Posted inଫୁରସତ

ଭାବି ଦିଅରଙ୍କ ସହ ଡିଜେର ତାଳେ ତାଳେ ନାଚିଲେ କନ୍ୟା, ଭିଡିଓ ଦେଖିଲେ…

ବିବାହ ସମୟରେ ଯଦି ଡିଜେ ତାଳେ ତାଳେ ବରଯାତ୍ରୀ ଡ୍ୟାନ୍ସ ନ କରିଲେ ତେବେ ବାହାଘରର ମଜା ଆସି ନ ଥାଏ। ଏହି ମଜା ଅଧିକ ଆସିଥାଏ ଯେତେବେଳେ ଜଣେ କନ୍ୟା ନିଜ ବାହାଘରରେ ଭାବି ଦିଅରଙ୍କ ସହ ଡିଜେର ତାଳେ ତାଳେ ଡ୍ୟାନ୍ସ କରିଥାନ୍ତି। ଏହାର ମଜା ନେଇଥାନ୍ତି ବରଯାତ୍ରୀ ଏବଂ ଖୋଦ୍‌ ବର ବି। ଏବେ ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।

ଭିଡିଓଟି କପଲ ଅଫିସିଆଲ ପେଜ୍‌ ନାମକ ଇନ୍‌ଷ୍ଟାଗ୍ରାମରେ ଶେୟାର ହୋଇଛି। ଏହି ଭିଡିଓରେ ଜଣେ କନ୍ୟା ତାଙ୍କ ଭାବି ଦିଅରଙ୍କ ସହ ଡିଜେର ତାଳେ ତାଳେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ଆଉ ବର ଜଣଙ୍କ ପାଖରେ ଠିଆ ହୋଇ ମଜା ନେଉଥିଲେ।

ଉଭୟେ ଖୁବ୍‌ ଜୋସ୍‌ରେ ଡ୍ୟାନ୍ସ କରିଥିଲେ। କେହି କାହାଠୁ କମ୍‌ରେ ଡ୍ୟାନ୍ସ କରୁ ନ ଥିଲେ। ଦିଅର-ଭାଉଜଙ୍କ ଏହି ଡ୍ୟାନ୍ସ ଷ୍ଟେପ୍‌ ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥିଲା।
ଡ୍ୟାନ୍ସ ସମୟରେ ଦୁହେଁ ଆଦୌ ଥକ୍କି ଯାଇ ନ ଥିଲେ। ମନଖୋଲି ଡ୍ୟାନ୍ସ କରୁଥିଲେ। ୟୁଜରମାନେ ମଧ୍ୟ ଏହି ଦିଅର-ଭାଉଜଙ୍କ ଡ୍ୟାନ୍ସକୁ ଖୁବ୍‌ ପସନ୍ଦ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରକ୍ତଚାପକୁ ନିୟନ୍ତ୍ରିତ କରେ ଏହି ରଙ୍ଗର ବେଡ୍‌ ଲାଇଟ୍‌…

ରାତିରେ ଘରେ ନୀଳ ରଙ୍ଗର ବେଡ୍‌ ଲାଇଟ୍‌ ଲଗାଇ ଶୋଇଲେ ବହୁ ଉପକାର ମିଳିଥାଏ। ଏହାଦ୍ୱାରା ମନ ଓ ଶରୀର ଉପରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ...

ଏଭଳି ବୁଦ୍ଧି ପ୍ରୟୋଗ କରି ମେଣ୍ଢାଙ୍କ ଝଗଡ଼ା ଭାଙ୍ଗିଲା କୁକୁର, ଦେଖିଲେ ହେବେ ଆଶ୍ଚର୍ଯ୍ୟ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା...

୬୧ଥର ନିର୍ବାଚନ ଜିତି ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ

ଲକ୍ଷ୍ନୌ:ଉତ୍ତର ପ୍ରଦେଶର ୧୦୬ ବର୍ଷୀୟ କହ୍ନେୟା ଲାଲ୍‌ ଗୁପ୍ତା ୬୧ ଥର ଉତ୍ତର-ପୂର୍ବ ରେଲଓ୍ବେ ମଜ୍‌ଦୁର ୟୁନିୟନ୍‌ (ନେର୍‌ମୁ) ନିର୍ବାଚନ ଜିତି ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡରେ...

ଯୁବତୀ ପଚାରୁଥିଲେ ବିବାହ କେବେ ହେବ? ଜୋରଦାର ଚାପୁଡ଼ା ମାରି ମା’ କହିଲେ…

ସୋସିଆଲ ମିଡିଆରେ ଅନେକ ମଜାଦାର ଭିଡିଓ ଭାଇରାଲ ହୋଇଥାଏ। ସେଥିରୁ କିଛି ହସର ଖୋରାକ ଯୋଗାଉଥିବା ବେଳେ କିଛି ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ସେଭଳି ଏକ...

କଏଦୀଙ୍କ ପ୍ରେମରେ ପଡ଼ିଲେ ମହିଳା ଜେଲର, ହାତରେ କଲେ ଏମିତି ଟାଟୁ; ଆଉ ତା’ ପରେ…

ପ୍ରେମ କାହା ସହ କେତେବେଳେ କେଉଁ ପରିସ୍ଥିତିରେ ହେବ କହି ହେବ ନାହିଁ। ଠିକ୍‌ ଏମିତି ଘଟିଛି ବ୍ରିଟେନର ଜଣେ ମହିଳା ଜେଲରଙ୍କ କ୍ଷେତ୍ରରେ। ଏହି...

ଅଟୋରିକ୍ସାରେ ଘର: ନାଁହେଉଛି ସୋଲୋ ୦.୧

ଅଟୋରିକ୍ସାରେ ପୁଣି ଭ୍ରାମ୍ୟମାଣଘର! କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ ଏକଥା ସତ । ଏହି ପରି ଆକର୍ଷଣୀୟ ଭ୍ରାମ୍ୟମାଣ ଘରକୁ ଡିଜାଇନ୍‌ କରିଛନ୍ତି ତାମିଲନାଡୁର...

ରହସ୍ୟମୟୀ ଦ୍ୱୀପ : ଏଠାକୁ ଥରେ ଗଲେ ଫେରନ୍ତିନି ଲୋକେ

ଦୁନିଆରେ ଏମିତି କିଛି ସ୍ଥାନ ଅଛି, ଯାହା ଆଜି ବି ରହସ୍ୟମୟ। ନା ସେ ସ୍ଥାନ ସମ୍ପର୍କରେ ପ୍ରକୃତ ତଥ୍ୟ କେହି ଜାଣିପାରନ୍ତି ନା କିଛି...

ଜୟ ଯବାନ, ଜୟ କିଷାନ

ଦେଶରେ ପ୍ରଥମେ ଜୟ ଯବାନ, ଜୟ କିଷାନ ସ୍ଲୋଗାନ୍‌ ଆରମ୍ଭ କରିଥିବା ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ଗୁଜୁରାଟ ଆନନ୍ଦର ଅମୁଲ ଦୁଗ୍ଧ...

Advertisement
Archives

Model This Week