନ ତଳର କଥା। ସାରେ ଧର୍ମପତ୍ନୀଙ୍କ ସାଙ୍ଗରେ ଝଗଡ଼ା। ଝଗଡ଼ାଟା ମୋର ଦେହସୁହା କଥା। କାରଣ ତାଙ୍କ ଅଭିଯୋଗର ତାଲିକା ଏତେ ଲମ୍ବା ଯେ...

ମଡେଲ୍‌ଙ୍କ ସହ ଫ୍ଲଟିଂ କରିବା ଯୁବକଙ୍କୁ ପଡ଼ୁଛି ମହଙ୍ଗା: ଏପରି ଫସୁଛନ୍ତି ଜାଲରେ

କାଲିଫର୍ନିଆର ଜଣେ ଇନଷ୍ଟାଗ୍ରାମ ମଡେଲ ପେଜ୍‌ ୱୁଲେନ ସୋସିଆଲ ମିଡିଆରେ ମହିଳାମାନଙ୍କ ଠକ ପାର୍ଟନରଙ୍କୁ ଧରିବାରେ ସାହାଯ୍ୟ କରୁଛନ୍ତି। ୨୮ ବର୍ଷିୟା ପେଜ୍‌ଙ୍କ ସୋସିଆଲ ପୃଷ୍ଠାରେ...

ସୂର୍ଯ୍ୟପରାଗରେ ଏସବୁ ରାଶିଙ୍କ ଭାଗ୍ୟ ଚମକିବ !

ନୂଆଦିଲ୍ଲୀ, ୨୦।୬: ରବିବାର ରାହୁଗ୍ରସ୍ତ ସୂର୍ଯ୍ୟପରାଗ ହେବାକୁ ଯାଉଛି। ଜୁନ୍‌ ୨୧ ପୂର୍ବାହ୍ନ ୧୦ଟା ୩୮ ମିନିଟ୍‌ ୧୭ ସେକେଣ୍ଡରେ ପରାଗ ଆରମ୍ଭ ହେବ। ମଧ୍ୟାହ୍ନ...

ଆଉ ୨୪ ଗ୍ରହରେ ପୃଥିବୀ ଭଳି ଜୀବନ ଥିବା ନେଇ ସନ୍ଧାନ ହେବ ଆରମ୍ଭ…

ଓ୍ବାଶିଂଟନ,୨୮।୧୧ : ପୃଥିବୀ ବ୍ୟତୀତ, ଆମ ବ୍ରହ୍ମାଣ୍ଡରେ ଅନ୍ୟ ୨୪ ଟି ଗ୍ରହ ଅଛି ଯେଉଁଠାରେ ଜୀବନ ବିଦ୍ୟମାନ ହୋଇପାରେ ବୋଲି ଆଶା କରାଯାଉଛି। ବୈଜ୍ଞାନିକମାନେ...

୭ ଟଙ୍କାରେ ୩୫ କିଲୋମିଟର ଗଡୁଛି ଏହି ବାଇକ୍‌, ବୁଦ୍ଧିକୁ ଲୋକେ କରୁଛନ୍ତି ପ୍ରଶଂସା

ପ୍ରତିଦିନ ପେଟ୍ରୋଲ ଦର ହୁ ହୁ ହୋଇ ବଢ଼ିଚାଲିଛି। ଏଥିରୁ ରକ୍ଷା ପାଇବା ପାଇଁ ମଧ୍ୟପ୍ରଦେଶ ବୈତୁଲର ଜଣେ ବ୍ୟକ୍ତି ଏହାର ଏକ ବିକଳ୍ପ ବାହାର...

ପ୍ରଥମ ସ୍ତ୍ରୀ ଗର୍ଭବତୀ ହେଲେ ସ୍ବାମୀ କରନ୍ତି ଦ୍ୱିତୀୟ ବିବାହ

ଆମ ଭାରତ ସାଂସ୍କୃତିକ, ଧାର୍ମିକ ଏବଂ ସାମାଜିକ ବିବିଧତାର ଦେଶ। ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ମାତ୍ରେ ରୀତିନୀତି ଏବଂ ଜୀବନଶୈଳୀ ବି ବଦଳିଯାଏ।...

Advertisement
Archives

Model This Week