ଫୁରସତ

କେଶ କାଟୁଥିବାବେଳେ କାନ୍ଦିଲେ କ୍ୟାନସର ରୋଗୀ, ହେୟାର ଷ୍ଟାଇଲିଷ୍ଟ ନେଲେ ଏମିତି ପଦକ୍ଷେପ: ଦେଖନ୍ତୁ ଭାବପ୍ରବଣ ଭିଡିଓ

କିଛି ଲୋକଙ୍କ ହୃଦୟ ଅତ୍ୟନ୍ତ ସରଳ। ଏପରି ବ୍ୟକ୍ତି ଛୋଟ ଜିନିଷ ଉପରେ ଭାବପ୍ରବଣ ହୋଇପଡନ୍ତି। ଅନେକ ଅସୁବିଧା ସତ୍ତ୍ୱେ ସେମାନେ ଅନ୍ୟମାନଙ୍କ ମୁହଁରେ ହସ ଫୁଟାଇବାକୁ ଚେଷ୍ଟା କରନ୍ତି। ନିକଟରେ ସୋସିଆଲ ମିଡିଆରେ ଏମିତି ଜଣେ ବ୍ୟକ୍ତିଙ୍କ ଭିଡିଓ ଭାଇରାଲ…

କିଂ କୋବ୍ରା ସହ ଖେଳୁଛନ୍ତି ଯୁବକ, ରାଗିଯାଇ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଯାହା ହସର ଖୋରାକ ଯୋଗାଉ ଥିବା ବେଳେ ଅନେକ ସମୟରେ ଭାବପ୍ରବଣ କରିଥାଏ। ବର୍ତ୍ତମାନ ଟୁଇଟରରେ ଏକ ଭିଡିଓ ଭାଇରାଲ ହେଉଛି। ମଣିଷ ସାପକୁ ଭୟ…

ବିଦେଶ ଚାକିରି ଛାଡ଼ି ଚା’ ବିକୁଛନ୍ତି ଶର୍ମିଷ୍ଠା

ନୂଆଦିଲ୍ଲୀ:ପରିଶ୍ରମ ଅନୁସାରେ ପାରିଶ୍ରମିକ ନ ମିଳିବାରୁ ଯୁବପିଢ଼ି ଅନ୍ୟ ପାଖରେ ଚାକିରି କରିବା ଅପେକ୍ଷା ନିଜର ଏକ ଛୋଟ କାଟିବା ବ୍ୟବସାୟ ଆରମ୍ଭ କରିବା ଉଚିତ୍‌ ବୋଲି ଭାବୁଛନ୍ତି। ସମାନ ଘଟଣା ଦିଲ୍ଲୀ ଝିଅ ଶର୍ମିଷ୍ଠା ଘୋଷଙ୍କ କ୍ଷେତ୍ରରେ ଘଟିଛି। ବ୍ରିଟେନ୍‌…

୪ ବର୍ଷ ପରେ ମିଳିଲା ହଜିଥିବା ଲଗେଜ୍‌

ଓ୍ବାଶିଂଟନ୍‌: ବିମାନ ବନ୍ଦରରେ ଲଗେଜ୍‌ ହଜିବା କୌଣସି ନୂଆ କଥା ନୁହେଁ। ଲଗେଜ୍‌ ହଜିବା ପରେ ଅନେକ ଯାତ୍ରୀ ଏ ନେଇ ଅଭିଯୋଗ କରିବା ପରେ ବିମାନବନ୍ଦର କର୍ତ୍ତୃପକ୍ଷ ଲଗେଜ୍‌ ଖୋଜି ସେମାନଙ୍କୁ ଫେରାଇ ଦେଇଥାନ୍ତି। କିନ୍ତୁ ଏୟାରପୋର୍ଟରେ ହଜିଥିବା ଆମେରିକାର…

ଉପକୂଳବାସୀଙ୍କ ପାଇଁ ସମସ୍ୟା

ଓ୍ବାଶିଂଟନ୍‌: ନାଳ, ନର୍ଦ୍ଦମା ଜରିଆରେ ବହୁ ପ୍ଲାଷ୍ଟିକ୍‌ ପଦାର୍ଥ ଯାଇ ସମୁଦ୍ରରେ ମିଶି ଏହାର ଜଳକୁ ପ୍ରଦୂଷିତ କରୁଛି। ବର୍ଷ ବିତିବା ସହ ସମୁଦ୍ରରେ ପ୍ଲାଷ୍ଟିକର ପରିମାଣ କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି। ଏହାଦ୍ୱାରା କେବଳ ଯେ ସମୁଦ୍ରରେ ବାସ କରୁଥିବା…

ବିଶ୍ୱର ୪ର୍ଥ ଧନୀ ଅଭିନେତା ଶାହରୁଖ

ଓ୍ବାଶିଂଟନ୍‌: ବଲିଉଡ୍‌ର ଲୋକପ୍ରିୟ କଳାକାର ଶାହରୁଖ ଖାନ୍‌ଙ୍କର ୪ବର୍ଷ ହେବ କୌଣସି ଫିଲ୍ମ ରିଲିଜ୍‌ ହୋଇ ନ ଥିବାବେଳେ କିନ୍ତୁ ତାଙ୍କ ଷ୍ଟାର୍‌ଡମ୍‌ ଉପରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ। ହଲିଉଡ୍‌ ଷ୍ଟାର ଟମ୍‌ କ୍ରୁସ୍‌, ଜର୍ଜ କ୍ଲୁନି, ଜ୍ୟାକି ଚାନ…

୨୫ ବର୍ଷ ତଳର ଫଟୋ ଶେୟାର କରି ସ୍ମୃତିକୁ ତାଜା କଲେ ରତନ ଟାଟା

ଅତୀତର ସ୍ମୃତି ସମସ୍ତଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଥାଏ। ପ୍ରସିଦ୍ଧ ଶିଳ୍ପପତି ତଥା ଟାଟା ଗ୍ରୁପ୍‌ର ପୂର୍ବତନ ଚେୟାରମ୍ୟାନ୍‌ ରତନ ଟାଟା ମଧ୍ୟ ଏହିପରି ଏକ ମନୋରମ ସ୍ମୃତି ଲୋକଙ୍କ ସହ ଶେୟାର କରିଛନ୍ତି। ଟାଟା ଇଣ୍ଡିକା ଲଞ୍ଚ ହେବାର ଦିନକୁ…

ମିସ୍‌ ୟୁନିଭର୍ସ ଆର୍‌’ ବୋନି ଗାବ୍ରିଏଲ

ଓ୍ବାଶିଂଟନ୍‌: ୨୦୨୨ ମିସ୍‌ ୟୁନିଭର୍ସ ଟାଇଟଲ ହାତେଇଛନ୍ତି ଆମେରିକାର ଆର୍‌’ ବୋନି ଗାବ୍ରିଏଲ। ୟୁଏସ୍‌ ନ୍ୟୁଓର୍ଲିନ୍ସରେ ଜାନୁୟାରୀ ୧୫ରେ ଆୟୋଜିତ ମିସ୍‌ ୟୁନିଭର୍ସ ଫାଇନାଲ କାର୍ଯ୍ୟକ୍ରମରେ ପୂର୍ବତନ ମିସ୍‌ ୟୁନିଭର୍ସ ହରନାଜ ସନ୍ଧୁ ଗାବ୍ରିଏଲଙ୍କୁ ବିଜୟ ମୁକୁଟ ପିନ୍ଧାଇଥିଲେ। ଗାବ୍ରିଏଲ (୨୮)…

କଖାରୁ ଡଙ୍ଗା

କଖାରୁକୁ ରନ୍ଧାଯିବା ସହ ସେଥିରେ ବିଭିନ୍ନ କଳାକୃତୀ କରାଯାଉଥିବା କଥା ଜାଣିଥିବେ। ହେଲେ ଏଇ କଖାରୁରେ ଯେ ଡଙ୍ଗା କରିହେବ, ତାହା ଅନେକେ ଜାଣି ନ ଥିବେ। କଖାରୁ ଡଙ୍ଗାରେ ବସି, ଚପୁ ଚଲାଇ ପାଣିରେ ବହୁ ଦୂର ଯାଇ ଜଣେ…

ଦେଶୀ କ୍ରିକେଟ୍‌

ଆମ ଦେଶରେ କ୍ରିକେଟ୍‌ ପ୍ରେମୀ ପ୍ରାୟ ସବୁ ଘରେ ଅଛନ୍ତି। ପଡିଆକୁ ଖେଳାଳୀ ନିଜର ଜର୍ସି ପିନ୍ଧି, ହାତରେ ବ୍ୟାଟ୍‌ ଧରି ପହଞ୍ଚତ୍ଲେ କ୍ରିକେଟ୍‌ ପ୍ରେମୀଙ୍କ ହୃଦସ୍ପନ୍ଦନ ବଢିଯାଏ। ବ୍ୟାଟିଂ, ବଲିଂ, ଫିଲ୍ଡିଂ ଚାଲେ। ତା’ସହ ଚାଲେ ଇଂରାଜୀ, ହିନ୍ଦୀରେ କମେଣ୍ଟ୍ରି।…

ବିଲୁଆ ହେବା ପାଇଁ ୧୮ ଲକ୍ଷ ଖର୍ଚ୍ଚ

ଜାପାନର ଜଣେ ଯୁବକଙ୍କୁ ପିଲାଦିନୁ ଜୀବଜନ୍ତୁ ବହୁତ ଭଲ ଲାଗୁଥିଲେ। ଟିଭିରେ ସେ ପ୍ରାଣୀଙ୍କୁ ନେଇ ପ୍ରସ୍ତୁତ ବିଭିନ୍ନ କାର୍ଯ୍ୟକ୍ରମ ଦେଖୁଥିଲେ। ପ୍ରାଣୀଙ୍କ ନକଲ ବି କରୁଥିଲେ। ଆଉ ବହୁ ପୂର୍ବରୁ ନିଷ୍ପତ୍ତି ନେଇଥିଲେ ଯେ, ଦିନେ ସେ ଯେମିତି ବି…

ବିଶିଷ୍ଟ ସମାଜ ସେବକ

ଯେମିତି କେହି ତାଙ୍କର ସ୍ବତନ୍ତ୍ର ଧରଣର ପରିଚୟ ଦେବାକୁ ଯାଇ ନଁା ପୂର୍ବରୁ ଡକ୍ଟର, ଅଧ୍ୟାପକ, ଇଞ୍ଜିନିୟର ଇତ୍ୟାଦି ଆପଣା ଯୋଗ୍ୟତା ବିଚାରରେ ଲେଖିଥାନ୍ତି, ସେମିତି ନିଆରା କବି ବୋଲି ଗୌରବ ବଢ଼ାଇବାକୁ ନାମ ପୂର୍ବରୁ ବିପ୍ଲବୀକବି, ବ୍ୟାଙ୍ଗକବି, ବିରହୀକବି, ପ୍ରକୃତିକବି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?