ଫୁରସତ

ବିପର୍ଯ୍ୟୟ ସମୟର ସାଥୀ ଏନ୍‌ଡିଆର୍‌ଏଫ୍‌

ବିପର୍ଯ୍ୟୟ ସମୟରେ ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ (ଏନ୍‌ଡିଆର୍‌ଏଫ୍‌) ପ୍ରଭାବିତ ଲୋକଙ୍କ ପାଖରେ ପହଞ୍ଚି ଆବଶ୍ୟକ ସେବା ଯୋଗାଇ ଦେଇଥାଏ। ଏନ୍‌ଡିଆରଏଫ୍‌ ବିପର୍ଯ୍ୟୟ ସମୟର ସାଥୀ ପାଲଟେ। ଉଦ୍ଧାର କାର୍ଯ୍ୟ, ରିଲିଫ୍‌ ଯୋଗାଣରେ ଏନଡିଆରଏଫ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏନ୍‌ଡିଆରଏଫ୍‌…

ସନ୍ୟାସୀ ଦୀକ୍ଷା ନେଲେ ପ୍ରସିଦ୍ଧ ହୀରା ବ୍ୟବସାୟୀଙ୍କ ୮ ବର୍ଷର ଝିଅ

ସୁରତ,୧୮।୧: ଗୁଜରାଟର ସୁରତରେ ହୀରା ବ୍ୟବସାୟୀଙ୍କ ଆଠ ବର୍ଷର ଝିଅ ସନ୍ୟାସୀ ଦୀକ୍ଷା ନେଇଛନ୍ତି। ଧନେଶ ସାଙ୍ଗଭୀଙ୍କ ଝିଅ ଦେବାଂଶୀ ଜୈନ ସନ୍ନ୍ୟାସୀ ଆଚାର୍ଯ୍ୟ ବିଜୟ କୀର୍ତ୍ତ୍ୟାଶୁରୀଙ୍କଠାରୁ ଦୀକ୍ଷା ଗ୍ରହଣ କରିଛନ୍ତି। ଦେବାଂଶୀ ସିରୋହି ଜିଲାର ମାଲଗାଓଁର ବାସିନ୍ଦା। ସେ କୁଇଜରେ…

ପ୍ରଥମ ସ୍ତ୍ରୀ ଗର୍ଭବତୀ ହେଲେ ସ୍ବାମୀ କରନ୍ତି ଦ୍ୱିତୀୟ ବିବାହ

ଆମ ଭାରତ ସାଂସ୍କୃତିକ, ଧାର୍ମିକ ଏବଂ ସାମାଜିକ ବିବିଧତାର ଦେଶ। ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ମାତ୍ରେ ରୀତିନୀତି ଏବଂ ଜୀବନଶୈଳୀ ବି ବଦଳିଯାଏ। ଏମିତି ଏକ ରାଜ୍ୟ ହେଉଛି ରାଜସ୍ଥାନ। ଏଠାରେ ଗୋଟିଏ ପାର୍ଶ୍ୱରେ ମରୁଭୂମି ଏବଂ ଅନ୍ୟ…

୨୦୨୩ରେ ପ୍ରବଳ ତାତି: ୩ ବର୍ଷ ପରେ ଫେରୁଛି ଏଲ ନିନୋ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୮।୧ : ପାଣିପାଗ ଘଟଣା ଏଲ ନିନୋ ୩ ବର୍ଷ ପରେ ଫେରିବାକୁ ଯାଉଛି। ଏହା ଯୋଗୁ ୨୦୨୩ ରେ, ପୃଥିବୀକୁ ପ୍ରବଳ ଉତ୍ତାପର ସମ୍ମୁଖୀନ ହେବାକୁ ପଡିପାରେ। କାରଣ ତାପମାତ୍ରାକୁ ଏଲ ନିନୋ ପ୍ରଭାବିତ କରିବ। ନାସା ଏ ବିଷୟରେ…

ଏମିତି ମନ୍ଦିର, ଯେଉଁଠି କି ଜିନ୍ସ, ଟି-ଶର୍ଟ ପିନ୍ଧି ଯିବା ମନା

ଦୁନିଆରେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ନୀତି ନିୟମ ରହିଛି। ଯାହାକୁ ଲୋକେ ମାନିବାକୁ ବାଧ୍ୟ ହୋଇଥାନ୍ତି। ଆମ ଦେଶରେ ଏମିତି ମନ୍ଦିର ରହିଛି, ଯେଉଁଠି ଭକ୍ତଙ୍କୁ କିଛି ନିୟମ ମାନିବାକୁ ପଡ଼ିଥାଏ। ଏହି ମନ୍ଦିରକୁ ଆପଣ ଜିନ୍ସ ପ୍ୟାଣ୍ଟ ଏବଂ…

ବିବାହ ବିଚ୍ଛେଦ ଖୁସିରେ ପାର୍ଟି

ଲଣ୍ଡନ: ବିବାହ ସମସ୍ତଙ୍କ ଜୀବନରେ ଖୁସି ଆଣିଥାଏ। ବିବାହର ବିଚ୍ଛେଦ ଦୁଃଖ ଦିଏ। ହେଲେ ଇଂଲଣ୍ଡରେ ଏକ ଅଜବ ଘଟଣା ସାମ୍‌ନାକୁ ଆସିଛି। ଜଣେ ମହିଳା ରବେକା ତାଙ୍କ ବିବାହ ବିଚ୍ଛେଦରେ ଖୁସି ହୋଇଥିବା ଦେଖିବାକୁ ମିଳିଛି। ରବେକାଙ୍କ ୬ ବର୍ଷ…

ଆଗ୍ରହ ଆଗରେ ହାର୍‌ ମାନିଛି ସମସ୍ୟା

ଲକ୍ଷ୍ନୌ: ବୁର୍ଖାପିନ୍ଧା ମହିଳା କାନ୍ଧରେ ସ୍ବିଗୀ ବ୍ୟାଗ୍‌ ପକେଇ ଚାଲିଚାଲି ଯାଉଥିବାର ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଫଟୋଟିକୁ ଦେଖିଲେ ଯେ କେହି ବି ଭାବିବେ ଯେ, ବୋଧହୁଏ ମହିଳା ଜଣକ ସ୍ବିଗୀର ଜଣେ ଡେଲିଭରି ଏଜେଣ୍ଟ।…

ପୃଥିବୀ ପାଇଁ ଲାଭଦାୟକ ହେବ ପ୍ଲାଷ୍ଟିକ ବର୍ଜ୍ୟ, ବାୟୋଚାରରେ ହେବ ପରିଣତ…

ଓ୍ବାଶିଂଟନ,୧୮।୧ : ବୈଜ୍ଞାନିକମାନେ ଏପରି ଏକ ଟେକ୍ନୋଲୋଜି ବିକଶିତ କରିଛନ୍ତି ଯାହା ପ୍ଲାଷ୍ଟିକ ବର୍ଜ୍ୟବସ୍ତୁକୁ ବାୟୋଚାରରେ ପରିଣତ କରିପାରିବ। ଏହା ମାଟିର ଉର୍ବରତା ବୃଦ୍ଧି କରିବାରେ ସହାୟକ ହେବ। ଫଳରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଯୋଗୁ ଆଗାମୀ ସମୟରେ ପ୍ରକୃତି ପାଇଁ ବିପଦ…

ପୃଥିବୀର ବୟସ୍କା ମହିଳାଙ୍କ ପରଲୋକ, ମୃତ୍ୟୁ ବେଳକୁ ୧୧୮ ବର୍ଷରେ…

ପ୍ୟାରିସ,୧୮।୧ : ଦୁନିଆର ସର୍ବ ପୁରାତନ ମହିଳା ଫ୍ରେଞ୍ଚ ନନ ଲୁସିଲ ରାଣ୍ଡନଙ୍କର ମଙ୍ଗଳବାର ଦେହାନ୍ତ ହୋଇଛି। ସେ ୧୧୮ବର୍ଷ ବୟସରେ ଫ୍ରାନ୍ସର ଟୁଲନ ସହରରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ରାଣ୍ଡନଙ୍କ ମୁଖପାତ୍ର ଡେଭିଡ ଟାଭେଲା କହିଛନ୍ତି ଯେ ମଙ୍ଗଳବାର…

୨୦୨୨ ପଞ୍ଚମ ସର୍ବାଧିକ ଉତ୍ତପ୍ତ ବର୍ଷ: ନାସା ରିପୋର୍ଟ…

ଓ୍ବାଶିଂଟନ,୧୭।୧ : ୨୦୨୨ରେ ପୃଥିବୀର ହାରାହାରି ତାପମାତ୍ରା ୨୦୧୫ ର ତାପମାତ୍ରା ସହିତ ସମାନ ହୋଇଛି। ୨୦୨୨ରେ ରେକର୍ଡ ହୋଇଥିବା ତାପମାତ୍ରା ଅନୁସାରେ ଏହାକୁ ପଞ୍ଚମ ସର୍ବାଧିକ ଉତ୍ତପ୍ତ ବର୍ଷ ଭାବେ ସ୍ଥାନିତ କରାଯାଇଛି। ନ୍ୟାଶନାଲ ଏରୋନେଟିକ୍ସ ଏବଂ ସ୍ପେସ ଆଡମିନିଷ୍ଟ୍ରେଶନ…

ଅଡ଼ୁଆରେ ଫସିଥିବା ବାବରଙ୍କ ସ୍ବତନ୍ତ୍ର ପୋଷ୍ଟ, କହିଲେ ଏମିତି

ନୂଆଦିଲ୍ଲୀ,୧୭।୧: ଦିନକୁ ଦିନ ପାକିସ୍ତାନ କ୍ରିକେଟ ଟିମ୍‌ ଅଧିନାୟକ ବାବର ଆଜମଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଘରୋଇ ମଇଦାନରେ ଦିନିକିଆ ଏବଂ ଟେଷ୍ଟ ସିରିଜରେ ପରାଜିତ ହେବା ପରେ ଏବେ ତାଙ୍କ ଅଧିନାୟକତ୍ୱ ଉପରେ ଅଙ୍ଗୁଳି ଉଠାଯାଉଛି। ସୋସିଆଲ ମିଡିଆରେ କିିଛି…

ଜ୍ୱାଇଁଙ୍କୁ ସ୍ବାଗତ କରିବାକୁ ପରିବାର ପକ୍ଷରୁ ପରଷାଗଲା ୧୭୩ ପ୍ରକାର ଖାଦ୍ୟ: ପ୍ରସ୍ତୁତି ପାଇଁ ଲାଗିଲା ୪ଦିନ

ହାଇଦ୍ରାବାଦ,୧୭।୧: ଝିଅର ସ୍ବାମୀ ଅର୍ଥାତ୍‌ ଜ୍ୱାଇଙ୍କର ଆତିଥ୍ୟ ଏବଂ ସମ୍ମାନ ଭାରତୀୟ ପରିବାରରେ ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ଉତ୍ତର ହେଉ କି ଦକ୍ଷିଣ କିମ୍ବା ପୂର୍ବ କି ପଶ୍ଚିମ, ଦେଶର ପ୍ରତ୍ୟେକ ସ୍ଥାନରେ ଶ୍ୱଶୁରଘରର ଲୋକମାନେ ସେମାନଙ୍କର ସାମର୍ଥ୍ୟଠାରୁ ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?