ଫୁରସତ

ଜଙ୍ଗଲ ରାଜାଙ୍କ ଭିନ୍ନ ରୂପ, ଶିକାର ପରିବର୍ତ୍ତେ କଲେ ଏମିତି, ଭିଡିଓ ଦେଖିଲେ…

ଜଙ୍ଗଲର ରାଜା ସିଂହ ସବୁଠାରୁ ଭୟଙ୍କର ଶିକାରକାରୀ ଭାବରେ ଜଣାଶୁଣା। ମାତ୍ର ଜଙ୍ଗଲ ରାଜାଙ୍କୁ ଯଦି ଭାବପ୍ରବଣ ଏବଂ ସ୍ନେହପୂର୍ଣ୍ଣ ଭାବନାରେ ଦେଖନ୍ତି ତେବେ ଆଶ୍ଚର୍ଯ୍ୟ ହେବେ ନିଶ୍ଚିତ। ସିଂହ କିମ୍ବା ସିଂହୀ ସେମାନଙ୍କ ପିଲାମାନଙ୍କ ପ୍ରତି ଯେତେ ଭଲ ପାଆନ୍ତି,…

ଇନ୍ଦ୍ରଧନୁ

ବର୍ଷା ପରେ ଆକାଶରେ ଦେଖାଯାଉଥିବା ଏକ ଚମତ୍କାର ଦୃଶ୍ୟ ହେଉଛି ଇନ୍ଦ୍ରଧନୁ। ସାତରଙ୍ଗର ଓ ଧନୁ ଆକାରର ଏହି ଦୃଶ୍ୟ ସମସ୍ତଙ୍କର ମନ ମୋହିଥାଏ। ତେବେ ଅନେକଥର ଏହି ଅଦ୍ଭୁତ ଦୃଶ୍ୟକୁ ଦେଖିବାବେଳେ ମନରେ ଏହାର ଉତ୍ପତ୍ତି ଓ ରଙ୍ଗକୁ ନେଇ…

ନ୍ୟାଶନାଲ୍‌ ଗାନ୍ଧୀ ମ୍ୟୁଜିୟମ୍‌

ଜାତିର ପିତା ମହାତ୍ମା ଗାନ୍ଧୀ ! ଭାରତୀୟ ସ୍ବତନ୍ତ୍ରତା ଆନ୍ଦୋଳନର ପ୍ରମୁଖ ନେତା, ଭାରତୀୟ ଜନତାଙ୍କୁ ହିଂସାର ମାର୍ଗ ଛାଡ଼ି ଅହିଂସାକୁ ଆଧାର କରି ସ୍ବତନ୍ତ୍ରତା ପ୍ରାପ୍ତ କରିବାକୁ ସବୁବେଳେ ପ୍ରେରଣା ଦେଉଥିଲେ। ଅସହଯୋଗ ଆନ୍ଦୋଳନରୁ ଆରମ୍ଭ କରି ଲବଣ ସତ୍ୟାଗ୍ରହ,…

୫ ଫୁଟ ୩ ଇଞ୍ଚର ଚପଲ

ପରିସ୍ଥିତି ଯାହା ହେଉନା କାହିଁକି ସ୍ବପ୍ନ ବଡ଼ ହେବା ଉଚିତ। ଏମିତି ଏକ ଖବର ମଧ୍ୟପ୍ରଦେଶର ବୁରହାନପୁରରୁ ଆସିଛି। ବାସ୍ତବରେ ନୟାମତପୁର ଅଞ୍ଚଳରେ ରହୁଥିବା ଚପଲ ନିର୍ମାତା ରମେଶ ଦାଶରଥ ଚିତ୍ରେ ତାଙ୍କ ନାମ ଗିନିଜ ବୁକ୍‌ରେ ପଞ୍ଜୀକରଣ କରିବାକୁ ଚାହୁଁଛନ୍ତି।…

କଟନ୍‌ ଫ୍ୟାଶନ; ଜାଣନ୍ତୁ କାହିଁକି ଏହାର ଏତେ ଲୋକପ୍ରିୟତା,ପିନ୍ଧିବାର କ’ଣ ଫାଇଦା…

ସୂତା ବା କଟନ୍‌ କପଡ଼ା କପାରୁ ତିଆରି ଏକ ଫାବ୍ରିକ୍‌; ଯାହା ଖୁବ୍‌ ନରମ ଓ ଆରାମଦାୟକ। ଏହା ଦେଖିବାକୁ ଯେମିତି ସୁନ୍ଦର, ପିନ୍ଧିବାକୁ ସେମିତି କମ୍ଫଟେବଲ୍‌ । ସେଥିପାଇଁ ଏହାର ଚାହିଦା ଖୁବ୍‌ ରହେ। ତେବେ କାହିଁକି ଏହାର ଏତେ…

ପ୍ରଥମ ରୋଜଗାର ଟଙ୍କାରେ ଠାକୁରଙ୍କ ପାଖେ ମିଠା ଭୋଗ ଲଗାଇଥିଲି: ଡା. ସିଦ୍ଧାର୍ଥ ଷଡ଼ଙ୍ଗୀ

ପ୍ରଥମେ ମୋ ପାଠପଢ଼ା ଆରମ୍ଭ ହୋଇଥିଲା ଚଣ୍ଡିଗଡ଼ରୁ। କାରଣ ବାପା ପ୍ରଫେସର ଡା. ରମାରମଣ ଷଡ଼ଙ୍ଗୀ ସେତେବେଳେ ପିଜିଆଇ ଚଣ୍ଡିଗଡ଼ରେ ହାର୍ଟ ସର୍ଜରିରେ ଏମ୍‌ସିଏଚ୍‌ (ସୁପର ପିଜି) କରୁଥିଲେ ଏବଂ ମା’ ପ୍ରଫେସର ଡା. ସରୋଜିନୀ ଷଡ଼ଙ୍ଗୀ ବି ସେହିଠାରେ ସ୍ତ୍ରୀ-ରୋଗ…

ଲୋକକଳାର ରହିଛି ଏକ ଅଲିଖିତ ବ୍ୟାକରଣ: ଡ.ତାପସ କୁମାର ସାମନ୍ତରାୟ

ନାଟକରେ ଅଭିନୟ କରିବା, ସ୍କ୍ରିପ୍ଟ ଲେଖିବା, ନିର୍ଦ୍ଦେଶନା ଦେବା ସହ ବିଭିନ୍ନ ରାଜ୍ୟର ଲୋକକଳା, ସଂସ୍କୃତିର ପ୍ରଚାର ପ୍ରସାରରେ ତାଙ୍କର ରହିଛି ସ୍ବତନ୍ତ୍ର ପରିଚୟ । ବିଶେଷକରି ଓଡ଼ିଶାର ଲୁପ୍ତପ୍ରାୟ ଲୋକକଳା ସଂସ୍କୃତିକୁ ଉଜ୍ଜୀବିତ କରିବା ପାଇଁ ସଦା ସର୍ବଦା ସେ…

ବୟସ୍କଙ୍କ ମନକୁ ଜାଣନ୍ତୁ

ଦିନେ ପାର୍କରେ ବୁଲୁ ବୁଲୁ ଦେଖିଲି କେତେଜଣ ବୟସ୍କ ଲୋକ ଗୋଟିଏ ଜାଗାରେ ଏକାଠି ବସି କଥାବର୍ତ୍ତା ହେଉଛନ୍ତି। ମୁଁ ସେମାନଙ୍କ ପାଖରେ ବସିପଡ଼ିଲି। ଏହି ସମୟରେ ଆଉ ଜଣେ ଦୁଇଜଣ ଲୋକ ଗରମ ସିଙ୍ଗଡା, ବରା ଧରି ପହଞ୍ଚତ୍ଗଲେ ଗପଟା…

ଶଙ୍ଖର ମହତ୍ତ୍ୱ

ବିଷ୍ଣୁ ପୂରାଣ ଅନୁଯାୟୀ, ଯେହେତୁ ମାତା ଲକ୍ଷ୍ମୀ ହେଉଛନ୍ତି ସମୁଦ୍ରରାଜଙ୍କର କନ୍ୟା, ତେଣୁ ଶଙ୍ଖର ମାହାତ୍ମ୍ୟତା ସହିତ ମହାଲକ୍ଷ୍ମୀଙ୍କର ମଧ୍ୟ ସାମଞ୍ଜସ୍ୟ ରହିଛି। ତେଣୁ କୁହାଯାଏ, ଯେଉଁଠାରେ ଶଙ୍ଖ ରହିଥାଏ ସେଠାରେ ମାତା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ବି…

ଅଭିନୟରେ ଗାନ୍ଧୀ

ଦେଶକୁ ସ୍ବାଧୀନ କରିବାରେ ଗାନ୍ଧିଜୀଙ୍କ ଅହିଂସା ଆନ୍ଦୋଳନର ମାର୍ଗ ସାରା ବିଶ୍ୱବାସୀଙ୍କୁ ଦେଖେଇ ଦେଇଥିଲା ଯେ ଶାନ୍ତିର ସ୍ବର ବି କେତେ ପ୍ରଭାବଶାଳୀ ହୋଇପାରେ। ଯାହାଫଳରେ ଲକ୍ଷଲକ୍ଷ ଲୋକ ଗାନ୍ଧିଜୀଙ୍କ ବିଚାରଧାରା ପ୍ରତି ଆକୃଷ୍ଟ ହୋଇଥିଲେ। ଆଜି ବି ଅନେକ ଲୋକ…

କପେ କଫି ଆଣେ ଫୂର୍ତ୍ତି

କପେ କଫି ପିଇବା ଦ୍ୱାରା ମନରେ ଫୂର୍ତ୍ତି ଆସିଥାଏ। ତେଣୁ ଲୋକେ କଫି ପିଇବାକୁ ପସନ୍ଦ କରିଥା’ନ୍ତି। କଫିର ଇତିହାସ ବହୁ ପୁରୁଣା। ପ୍ରଥମେ ୧୬୫୧ ମସିହାରେ ବ୍ରିଟେନ୍‌ରେ ପ୍ରଥମ କଫି ଦୋକାନ ଖୋଲିଥିଲା। ସେତେବେଳେ ପୁରୁଷମାନେ ଅଧିକ ସଂଖ୍ୟାରେ କଫି…

ଗୋଟିଏ ଦିନରେ ୨କୋଟି ଲୋକ କଲେ ଟ୍ରେନରେ ଯାତ୍ରା, ରେକର୍ଡ ସୃଷ୍ଟି କଲା ଚାଇନା ରେଲଓ୍ବେ

ବେଜିଂ,୩୦।୯: ଚାଇନାରେ ଗୋଟିଏ ଦିନରେ ୨କୋଟି ଲୋକ ଟ୍ରେନରେ ଯାତ୍ରା କରିଛନ୍ତି। ସେପ୍ଟେମ୍ବର ୨୯ର ଏହି ତଥ୍ୟ ଚାଇନା ରେଲଓ୍ବେରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ୧୮୫୪ ଅତିରିକ୍ତ ଟ୍ରେନ ସହିତ ସମୁଦାୟ ୧୨ହଜାର ୫୩୭ଟି ଟ୍ରେନ ଚଳାଚଳ କରିଥିଲା।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri