ଫୁରସତ

ଈଶ୍ୱରଙ୍କ ଉପରେ ଆସ୍ଥା ରଖ

ସର୍ବବ୍ୟାପୀ ପରମାତ୍ମା ସବୁଆଡ଼େ ଅଛନ୍ତି ସତ୍ୟ କିନ୍ତୁ ସେ ମଧ୍ୟ ଆମ ଭିତରେ, ଆମ ହୃଦୟରେ ଅଛନ୍ତି l ସେଥିପାଇଁ ପଞ୍ଚସଖା ସନ୍ଥ ଅଚ୍ୟୁତାନନ୍ଦ କହିଲେ, ଆତ୍ମାରେ ଆତ୍ମାକୁ ଦେଖ, ଦେଖିଲେ ପାଇବୁ ସୁଖ, ତୋର ଦେହେ ତୁହି ଦେଖ...

ଷ୍ଟାଡିୟମ୍‌ ଭିତରେ ଚାଲୁଛି ଟ୍ରେନ୍‌

ଫୁଟବଲ୍‌ ପ୍ରେମୀ ସାରା ପୃଥିବୀରେ ଅଛନ୍ତି। କ୍ରିକେଟ ପରି ଫୁଟବଲ୍‌ ମ୍ୟାଚ୍‌ ଦେଖିବା ପାଇଁ ଷ୍ଟାଡିୟମ୍‌ରେ ଦର୍ଶକଙ୍କ ଖୁବ୍‌ ଭିଡ ବି ହୁଏ। ତେବେ ଭାବିଲେ ଦେଖି ଏଇ ମ୍ୟାଚ ଦେଖିବା ସମୟରେ ଯଦି ଷ୍ଟାଡିୟମ୍‌ ଭିତର ଦେଇ ଟ୍ରେନ...

ଯାଆନ୍ତୁ ବୁଲି: ପତୋରା ଡ୍ୟାମ୍‌

ଅପୂର୍ବ ଏ ଓଡ଼ିଶା ରାଜ୍ୟ। ଏହାର ପ୍ରତ୍ୟେକ କୋଣ ଅନୁକୋଣରେ ଭରି ରହିଛି ଅନୁପମ ପ୍ରାକୃତିକ ସୌନ୍ଦର୍ଯ୍ୟ। ଏହି ରାଜ୍ୟକୁ ଆହୁରି ମହାନ୍‌ କରିଛି ଏଠାରେ ଥିବା ଶୈବପୀଠ, ଶାକ୍ତ, ବୈଷ୍ଣବ, ଗାଣପତ୍ୟ ଧର୍ମର ଅସଂଖ୍ୟ ମନ୍ଦିରମାନ। ସେମିତି ଏକ...

ବସିବା ପାଇଁ ସାର୍ଟିଫିକେଟ

ସ୍ବାଧୀନତା ପୂର୍ବରୁ ଭାରତୀୟମାନେ ବ୍ରିଟିଶ ଅଫିସିଆଲ ବା ଗୋରା ସାହେବଙ୍କୁ ତାଙ୍କ କାର୍ଯ୍ୟାଳୟରେ ଅପେକ୍ଷା କରିବାବେଳେ ଚେୟାରରେ ବସିବା ମନା ଥିଲା। ଆଉ କେହି ଯଦି ବସିବାକୁ ଚାହୁଁଥିଲେ ତେବେ ଏକ ଖାସ୍‌ ସାର୍ଟିଫିକେଟ ନିଜ ନାମରେ କରାଇବାକୁ ପଡୁଥିଲା,...

ସୁଦର୍ଶନଙ୍କ ସଂଗ୍ରହାଳୟ

ସଂଗ୍ରହାଳୟ କେବଳ ଜ୍ଞାନର ଗନ୍ତାଘର କି ପାରମ୍ପରିକ ବିରଳ ସାମଗ୍ରୀର ସାଇତା ସମ୍ପଦ ନୁହେଁ ବରଂ ଏହାଦ୍ୱାରା ବହୁ ଜଣାଅଜଣା କଥା ଜାଣିହୁଏ। ଗବେଷଣା ପାର୍ଁଇ ସୂତ୍ର ମିଳେ। ଏମିତିରେ ଗାଁଗଣ୍ଡାରୁ ହଜିଯାଉଥିବା ବହୁ ପୁରାତନ ବିରଳ ସାମଗ୍ରୀକୁ ଗୋଟିଏ...

ଅବହେଳିତ କ୍ରୀଡ଼ାବିତ୍‌

ଏମାନେ କ୍ରୀଡାବିତ। ଦେଶ ପାଇଁ ଖେଳିବା ଆଉ ଗୌରବ ଆଣିବା ଏମାନଙ୍କର ଲକ୍ଷ୍ୟ। ଏହି ଲକ୍ଷ୍ୟ ପାଇଁ ସେମାନେ ଦିନରାତି ଏକ କରି ଦିଅନ୍ତି। ସବୁ ପ୍ରକାର ପ୍ରତିକୂଳ ପରିସ୍ଥିତି ସହ ଲଢି ଏମାନେ ଦେଶ ତଥା ରାଜ୍ୟର ଗୌରବ...

ସ୍ମାର୍ଟ ଜିମ୍‌ ଗ୍ୟାଜେଟ୍ସ

ବର୍ତ୍ତମାନ ଜିମ୍‌ରେ ଏକ୍ସରସାଇଜ୍‌ କରିବା ଅଧିକାଂଶ ଯୁବତୀ ଯୁବକଙ୍କ ଫିଟ୍‌ନେସ୍‌ ମନ୍ତ୍ର ପାଲଟିଛି। ହେଲେ ଘର ପାଖରେ ଜିମ୍‌ ନ ଥିବାରୁ ହେଉ ଅବା ଅଧିକ ଟଙ୍କା ଖର୍ଚ୍ଚ ଭଳି ବିଭିନ୍ନ କାରଣରୁ ଅନେକେ ଏଥିରୁ ବଞ୍ଚତ୍ତ ହେଉଛନ୍ତି। ଯଦି...

ଚକୋଲେଟ୍‌ ବନ୍ୟା

ସାଧାରଣତଃ ଅତ୍ୟଧିକ ବର୍ଷା ହେଲେ ନଦୀରେ ବନ୍ୟାପାଣି ଆସିଥାଏ। ଏହି ପାଣି ଗାଁ ଗଣ୍ଡାରେ ପଶି ଅନେକ କ୍ଷତି ଘଟାଏ। କିନ୍ତୁ କେବେ ଚକୋଲେଟ୍‌ ବନ୍ୟା ହେବା ଶୁଣିଛନ୍ତି? ଯଦି ନା ତେବେ ୨୦୧୮ ମସିହାରେ ଜର୍ମାନୀର ଏକ ଗାଁରେ...

‘କାଲେ ଚଷମା’ ଗୀତରେ ଡ୍ୟାନ୍ସ କଲେ ଆଫ୍ରିକୀୟ ପିଲା, ଭିଡିଓ ଦେଖିଲେ…

ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଏବଂ ସିଦ୍ଧାର୍ଥ ମାଲହୋତ୍ରାଙ୍କ ଗୀତ ‘କାଲେ ଚଷମା’ ହୁଏତ ୨୦୧୮ରେ ରିଲିଜ ହୋଇଥାଇପାରେ କିନ୍ତୁ ଆଜି ମଧ୍ୟ ଏହାର ଲୋକପ୍ରିୟତା କମିନାହିଁ। ସୋସିଆଲ ମିଡିଆରେ ଏହି ଗୀତରେ ଡ୍ୟାନ୍ସକୁ ଲକ୍ଷଲକ୍ଷ ଲୋକ ଦେଖିଛନ୍ତି। ନରୱେ ଡ୍ୟାନ୍ସ...

କନଷ୍ଟେବଳରୁ ସିଧା ଡିଏସ୍‌ପି ହେଲେ ମହିଳା…

ପାଟନା, ୨୭।୮ : ବିହାର ପୋଲିସର ମହିଳା କନଷ୍ଟେବଳ ବବଲି କୁମାରୀଙ୍କ କାହାଣୀ ପ୍ରତ୍ୟେକଙ୍କ ପାଇଁ ଏକ ପ୍ରେରଣା ପାଲଟିଛି। ବବୁଲି କେବଳ ଏକ କାମ କରି ନୁହେଁ, ବରଂ ଘରେ ଜଣେ ଶିଶୁକନ୍ୟା ଏବଂ ଜଣେ ମା’ କ୍ଷୀର...

ଦୁଇଥର ହୋଇଛି ମରଣ

ମେକ୍ସିକୋ ସିଟି: ଆମେରିକାର ମେକ୍ସିକୋରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ୩ ବର୍ଷୀୟା କୁନି ଝିଅଙ୍କର ଦୁଇଥର ମୃତ୍ୟୁ ହୋଇଛି। ପାକସ୍ଥଳୀ ସଂକ୍ରମଣ କାରଣରୁ କାମିଲାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିଛିଦିନର ଚିକିତ୍ସା ପରେ ଡାକ୍ତର ତାଙ୍କୁ ମୃତ...

ସ୍ପେସ୍‌ ଷ୍ଟେଶନ ଯିବେ ରୁଷିଆର ଏକମାତ୍ର ମହିଳା ମହାକାଶଚାରୀ

ମସ୍କୋ: ରୁଷିଆର ଏକମାତ୍ର ମହିଳା ମହାକାଶଚାରୀ ଆନ୍ନା କିକିନା ଆମେରିକା ସ୍ପେସ୍‌ ଷ୍ଟେଶନ୍‌ ଯିବା ନେଇ ନିଷ୍ପତ୍ତି ନିଆଯାଇଛି। କିନ୍ତୁ ଏହି କାର୍ଯ୍ୟକ୍ରମକୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ସ୍ଥଗିତ କରିଦିଆଯାଇଛି। ଅକ୍ଟୋବର ୩ରେ ସ୍ପେସ୍‌ ଏକ୍ସର କ୍ରିଉ ଡ୍ରାଗନ୍‌ ଫ୍ଲାଇଟ୍‌...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri