ଫୁରସତ

ଦାମୀ ବ୍ରେଡ ‘ଗୋଲ୍ଡ ଲିଫ୍‌ ବ୍ରେଡ’, ମୂଲ୍ୟ ୧୦ ହଜାର ଟଙ୍କା

ବ୍ରେଡ୍‌ ବା ପାଉଁରୁଟି ଗରିବରୁ ଧନୀ ଯାଏ ସମସ୍ତେ ଖାଆନ୍ତି। ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଏମିତି ବି ଏକ ବ୍ରେଡ ଅଛି, ଯାହାକୁ ଖାଇବା ସାଧାରଣ ମଣିଷ ଲାଗି ସାତ ସପନ। କାରଣ ଏହା ହେଉଛି ପୃଥିବୀର ସବୁଠାରୁ ଦାମୀ…

କି-ବୋର୍ଡ ପଫର୍‌ ଜ୍ୟାକେଟ୍‌

ଫ୍ୟାଶନ୍‌ ନାଁରେ ବେଳେବେଳେ କିଛି କମ୍ପାନୀ ଏଭଳି ପୋଷାକ ତିଆରି କରନ୍ତି ଯେ, ତାହା ବେଶ୍‌ ଅଜବ ଲାଗେ। ଆଉ ବେଳେ ବେଳେ ଏଭଳି ଅଜବ ପୋଷାକ ଟ୍ରେଣ୍ଡ ବି ପାଲଟିଯାଏ। ଯେମିତିକି ଏବେ ଏକ ଅଜବ ଜ୍ୟାକେଟ୍‌ ଟ୍ରେଣ୍ଡରେ ଅଛି।…

ବିଦଗ୍ଧ ଫଳ

ଆଜିକାଲି ବିଭିନ୍ନ ଜିନିଷର ଜିଆଇ ଟ୍ୟାଗ୍‌ ପାଇଁ ଯେପରି ତତ୍ପରତା ଦେଖାଯାଉଛି ସେପରି ଆଗରୁ ଦେଖି ନ ଥିଲୁ। ଆମ ଜିନିଷକୁ ଯଦି କେହି ତାଙ୍କର ବୋଲି କହିଦିଏ ତେବେ ଖରାପ ଲାଗିବା ସ୍ବାଭାବିକ। ତେଣିକି ସେ ନିଜ ଛୁଆ ହେଉ…

ଶାମ୍ପୁ: କେବେ ଓ କେଉଁଠି ପ୍ରଥମେ ହୋଇଥିଲା ଆରମ୍ଭ…

‘ଶାମ୍ପୁ’ ନାଁରୁ ଭାବୁଥିବେ ଏହା ଏକ ଇଂରାଜୀ ଶବ୍ଦ। ତେବେ ପ୍ରକୃତ କଥା ହେଉଛି ଏହି ଶବ୍ଦଟି ‘ଚମ୍ପୋ’ ବ ‘ଚମ୍ପି’ରୁ ଉଦ୍ଧୃତ। ‘ଚମ୍ପୋ’ ଶବ୍ଦଟି ସଂସ୍କୃତ ଶବ୍ଦ ‘ଚପତି’ରୁ ଆସିଛି। ଯାହାର ଅର୍ଥ ହେଉଛି ମାଲିସ୍‌ କରିବା। ପୂର୍ବେ ଭାରତୀୟମାନେ…

ପବିତ୍ରସ୍ଥଳୀ ଜାଗେଶ୍ୱର ଧାମ

ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଜାଗେଶ୍ୱର ଧାମ ହେଉଛି ଉତ୍ତରାଖଣ୍ଡର ଅଲମୋରା ଜିଲା ଅନ୍ତର୍ଗତ ଏକ ପବିତ୍ରମୟ ସ୍ଥଳୀ। ଏହି ଧାମରେ ଶ୍ରଦ୍ଧାଳୁ ଅନେକ ଛୋଟ ବଡ଼ ମନ୍ଦିର ଥିବାର ଦେଖିବାକୁ ପାଇପାରିବେ… ଉତ୍ତରାଖଣ୍ଡର ଅଲମୋରା ଜିଲାଠାରୁ ପ୍ରାୟ ୩୬ କି.ମି…

ଆପତ୍ତିଜନକ ପୋଷାକ ପିନ୍ଧିଲେ ଲାଗିବ ଜରିମାନା: ଜିନପିଙ୍ଗ ପ୍ରଶାସନ ନେବେ ନୂଆ ପଦକ୍ଷେପ…

ବେଜିଂ,୧୦।୯ : ଏକ ନିଆରା ପଦକ୍ଷେପରେ ଚାଇନାର ରାଷ୍ଟ୍ରପତି ଜିନପିଙ୍ଗ ପ୍ରଶାସନ ଏକ ନୂତନ ନିୟମ ଉପରେ ବିଚାର କରୁଛନ୍ତି। ଯେଉଁଥିରେ କମ୍ୟୁନିଷ୍ଟ ସରକାରଙ୍କ ପ୍ରତି ଆପତ୍ତିଜନକ ପୋଷାକ ପିନ୍ଧିବା ଦ୍ୱାରା ଜରିମାନା ଲାଗୁ ହୋଇପାରେ। ଏହାକୁ ନେଇ ଚାଇନାରେ ଏବଂ…

ମା’ ପାଇଁ କୁଅ ଖୋଲିଲା ପୁଅ

ମୁମ୍ବାଇଠାରୁ ୧୨୦ କି.ମି. ଦୂର ପାଲଘରର କେଲଓ୍ବେ ଗାଁରେ ବହୁ ବର୍ଷ ଧରି ପାଣିର ବହୁତ ସମସ୍ୟା ରହିଆସିଛି। ଏଠାରେ ପାଣି ପାଇଁ ନଦୀ ଏକମାତ୍ର ସାହା ଭରସା। ଏବେ ଏହି ନଦୀର ଜଳସ୍ତର ବି ବହୁତ କମି ଗଲାଣି। ତଥାପି…

‘ଯୋଗ୍ୟତା ପରଖୁ ପରଖୁ ପାଲଟିଲି ଔପନ୍ୟାସିକ’

ଯେବେ ନିଶାର୍ଦ୍ଧରେ ସମସ୍ତେ ଶୋଇ ଯାଆନ୍ତି, ସେତେବେଳେ ତାଙ୍କ ମାନସପଟରେ ଜୀବନ୍ତ ହୋଇଯାଏ କାହାଣୀର ଚରିତ୍ର ସବୁ । ଆଉ ସେ କାଗଜ କଲମ ଧରି ବସି ପଡ଼ନ୍ତି ଲେଖିବାକୁ । ରାତି ଯେତେ ବଢେ କାହାଣୀ ସେତେ ଆଗକୁ ବଢେ।…

ବୋଉ କହିଲା ପ୍ରଥମ ରୋଜଗାର ଟଙ୍କା ଦିଅଁଙ୍କ ପାଖରେ ରଖିଦେ: କଥାକାର ଲୋପାମୁଦ୍ରା ପରିଡା

ପ୍ରଥମ ରୋଜଗାରର ଶୀର୍ଷକରେ ଧରିତ୍ରୀରେ ଯେତେବେଳେ କାହାକୁ ପଢ଼ୁଥିଲି, ସେତେବେଳେ ଭାବୁଥିଲି ଯଦି କୋଉ ଦିନ ମତେ ଲେଖିବାକୁ ସୁଯୋଗ ମିଳେ ମୁଁ କ’ଣ ବା ଲେଖିବି ! ସବୁ ପ୍ରଥମରେ ଯେମିତି ବହେ ଅଙ୍କ କଷା ପାଠ ଥାଏ, ଆଣ୍ଠେଇ…

ବାପା ମୋର ପ୍ରଥମ ଗୁରୁ: ଜିତେନ୍ଦ୍ର ପଟ୍ଟନାୟକ

ଦୀର୍ଘ ୪ ଦଶନ୍ଧିରୁ ଅଧିକ ହେବ ସେ ଏକାଧିକ ମଞ୍ଚନାଟକ, ଟିଭି ଧାରାବାହିକ ଓ ସିନେମାରେ ନିର୍ଦ୍ଦେଶନା ଦେବା ସହିତ ବହୁ ନାଟକରେ ଅଭିନୟ କରିସାରିଛନ୍ତି। ଯେଉଁଥିପାଇଁ ତାଙ୍କୁ ମିଳିଛି ଅନେକ ସମ୍ମାନ ଓ ପୁରସ୍କାର। ସେ ହେଲେ ଜିତେନ୍ଦ୍ର ପଟ୍ଟନାୟକ।…

ନିକଟ ଭବିଷ୍ୟତରେ ଧ୍ୱଂସ ହେବ ପୃଥିବୀ, ମିଳିଲାଣି ଏସବୁ ସଙ୍କେତ

ଇସ୍ରାଏଲରେ ଘଟିଥିବା ତିନୋଟି ଅନନ୍ୟ ଘଟଣା ବିଷୟରେ ଭବିଷ୍ୟଗଣନକାରୀମାନେ ସକ୍ରିୟ ହୋଇଯାଇଛନ୍ତି। ସେମାନେ କହିଛନ୍ତି, ଏହି ତିନୋଟି ଘଟଣା ପୃଥିବୀ ଧ୍ୱଂସ ହେବାର ସୂଚାଇପାରେ। ସେମାନଙ୍କର ଅସ୍ତିତ୍ୱ ମାନବିକତା ପାଇଁ ଏକ ଖରାପ ସଙ୍କେତ ଦେଉଛି। ଭବିଷ୍ୟଗଣନାକାରୀଙ୍କ ଏହି ଦାବି ଅତ୍ୟନ୍ତ…

ପଥପ୍ରାନ୍ତେ ଭାଗ୍ୟ ଭବିଷ୍ୟତ

ରାଜଧାନୀ ଭୁବନେଶ୍ୱର। ପିଏମ୍‌ଜି ଅଫିସ ଛକ ସମ୍ମୁଖରୁ ଇନ୍ଦିରା ଗାନ୍ଧୀ ପାର୍କ ରାସ୍ତାକଡ଼ରେ ବସିଥାନ୍ତି ଜଣେ ୪୭ ବର୍ଷୀୟ ବ୍ୟକ୍ତି। ପାଖରେ ରଖିଥାନ୍ତି କେତୋଟି ପାଞ୍ଜି । ତାଙ୍କ ପାଖରେ ବସିଥିବା ଜଣେ ବ୍ୟକ୍ତିଙ୍କ ହାତ ଦେଖି କହୁଥାନ୍ତି-ଆପଣ ଜଣେ ପରୋପକାରୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?