Posted inଫୁରସତ

କୁମ୍ଭୀରକୁ ପିଠିରେ ପକାଇ ଦୌଡୁଛି କୁନି ବାଳକ, ଭିଡିଓ ଦେଖିଲେ…

ପ୍ରକୃତିରେ ଏପରି ଅନେକ ପ୍ରାଣୀ ଅଛନ୍ତି, ଯାହାର ରୂପ ଅତ୍ୟନ୍ତ ଭୟଙ୍କର। ଯେତେବେଳେ ସେମାନେ ସାମ୍ନାକୁ ଆସନ୍ତି, ଭୟରେ ମଣିଷର ଅବସ୍ଥା ଖରାପ ହୋଇଯାଏ। ଏହି ଭୟଙ୍କର ଜୀବମାନଙ୍କ ମଧ୍ୟରୁ କୁମ୍ଭୀର ଅନ୍ୟତମ।

ଯେତେ ସାହସୀ ଲୋକଟିଏ ହୋଇ ଥାଉନା କାହିଁକି କୁମ୍ଭୀର ଦେଖିଲେ ଭୟରେ ଦେହ ଥରି ଉଠିବ ନିଶ୍ଚିତ। କିନ୍ତୁ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯାହା ଦେଖିଲେ ଆପଣଙ୍କ ପାଦତଳୁ ମାଟି ଖସିଯିବ।

ଆପଣ ନିଶ୍ଚିତ ଭାବରେ ବିକ୍ରମ ବେତାଳ ଶୋ’ ଦେଖିଥିବେ। ଏଥିରେ ଏକ ଭୂତ ରାଜାଙ୍କ ପିଠିରେ ଲାଉ ହୋଇ ତାଙ୍କୁ କାହାଣୀ କହୁଥାଏ। ଭାଇରାଲ ଭିଡିଓରେ ଜଣେ କୁନି ବାଳକ ତା’ ପିଠିରେ ଏକ କୁମ୍ଭୀରକୁ ପକାଇ ଦୌଡୁଛି। ଭିଡିଓଟି @FunnyVideosID ନାମକ ଏକ ଟୁଇଟର ପେଜ୍‌ରେ ଶେୟାର ହୋଇଛି। ଯେଉଁଥିରେ ଶିଶୁର ସାହସିକତା ପ୍ରଶଂସନୀୟ।

ପିଲାଟି ଶର୍ଟ ପିନ୍ଧି ନାହିଁ। ନିଜ ଉଚ୍ଚତାର ଏକ କୁମ୍ଭୀରକୁ ପିଠିରେ ପକାଇ ବେଶ୍‌ ଆରାମରେ ଚାଲୁଥିବା ଦେଖିବାକୁ ମିଳିଛି। କୁମ୍ଭୀରର ଆଗ ଗୋଡକୁ ହାତରେ ଧରିଛି ଏବଂ ଲାଞ୍ଜ ପଛରେ ଝୁଲୁଥିବା ଦେଖିବାକୁ ମିଳିଛି।

ଭିଡିଓଟି ବର୍ତ୍ତମାନ ସୁଦ୍ଧା ୭୩ ହଜାରରୁ ଅଧିକ ଭ୍ୟୁ ପାଇଥିବାବେଳେ ଅନେକ ୟୁଜର ସେମାନଙ୍କ ମନ୍ତବ୍ୟ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, କୁମ୍ଭୀରଟି ଅଧିକ କଥା ହେବାକୁ ଚେଷ୍ଟା କରୁଛି ଏବଂ ପିଲାଟି ଜବରଦସ୍ତ ଘରକୁ ନେଇଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ୍‌ରେ ଏମିତି ସମୟ ବିତାଉଛନ୍ତି କୋଟିପତି

କରୋନା ଭାଇରସ ସହ ସମଗ୍ର ବିଶ୍ୱ ଏବେ ଲଢ଼େଇ କରୁଛି। ଏଥିରୁ ରକ୍ଷା ପାଇବା ପାଇଁ ଲକ୍‌ଡାଉନ୍‌ ଏବଂ ଶଟ୍‌ଡାଉନ୍‌ ପରି ପଦକ୍ଷେପ ନିଆଯାଉଛି। ଏଥିସହ...

୩୬ ଘଣ୍ଟା ଧରି ଗଛରେ ଫସି ରହିଥିଲା ଭାଲୁ, ଏମିତି ହେଲା ଉଦ୍ଧାର

ରାୟପୁର,୧୩ା୮: ଛତିଶଗଡ଼ର କୋରିୟା ଜିଲା ମୁଖ୍ୟାଳୟଠାରୁ ପ୍ରାୟ ୧୫ କିଲୋମିଟର ଦୂର ସଲଓ୍ବା ଗ୍ରାମ ନିକଟରେ ଥିବା ଏକ ଜଙ୍ଗଲରେ ଗୋଟିଏ ଭାଲୁ ଗଛ ଉପରେ...

ସ୍ବାମୀ ଦେଖିଲେ ଏଭଳି ସ୍ବପ୍ନ, ସତକୁ ସତ ସ୍ତ୍ରୀ ପାଲଟିଲେ ୪୦୦ କୋଟିର ମାଲିକାଣୀ

ବିଶ୍ୱରେ କରୋନା ମହାମାରୀ ପ୍ରତ୍ୟେକ ଲୋକଙ୍କ ଆର୍ଥିକ ବ୍ୟବସ୍ଥା ପ୍ରତି ବେଶ୍‌ ପ୍ରଭାବ ପକାଇଛି। କିଛି ଲୋକଙ୍କ ଚାକିରି ମଧ୍ୟ ଚାଲିଯାଇଛି। ଆଉ କିଛି ଲୋକଙ୍କ...

୪ର୍ଥ ଶ୍ରେଣୀ ଛାତ୍ରୀ ତିଆରି କଲେ ଆଣ୍ଟି ବୁଲିଙ୍ଗ୍‌ ଆପ୍‌

ଶିଲଂ,୧୦।୨: ଅସୁବିଧା ନୂଆନୂଆ ଉଦ୍‌ଭାବନ ପାଇଁ ବାଟ କଢ଼ାଇଥାଏ। ମେଘାଳୟର ଜଣେ ଛାତ୍ରୀ କ୍ଷେତ୍ରରେ ଏହା ସତ୍ୟରେ ପରିଣତ ହୋଇଛି। ୯ବର୍ଷ ବୟସ୍କା ୪ର୍ଥ ଶ୍ରେଣୀ...

ମାଲିକଙ୍କୁ ଏମିତି ଶିକ୍ଷା ଦେଲା କୁକୁର, ଡରିକି ଦୌଡ଼ିଲେ ….

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ଟଏଲେଟ୍‌ ସିଟ୍‌ରେ ତିଆରି ଗୋଲାପ କଷ୍ଟ୍ୟୁମ

ଫୁଲ ଭିତରେ ଗୋଲାପର ସୌନ୍ଦର୍ଯ୍ୟ ଓ ଆକର୍ଷଣ ଭିନ୍ନ। ସେଇଥିପାଇଁ ବୋଧେ ଜେନେଭା କୋଲିୟର ନାମ୍ନୀ ମହିଳା ତିଆରି କରିଛନ୍ତି ଏକ ଆକର୍ଷକ ରୋଜ୍‌ କଷ୍ଟ୍ୟୁମ୍‌...

କୁକୁରକୁ ଭାରତ ପଠାଇଲେ ଛାତ୍ର, ନିଜେ ଆସିବାକୁ ମନା କଲେ; କାରଣ ଜାଣିଲେ…

ରୁଷିଆ-ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢ଼େଇ ଜାରି ରହିଛି। ଏବେ ବି କିଛି ଭାରତୀୟ ଛାତ୍ର ୟୁକ୍ରେନରେ ଫସି ରହିଛନ୍ତି। ଭାରତ ସରକାର ‘ଅପରେଶନ ଗଙ୍ଗା’ ଯୋଗେ...

କୁମ୍ଭୀର ଆଁରୁ ଜୀବନ ନେଇ ଧାଇଁଲେ ବ୍ୟକ୍ତି, ଭିଡିଓ ଭାଇରଲ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ...

Advertisement
Archives

Model This Week