Posted inଫୁରସତ

ଦାଢ଼ି ରଖିପାରିବେ ଆମେରିକା ନୌସେନାର ଶିଖ୍‌ କର୍ମଚାରୀ

ନ୍ୟୁୟର୍କ: ଆମେରିକା ନୌସେନାରେ ନିଯୁକ୍ତି ପାଇଥିବା ଶିଖ୍‌ମାନେ ଏଣିକି ଦାଢ଼ି ରଖିପାରିବେ ଓ ପଗଡ଼ି ବାନ୍ଧିପାରିବେ। କଲମ୍ବିଆର ଫେଡେରାଲ ଅପିଲ୍ସ କୋର୍ଟ ଶୁକ୍ରବାର ଏହି ଐତିହାସିକ ରାୟ ଶୁଣାଇଛନ୍ତି। ନୌସେନା କର୍ମଚାରୀ ଦାଢ଼ି କାଟିବା ପାଇଁ ରହିଥିବା ନିୟମ ଧର୍ମୀୟ ସ୍ବାଧୀନତା ସୁରକ୍ଷା ଆଇନ (ଆର୍‌ଏଫ୍‌ଆର୍‌ଏ)କୁ ଏହା ଉଲ୍ଲଂଘନ କରୁଥିବା ବିଚାରପତିମାନେ କହିଥିଲେ। କର୍ପସ୍‌ ବୁଟ୍‌ କ୍ୟାମ୍ପ ନିୟମକୁ ବାଦ୍‌ ଦେବା ଲାଗି ୩ ଶିଖ୍‌ ନୌସେନା କର୍ମଚାରୀ ଐକାଶ ସିଂ, ଯଶକୀରଟ ସିଂ ଏବଂ ମିଲାପ ସିଂ ଚହଲ କଲମ୍ବିଆ ଡିଷ୍ଟ୍ରିକ୍ଟ ଫେଡେରାଲ କୋର୍ଟରେ ଆବେଦନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରୋଜଗାର ଟଙ୍କାରେ ବଳଦ କିଣା ହୋଇଥିଲା: ବିଷ୍ଣୁ ଚରଣ ସାହୁ

ଯାଜପୁର ଜିଲା ଭୂଇଁପୁର ପୋଷ୍ଟ ଅନ୍ତର୍ଗତ କଲ୍ୟାଣପୁର ଗାଁରେ ମୋ ଜନ୍ମ। ସ୍ଥାନୀୟ ବରଦାୟୀ ହାଇସ୍କୁଲରେ ପଢ଼ୁଥିବାବେଳେ ସପ୍ତମ ଶ୍ରେଣୀରେ ନ୍ୟାଶନାଲ୍‌ ସ୍କଲାରଶିପ୍‌ ବାବଦେ ୪୮୦...

ସତ ହେଲା ବାଇବେଲର କାହାଣୀ

ତେଲଆଭିଭ୍‌: ବାଇବେଲରେ ଥିବା ଏକ କାହାଣୀ ଅନୁସାରେ ଏବେ ପ୍ରତ୍ନତତ୍ତ୍ୱବିଦମାନେ ଏଭଳି ଏକ ସ୍ଥାନ ସମ୍ପର୍କରେ ସୂଚନା ପାଇଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।...

ଦେଖନ୍ତୁ ବୁଲେଟ୍‌ ଟ୍ରେନ୍‌ରେ କିପରି ବସିଲା ମାଙ୍କଡ଼

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଦେଖି ହସର ଖୋରାକ ଯୋଗାଉଥିବା ବେଳେ...

ଏପରି ବୁଦ୍ଧି ଖଟାଇ ଓଟ ଉପରେ ପାଣି ଛିଞ୍ଚୁଛି ହାତୀ: ଭିଡିଓ ଭାଇରାଲ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଗୋଟିଏ ହାତୀ ଓଟ ଉପରେ ପାଣି ଛିଞ୍ଚୁଥିବା ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଦେଖାଯାଇଛି,...

ସଚେତନତାର ନିଆରା ଷ୍ଟାଇଲ୍‌

ନୂଆଦିଲ୍ଲୀ: କଥାରେ ଅଛି କଠିନ ପରିଶ୍ରମ ବଳରେ ସବୁ କ୍ଷେତ୍ରରେ ସଫଳତା ମିଳିଥାଏ। ଏମିତିକି ଛୋଟ ଏବଂ ଦୁର୍ବଳ ବି ଅନେକ ସମୟରେ ସବଳ ଉପରେ...

ପ୍ଲାଷ୍ଟିକ୍‌ ବୋତଲରୁ ତିଆରି ୨୮.୫ ମିଟର ଉଚ୍ଚର କ୍ରିସ୍‌ମାସ ଟ୍ରି’

ଲେବାନନ୍‌: ପ୍ଲାଷ୍ଟିକ୍‌ ବ୍ୟବହାର ଯୋଗୁ କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱ ପ୍ରତି ଏହା ବିପଦ ସୃଷ୍ଟି କରିଚାଲିଛି। ପ୍ରତ୍ୟେକ ଦେଶର ସରକାର ଏହାକୁ ସମ୍ପୂର୍ଣ୍ଣ...

କରୋନା ସମୟରେ ଚାଲିଗଲା ମହିଳାଙ୍କ ଚାକିରି, ଖୋଲିଲେ ଢାବା; ଏଠାରେ ୩୦ ଟଙ୍କାରେ ମିଳୁଛି ନାନା ବ୍ୟଞ୍ଜନ

ଲକ୍ଷ୍ନୌ,୧୭।୪: କରୋନା ମହାମାରୀ ଯୋଗୁ ଦେଶରେ ବହୁ ଲୋକ ବେରୋଜଗାର ହୋଇଛନ୍ତି। ପରିବାର ପ୍ରତିପୋଷଣ କରିବା ଅନେକଙ୍କ କ୍ଷେତ୍ରରେ କଷ୍ଟକର ହୋଇପଡୁଛି। ଯେଉଁ ଲୋକମାନଙ୍କର ଚାକିରି...

ଅନ୍ତର୍ଜାତୀୟ ପରିବାର ଦିବସ: ବିଶ୍ୱକୁ ନିଜ ପରିବାର ଭାବିବା ଜରୁରୀ

ଜାତିସଂଘ: ପ୍ରତିବର୍ଷ ମେ ମାସ ୧୫ ତାରିଖରେ ଅନ୍ତର୍ଜାତୀୟ ପରିବାର ଦିବସ ପାଳନ କରାଯାଇଥାଏ। ୧୯୯୩ ମସିହାରେ ଜାତିସଂଘ ସାଧାରଣ ପରିଷଦ ଦ୍ୱାରା ଏହି ଦିବସ...

Advertisement
Archives

Model This Week