Posted inଫୁରସତ

କ୍ୟାନସର ହୋଇଛି କି ନାହିଁ କହିବ ମୋବାଇଲ କ୍ୟାମେରା

ଆଗାମୀ ଦିନରେ ଚିକିତ୍ସା ବିଜ୍ଞାନରେ ବଡ ପରିବର୍ତ୍ତନ ହେବାକୁ ଯାଉଛି। ଭବିଷ୍ୟତରେ ମୋବାଇଲ ଫୋନ ମାଧ୍ୟମରେ ଚର୍ମ କର୍କଟ ହୋଇଛି କି ନାହିଁ ତାହା ଜାଣିବା ସମ୍ଭବ ହେବ। ଏଥିପାଇଁ ନାନୋଟେକ୍ନୋଲୋଜିର ସାହାଯ୍ୟ ନିଆଯାଉଛି। ଏକ ସ୍ମାର୍ଟଫୋନ କ୍ୟାମେରା ଲେନ୍ସ ତିଆରି କରାଯାଇଛି ଯାହା ବାର୍ଥ ମାର୍କ କିମ୍ବା ଚର୍ମରେ କୌଣସି ପ୍ରକାରର ଚିହ୍ନର ବିସ୍ତୃତ ଫଟୋ ଉଠାଇବ। ଫଟୋ ମାଧ୍ୟମରେ ବାୟୋଲଜିକାଲ କୋଷର ଯାଞ୍ଚ କରି ଚର୍ମ କର୍କଟ ହୋଇଛି କି ନାହିଁ ସୂଚନା ଦେବ।


Enter your email to get our daily news in your inbox.

All Right Reserved By Dharitri.Com

HRଙ୍କ ଗୋଟିଏ ଫୋନ୍‌ କଲ୍‌ରେ ଚାଲିଗଲା ଯୁବତୀଙ୍କର ସାଢ଼େ ୫ ବର୍ଷର ଚାକିରି, କହିଲେ ଭଗବାନଙ୍କ ନିର୍ଦ୍ଦେଶ ଯାହା…

ଦିଲ୍ଲୀର ଜଣେ ଆଇଟି ପ୍ରଫେଶନାଲଙ୍କ ଏକ ଭାବପ୍ରବଣ ଭିଡିଓ ସୋସିଆଲ ମିଡିଆରେ ତୀବ୍ର ବେଗରେ ଭାଇରାଲ ହେଉଛି। ଭିଡିଓରେ ଯୁବତୀ ଜଣକ କହୁଛନ୍ତି ସେ ଏଚ୍‌ଆରଙ୍କଠାରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri