ଫୁରସତ

ଜିଭରେ କରନ୍ତି ପେଣ୍ଟିଂ

ସ୍ବାଦ ବାରିବା କାମ ଜିଭ କରିଥାଏ। କଥା କହିବାରେ ବି ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେବେ ଜାଣନ୍ତିକି ଜଣେ ବ୍ୟକ୍ତି ତାଙ୍କ ଜିଭକୁ ରଙ୍ଗ ତୂଳୀଭାବେ ବ୍ୟବହାର କରି ପେଣ୍ଟିଂ ବି କରିପାରନ୍ତି। ଆମେରିକାର ନିକ୍‌ ଷ୍ଟୋଏବରଲ ନାମକ ଏହି…

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ପହଲଗାମ୍‌

ଜମ୍ମୁ ଓ କଶ୍ମୀରସ୍ଥିତ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ହେଉଛି ପହଲଗାମ୍‌। ଏଠାରେ ପର୍ଯ୍ୟଟକ ପାଇନ୍‌ ଗଛର ଜଙ୍ଗଲ ସାଙ୍ଗକୁ ଅନେକ ସୌନ୍ଦର୍ଯ୍ୟପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀ ଦେଖିପାରିବେ। ତା’ସାଙ୍ଗକୁ ଟ୍ରେକିଂ, ଫିଶିଂ ଆଉ ଫଟୋଗ୍ରାଫିର ମଧ୍ୟ ଭରପୂର ମଜା ନେଇପାରିବେ… ପହଲଗାମ୍‌ ଜମ୍ମୁ ଓ…

ଭିଟାମିନ୍‌ ସପ୍ଲିମେଣ୍ଟ ଖାଉଥିଲେ…

ଶରୀର ପାଇଁ ଭିଟାମିନ୍‌, ମିନେରାଲ ଏବଂ ଅନ୍ୟ ପୋଷକତତ୍ତ୍ୱ ନିହାତି ଆବଶ୍ୟକ। ଏଗୁଡ଼ିକ ପୁଷ୍ଟିକର ଖାଦ୍ୟରୁ ମିଳିଥାଏ। ବେଳେବେଳେ ଖାଦ୍ୟରୁ ମିଳୁଥିବା ପୋଷକ ତତ୍ତ୍ୱ ଶରୀରକୁ ଠିକ୍‌ ଭାବରେ ନ ପହଞ୍ଚତ୍ଲେ ଭିଟାମିନ୍‌ ସପ୍ଲିମେଣ୍ଟ ନିଆଯାଏ। କିନ୍ତୁ ଦୀର୍ଘଦିନ ଧରି କିମ୍ବା…

ଗ୍ରେଟ୍‌ ବ୍ଲୁ ହୋଲ୍‌

ବ୍ଲୁ ହୋଲ୍‌ ହେଉଛି ସମୁଦ୍ର ମଝିରେ ବିଭିନ୍ନ ସ୍ଥାନରେ ଥିବା ଏକ ନୀଳ ରଙ୍ଗର ଗର୍ତ୍ତ, ଯାହାକି ଆଜିର ଅତ୍ୟାଧୁନିକ ଯୁଗରେ ଏବେବି ରହସ୍ୟପୂର୍ଣ୍ଣ। ତେବେ ବେଲିଜେ ବ୍ଲୁ ହୋଲ୍‌ ହେଉଛି ପୃଥିବୀର ସବୁଠୁ ବଡ଼ ସାମୁଦ୍ରିକ ଗର୍ତ୍ତ, ଯାହାକୁ ଦି…

ଡିଜିଟାଲ୍‌ ସେକ୍ଟରରେ କ୍ୟାରିଅର

ଡିଜିଟାଲ୍‌ ମାର୍କେଟିଂରେ ବର୍ତ୍ତମାନ କ୍ୟାରିଅର ଗଢ଼ିବାକୁ ଯୁବପିଢ଼ିଙ୍କ ମଧ୍ୟରେ କ୍ରେଜ୍‌ ବଢ଼ୁଥିବା ଦେଖିବାକୁ ମିଳୁଛି। କାହିଁକି ବା ନ ବଢ଼ିବ; କାରଣ ମାର୍କେଟିଂ, ଶପିଂଠୁ ଆରମ୍ଭ କରି ବ୍ୟାଙ୍କିଙ୍ଗ୍‌ ଏବଂ ପଢ଼ା ପର୍ଯ୍ୟନ୍ତ ସବୁ ଏବେ ଡିଜିଟାଲ୍‌। ତେଣୁ ଏହାକୁ ନେଇ…

ପାଠ ଲେଖିନି, ମତେ ଫେଲ କରିବେନି, ଗୁରୁଜୀ ଏହା ମିଠାଇ ଖର୍ଚ୍ଚ, ପରୀକ୍ଷା ଖାତାରୁ ମିଳୁଛି ୫ ଶହ-୨ ହଜାର ଟଙ୍କିଆ ନୋଟ…

ଲକ୍ଷ୍ନୌ,୨୬।୩ : ଗୁରୁଜୀ ଅଧିକ ପାଠ ଲେଖିନି, ମତେ ଫେଲ କରିବେନି, ମୋର ଭବିଷ୍ୟତକୁ ନଷ୍ଟ କରନ୍‌ୁ ନାହିଁ, ଏହା ମିଠାଇ ଖର୍ଚ୍ଚ। ଏଭଳି ଉତ୍ତରପ୍ରଦେଶ ଦ୍ୱାଦଶ ବୋର୍ଡ ପରୀକ୍ଷା ଦେଇଥିବା ଶିକ୍ଷାର୍ଥୀଙ୍କ ଉତ୍ତର ଖାତାରେ ଦେଖିବାକୁ ମିଳୁଛି। ଖାତା ମୂଲ୍ୟାଙ୍କନ…

ଏଯାଏଁ ଭୁଲିନି ସେହି ୩୦ ଟଙ୍କାର ସ୍ମୃତି: ସାହିତି୍ୟକ ମନୋଜ ମିଶ୍ର

ସେତେବେଳେ ଦରମା ମିଳିବା ଦିନ ଆମ ଛୁଆଙ୍କର ମଉଛବ। ସେଦିନ ଆମ କଟକ ଜିଲା ପ୍ରାଚୀକୂଳିଆ ନୂଆବେତେଣ୍ଡା ନିବାସୀ ପ୍ରଫୁଲ୍ଲ କୁମାର ମିଶ୍ର ଓରଫ ମିଶ୍ରମାଷ୍ଟ୍ରେ ମାନେ ମୋ ନନାଙ୍କର ଚାଲି ବେଶ୍‌ ଦେଖିଲାଭଳିଆ । ଗୋଟେ ଗୋଡ଼ ଘର ଭିତରେ…

ମହାପ୍ରଭୁଙ୍କ କାମରେ ଆତ୍ମତୃପ୍ତି ମିଳେ: କବି ପୀତବାସ ରାଉତରାୟ

ଶ୍ରୀଜଗନ୍ନାଥଙ୍କ ସଂସ୍କୃତିର ପ୍ରଚାର ପ୍ରସାରରେ ମନୋନିବେଶ କରି ଅନେକ ଭକ୍ତଙ୍କ ଅନୁଭବ ଓ ଅନୁଭୂତିକୁ ନେଇ ସେ ସ୍ବତନ୍ତ୍ର ଶୈଳୀରେ ରଚନା କରିଛନ୍ତି ଏକାଧିକ ପୁସ୍ତକ। ଯେଉଁ ପୁସ୍ତକର ନାଁ ଅ’ରୁ ଆରମ୍ଭ ହୁଏ। ପ୍ରତିବର୍ଷ ମହାପ୍ରଭୁଙ୍କ ରଥାରୂଢ଼ ବେଳେ ତାଙ୍କ…

ପ୍ରେମ ପାଇଁ…

ପ୍ରେମର ସ୍ମାରକୀଭାବେ ଦିନେ ଶାହଜାହାନ ପତ୍ନୀ ମମତାଜଙ୍କ ସ୍ମୃତିରେ ଗଢ଼ିଥିଲେ ତାଜମହଲ। ଯାହା ଏବେ ବି ସେହି ଅମର ପ୍ରେମର ଗାଥା କହେ। କିନ୍ତୁ ଏଠାରେ ଯେଉଁ ବ୍ୟକ୍ତିବିଶେଷଙ୍କ କଥା କୁହାଯାଉଛି, ସେମାନେ ବି ପ୍ରେମ କ୍ଷେତ୍ରରେ କିଛି ପଛରେ ନାହାନ୍ତି।…

ଉର୍ଫିଙ୍କ ରାସ୍ତାରେ ଆଉ ଜଣେ…

ଆଜିର ସମୟରେ ପ୍ରତ୍ୟେକ ବ୍ୟକ୍ତି ଫ୍ୟାଶନ ପଛରେ ପଡ଼ିଛନ୍ତି। ଲୋକମାନେ ଫ୍ୟାଶନ ଷ୍ଟେଟ୍‌ମେଣ୍ଟ୍‌ ସହିତ ନିଜକୁ ସୋସିଆଲ ମିଡିଆରେ ସବୁବେଳେ ପାଇଁ ଅପ୍‌ଡେଟ୍‌ ରଖିଥାନ୍ତି। ପୂର୍ବରୁ ଲୋକେ ଷ୍ଟାଇଲ୍‌ ପାଇଁ ବିଭିନ୍ନ ଡିଜାଇନର ଡ୍ରେସ୍‌, ନୂଆ ପ୍ରିଣ୍ଟର ଶାଢ଼ି ପିନ୍ଧୁଥିଲେ। କିନ୍ତୁ…

ଶିଶୁ ମୃତ୍ୟୁ ମାମଲା: ଦୋଷୀଙ୍କୁ ୧୦୦ ବର୍ଷ କାରା ଦଣ୍ଡାଦେଶ…

ନ୍ୟୁୟର୍କ,୨୬।୩ : ଶିଶୁ ମୃତ୍ୟୁ ମାମଲାରେ ଜଣେ ୩୫ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ କୋର୍ଟଙ୍କ ପକ୍ଷରୁ ୧୦୦ ବର୍ଷର ଜେଲ ଦଣ୍ଡାଦେଶ କରାଯାଇଛି। ୨୦୨୧ ମସିହାରେ ଘଟିଥିବା ୫ ବର୍ଷ ବୟସ୍କ ମୂଳ ଭାରତୀୟ-ଆମେରିକୀୟ ଶିଶୁଙ୍କ ମୃତ୍ୟୁ ନେଇ ଏଭଳି ବର୍ଷ…

କ୍ଷୀର,ମିଠା ଅର୍ପଣ ଯୋଗୁ ବାବୁଲନାଥ ମନ୍ଦିର ଶିବଲିଙ୍ଗରେ ଫାଟ: ବମ୍ବେ ଆଇଆଇଟି ରିପୋର୍ଟ…

ମୁମ୍ବାଇ,୨୬।୩ : ଦକ୍ଷିଣ ମୁମ୍ବାଇରେ ଥିବା ଦ୍ୱାଦଶ ଶତାବ୍ଦୀର ଶ୍ରୀ ବାବୁଲନାଥ ମନ୍ଦିରରେ ଶିବଲିଙ୍ଗ ଉପରେ ଫାଟ ସୃଷ୍ଟି ହେବାର କାରଣ ସାମ୍ନାକୁ ଆସିଛି। ଆଇଆଇଟି ବମ୍ବେ ଏହାର ରିପୋର୍ଟ ଦେଇଛି। ଯେଉଁଥିରେ କିଛି ସୁପାରିଶ ମଧ୍ୟ କରାଯାଇଛି। ରିପୋର୍ଟରେ ଦର୍ଶାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?