ଫୁରସତ

ଭୟଙ୍କର ଦୁର୍ଘଟଣା: କାର୍‌ ଧକ୍କାରେ ୨୦ ଫୁଟ ଉପରକୁ ଉଠିଗଲେ ବ୍ୟକ୍ତି, ଭିଡିଓ ଦେଖିଲେ…

ଦିନକୁ ଦିନ ସଡ଼କ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଉଛି। ଲୋକମାନେ ରାସ୍ତାରେ ଗାଡ଼ି ଚଳାଇବା ସମୟରେ ହେଲମେଟ ପିନ୍ଧିବା ଏବଂ ରାସ୍ତାରେ ଚାଲିବା ସମୟରେ ସତର୍କ ରହିବାକୁ ବାରମ୍ବାର ପରାମର୍ଶ ଦିଆଯାଉଛି। ତଥାପି ପ୍ରତିବର୍ଷ ଲକ୍ଷ ଲକ୍ଷ ଦୁର୍ଘଟଣା ଘଟି ଲୋକେ…

ଅଖା ପ୍ଲାଜୋ ପ୍ୟାଣ୍ଟର ମୂଲ୍ୟ ୬୦୦୦୦

ଫ୍ୟାଶନର ନିର୍ଦ୍ଦିଷ୍ଟ କିଛି ସଂଜ୍ଞା ନାହିଁ। କେତେବେଳେ କେଉଁ ଫ୍ୟାଶନ୍‌ ଟ୍ରେଣ୍ଡ କରେ ତାହା କହିବା ମୁସ୍କିଲ। ଅନେକ ସମୟରେ ଅଜବ ଫ୍ୟାଶନ ବି ଯୁବିପିଢିଙ୍କୁ ବେଶ୍‌ ଆକର୍ଷିତ କରିଥାଏ। ଯେମିତିକି ଏବେ ସୋସିଆଲ ମିଡ଼ିଆରେ ଏମିତି ଏକ ପ୍ଲାଜୋ ପ୍ୟାଣ୍ଟ…

ମିଷ୍ଟର୍‌ ସର୍ବଗିଳା

୧୯୫୦ରେ ଜନ୍ମିତ ଫ୍ରାନ୍ସର ମାଇକେଲ ଲୋତିତୋ, ବେଶ୍‌ ପରିଚିତ ଥିଲେ ‘ମିଷ୍ଟର ଇଟ୍‌ ଅଲ୍‌’ ନାମରେ। କାରଣ ସାଇକେଲ, ଟିଭି, ଖଟଠାରୁ ଆରମ୍ଭ କରି ଶପିଂ କାର୍ଟ, କାଚ ଜିନିଷ, ରବର ଏମିତିକି ଏରୋପ୍ଲେନ୍‌ର ପାର୍ଟ ଖାଇ ବେଶ୍‌ ଆରାମରେ ହଜମ…

ଅତି ସ୍ନେହେ….

  ସନାତନ ବାବୁ ଓ ପତ୍ନୀ ସୁଶୀଳାଙ୍କ ପରି ସହନଶୀଳତା-ଧୈର୍ଯ୍ୟ ଏବଂ ତ୍ୟାଗଗୁଣ ଯୁକ୍ତ ମଣିଷ ଆଜିକାଲି ଦୁନିଆରେ କମ୍‌ ମିଳିବେ l ସେ ନିଜପୁଅ ପାଇଁ କ’ଣ କମ୍‌ ତ୍ୟାଗ କରିଛନ୍ତି କି ! ଏଇଗୁଣ ତାଙ୍କର ବଢିଲା.. ଯେବେ…

ନ୍ୟାୟମୂର୍ତ୍ତିଙ୍କ କଥା…

ଫିଲ୍ମରେ ‘କାନୁନ୍‌ ଅନ୍ଧା ହୈ’ ଡାଇଲଗ୍‌ ଶୁଣିଥିବେ। ତେବେ କେବେ ଭାବିଛନ୍ତି କି ଏମିତି କାହିଁକି କୁହାଯାଏ। ଆଉ ଯେବେ ବି ଏକଥା ଭାବିଥିବେ କୋର୍ଟ ରୁମ୍‌ରେ ରହୁଥିବା ଏକ ମୂର୍ତ୍ତି ଯେଉଁଥିରେ ଜଣେ ନାରୀ ହାତରେ ତରାଜୁ ଓ ଆଖିରେ…

ମହାରାଷ୍ଟ୍ରର ଜଳପ୍ରପାତ

ଖରାଦିନେ ପାଣି ପାଖରେ ସମୟ କାଟିଲେ ନିଆରା ଆନନ୍ଦ ମିଳେ। ତେଣିକି ସେ ନୀଳ ସମୁଦ୍ର ହେଉ ଅବା ଜଳପ୍ରପାତ ବା ଝରଣାର ଜଳ। ମହାରାଷ୍ଟ୍ରରେ କିନ୍ତୁ ଏସବୁ କିଛି ଉପଲବ୍ଧ। ହେଲେ ବେଶୀ ଭିଡ଼ ଦେଖିବାକୁ ମିଳେ ସମୁଦ୍ରତଟରେ। ତେଣୁ…

ଆନିମଲ୍‌ ଇନ୍‌ସ୍ପାୟର୍ଡ ଜୁଏଲାରୀ

ପାରମ୍ପରିକ ଗହଣା ପିନ୍ଧି ପିନ୍ଧି ଯଦି ବୋର୍‌ ଲାଗିଲାଣି ଓ କିଛି ଭିନ୍ନ ଡିଜାଇନ୍‌ର ଜୁଏଲାରୀ ଟ୍ରାଏ କରିବାକୁ ଚାହୁଁଛନ୍ତି । ତେବେ ଆନିମଲ୍‌ ଇନ୍‌ସ୍ପାୟର୍ଡ ଜୁଏଲାରୀ ଟ୍ରାଏ କରନ୍ତୁ। ଏହା ଲୁକ୍‌କୁ ତ ବଦଳାଇବ ତା’ସହ ଆପଣଙ୍କୁ ସମସ୍ତଙ୍କ ଦୃଷ୍ଟି…

ପ୍ରଥମ ଦରମାରେ ବୋଉ ପାଇଁ ରେଡିଓ କିଣିଥିଲି

କେନ୍ଦୁଝର ଜିଲା ଓରାଳି ଗ୍ରାମରେ ମୋ ଜନ୍ମ। ମୁକୁନ୍ଦଚରଣ ବିଦ୍ୟାମନ୍ଦିରରୁ ହାଇସ୍କୁଲ୍‌ ପଢା ସାରି ଭଦ୍ରକ କଲେଜ ଓ ପରେ ରେଭେନ୍ସା କଲେଜରେ ଉଚ୍ଚଶିକ୍ଷା କରିଥିଲି। ୧୯୭୬ ମସିହାରେ ସରକାରୀ କଲେଜ, ରାଉରକେଲାରେ ରସାୟନ ବିଜ୍ଞାନର ଅଧ୍ୟାପକ ଭାବେ ମୋର ଚାକିରି…

୯ ହରିବୋଲ

ଲୀଲାମୟ ଦାରୁଦିଅଁ। ସେ ଦିଅଁ ଯେପରି ତାଙ୍କ ଲୀଳା ବି ସେପରି। ଭାଇ ଭଉଣୀଙ୍କୁ ସାଥୀରେ ଧରି ସେ ଭିଆନ୍ତି ଜଗତମଙ୍ଗଳ ଲୀଳା। କାଳିଆ ଠାକୁରଙ୍କ ଏହି ଲୀଳା ସହ ଯୋଡ଼ିହୋଇ ରହିଛି ହରିବୋଲ ପରମ୍ପରା… ସମଗ୍ର ଭାରତବର୍ଷରେ ଦେବ ଓ…

ବାପାଙ୍କ ପାଇଁ ଉପହାର

ଯିଏ ହାତ ଧରି ପିଲାକୁ ଚାଲି ଶିଖାନ୍ତି, ଯେତେ ଅସୁବିଧା ଥାଉ ନା କାହିଁକି ସବୁ କଷ୍ଟ ମନରେ ମାରି ପିଲା ମୁହଁରେ ହସ ଫୁଟାନ୍ତି ଆଉ ପିଲାର ସବୁ ଆବଶ୍ୟକତା ପୁରଣ କରି ତାଙ୍କୁ ସଫଳ ମଣିଷ କରିବାର ସ୍ବପ୍ନ…

୧୨୭ ଘଣ୍ଟା ନାଚି ବିଶ୍ୱ ରେକର୍ଡ

ପୁଣେ: ନିକଟରେ ଜଣେ ୧୬ ବର୍ଷୀୟା ଯୁବତୀ ୧୨୭ ଘଣ୍ଟା ନାଚି ବିଶ୍ୱ ରେକର୍ଡ କରିଛନ୍ତି। ସେ ୫ ଦିନ ତାଙ୍କ କଲେଜ ଅଡିଟୋରିୟମ୍‌ରେ ନାଚି ଏହି ସଫଳତା ହାସଲ କରିଛନ୍ତି। ପଶ୍ଚିମ ମହାରାଷ୍ଟ୍ର ଲତୁର ଜିଲାର ୧୬ ବର୍ଷୀୟା ସୃଷ୍ଟି…

ଦ୍ୱୀପରେ ବାସକଲେ ମିଳିବ ୭୧ ଲକ୍ଷ ଟଙ୍କା

ଡୁବଲିନ୍‌: ଦେଶରେ କିଛି ବିପତ୍ତି ଆସିଲେ ଅନେକ ଲୋକ ଛାନିଆ ହୋଇ ସେଠାରୁ ଅନ୍ୟ ଦେଶକୁ ପଳାଇ ଯାଇଥାନ୍ତି। ତେବେ ନିକଟରେ ଏକ ୟୁରୋପିଆନ୍‌ ଦ୍ୱୀପୀୟ ଦେଶ ଆୟର୍ଲାଣ୍ଡ ସରକାର ଦେଶରେ କିଛି ଦ୍ୱୀପ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେଥିପାଇଁ ସେହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?