ଭାରତର ଭିନ୍ନ ଏକ ଗାଁ, ଯେଉଁଠି ନିଜର ପାର୍ଲାମେଣ୍ଟ, ନିଜ ନିୟମ କାନୁନ ଚାଲିଥାଏ
ଭାରତ ହେଉଛି ବିଶ୍ୱର ସବୁଠାରୁ ବଡ଼ ଗଣତନ୍ତ୍ରର ଦେଶ। ଏହାକୁ ମଦର ଅଫ୍ ଡେମୋକ୍ରାସି ମଧ୍ୟ କୁହାଯାଏ। ଏଠାରେ ପାର୍ଲାମେଣ୍ଟ ଆଇନ ପ୍ରଣୟନ କରେ ଏବଂ ସମଗ୍ର ଦେଶ ସେହି ଆଇନ ଅନୁଯାୟୀ ଚାଲିଥାଏ। କିନ୍ତୁ ଦେଶରେ ଏପରି ଏକ ସ୍ଥାନ…
ଚା’ ପିଅନ୍ତୁ, କପ୍କୁ ଚୋବାଇ ଖାଆନ୍ତୁ: ଚାଷୀ ବିକଶିତ କଲେ ବାଜରା କପ୍…
ପ୍ରୟାଗରାଜ,୧୩।୨ : ଆଇସକ୍ରିମ ଖାଇବା ପରେ ଲୋକେ କୋନକୁ ଚୋବାଇ ଖାଇଥାନ୍ତି। ସେହିଭଳି ଉତ୍ତରପ୍ରଦେଶର ଦେଓରିଆର ଚାଷୀମାନେ ବାଜରାରେ ତିଆରି କପ ବିକଶିତ କରିଛନ୍ତି। ଏହାକୁ ଚା’ ପିଇବାରେ ବ୍ୟବହାର କରାଯାଇପାରିବ ଏବଂ ସ୍ନାକ୍ସ ଭାବରେ ମଧ୍ୟ ଚୋବାଇ ଖାଇ ହେବ।…
ଜଳବାୟୁ ପରିବର୍ତ୍ତନରୁ ରକ୍ଷା କରିବ ଚନ୍ଦ୍ର ଧୂଳି…
ଓ୍ବାଶିଂଟନ,୧୩।୨ : ବୈଜ୍ଞାନିକଙ୍କ ଅନୁଯାୟୀ, ଚନ୍ଦ୍ରରେ ଉଡ଼ୁଥିବା ଧୂଳି ପୃଥିବୀକୁ ଜଳବାୟୁ ପରିବର୍ତ୍ତନରୁ ରକ୍ଷା କରିବାରେ ସହାୟକ ହୋଇପାରେ। ସେମାନେ କହିଛନ୍ତି ଯେ ଚନ୍ଦ୍ର ପୃଷ୍ଠର ଧୂଳି ମହାକାଶକୁ ବିସ୍ତାର କରି ଏହା ପୃଥିବୀକୁ ଆସୁଥିବା ସୌର ବିକିରଣ ପାଇଁ ଢାଲ…
ବିବାହ ଦିନ ଷ୍ଟେଥୋସ୍କୋପ୍ ପକାଇ ପରୀକ୍ଷା ଦେବାକୁ ଆସିଲେ କନ୍ୟା, ଭିଡିଓ ଦେଖିଲେ…
ଯଦି ଆପଣଙ୍କର ପ୍ରାକ୍ଟିକାଲ ପରୀକ୍ଷା ଆପଣଙ୍କ ବିବାହ ଦିନ ହିଁ ପଡ଼ିଥାଏ ତେବେ କ’ଣ କରିବେ କୁହନ୍ତୁ? ଏହି ସମୟରେ କେବଳ ଦୁଇଟି ଉପାୟ ଆଖି ସାମ୍ନାକୁ ଆସିବ। ପ୍ରଥମେ ଆପଣ ସେହି ଦିନ ପରୀକ୍ଷାରେ ଯୋଗ ଦେଇପାରିବେ ନାହିଁ କିମ୍ବା…
ଆରମ୍ଭରୁ ଗୋଲରାଗଡ଼ର ଅବଦାନ ଅବିସ୍ମରଣୀୟ
ଓଡ଼ିଶାର ପଥରଶିଳ୍ପୀ ବଂଶାନୁକ୍ରମିକ ଭାବରେ କାମ ଶିକ୍ଷା କରିଥାଏ। କେଉଁ ପଥର ବ୍ୟବହାର ପାଇଁ କେଉଁ ଅଞ୍ଚଳର ଶିଳ୍ପୀ ଦକ୍ଷ, ତାହା ନିର୍ଦ୍ଦିଷ୍ଟ। ଗଞ୍ଜାମ ଅଞ୍ଚଳର ଶିଳ୍ପୀ ଯେଉଁ କାର୍ଯ୍ୟ କୁଶଳରେ କରିପାରିବେ, ଖିଚିଂ ଅଞ୍ଚଳ ଶିଳ୍ପୀ ତାହା ସେପରି କରି…
ପ୍ରେମୀଯୁଗଳଙ୍କ ପାଇଁ କିସ୍ ଡେ’
ପ୍ରେମ ପାଇଁ ଯଦିଓ ନିର୍ଦ୍ଦିଷ୍ଟ ଦିନ,ବାର, ତିଥି ନାହିଁ ତଥାପି ପ୍ରେମୀଯୁଗଳଙ୍କ ପାଇଁ ବର୍ତ୍ତମାନ ଚାଲିଛି ପ୍ରେମ ଋତୁ। ଫେବୃୟାରୀ ୭ରୁ ଏହା ଆରମ୍ଭ ହୋଇଥିବା ବେଳେ ଭାଲେଣ୍ଟାଇନ୍ ଡେ’ ଅର୍ଥାତ୍ ୧୪ରେ ଶେଷ ହେବ। ଏହାର ଗୋଟିଏ ଦିନ ପୂର୍ବରୁ…
୬୫୫ କୋଟିର ମାଲିକ ଏଇ କୁକୁର
ମହଲ ପରି ଏକ ବଡ଼ ବଙ୍ଗଳା, ଚାକର ଚାକରାଣୀ, ଅୟସ ଭରା ଜୀବନର ସ୍ବପ୍ନ ତ ସମସ୍ତେ ଦେଖନ୍ତି। ହେଲେ ଏ ସ୍ବପ୍ନ କେବଳ ସ୍ବପ୍ନ ହୋଇ ରହିଯାଏ ଅନେକଙ୍କ ପାଇଁ। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ଏଭଳି ଅୟସଭରା ଜୀବନ…
ପ୍ୟାର୍ ତୁନେ କ୍ୟା କିୟା…
କଥାରେ ଅଛି- ଋତୁଙ୍କର ରାଜା ବସନ୍ତ ଆସେ, ମଳୟ ପବନ ସଭିଙ୍କୁ ରସେ। ପୁରାଣଠାରୁ ଏଯାବତ୍ ବସନ୍ତ ମାସକୁ ନେଇ ଲେଖାଯାଇଥିବା ଯାବତୀୟ ପ୍ରେମ କବିତା ଲୋକଙ୍କ ଉପରେ ଯେତିକି ପ୍ରଭାବ ପକେଇନଥିଲା ତାଠୁଁ କାହିଁ ଢେର ଅଧିକ ଏ ଭାଲେଣ୍ଟାଇନ…
ଟେଡି ବିୟରର କଥା
ଭାଲେଣ୍ଟାଇନ୍ ଉଇକ୍ର ଚତୁର୍ଥ ଦିନକୁ ଟେଡି ଡେ’ ଭାବରେ ପାଳନ କରାଯାଏ। ଏହିଦିନ ମନର ମଣିଷକୁ ହୃଦୟ କଥା ଜଣାଇବା ଲାଗି କ୍ୟୁଟ୍ ଟେଡି ବିୟର୍ ଉପହାରସ୍ବରୂପ ପ୍ରଦାନ କରାଯାଏ। ତେବେ ଜାଣନ୍ତି କି ଏହି ସଫ୍ଟ ଓ କ୍ୟୁଟ ଟେଡି…
ନୀଳକଣ୍ଠ ମହାଦେବ ମନ୍ଦିର
ଦେବ ଦେବ ମହାଦେବଙ୍କୁ ସମର୍ପିତ ନୀଳକଣ୍ଠ ମହାଦେବ ମନ୍ଦିର ହେଉଛି ଉତ୍ତରାଖଣ୍ଡର ଅନ୍ୟତମ ପବିତ୍ର ତୀର୍ଥଭୂମି। ଏଠାରେ ପ୍ରଭୁଙ୍କୁ ଦର୍ଶନ କରି ତାଙ୍କ କରୁଣା ଲାଭ କରିବା ସହ ଭକ୍ତଗଣ ସ୍ଥାନୀୟ ଅଞ୍ଚଳର ଅପୂର୍ବ ପ୍ରାକୃିତକ ଶୋଭାକୁ ମଧ୍ୟ ମନଭରି ଉପଭୋଗ…
ଯାତ୍ରା ଯୋଡ଼ି: ଅଭିନୟ ଯେମିତି, ପ୍ରେମ କାହାଣୀ ସେମିତି…
ଯାତ୍ରାଜଗତରେ ଏମାନେ ବେଶ୍ ପରିଚିତ। ତାଙ୍କ ଅଭିନୟ ଯେମିତି ଦର୍ଶକଙ୍କ ମନ କିଣି ନେଇଛି, ତାଙ୍କ ପ୍ରେମ କାହାଣୀକୁ ନେଇ ସେମାନେ ସେମିତି ଚର୍ଚ୍ଚାରେ ରହିଛନ୍ତି। ତାଙ୍କରି କଥା ତାଙ୍କରି ମୁହଁରେ … ସୋନା- କେଦାର: ଓଡ଼ିଆ ଯାତ୍ରାଜଗତରେ ଯେଉଁ କେତେଜଣ…
ପ୍ରଥମ ରୋଜଗାର ଥିଲା ୮୦୦ ଟଙ୍କା: ଲେଖିକା ନିବେଦିତା ନନ୍ଦ
ପାଠପଢ଼ା ମଝିରୁ ମୋ ବାହାଘର। ନୂଆ ଏକ ଜୀବନର ଆରମ୍ଭ। ନିଜ ରୋଜଗାର ବୋଲି ଆଉ କ’ଣ ଥା’ନ୍ତା! ସମସ୍ତେ କାମ କରେଇ ନିଅନ୍ତି। ମୂଲ୍ୟ ବା ପ୍ରାପ୍ୟ ଦେବାକଥା କେହି ଚିନ୍ତା କରି ନ ଥାନ୍ତି କି ମୁଁ ଆଶା…
Archives


