ଫୁରସତ

ପେଟ୍ରୋଲ ପମ୍ପରେ ଟଙ୍କା ଉଡ଼ାଇଲେ କାର୍‌ ଡ୍ରାଇଭର, ଏହା ଦେଖି କାନ୍ଦିବାକୁ ଲାଗିଲେ ମହିଳା, ଭିଡିଓ ଦେଖିଲେ…

ବିନମ୍ରତାକୁ ସର୍ବଶ୍ରେଷ୍ଠ ପୁଞ୍ଜି ବୋଲି କୁହାଯାଏ। ଯଦି ତୁମେ ନମ୍ର ତେବେ ତୁମ ପାଖରେ ଦୁନିଆର ସବୁଠାରୁ ଅଧିକ ଧନ ଅଛି ବୋଲି ଧରି ନେବ। ନମ୍ରତା ଗୁଣ ଥିଲେ ସବୁ ଲୋକ ଭଲ ପାଆନ୍ତି। ସମଗ୍ର ବିଶ୍ୱରେ ଲୋକମାନେ ସେମାନଙ୍କର…

କାର୍‌ ନୁହେଁ କି ଘୋଡ଼ା, ଜେସିବି ଚଢ଼ି ବିବାହ କରିବାକୁ ଆସିଲେ ବର, ଦେଖିବାକୁ ଲୋକଙ୍କର ପ୍ରବଳ ଭିଡ଼

ଆଜିକାଲି ବିବାହ କରିବାକୁ ବର କାର୍‌, ହାତୀ, ଘୋଡ଼ାଗାଡ଼ି, ବାଇକ୍‌, ହେଲିକପ୍ଟରରେ ଆସୁଥିବା ଦେଖିଥିବେ ବା ଶୁଣିଥିବେ। କିନ୍ତୁ ଏବେ ଜଣେ ବର ଜେସିବି ଚଢ଼ି ବିବାହ କରିବାକୁ ଆସିଛନ୍ତି। ଯାହା ଦେଖି ଲୋକଙ୍କ ପ୍ରବଳ ଭିଡ଼ ଲାଗିଛି। ଏବେ ସେମିତି…

ପ୍ରେମ ପାଇଁ ୭ ଦିନ: ମଙ୍ଗଳବାରଠାରୁ ଭାଲେଣ୍ଟାଇନ ସପ୍ତାହ…

ଫେବୃଆରୀ ମାସକୁ ପ୍ରେମ ପାଇଁ ଉତ୍ସର୍ଗୀକୃତ ମାସ ଭାବରେ ବିବେଚନା କରାଯାଏ। ପ୍ରେମୀ ଯୁଗଳଙ୍କ ପାଇଁ ଏହି ମାସର ବିଶେଷ ମହତ୍ତ୍ୱ ରହିଛି। ଭାଲେଣ୍ଟାଇନ ସପ୍ତାହର ପ୍ରତ୍ୟେକ ଦିନର ଭିନ୍ନ ଭିନ୍ନ ଅର୍ଥ ଥାଏ। ଭାଲେଣ୍ଟାଇନ ସପ୍ତାହ ୭ ଫେବୃଆରୀରୁ ଆରମ୍ଭ…

ମଣିଷ ବାସ ଉପଯୋଗୀ ଗ୍ରହ ‘ଓ୍ବଲ୍ଫ-୧୦୬୯-ବି’ର ସନ୍ଧାନ…

ମାଦ୍ରିଦ,୬।୨ : ନୂତନ ଗ୍ରହ ଆବିଷ୍କାର ଦିଗରେ, ମଣିଷ ବାସ ଉପଯୋଗୀ ପାଇଁ ଉପଯୁକ୍ତ ଗ୍ରହର ସନ୍ଧାନ ମିଳିଛି। ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଏଠାରେ ମାନବ ବସତି ପ୍ରତିଷ୍ଠା କରାଯାଇପାରିବ। ଏହା ଏକ ପଥର ଦୁନିଆ, କିନ୍ତୁ ଜଳର ଏଠାରେ…

ହିନ୍ଦୁ-ମୁସଲମାନ ବନ୍ଧୁତାର ଉଦାହରଣ: ବନ୍ଧୁଙ୍କ ପାଇଁ ଛାଡ଼ିଲେ ପଦବୀ…

ଗୟା,୫।୨ : ବନ୍ଧୁତାର କୌଣସି ଧର୍ମ ନାହିଁ। କିନ୍ତୁ ବନ୍ଧୁତାର କିଛି କାହାଣୀ ଉଦାହରଣ ପାଲଟିଯାଏ । ଯେତେବେଳେ ଧର୍ମ ନାମରେ ଘୃଣା ବିସ୍ତାର କରିବାର ପ୍ରୟାସ ଦେଖାଯାଇଥାଏ ସେତେବେଳେ ଏଭଳି ଉଦାହରଣଗୁଡ଼ିକ ସମାଜର ଠିକାଦାରଙ୍କୁ ଉପଯୁକ୍ତ ଉତ୍ତର ଦେବାକୁ ସକ୍ଷମ…

ମଟର ଫୁଙ୍କି ରେକର୍ଡ

ମଟରରେ ପ୍ରସ୍ତୁତ ବିଭିନ୍ନ ପ୍ରକାରର ଖାଦ୍ୟ ଖାଇଥିବେ। ହେଲେ ଜଣେ ବ୍ୟକ୍ତି ଏଇ ଛୋଟିଆ ମଟରକୁ ନେଇ ଗିନିଜ ଓ୍ବାର୍ଲଡ ରେକର୍ଡ ମଧ୍ୟ କରିଛନ୍ତି। ତେବେ ତାହା କେମିତି ସମ୍ଭବ ବୋଲି ଭାବୁଥିବେ। ସେ ମଟରକୁ ପାଟିରେ ଫୁଙ୍କି ତାକୁ ବହୁତ…

ଆକସ୍ମିକ ଦୁର୍ଘଟଣାରେ ଅଙ୍ଗଗୁଡିକୁ ହରାଇଥିଲେ, ତଥାପି ମଡେଲ…

ଏମିତି ଅନେକ ଅଛନ୍ତି, ଯେଉଁମାନେ ନିଜ ଭିତରେ ଥିବା ଛୋଟ ଛୋଟ ଅଭାବକୁ ନେଇ କାନ୍ଦନ୍ତି। ଭଗବାନଙ୍କୁ ଦୋଷାରୋପ କରନ୍ତି। ହେଲେ ଆଉ କିଛି ଅଛନ୍ତି ଯେଉଁମାନଙ୍କ ଭିତରେ ଅନେକ ଅଭାବ ଥାଇ ମଧ୍ୟ କେବେ ଲୁହ ଗଡାନ୍ତି ନାହିଁ କି…

ଜେଟ୍‌ ସୁଟ୍‌ ଏୟାର ଆମ୍ବୁଲାନ୍ସ

ଏୟାର ଆମ୍ବୁଲାନ୍ସ ଏକ ବରଦାନସ୍ବରୂପ। କେଇ ଘଣ୍ଟା ଭିତରେ ଏହା ରୋଗୀଙ୍କୁ ଦୂର ଚିକିତ୍ସାଳୟରେ ପହଞ୍ଚାଇ ଦେଇଥାଏ। ତାହା ମଧ୍ୟରେ ଭେଣ୍ଟିଲେଟର ସମେତ ବିଭିନ୍ନ ମେଡିକାଲ ଫାସିଲିଟି ଥାଏ। ହେଲେ ସବୁ ସ୍ଥାନରେ ଏହା ପହଞ୍ଚତ୍ବା ସମ୍ଭବପର ନୁହେଁ। କାରଣ ଏହା…

ଭିକାରିଙ୍କ ଆତ୍ମକଥା

ଗଲା ସୋମବାର ଦିନ ସାବୀ ଭିକାରୁଣୀ ତା’ ପାଖରେ ବସିଥିବା ସଦାକୁ ଯୋଉ ଜ୍ଞାନ ଗର୍ଭକ କଥା କହୁଥିଲା, ତାହା ଏମିତି ସେମିତିଆ କଥା ନୁହଁ l ସେଇ କଥାରେ ଗଭୀରତା ଥିଲା l କହିଲା… ଜାଣିଲୁରେ ସଦା ! ଆଜିକାଲି…

ଚକୋଲେଟ୍‌ରେ ସଜବାଜ

ସମସ୍ତେ ନିଜ ବାହାଘର ଦିନ ସୁନ୍ଦର ଓ ଖାସ୍‌ ଦେଖାଯିବାକୁ ଚାହାନ୍ତି। ସେଥିପାଇଁ କେହି କେହି ଅଜବ ଷ୍ଟାଇଲ୍‌ କରିବାକୁ ବି ପଛାନ୍ତି ନାହିଁ। ଯେମିତି କି ଏବେ ଜଣେ କନିଆଙ୍କ ହେୟାରଷ୍ଟାଇଲ୍‌ ବେଶ୍‌ ଚର୍ଚ୍ଚାରେ ଅଛି। ଏହି କନିଆ ନିଜ…

କଥା ଛୁଞ୍ଚିର

କପଡା ସିଲେଇ କରିବା ଲାଗି ସାଧାରଣତଃ ମେଶିନ୍‌ ବ୍ୟବହାର କରାଯାଏ ଅବା ହାତରେ ସିଲେଇ କରାଯାଏ। ହେଲେ ଉଭୟ କ୍ଷେତ୍ରରେ ଗୋଟିଏ ଜିନିଷ ସାଧାରଣ ଥାଏ। ସେ ହେଉଛି ଛୁଞ୍ଚି। ବିନା ଛୁଞ୍ଚିରେ ସିଲେଇ କରିବା ଅସମ୍ଭବ। ତେବେ ଅନେକେ ଭାବନ୍ତି…

ପୋବିଟୋରା ବନ୍ୟପ୍ରାଣୀ ଅଭୟାରଣ୍ୟ

ଆସାମର ମୋରିଗାଓଁ ଜିଲା ଅନ୍ତର୍ଗତ ପୋବିଟୋରା ବନ୍ୟପ୍ରାଣୀ ଅଭୟାରଣ୍ୟକୁ କେହି କେହି ପବିଟୋରା ବନ୍ୟପ୍ରାଣୀ ଅଭୟାରଣ୍ୟ ମଧ୍ୟ କହିଥାନ୍ତି। ପ୍ରାୟ ୩୮.୮୫ ବର୍ଗ କି.ମି. ପର୍ଯ୍ୟନ୍ତ ପରିବ୍ୟାପ୍ତ ଉକ୍ତ ଅଭୟାରଣ୍ୟରେ ମୁଖ୍ୟତଃ ଗୋଟିଏ ଶିଙ୍ଗ ଥିବା ଗଣ୍ଡାମାନଙ୍କୁ ଦେଖିବାକୁ ମିଳିଥାଏ। କିନ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?