ଫୁରସତ

ଖପୁରିଠୁ ବଡ଼ ମସ୍ତିଷ୍କ

ଓ୍ବାଶିଂଟନ୍‌: ଇଂଲଣ୍ଡର ମର୍ସିସାଇଡ୍‌ରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ନୋସ୍‌ଲି ଗ୍ରାମରେ ସାମନ୍ଥା ଏମ୍‌ସିଗିଙ୍କ ପୁଅ ଲେନୀଙ୍କ ମସ୍ତିଷ୍କ ଖପୁରିଠାରୁ ବଡ଼। ସ୍କୁଲରୁ ଫେରିବା ପରେ ୨ ବର୍ଷୀୟ ପୁଅ ଲେନୀ ଅଣ୍ଟା କାଟୁଥିବା କଥା କହିଥିଲେ। ଡାକ୍ତରଖାନାରେ...

ହାଇଡ୍ରୋଜେନ୍‌ରେ ଚାଲିବ ବିମାନ

ଲଣ୍ଡନ: ଗାଡି, ମୋଟରରେ ବ୍ୟବହୃତ ଇନ୍ଧନ ବାୟୁପ୍ରଦୂଷଣ ପାଇଁ ଦାୟୀ। ଇନ୍ଧନରୁ ବାହାରୁ ଥିବା ବିଷାକ୍ତ ଗ୍ୟାସ୍‌ କାରଣରୁ ଏୟାର ପଲ୍ୟୁଶନ୍‌ର ମାତ୍ରା କ୍ରମାଗତ ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ପ୍ରଦୂଷଣ ପାଇଁ ଏୟାରକ୍ରାଫ୍ଟ ବା ବିମାନରେ ବ୍ୟବହାର ହେଉଥିବା ଇନ୍ଧନର...

ବିବାହ ସମୟରେ ଲାପଟପ୍‌ରେ କାମ କଲେ ବର: ଲୋକେ କହିଲେ, ‘ଡବ୍ଲ୍ୟୁଏଫ୍‌ଏଚ୍‌’ ପ୍ରଭାବ

କୋଲକାତା,୨୯।୧୧: ଦେଶରେ କରୋନା ମହାମାରୀ ଯେବେଠାରୁ ଆସିଛି, ସେବେଠାରୁ ଓ୍ବାର୍କ ଫ୍ରମ୍‌ ହୋମ(ଡବ୍ଲ୍ୟୁଏଫ୍‌ଏଚ୍‌) ଲୋକଙ୍କର ନୀତି ଜୀବନର ଏକ ଅଂଶ ପାଲଟିଗଲାଣି। ହେଲେ କେବେ ଭାବିଛନ୍ତି କି ବିବାହ ଦିନ ବି ବର ଓ୍ବାର୍କ ଫ୍ରମ୍‌ ହୋମ କାମ କରୁଥିବା...

ସାଢେ ୩ ମିନିଟ୍‌ରେ ପାସ୍ତା ପ୍ରସ୍ତୁତ ନ ହେବାରୁ କମ୍ପାନୀକୁ କୋର୍ଟକୁ ଟାଣିନେଲେ ମହିଳା

ଫାଷ୍ଟଫୁଡ କମ୍ପାନୀଗୁଡିକ ପ୍ରାୟତଃ ଦାବି କରନ୍ତି ଯେ ସେମାନଙ୍କର ଖାଦ୍ୟ ସୀମିତ ସମୟ ମଧ୍ୟରେ ପ୍ରସ୍ତୁତ ହୋଇପାରିବ, କିନ୍ତୁ ସଠିକ୍‌ ସମୟରେ ଏହା ନ ହେଲେ, ଗ୍ରାହକମାନେ ବହୁତ ଅସନ୍ତୁଷ୍ଟ ହୁଅନ୍ତି। ମାର୍କେଟିଂର ଏହି କୌଶଳ ବୋଧହୁଏ ଗ୍ରାହକଙ୍କୁ ପ୍ରଲୋଭିତ...

ଆଖିରେ କଳା ଚଷମା, ମୁହଁରେ ମାସ୍କ ପିନ୍ଧି ୧୦ ଲକ୍ଷର ସୁନା ହାର ଲୁଟିନେଲେ ମହିଳା; ଭିଡିଓ ଦେଖିଲେ…

ଆଖିରେ କଳା ଚଷମା। ମୁହଁରେ ମାସ୍କ ପିନ୍ଧି ଅଭିନବ ଢ଼ଙ୍ଗରେ ମହିଳା ଚୋରି କରିନେଲେ ୧୦ ଲକ୍ଷ ମୂଲ୍ୟର ସୁନା ହାର। ଗୋରଖପୁରର ଗୋଲଘରରେ ଥିବା ଏକ ସୁନା ଦୋକାନରେ ଏଭଳି ଘଟଣା ଘଟିଛି। ମହିଳାଜଣଙ୍କ ଗ୍ରାହକ ସାଜି ଆସି...

ପେଟରୁ ବାହାରିଲା ୧.୨ କିଲୋଗ୍ରାମର ୧୮୭ କଏନ୍‌…

ବେଙ୍ଗାଲୁରୁ,୨୯।୧୧ : କର୍ନାଟକରେ ଜଣେ ୫୮ ବର୍ଷ ବୟସ୍କ ବ୍ୟକ୍ତିଙ୍କ ପେଟରୁ ୧.୨ କିଲୋଗ୍ରାମର ୧୮୭ କଏନ ବାହାରିଛି। ତାଙ୍କର ପେଟରେ ଯନ୍ତ୍ରଣା ହେଉଥିବାରୁ ସେ ଡାକ୍ତରଖାନାରେ ଚିକିତ୍ସା ଲାଗି ଭର୍ତ୍ତି ହୋଇଥିଲେ। ଅଲ୍ଟାସାଉଣ୍ଡ ପରେ ତାଙ୍କ ପେଟରେ ବହୁଗୁଡ଼ିଏ...

ସାହସୀ ଶ୍ରଦ୍ଧା

ମୁମ୍ବାଇ: ଶ୍ରଦ୍ଧା କପୁର ଖୁବ୍‌ଶିଘ୍ର ନିଜ ଆଗାମୀ ପ୍ରୋଜେକ୍ଟ୍‌ କାମ ଆରମ୍ଭ କରିବାକୁ ଯାଉଛନ୍ତି। ସେ କରିଥିବା ସବୁ ଫିଲ୍ମ ଆପେକ୍ଷା ଏହି ଫିଲ୍ମର କାହାଣୀ ସାଙ୍ଗକୁ ଶ୍ରଦ୍ଧା ଏକ ଭିନ୍ନ ଚରିତ୍ରରେ ନଜରକୁ ଆସିବେ। ଜମ୍ମୁ କଶ୍ମୀରର ସାହସୀ...

ଚର୍ଚ୍ଚାରେ ସମଲିଙ୍ଗୀଙ୍କ ଫଟୋଶୁଟ୍‌ 

ନୂଆଦିଲ୍ଲୀ: ନିକଟରେ ସୋସିଆଲ ମିଡିଆରେ ଏକ ସମଲିଙ୍ଗୀ କପୁଲଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି। ଫଟୋରେ ଦୁହେଁ ବିବାହ ଫଟୋଶୁଟ୍‌ କରୁଥିବା ନଜରକୁ ଆସିଛନ୍ତି। ରିପୋର୍ଟ ମୁତାବକ, ଉଭୟ ଫାତିମା ନୁରା ଏବଂ ଅଦିଲା ନସ୍‌ରିନ୍‌ କେରଳର ବାସିନ୍ଦା। ଅଦିଲା...

ଗାଇଡ୍‌ଙ୍କ ପ୍ରେମରେ ବିଦେଶିନୀ

ବେଙ୍ଗାଲୁରୁ: କର୍ନାକଟର ବାସିନ୍ଦା ଅନନ୍ତରାଜୁ ନିକଟରେ (ନଭେମ୍ବର ୨୫) ହମ୍ପିର ବିରୁପାକ୍ଷ ମନ୍ଦିରରେ ବେଲ୍‌ଜିୟମ୍‌ର ଝିଅଙ୍କୁ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିଛନ୍ତି। ରିପୋର୍ଟ ଅନୁସାରେ, ଅନନ୍ତରାଜୁ ଅଟୋ ଚଲାଇବା ସହ ଟୁରିଷ୍ଟ ଗାଇଡ କାର୍ଯ୍ୟ କରନ୍ତି। ତେବେ ବେଲ୍‌ଜିୟମ୍‌ର...

ମଶା କାମୁଡ଼ିବାରୁ ୩୦ ସର୍ଜରି

ବର୍ଲିନ: ମଶା କାମୁଡ଼ିଲେ ଡେଙ୍ଗୁ, ମ୍ୟାଲେରିଆ କିମ୍ବା ଜ୍ୱର ହେବାର ଆଶଙ୍କା ରହିଛି, ଯାହାର କାରଣ ମଶାଙ୍କଠାରେ ଥିବା ସ୍ବତନ୍ତ୍ର ପ୍ରକାର ପାରାସାଇଟ୍‌। କିନ୍ତୁ ମଶା କାମୁଡ଼ିବାରୁ ଅସ୍ତ୍ରୋପଚାର କରାଯିବା କିମ୍ବା ବ୍ୟକ୍ତି କୋମାକୁ ଚାଲିଯିବା କଥା ପଢ଼ିଲାବେଳକୁ ଯେତିକି...

ଇନ୍‌ଷ୍ଟାଗ୍ରାମ କଲ୍‌ ଖୋଲିଦେଲା ପୂରା ହତ୍ୟା ଘଟଣାର ରାଜ୍‌, ଜାଣିଲେ…

ଆମେରିକାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ୧୬ ବର୍ଷର ନାବାଳକ ୧୩ ବର୍ଷର ନାବାଳିକାଙ୍କୁ ହତ୍ୟା କରିଛନ୍ତି। ଏହି ହତ୍ୟା ବିଷୟରେ କେହି ଜାଣି ନ ଥିଲେ, କିନ୍ତୁ ଏକ ଇନ୍‌ଷ୍ଟାଗ୍ରାମ ଭିଡିଓ କଲ୍‌ ପୂରା ରହସ୍ୟକୁ...

ଆଉ ୨୪ ଗ୍ରହରେ ପୃଥିବୀ ଭଳି ଜୀବନ ଥିବା ନେଇ ସନ୍ଧାନ ହେବ ଆରମ୍ଭ…

ଓ୍ବାଶିଂଟନ,୨୮।୧୧ : ପୃଥିବୀ ବ୍ୟତୀତ, ଆମ ବ୍ରହ୍ମାଣ୍ଡରେ ଅନ୍ୟ ୨୪ ଟି ଗ୍ରହ ଅଛି ଯେଉଁଠାରେ ଜୀବନ ବିଦ୍ୟମାନ ହୋଇପାରେ ବୋଲି ଆଶା କରାଯାଉଛି। ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି ଯେ ଏହି ଗ୍ରହମାନଙ୍କ ମଧ୍ୟରୁ ଗୋଟିଏ ଏପରି ଗ୍ରହ ରହିଛି,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri