ଫୁରସତ

୧୩ ମାସ ମଧ୍ୟରେ ଦୁଇଥର ଯାଆଁଳା ଶିଶୁଙ୍କୁ ଜନ୍ମ ଦେଲେ ମହିଳା, ଡାକ୍ତର ଚକିତ

ଦୁନିଆରେ ଏପରି ଚମତ୍କାର ଅଛି, ଯାହା ଲୋକଙ୍କ ଚିନ୍ତାଧାରା ବାହାରେ। ସମସ୍ତେ ଜାଣନ୍ତି ଜଣେ ମାନବ ସନ୍ତାନ ୯ ମାସ ପର୍ଯ୍ୟନ୍ତ ମାତୃ ଗର୍ଭରେ ରହି ତା’ପରେ ଜନ୍ମ ଗ୍ରହଣ କରେ। କେତେକ ବିଶେଷ ପରିସ୍ଥିତିରେ ପିଲାମାନେ ୭ ମାସରେ ମଧ୍ୟ…

କୁକୁର କଲେ କୋଙ୍ଗା ନୃତ୍ୟ

କୋଙ୍ଗା ଏକ ଲାଟିନ ଆମେରିକୀୟ ନୃତ୍ୟ। ଯେଉଁଥିରେ ଏକାଧିକ ବ୍ୟକ୍ତି ପ୍ରତ୍ୟେକଙ୍କ ପଛଭାଗକୁ ଧରି ଏକ ଲମ୍ବା ଲାଇନ୍‌ କରି ନୃତ୍ୟ କରନ୍ତି। ହେଲେ ଜର୍ମାନୀର ଓଲ୍ଫଗେଙ୍ଗ ଲାଉନବର୍ଗର ନାମକ ଜଣେ ବ୍ୟକ୍ତି ନିଜର ୧୪ଟି କୁକୁରକୁ କୋଙ୍ଗା ନୃତ୍ୟ ଶିଖାଇଛନ୍ତି।…

ପିନ୍ଧି ହେଉଥିବା ବିନ୍‌ବ୍ୟାଗ୍‌

ବେଶ୍‌ ଆରାମ୍‌ଦାୟକ ହୋଇଥାଏ ବିନ୍‌ ବ୍ୟାଗ୍‌। ଏହାକୁ ଦଣ୍ଡେ ଛାଡିବାକୁ ବି ଇଛା ହୋଇ ନ ଥାଏ ଅନେକଙ୍କର। ହେଲେ ସବୁ ସମୟରେ ଓ ସବୁ ଜାଗାକୁ ଏହାକୁ ନେଇ ହୁଏ ନାହିଁ। ଲୋକଙ୍କର ଏହାପ୍ରତି ଥିବା ଭଲ ପାଇବାକୁ ନଜରରେ…

୩ ବର୍ଷର ବାଳକ ଚଳାଉଛି ସୁପର୍‌ କାର୍‌

ବୟସ ମାତ୍ର ୩ ବର୍ଷ। ଯେଉଁ ବୟସରେ ସେ ନିଜ କୁନି କୁନି ହାତରେ ଖେଳଣା କାର୍‌ ଚଳାଇବା କଥା, ସେଇ ବୟସରେ ସେ ଚଳାଉଛି ସୁପର୍‌ କାର୍‌ । ଜ୍ୟେନ୍‌ ସୋଫୁଓଗ୍ଲୁ ନାମକ ଏହି ବାଳକଟି ଏକ ବିସ୍ମୟଠୁ କମ୍‌…

ଧର୍ମର କି ପରିଭାଷା ତୁମେ ଜାଣିଛ ଭୀଷ୍ମ

ଉତ୍ତର ଦିଅ l ଯଥାଶୀଘ୍ର ମୋ ପ୍ରଶ୍ନର ଉତ୍ତର ଦିଅ ମହାମହିମ- ମହାଭାରତ ଯୁଦ୍ଧର ନବମ ଦିନରେ କ୍ରୁଦ୍ଧ କୃଷ୍ଣ ନିଜ ହାତରେ ରଥ ଚକଟିଏ ଧରି ଭୀଷ୍ମଙ୍କୁ ବଧ କରିବା ଉଦ୍ଦେଶ୍ୟରେ ଧାବମାନ ହେଉଥିବା ବେଳେ ସେ ଏ ପ୍ରଶ୍ନଟି…

କାହିଁକି ପିନ୍ଧାଯାଏ ଝୁଣ୍ଟିଆ

ଝୁଣ୍ଟିଆ ପିନ୍ଧିବା ପରମ୍ପରା ଏବେକାର ନୁହେଁ, ବହୁ ପୁରୁଣା ଏହାର ଇତିହାସ। କୁହାଯାଏ ଲଙ୍କାର ରାଜା ରାବଣ ଯେବେ ମାତା ସୀତାଙ୍କୁ ଅପହରଣ କରି ନେଇଯାଉଥିଲେ, ମାତା ସୀତା ନିଜର ଝୁଣ୍ଟିଆ ଖୋଲି ପକାଇ ଦେଇଥିଲେ। ଯେମିତିକି ତାଙ୍କୁ ଖୋଜିବା ରାମଚନ୍ଦ୍ରଙ୍କ…

କର୍ନାଟକର ରେଶମ ସହର ‘ରାମନଗର’

କର୍ନାଟକର ରାମନଗର ଜିଲା ଅନ୍ତର୍ଗତ ଏକ ଆକର୍ଷଣୀୟ ସହର ହେଉଛି ରାମନଗର। ସ୍ଥାନୀୟ ଅଞ୍ଚଳବାସୀ ଏହାକୁ ରାମନଗରା ବୋଲି ବି କହିଥାନ୍ତି। ଏହା ଜିଲାର ମୁଖ୍ୟାଳୟ ମଧ୍ୟ। ବେଙ୍ଗାଲୁରୁଠାରୁ ପ୍ରାୟ ୫୦ କି.ମି ଦୂରରେ ଥିବା ଏହି ସହରଟି ରେଶମ ଉତ୍ପାଦନ…

ଆମରେଲି ଜିଲା ଅତ୍ୟଧିକ ଭୂକମ୍ପ ପ୍ରବଣ: ୨ ବର୍ଷରେ ୪୦୦ ଥର ଭୂକମ୍ପ, ଭୟରେ ଲୋକେ ଘର ବାହାରେ ଶୋଉଛନ୍ତି…

ଗାନ୍ଧିନଗର,୨୬।୨ : ନିକଟରେ ତୁର୍କୀ ଏବଂ ସିରିଆରେ ହୋଇଥିବା ଭୂକମ୍ପ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ଭୂକମ୍ପରେ ସାମାନ୍ୟ କମ୍ପନ ମଧ୍ୟ ସେମାନଙ୍କୁ ଭୟଭୀତ କରୁଛି। ଏପରିସ୍ଥଳେ ଭାରତୀୟ ବୈଜ୍ଞାନିକମାନେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି। ବୈାନିକମାନେ କହିଛନ୍ତି ଯେ…

ଅଜବ ମୋବାଇଲ୍‌ କଭର୍‌

ମୋବାଇଲ ଆମ ଜୀବନର ଏମିତି ଏକ ଅଂଶ ପାଲଟିଯାଇଛି ଯେ, ଏହାଠୁ ଘଡିଏ ଦୂରେଇ ରହିବା କଷ୍ଟକର ହୋଇଯାଉଛି। ଆଉ ଏହାର କିଛି କ୍ଷତି ହୋଇଗଲେ ତ ଭାରି ବାଧେ। ତେଣୁ ଏହା ଯେମିତି ସୁରକ୍ଷିତ ରହିବ ସେଥିଲାଗି ସମସ୍ତେ ଦାମୀ…

ପ୍ରଥମ ଉପାର୍ଜିତ ଅର୍ଥରେ ମିଠା କିଣିଥିଲି: ଶିକ୍ଷାବିତ୍‌ ଡ. ସୁଦର୍ଶନ ବାରିକ

ଭଦ୍ରକ ଜିଲ୍ଲାର ବଳାଜିତପଡା ଗାଁରେ ମୋ ଜନ୍ମ। ଅର୍ଣ୍ଣପାଳସ୍ଥ ଓକରା ହାଇସ୍କୁଲରେ ମାଟ୍ରିକ ଯାଏଁ ପଢିଥିଲି। ଆମ ସ୍କୁଲରେ ପ୍ରତିବର୍ଷ ଡ୍ରାମା ହୁଏ। ଏହି ଡ୍ରାମା ହିଁ ମୋ କଳାକାର ଜୀବନର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲା। ସେଇଦିନୁ ସଙ୍ଗୀତ ଓ ନାଟକ…

ଏହି ଦେଶରେ କମୁଛି ସମୁଦ୍ର ଜଳ, କାରଣ ଖୋଜୁଛନ୍ତି ବୈଜ୍ଞାନିକ

ବଢୁଥିବା ସମୁଦ୍ର ଜଳ ଯୋଗୁ ସମଗ୍ର ବିଶ୍ୱ ଅସୁବିଧାରେ ପଡ଼ିଛି। ଏପରିକି ଅନେକ ସହରରେ ବୁଡ଼ିଯିବାର ଅବସ୍ଥା ମଧ୍ୟ ହୋଇଯାଇଛି। ନିକଟରେ ଆମେରିକାର ସ୍ପେସ୍‌ ଏଜେନ୍ସି ନାସା ତା’ ରିପୋର୍ଟରେ କହିଛି, ଗତ ୧୦୦ ବର୍ଷ ମଧ୍ୟରେ ଆମେରିକାର ସମୁଦ୍ର ପତ୍ତନ…

ସର୍ଜନାର ଉତ୍ସ ଅଫୁରନ୍ତ: ବସନ୍ତ କୁମାରୀ ସାମନ୍ତ

ରଙ୍ଗ ଓ ତୂଳୀରେ ସେ ଯେତିକି ସ୍ବଚ୍ଛନ୍ଦ, କଲମ ଓ ଶବ୍ଦକୁ ନେଇ ତଦନୁରୂପ ପ୍ରଖର। ଚିତ୍ର ଓ ସାହିତ୍ୟ ଉଭୟର ସମନ୍ବୟରେ ଗଢ଼ା ତାଙ୍କ ସର୍ଜନ ବ୍ୟକ୍ତିତ୍ୱ୍‌। ରଙ୍ଗ ଓ ଶବ୍ଦ ଦେଇ ଝରିପଡ଼େ ତାଙ୍କ ଭିତରର କଳାକାରର ଉଚ୍ଛ୍ବାସ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri