ଡେଙ୍ଗୁ ବ୍ୟାପୁ କି ମ୍ୟାଲେରିଆ; ଏଠାରେ କିନ୍ତୁ ମଶା ମାରିବା ପାପ
ବର୍ତ୍ତମାନ ସମୟରେ ସମଗ୍ର ଭାରତରେ ଡେଙ୍ଗୁ ନିଜ କାୟା ବିସ୍ତାର କରିଛି। ତାପମାତ୍ରା ସାଙ୍ଗକୁ ବର୍ଷା ଯୋଗୁ ମଶାଙ୍କ ପ୍ରାର୍ଦୁଭାବ ବଢ଼ିଥିବାରୁ ଲୋକେ ଏହି ରୋଗରେ ପୀଡ଼ିତ ହେଉଛନ୍ତି। ତେବେ ଆଜି ଆମେ ଦୁନିଆର ଏକ ଏଭଳି ଦେଶ ବିଷୟରେ କହିବୁ…
ପାରାକୁ ଧରିବାକୁ ରଚିଥିଲେ ମାଷ୍ଟର ପ୍ଲାନ, ଏକ ବିଲେଇ ବିଗାଡି ଦେଲା ସବୁକିଛି
ପ୍ରତିଦିନ ସୋସିଆଲ ମିଡିଆରେ କିଛିନା କିଛି ଫଟୋ, ଭିଡିଓ ଭାଇରାଲ ହେଉଛି, ଯେଉଁ ସବୁ ଫଟୋ ଭିଡିଓକୁ ଦେଖି କିଛି ସିଖିବା ସହିତ ହସର ଖୋରାକ ମିଳୁଛି। ବିଲେଇକୁ ପ୍ରାୟ ସମସ୍ତେ ଭଲପାନ୍ତି। ସେମାନଙ୍କୁ ନେଇ ମଧ୍ୟ ଅଧିକ ମେମ୍ କରାଯଏ।…
ଜାଣନ୍ତି ପୃଥିବୀ ଗୋଟିଏ ପାର୍ଶ୍ୱକୁ କାହିଁକି ଢଳି ରହିଛି
ଅନେକ ଲୋକଙ୍କ ମନରେ ପ୍ରଶ୍ନ ଯେ, ପୃଥିବୀ ଗୋଲାକାର ନୁହେଁ, କାହିଁକି ଅଣ୍ଡାକୃତି ଏବଂ ଗୋଟିଏ ପାର୍ଶ୍ୱକୁ କାହିଁକି ଢଳି ରହିଛି। ଏହି ପ୍ରଶ୍ନ ସୋସିଆଲ ମିଡିଆ ସାଇଟ୍ ‘କୋରା’ରେ ଲୋକମାନେ ପଚାରିଛନ୍ତି। ରାଘବ ସିଂ, ଅଜୟ କୁମାର ଏବଂ ସରୋଜ…
ପ୍ରତିଦିନ ୫ କିଲୋ ସୁନା ପିନ୍ଧି ଚାଲନ୍ତି ଏହି ବ୍ୟକ୍ତି, ସାଙ୍ଗରେ ଯାଆନ୍ତି ୪ ବଡିଗାର୍ଡ
ସୁନା ଅଳଙ୍କାର କାହାର ବା ପସନ୍ଦ ନୁହେଁ କହିଲେ। ଉଦ୍ଦେଶ୍ୟ ହେଉଛି ନିବେଶ କରିବା କିମ୍ବା ଅଳଙ୍କାର କିଣିବା। ଲୋକମାନେ ପ୍ରତିଦିନ ସୁନାର ମୂଲ୍ୟ ଯାଞ୍ଚ କରନ୍ତି। ମୂଲ୍ୟ ଟିକେ ହ୍ରାସ ହେଲେ ଲୋକେ ସୁନା କିଣନ୍ତି। ଏଥି ସହିତ ଅନେକ…
ଦୁର୍ଘଟଣା ପରେ ପୂରା କଲେ ସ୍ବପ୍ନ
ଅଷ୍ଟିନ: ନିଜ ସ୍ବପ୍ନକୁ ପୂରା କରିବାକୁ ଲୋକେ ଅନେକ ବାଧାବିଘ୍ନକୁ ଖାତିର କରି ନ ଥାନ୍ତି। ତାହାର ଏକ ଉଦାହରଣ ନିକଟରେ ଦେଖିବାକୁ ମିଳିଛି। ଗାଲ୍ଭେଷ୍ଟେନ ବାସିନ୍ଦା ୧୯ ବର୍ଷୀୟ ଜିଦ୍ ଗାର୍ସିଆଙ୍କ ସହ ଏକ ଦୁର୍ଘଟଣା ଘଟିଥିଲା। ତାଙ୍କ ଘରେ…
ଭାରତର ଏକମାତ୍ର ଭାଷା ଯାହାକୁ ଓଲଟାଇଲେ ଯେମିତି- ସିଧାରେ ସେମିତି, କୁହନ୍ତୁ ତ ନାମ
ଭାରତ ଏଭଳି ଏକ ଦେଶ, ଯେଉଁଠାରେ ଅନେକ ଭାଷା ପ୍ରଚଳିତ ହେଉଛି। ଏହାର ସମ୍ବିଧାନରେ ୨୨ ଭାଷା ସାମିଲ ଅଛି। ଏହାଛଡ଼ା ଦେଶରେ ଅନେକ ଆଞ୍ଚଳିକ ଭାଷା ମଧ୍ୟ କୁହାଯାଉଛି। ସେଗୁଡ଼ିକମଧ୍ୟରୁ ଏଭଳି ଏକ ଭାଷା ରହିଛି ଯାହାକୁ ଓଲଟା ଦେଖିଲେ…
ଆମ୍ଲେଟ୍ ଖାଇଲେ ୧ ଲକ୍ଷ ଟଙ୍କା ପୁରସ୍କାର
ଦିଲ୍ଲୀର ଜଣେ ଷ୍ଟ୍ରିଟ ବିକ୍ରେତା ଗ୍ରାହକଙ୍କୁ ଏକ ଆକର୍ଷଣୀୟ ଚ୍ୟାଲେଞ୍ଜ ଦେଇଛନ୍ତି। ତାଙ୍କ ଆମଲେଟ ଚ୍ୟାଲେଞ୍ଜରେ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଗ୍ରାହକଙ୍କୁ ଏକ ବିରାଟ ନଗଦ ପୁରସ୍କାର ଜିତିବାର ସୁଯୋଗ ଦେଇଛନ୍ତି। ୩୧ ଅଣ୍ଡାରେ ପ୍ରସ୍ତୁତ ଆମ୍ଲେଟ୍କୁ ଯିଏ ମାତ୍ର ୩୦…
୧୬ ବର୍ଷ ବୟସରେ ୧୦୦ କୋଟି ଟଙ୍କାର କମ୍ପାନୀ ଛିଡା କଲେ ଝିଅ: ଜାଣନ୍ତୁ କେମିତି
ପ୍ରାଞ୍ଜଲୀ ଅବସ୍ଥି, ବୟସ ମାତ୍ର ୧୬ ବର୍ଷ। ଏତେ କମ୍ ବୟସରେ ୧୦୦ କୋଟିଏ ଟଙ୍କାର କମ୍ପାନୀ ଛିଡା କରିଛନ୍ତି ସେ। ଏହାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା। ଜାନୁଆରୀ ୨୦୨୨ରେ ପ୍ରାଞ୍ଜଲୀ ତାଙ୍କର ଷ୍ଟାର୍ଟଅପ ଆରମ୍ଭ କରିଥିଲେ, ଯାହାର ମୂଲ୍ୟ…
ରାସ୍ତାରେ ଗଡୁଛି ଅଜବ ବାଇକ୍, ଭିଡିଓ ଦେଖିଲେ…
ଲୋକମାନେ ଭାବନ୍ତି ଟେକ୍ନୋଲୋଜି ଦୃଷ୍ଟିରୁ ଚାଇନା ଏବଂ ଜାପାନ ହେଉଛି ସବୁଠାରୁ ଆଧୁନିକ ଦେଶ ଏବଂ ସେଠାରେ ଯେଉଁ ପ୍ରକାରର ଉଦ୍ଭାବନ କରାଯାଇପାରିବ ତାହା ଅନ୍ୟ କେଉଁଠାରେ କରାଯାଇପାରିବ ନାହିଁ। କିନ୍ତୁ ଆମ ଭାରତ ମଧ୍ୟ ଉଦ୍ଭାବନ ଦୃଷ୍ଟିରୁ କୌଣସି ଦେଶର…
ଜାଣନ୍ତି କି ଆଇରନକୁ କାହିଁକି କୁହାଯାଏ ଇସ୍ତ୍ରୀ, ଏହା ପଛରେ ରହିଛି ଏହି କାରଣ…
ପ୍ରତିଦିନ ଆମ ଚାରିପାଖରେ ଅନେକ କଥା ଘଟେ। ଏହା ପଛରେ କିଛି କାରଣ ଥାଇପାରେ ବୋଲି ମଧ୍ୟ ଆମେ ଜାଣି ନ ଥାଉ। ଉଦାହରଣ ସ୍ବରୂପ, ଏପରି ଅନେକ ଜିନିଷର ନାଁ ଅଛି, ଯାହାକୁ ଆମେ ସମସ୍ତଙ୍କଠାରୁ ସେହି ନାଁରେ ଶୁଣିଆସୁ।…
ଝିଅଙ୍କ ପାଇଁ ଏହି ସରକାରୀ ଯୋଜନାରେ କରନ୍ତୁ ନିବେଶ, ବିବାହ ସମୟରେ ମିଳିବ ୬୩ ଲକ୍ଷ ଟଙ୍କା…
ନୂଆଦିଲ୍ଲୀ,୧୨।୧୦: କନ୍ୟା ସନ୍ତାନ ଜନ୍ମ ହେବା ମାତ୍ରେ ପରିବାରଲୋକଙ୍କ ମନରେ ପାଠପଢ଼ା ସହ ବିବାହକୁ ନେଇ ଚିନ୍ତା ପଶିଥାଏ। ଏଥିଲାଗି ସରକାରଙ୍କ ସୁକନ୍ୟା ସମୃଦ୍ଧି ଯୋଜନା ଏକ ଲୋକପ୍ରିୟ ସେଭିଂ ସ୍କିମ୍। ଏହାଦ୍ୱାରା ମାବାପା ନିଜ ଝିଅଙ୍କ ଲାଗି ଦୀର୍ଘ ସମୟ…
ଆଖିର ଯତ୍ନ ମୂଳ କଥା
ଆମ ଶରୀରର ସମସ୍ତ ଅଙ୍ଗ ମଧ୍ୟରୁ ଚକ୍ଷୁ ହେଉଛି ଏକ ସ୍ବତନ୍ତ୍ର ତଥା ମୂଲ୍ୟବାନ୍ ଅଙ୍ଗ। ଯାହା ଦ୍ୱାରା ଆମେ ଏ ସୁନ୍ଦର ଦୁନିଆକୁ ଦେଖିପାରୁଛୁ । ଆଖି ଦ୍ୱାରା ପଢ଼ିବା, ଲେଖିବା, ଦେଖିବାଠାରୁ ଆରମ୍ଭ କରି ଅନେକ କାମ ହୋଇଥାଏ…

